Daily Archives

June 5, 2020

କୋଣାର୍କ ଏନ୍‌ଏସି ପକ୍ଷରୁ ନିର୍ମାଣ ହେଉଥିବା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ କାର୍ଯ୍ୟ ଉପରେ ରୋକ ଲଗାଇଲେ…

କଟକ: ବାଲୁଖଣ୍ଡ-କୋଣାର୍କ ବଣ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ବେଆଇନ ଭାବେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ନିର୍ମାଣ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଛନ୍ତି। କୋଣାର୍କ ଏନ୍‌ଏସି ଅନ୍ତର୍ଗତ ନିର୍ଦ୍ଦିଷ୍ଟ ଦୁଇଟି ପ୍ଲଟ ଉପରେ ନିର୍ମାଣ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଏଣିକି ଫେସ୍‌ବୁକ୍‌ରୁ ନିଜ ଫଟୋକୁ ଗୁଗୁଲ୍‌ ଫଟୋଜ୍‌କୁ ସ୍ଥାନାନ୍ତରିତ କରିପାରିବେ ବ୍ୟବହାରକାରୀ

ମୁମ୍ବାଇ: ଅଧିକାଂଶ ଲୋକଙ୍କର ଫେସ୍‌ବୁକ୍‌ରେ ଫଟୋ ଅପ୍‌ଲୋଡ୍‌ କରିବା ଏକ ସଉକ ହୋଇଥିବା ବେଳେ ଆଉ କିଛି ଲୋକ ନିଜ ଫଟୋକୁ ଚିରଦିନ ପାଇଁ ସାଇତି ରଖିବା ପାଇଁ  ଫେସ୍‌ବୁକ୍‌ରେ ଅପ୍‌ଲୋଡ୍‌ କରିଥାନ୍ତି। ମାତ୍ର ଆପଣଙ୍କୁ ଆଉ ଏ କଷ୍ଟ କରିବାକୁ ପଡ଼ିବ ନାହିଁ। କାହିଁକି ନା, ଫଟୋ ସାଇତିବା…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିକୁ ଫେରିଲା ପୁଣି ଜଣେ ଦାଦନ ଶ୍ରମିକଙ୍କ ଶବ

ଭବାନୀପାଟଣା: କଳାହାଣ୍ଡିରେ ଅସହ୍ୟ ହେଉଛି ଦାଦନ ଦୁଃଖ । କଳାହାଣ୍ଡି ଜିଲ୍ଲାକୁ ପୁଣି ଏକ ଦାଦନ ଶ୍ରମିକର ଶବ ଫେରିବା ଘଟଣା ସାଧାରଣରେ ଚାଞ୍ଚଲ୍ୟ ଖେଳିଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଖମନପଡା ଗାଁର ଶଙ୍କର ବିଭାରଙ୍କ ପୁଅ ପ୍ରତାପ ବିଭାର(୩୦)…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ମୂତ୍ରାଶୟରୁ ବାହାରିଲା ହେଡ୍‌ଫୋନ୍‌ କେବଲ୍‌; ଡାକ୍ତର କହିଲେ ବିସ୍ମୟକର କଥା

ଗୌହ୍ବାଟୀ: ପୂର୍ବରୁ ଅନେକ ଲୋକଙ୍କ ପେଟରୁ ଅସ୍ତ୍ରୋପଚାର କରି ଅନେକ ଜିନିଷ କଢ଼ାଯାଇଛି। ମାତ୍ର ନିକଟରେ ଆସାମର ଜଣେ ବ୍ୟକ୍ତିଙ୍କ ପେଟରୁ ଯାହା ବାହାରିଛି, ତାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଜାଣିବାକୁ ମିଳିଛି ଯେ ଜଣେ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରିବା ସମୟରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ୍‌ର ବର୍ବରତା: ମାସ୍କ ପିନ୍ଧିନଥିବାରୁ ବ୍ୟକ୍ତିଙ୍କ ବେକରେ ଆଣ୍ଠୁ ରଖି ନିଧୁମ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍‌

ଯୋଧପୁର: ପୂର୍ବରୁ ବି ଅନେକ ଥର ପୁଲିସ୍‌ମାନଙ୍କ ବର୍ବରତା ଦେଖିବାକୁ ମିଳିଛି। ନିକଟରେ ଯୋଧପୁରଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାଜସ୍ଥାନର ଯୋଧପୁରଠାରେ ଗୁରୁବାର ଜଣେ ବ୍ୟକ୍ତି ଫେସ୍‌ମାସ୍କ ପିନ୍ଧିନଥିବା କାରଣରୁ ଜଣେ ପୁଲିସ୍‌ ଅଧିକାରୀ ବ୍ୟକ୍ତି ଜଣଙ୍କୁ ଶାରୀରିକ…
ଅଧିକ ଖବର ଦେଖନ୍ତୁ...

