Daily Archives

May 17, 2020

ଗୋଟିଏ ଆପାର୍ଟମେଣ୍ଟରୁ ୨୫ଜଣ କରୋନା ସଂକ୍ରମିତ; ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜା ଚାଲିଛି

ହାଇଦ୍ରାବାଦ: ବିଶ୍ୱ ସହିତ ଭାରତରେ ବି କରୋନା ଭାଇରସ୍‌ ଦିନକୁ ଦିନ ତାର ପ୍ରଭାବ ବିସ୍ତାର କରି ଚାଲିଛି। ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପାଖାପାଖି ୯୦,୦୦୦ରେ ପହଞ୍ଚି ସାରିଲାଣି। ଏହି କ୍ରମରେ ହାଇଦ୍ରାବାଦର ପୁରୁଣା ସହର ମଦନ୍ନାପେଟ ଅଞ୍ଚଳସ୍ଥ ଏକ ଆପାର୍ଟମେଣ୍ଟରୁ ୨୫ଜଣ କରୋନା ସଂକ୍ରମିତ…
ଅଧିକ ଖବର ଦେଖନ୍ତୁ...

ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ଅମ୍ଫାନ୍‌; ରାଜ୍ୟର ଉତ୍ତର ଉପକୂଳରେ ଘଟାଇପାରେ ପ୍ରଭୂତ କ୍ଷୟକ୍ଷତି !

ନୂଆଦିଲ୍ଲୀ/ ଭୁବନେଶ୍ୱର: ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟାରେ ଅମ୍ଫାନ୍‌ ନାମରେ ଏକ ଭୀଷଣ ସାମୁଦ୍ରିକ ବାତ୍ୟା ବା ଚକ୍ରବାତରେ ପରିଣତ ହୋଇଯାଇଛି। ଏଥିସହ ଅମ୍ଫାନ୍‌ ଏବେ ପାରାଦ୍ଵୀପ ଠାରୁ ପ୍ରାୟ ୯୩୦ କିଲୋମିଟରେ ଦୂରରେ ରହି କ୍ରମଶଃ ସ୍ଥଳଭାଗ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ୪.୦ : ମଲ୍ ଏବଂ କଣ୍ଟେନମେଣ୍ଟ ଜୋନକୁ ଛାଡିଦେଲେ ଅନ୍ୟ ସବୁ ଜୋନରେ ସବୁ ଦୋକାନ ଖୋଲିପାରିବ

ନୂଆଦିଲ୍ଲୀ: ଲକଡାଉନ୍ ୪.୦ ସମୟରେ ସବୁ ଜୋନରେ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା କାରବାର କରୁଥିବା ବ୍ୟକ୍ତିଙ୍କ ସମେତ ସମସ୍ତ ଦୋକାନ ଖୋଲିବାକୁ କେନ୍ଦ୍ର ଅନୁମତି ଦେଇଛି। ତେବେ କଣ୍ଟେଣ୍ଟମେଣ୍ଟ ଜୋନରେ ଦୋକାନ ଖାଲଯାଇପାରିବ ନାହିଁ ବୋଲି ଗୃହ ମନ୍ତ୍ରାଳୟ ସ୍ପଷ୍ଟ କରିଛି | ଲକଡାଉନ୍ ୪.୦…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌ ସହିତ ଜଡ଼ିତ ଆଉ ଏକ ଲକ୍ଷଣ ସାମ୍ନାକୁ ଆସିଲା; ଚେତାବାନୀ ଦେଲା ଡବ୍ଲୁଏଚଓ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ନୂଆନୂଆ ଲକ୍ଷଣ ସାମ୍ନାକୁ ଆସୁଛି। ଏନ୍‌ଏଚଏସ୍‌ (ନ୍ୟାସନାଲ ହେଲଥ୍‌ ସର୍ଭିସ୍‌) କାଶ ଓ ଜ୍ୱର କରୋନା ଭାଇରସ୍‌ର ପ୍ରମୁଖ ଲକ୍ଷଣ ବୋଲି ସୂଚନା ଦେଇଥିଲା। ଏବେ ଏହି ଭାଇରସ୍‌ ସହିତ ଆଉ ଏକ ଲକ୍ଷଣ ଯୋଡ଼ି ହୋଇଯାଇଛି। ବିଶେଷଜ୍ଞଙ୍କ କହିବାନୁସାରେ, କରୋନା…
ଅଧିକ ଖବର ଦେଖନ୍ତୁ...

