Daily Archives

June 7, 2020

ଆଲୋଚନାର ଦିନକ ପରେ ଚୀନର ଅପପ୍ରଚାର, ସମରାଭ୍ୟାସ ଭିଡିଓ ଦେଖାଇ ଭାରତକୁ ଡରାଇବାକୁ ଉଦ୍ୟମ

ନୂଆଦିଲ୍ଲୀ :  ଭାରତ ଓ ଚୀନ ମଧ୍ୟରେ ସାମରିକ କମାଣ୍ଡର ସ୍ତରୀୟ କଥାବାର୍ତ୍ତାର ଦିନକ ପରେ ଚୀନ ପୁଣି ଥରେ ନିଜର ପ୍ରୋପାଗେଣ୍ଡା ବା ଅପପ୍ରଚାର ଆରମ୍ଭ କରିଦେଇଛି ।  ସୀମାରେ ନିଜର ସାମରିକ ଶକ୍ତିକୁ ଦର୍ଶାଇ ଚୀନ  ଭାରତ ଉପରେ ମାନସିକ ଚାପ  ସୃଷ୍ଟି  କରିବାକୁ ଚେଷ୍ଟା କରିଛି । ଚୀନ…
ଅଧିକ ଖବର ଦେଖନ୍ତୁ...

ଉଦାହରଣ ସୃଷ୍ଟି କଲେ ବରିଷ୍ଠ ପୁଲିସ ଅଧିକାରୀ, ସର୍ବସାଧାରଣରେ ମାସ୍କ ପିନ୍ଧି ନଥିବାରୁ ନିଜର ଚାଲାଣ କାଟିଲେ 

କାନପୁର: କରୋନା ମହାମାରୀରୁ ବଂଚିବା ପାଇଁ ସରକାର ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରିଛନ୍ତି | ଘରୁ ବାହାରିବା ବେଳେ ମାସ୍କ ପିନ୍ଧିବା ଅତ୍ୟନ୍ତ ଜରୁରୀ ବୋଲି ସରକାର ଚେତାଇ ଦେଇଛନ୍ତି | ତେବେ ସରକାରଙ୍କ ଏହି ନିୟମ ଭାଙ୍ଗିଥିବାରୁ ନିଜ ଭୁଲ ମାନି ନିଜ ଆଡୁ ଜରିମାନା ଦେଇ ଉଦାହରଣ…
ଅଧିକ ଖବର ଦେଖନ୍ତୁ...

ନୟାଗଡ଼ ଓ ଗଜପତି ଜିଲ୍ଲାରେ ବଢ଼ି ଚାଲିଛି କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ନୟାଗଡ଼ ଓ ଗଜପତି ଜିଲ୍ଲାକୁ କରୋନା ଭାଇରସ ବିଳମ୍ବରେ ଆସିଥିଲେ ବି ଏବେ ଏହା ତୀବ୍ର ଗତିରେ ବଢ଼ି ଚାଲିଛ। ନୟାଗଡ଼ା ଜିଲ୍ଲାରେ ୨୯ ଦିନରେ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୫ ଜଣ ସୁସ୍ଥ ହୋଇଥିବା ବେଳେ ୨୨ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ନୟାଗଡ଼…
ଅଧିକ ଖବର ଦେଖନ୍ତୁ...

ନିତିଶ କୁମାରଙ୍କ ନେତୃତ୍ୱରେ  ବିହାର ନିର୍ବାଚନ ଲଢିବ ଏନଡିଏ : ଅମିତ ଶାହା

ପାଟନା : ବିଜେପି  ନେତା ଅମିତ ଶାହା ଆଜି ଅନଲାଇନ ମାଧ୍ୟମରେ ବିହାରରେ ନିର୍ବାଚନ ପ୍ରଚାରର  ଶୁଭାରମ୍ଭ କରିଛନ୍ତି ।   ଏହି ଅବସରରେ ସେ ଗତ ୬ ବର୍ଷରେ ବିଜେପି ସରକାରର ସଫଳତା ଯଥା ସର୍ଜିକାଲ ଷ୍ଟ୍ରାଇକ, ରାମ ମନ୍ଦିର ନିର୍ମାଣ ଆଦି  ସଂପର୍କରେ ଲୋକମାନଙ୍କୁ କହିଛନ୍ତି ।   କରୋନା ଭାଇରସ ଓ…
ଅଧିକ ଖବର ଦେଖନ୍ତୁ...

ଆଇଆଇଟି-ହାଇଦ୍ରାବାଦର ବଡ ଉପଲବ୍ଧି: ୨୦ମିନିଟରେ ରିପୋର୍ଟ ଦେବ କମ ମୂଲ୍ୟର କୋଭିଡ-୧୯ ଟେଷ୍ଟିଙ୍ଗ କିଟ

ହାଇଦ୍ରାବାଦ: ୨୦ମିନିଟରେ ମିଳିବ ସ୍ୱାବ ନମୁନା ରିପୋର୍ଟ | ଏବେ କମ ସମୟ ମଧ୍ୟରେ ଆପଣ କରୋନା ଆକ୍ରାନ୍ତ ହୋଇଛନ୍ତି କି ତାହା ଜାଣି ପାରିବେ | ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)-ହାଇଦ୍ରାବାଦର ଏକ ଗବେଷକ ଦଳ ଏଭଳି ଦାବି କରିଛନ୍ତି | କମ ମୂଲ୍ୟର ଏକ କୋଭିଡ-୧୯ ଟେଷ୍ଟିଙ୍ଗ…
ଅଧିକ ଖବର ଦେଖନ୍ତୁ...