ଜୁନ ୧୨ରେ ଜିଏସଟି କାଉନସିଲର ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ଆସନ୍ତା ୧୨ ତାରିଖରେ ଜିଏସଟି କାଉନସିଲର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଜିଏସଟି ରାଜସ୍ୱ ସଂଗ୍ରହ ଉପରେ କରୋନା ଭାଇରସର ପ୍ରଭାବ ସଂପର୍କରେ ଏହି ବୈଠକରେ ଆଲୋଚନା ହେବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଏଥିରେ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନସ ଜାଲରେ ଆଇସିଡିଏସ ସୁପରଭାଇଜର

ଜୟପୁର: ମାଲକାନଗିରି ଆଇସିଡିଏସର ସୁପରଭାଇଜର ଗୀତାଞ୍ଜଳି ସ୍ୱାଇଁ ଭିଜିଲାନସ ଜାଲରେ। ସେ ଆଜି ଜଣେ ଅଂଗନବାଡି କର୍ମୀଙ୍କ ଠାରୁ ୪୫୦୦ ଟଂକା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ଡିଏସପି ସୁରେନ୍ଦ୍ରନାଥ ପାଣିଗ୍ରାହୀ, ଇନସପେକ୍ଟର ରୁପଧର ନାୟକ, କେକେ ପଟ୍ଟନାୟକ ପ୍ରମୁଖ ଚଢାଉ କରି ଗୀତାଞ୍ଜଳିଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜିଓ ପ୍ଲାଟଫର୍ମସ୍‌ରେ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବିର ନିବେଶକାରୀ ସଂସ୍ଥା ମୁବାଦଲା

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଭାରତର ଅଗ୍ରଣୀ ଡିଜିଟାଲ୍ ସେବା ପ୍ଲାଟଫର୍ମ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌) ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଆବୁଧାବି ସ୍ଥିତ ନିବେଶକ ସଂସ୍ଥା ମୁବାଦଲା ଇନଭେଷ୍ଟମେଂଟ୍ କଂପାନି…
ଅଧିକ ଖବର ଦେଖନ୍ତୁ...

ସଟ୍‌ଡାଉନ୍‌ ପାଇଁ କମିସନ‌ରେଟ୍‌ ପୁଲିସର ଗାଇଡ଼ଲାଇନ: ଜାଣନ୍ତୁ ଜରୁରୀକାଳୀନ ଯାତାୟାତ ପାଇଁ କେଉଁ ପ୍ରମାଣପତ୍ରର…

ଭୁବନେଶ୍ୱର: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାରେ ଜାରି ହୋଇଛି ଦୁଇ ଦିନିଆ ସଟଡାଉନ କଟକଣା । ଜୁନ ୩୦ ଯାଏଁ ପ୍ରତି ସପ୍ତାହରେ ଶନିବାର ଓ ରବିବାର ଭୁବନେଶ୍ବରରେ ସମେତ ୧୧ଟି ଜିଲ୍ଲା ସଂପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି । ଏହାକୁ କଡ଼ାକଡ଼ି କରିବା…
ଅଧିକ ଖବର ଦେଖନ୍ତୁ...

ଜୁନ ୮ରୁ ଖୋଲିବ ତିରୁପତି ମନ୍ଦିର

ତିରୁପତି : କରୋନା ସଂକ୍ରମଣ ଓ ଲକଡାଉନ ଯୋଗୁଁ ପ୍ରାୟ ୮୦ ଦିିନ ଧରି ବନ୍ଦ ରହିବା ପରେ ତିରୁପତିର ପ୍ରସିଦ୍ଧ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ଆସନ୍ତା ଜୁନ ୮ରୁ ଖୋଲିବ । ଏ ସଂପର୍କରେ ଆଜି ଟିଟିଡି ଟ୍ରଷ୍ଟର ସଭାପତି ଓ୍ଵାଇଭି ସୁବାରାଓ ସୂଚନା ଦେଇଛନ୍ତି । ୮ ତାରିଖରୁ କେବଳ ପରୀକ୍ଷାମୂଳକ…
ଅଧିକ ଖବର ଦେଖନ୍ତୁ...