ଗିରଫ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ପରେ ପୁରୀ କୁମ୍ଭାରପଡ଼ା ଥାନା କର୍ମଚାରୀଙ୍କ ନମୁନା ପରୀକ୍ଷା ଲାଗି ପଠାଗଲା

ପୁରୀ: ଗିରଫ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ପରେ ପୁରୀ କୁମ୍ଭାରପଡ଼ା ଥାନା ଅଧିକାରୀଙ୍କ ସମେତ ପ୍ରାୟ ୩୦ ଜଣ କର୍ମଚାରୀଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି | ମିଳିଥିବା ସୂଚନା ମୁତାବକ ଛିନତାଇ ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା | ଏହି ଯୁବକ ପୁରୀ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀରରେ ପୁଣି ୨ କରୋନା ପଜିଟିଭ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩୦

ଭୁବନେଶ୍ୱର/ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଆଜି ପୁଣି ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୁଇଁତଲା ବ୍ଲକ ବନ୍ଧପଡ଼ା ଗ୍ରାମପଂଚାୟତର ୨ ଜଣ ଯୁବକ ନିକଟରେ ସୁରତରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ସେମାନଙ୍କର ସ୍ୱାବ ନମୁନା ପଜିଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲ…
ଅଧିକ ଖବର ଦେଖନ୍ତୁ...

ବାରିପଦା ପୂର୍ବତନ ନଗରପାଳଙ୍କ ନିଆରା ଉଦ୍ୟମ: କାନ୍ଧରେ ମେସିନ ପକାଇ କରୁଛନ୍ତି ବିଶୋଧନ

ବାରିପଦା: କରୋନା ସମୟରେ ସବୁକିଛି ପାଇଁ ପ୍ରଶାସନ ଉପରେ ନିର୍ଭରଶୀଳ ହେବା ଠିକ୍ ନୁହେଁ। ଲୋକଙ୍କ ସେବା ପାଇଁ ନିଜେ ଚାହିଁଲେ ମଧ୍ୟ ଅନେକ କିଛି କରିପାରିବେ ଜନପ୍ରତିନିଧି। ଏହାର ଏକ ଜ୍ବଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି (ବାଦଲ ଭାଇ)। ସରକାରୀ ଦଳର…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ୪.୦: ବଳବତ୍ତର ରହିବ ସନ୍ଧ୍ୟା ୭ରୁ ସକାଳ ୭ଟା ‘ନାଇଟ୍ କର୍ଫ୍ୟୁ’ ନିୟମ

ନୂଆଦିଲ୍ଲୀ: ଆଜି ଗୃହ ମନ୍ତ୍ରାଳୟ ଦେଶବ୍ୟାପୀ ବଳବତ୍ତର ଥିବା ଲକଡାଉନର ସମୟସୀମାକୁ ମେ ୩୧ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଏବଂ ଏଥିପାଇଁ ନୂତନ ନିୟମାବଳୀ ମଧ୍ୟ ଜାରି କରିଛନ୍ତି। ସଂଶୋଧିତ ଗାଇଡଲାଇନରେ ସରକାର କହିଛନ୍ତି ଯେ, ଲକଡାଉନ ୩.୦ଭଳି ଲକଡାଉନ ୪.୦ରେ ମଧ୍ୟ ନାଇଟ୍ କର୍ଫ୍ୟୁ ଜାରି ରହିବ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧାର୍ମିକ କାର୍ୟ୍ୟ କରନ୍ତୁ, ଚାକିରି ଓ ବୃତ୍ତିରେ ଲାଭ ମିଳିବ। ବନ୍ଧୁଙ୍କୁ ଜରୁରୀ କାମରେ ସାହାଯ୍ୟ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ନୂଆ କାମ କରିବା ଲାଗି ଆପଣଙ୍କର ଆଗ୍ରହ ହୋଇପାରେ। ବ୍ୟବସାୟରେ ଅଟକିଥିବା ପଇସା ମିଳିପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ୪.୦ : ଅଫିସ୍ ଆସୁଥିବା କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ କଲେ ସରକାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଲକଡାଉନର ଅବଧି ୧୪ଦିନ ପର୍ଯ୍ୟନ୍ତ ବଢାଇବା ସହ ମେ ୩୧ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି | କିଛି ନୂଆ ନିୟମ ସହ ଲକଡାଉନର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବା ସହ ଏହି ପର୍ଯାୟରେ ଆରୋଗ୍ୟ ସେତୁ ଆପକୁ ବାଧ୍ୟତାମୂଳକ କରାଯାଇଛି | ଆରୋଗ୍ୟ…
ଅଧିକ ଖବର ଦେଖନ୍ତୁ...