ତେଲେଙ୍ଗାନାରୁ ଭୁବନେଶ୍ୱର ଯାଏଁ ଚାଲି ଚାଲି ପାଦ ଖଣ୍ଡିଆ ହେଲା, ଏଥିରେ ବି ଯିବାକୁ ପଡ଼ିବ ଛତିଶଗଡ଼

ଭୁବନେଶ୍ୱର: ଗୁଜୁରାଟ ଫେରନ୍ତା ଜଣେ ପ୍ରବାସୀ ଶ୍ରମିକ ଶହ ଶହ କିଲୋମିଟର ରାସ୍ତା ପାଦରେ ଚାଲିବା ପରେ ଥକିପଡ଼ିଛନ୍ତି। ହାତରେ ଟଙ୍କା ନଥିବାରୁ ଖାଇବା ପିଇବା ମଧ୍ୟ ଠିକ୍‌ ଭାବରେ ହୋଇପାରି ନାହିଁ। ଚାଲିବା ରାସ୍ତାରେ ବାଟରେ ଯିଏ ଯାହା ଦେଲା, ତାହା ଖାଇଛନ୍ତି। ବହୁ ଦିନ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ବଙ୍ଗୋପସାଗରରେ ଆସନ୍ତା କାଲି ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ ସର୍କୁଲେସନ ୯ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ,…

ଭୁବନେଶ୍ବର :  ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆସନ୍ତା କାଲି  ସୃଷ୍ଟି ହେବାକୁ ଥିବା ସାଇକ୍ଲୋନିକ ସର୍କୁଲେସନ ଆସନ୍ତା ୯ ତାରିଖ ସୁଦ୍ଧା ଆହୁରି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ । ପରେ ଏହା ଭାରତର ପୂର୍ବତଟ ଆଡ଼କୁ ଗତି କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଘରୋଇ ପାଣିପାଗ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନାର ମୁହଁତୋଡ ଜବାବ: ସେନା ଗୁଳିରେ ପ୍ରାଣ ହରାଇଲେ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନର ୫ଜଣ…

ଶୋପିଆନ୍: ରବିବାର ଦିନ ଜମ୍ମୁ-କଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି | ଏ ନେଇ ଆଜି ଅଧିକାରୀମାନେ ସୂଚନା ଦେଇଥିବା ବେଳେ ୫ଜଣ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ବୋଲି ଜଣା ପଡିଛି |…
ଅଧିକ ଖବର ଦେଖନ୍ତୁ...

ଦ୍ୱିତୀୟ ଦିନରେ ଭଦ୍ରକରେ ସଟ୍ ଡାଉନ୍: ଗାଁ ଠୁଁ ସହର ଶୂନ୍ ଶାନ୍

ଭଦ୍ରକ: ଆଜି ଦ୍ୱିତୀୟ ଦିନର ସଟ୍ ଡାଉନ୍ ବେଳେ ଭଦ୍ରକ ଜିଲ୍ଲାର ଗାଁ ଠୁଁ ସହର ସବୁ ଶୂନ୍ ଶାନ୍ ରହିଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ରେ ପହଞ୍ଚିଛିଥିବା ବେଳେ ଭଦ୍ରକ ରେଡ୍ ଜୋନ୍ ରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ଦିନିଆ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା। ସଟ୍ ଡାଉନ୍…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ନିର୍ବାଚନ ପୂର୍ବରୁ ଗୁଜୁରାଟ କଂଗ୍ରେସରେ ସଂକଟ, ୬୫ ବିଧାୟକଙ୍କୁ ହୋଟେଲରେ ଲୁଚାଇଲା ଦଳ

ଗାନ୍ଧିନଗର : ସାରା ଦେଶରେ କରୋନା ମହାମାରୀ ମାଡ଼ିଚାଲିଥିବାବେଳେ ନେତାମାନେ ରାଜନୀତି ଛାଡ଼ିପାରୁନାହାନ୍ତି   । ଆଗକୁ ରାଜ୍ୟସଭା ନିର୍ବାଚନ ଥିବାରୁ ଗୁଜୁରାଟରେ ବିଧାୟକ କିଣାବିକା ଆରମ୍ଭ ହୋଇଯାଇଛି । ଗୁଜୁରାଟ କଂଗ୍ରେସର ୩ ବିଧାୟକ ଇତି ମଧ୍ୟରେ ଦଳର ପ୍ରାଥମିକ ସଦସ୍ୟ  ପଦରୁ ଇସ୍ତଫା…
ଅଧିକ ଖବର ଦେଖନ୍ତୁ...