Daily Archives

June 7, 2020

ଚିକିତ୍ସା ଖର୍ଚ ଦେଇ ନପାରିବାରୁ ବୃଦ୍ଧଙ୍କୁ ଡାକ୍ତରଖାନା ଶଯ୍ୟାରେ ବାନ୍ଧି ଦେଲେ ସ୍ୱାସ୍ଥ୍ୟକର୍ମୀ

ଭୋପାଳ: ମଧ୍ୟପ୍ରଦେଶର ଏକ ଡାକ୍ତରଖାନାରେ ଅମାନବିକତାର ଦୃଶ୍ୟ ଦେଖିବାକୁ ମିଳିଛି | ଚିକିତ୍ସା ଖର୍ଚ ଦେଇ ନପାରିବାରୁ ଜଣେ ବୃଦ୍ଧଙ୍କୁ ଡାକ୍ତରଖାନାରେ ଶଯ୍ୟାରେ ବାନ୍ଧି ରଖିବା ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି | ବୃଦ୍ଧଙ୍କୁ ଡାକ୍ତରଖାନାର ଶଯ୍ୟାରେ ବାନ୍ଧି ରଖାଯାଇଥିବା ଫଟୋ…
ଅଧିକ ଖବର ଦେଖନ୍ତୁ...

ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର: ଗୁରୁତର ଅସୁସ୍ଥ ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ | ଗୁରୁତର ଭାବେ କମଳାଙ୍କୁ କୋରାପୁଟ ଜିଲ୍ଲା ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଛି | ତାଙ୍କୁ ସ୍ୱତନ୍ତ୍ର କ୍ୟାବିନ ରେ ରଖି ଚିକିତ୍ସା କରାଯାଉଛି | ମିଳିଥିବା ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଉଚ୍ଚ ରକ୍ତଚାପ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହି ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି | ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଦ୍ଧାର ୩୯ ଜଣ, ଗଜପତିର ୨୩ ଜଣ, ନୂଆପଡାର ୨୨ ଜଣ, ଭଦ୍ରକର ୧୭ ଜଣ,…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’… ଗାନ ସମୟରେ ପାଳନ କରିବେ ଏହି ସବୁ ନିୟମ

ଭୁବନେଶ୍ବର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’... ଗୀତକୁ ଆଜି ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି। ଆଜି ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ମନ୍ତ୍ରୀ ବିକ୍ରମ କେଶରୀ…
ଅଧିକ ଖବର ଦେଖନ୍ତୁ...

୧୩ଘଣ୍ଟା ଧରି ୮ ଟି ଡାକ୍ତରଖାନା ବୁଲିବା ପରେ ମିଳିଲାନି ଗର୍ଭବତୀ ମହିଳାଙ୍କୁ ଚିକିତ୍ସା, ଆମ୍ବୁଲାନ୍ସରେ ଚାଲିଗଲା…

ନୋଏଡା: ନୋଏଡାରେ ଜଣେ ଆଠ ମାସର ଗର୍ଭବତୀ ମହିଳାଙ୍କୁ ଠିକ ସମୟରେ ଡାକ୍ତରଖାନାରେ ଭର୍ତ୍ତି କରା ନଯିବାରୁ ତାଙ୍କର ଆମ୍ବୁଲାନ୍ସରେ ମୃତ୍ୟୁ ଘଟିଥିବା ଜଣା ପଡିଛି। ଶୁକ୍ରବାର ଦିନ ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଥିବା ବେଳେ ଗର୍ଭବତୀ ମହିଳାଜଣକ ୧୩ଘଣ୍ଟା ଧରି ମୃତ୍ୟୁ ସହ ଲଢେଇ କରିଥିଲେ | ୮…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଜୁନ ୧୦ରୁ ଶସ୍ତା ହେବ ମଦ, ପ୍ରତ୍ୟାହାର କରାଯିବ ଅତିରିକ୍ତ ଟ୍ୟାକ୍ସ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧୦ ରୁ ଦିଲ୍ଲୀରେ ମଦ ଶସ୍ତା ହେବ | ଦିଲ୍ଲୀ ସରକାର ମଦ ଉପରେ ଲାଗୁ କରିଥିବା ୭୦ ପ୍ରତିଶତ କରୋନା ସେସ ପ୍ରତ୍ୟାହାର କରୁଛନ୍ତି। ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ମଦ ଉପରେ ୫ ପ୍ରତିଶତ ଭାଟ୍ ବୃଦ୍ଧି କରାଯାଇଛି। ମଦ ମୂଲ୍ୟରେ ଏଣିକି ୨୫ ପ୍ରତିଶତ ଭାଟ ଲାଗୁ…
ଅଧିକ ଖବର ଦେଖନ୍ତୁ...

ଆମେରିକାର ହିଂସା, ସ୍ବପ୍ନ ଚୁର୍‌ମାର୍‌ କରିବ ରଙ୍ଗଭେଦ

ରଙ୍ଗଭେଦକୁ ନେଇ ଆମେରିକାରେ ହିଂସା ନୂଆ ନୁହେଁ। ‌ତେବେ ଆମେରିକାର ସାମ୍ପ୍ରତିକ ସାମାଜିକ ଓ ରାଜନୈତିକ ଜଟିଳତା ଭିତରେ ଏହି ରଙ୍ଗଭେଦ ହିଂସା ଏବେ ନୂଆ ମୋଡ଼ ନେଇଛି। କଳା ଗୋରା ଭେଦଭାବକୁ ଉସୁକାଇବା ଭଳି କେତେକ ବୟାନ ଦେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶକୁ ବାରୁଦ ଗଦାରେ ଛିଡ଼ା…
ଅଧିକ ଖବର ଦେଖନ୍ତୁ...

କ୍ୟାବିନେଟ୍ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି :‘ବନ୍ଦେ ଉତ୍କଳ ଜନନୀ’କୁ ମିଳିଲା ରାଜ୍ୟ ସଙ୍ଗୀତର ମାନ୍ୟତା

ଭୁବନେଶ୍ବର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଲା। ଏ ନେଇ  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବରେ ମୋହର ବାଜିଥିବା ନେଇ ମନ୍ତ୍ରୀ ବିକ୍ରମ କେଶରୀ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ପୁଣି ୨ କରୋନା ପଜିଟିଭ୍ ଚିହ୍ନଟ, ଉଭୟେ ପଟିଆ ଅଞ୍ଚଳର

ଭୁବନେଶ୍ୱର: ରବିବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏଦୁହେଁ ପଟିଆ ଅଞ୍ଚଳର ଜଣେ ୪୦ ବର୍ଷିୟ ପୁରୁଷ ଓ ୮ ବର୍ଷୀୟ ଝିଅ ବୋଲି ଜଣାଯାଇଛି। ଉଭୟେ ଗୋଟିଏ ପରିବାରର ବୋଲି ବି ଜଣାଯାଇଛି। ଉଭୟଙ୍କର ଦିଲ୍ଲୀ ଗସ୍ତ ନେଇ ଟ୍ରାଭେଲ ହିଷ୍ଟ୍ରି ରହିଛି…
ଅଧିକ ଖବର ଦେଖନ୍ତୁ...

୧୧ ପ୍ରକାର ଚେରମୂଳି ମିଶାଇ କୋଲ୍‌କାତା ମିଠା ଦୋକାନ ପ୍ରସ୍ତୁତ କରିଛି ‘ଇମ୍ୟୁନିଟି ସନ୍ଦେଶ’

ନୂଆଦିଲ୍ଲୀ: କୋଲକାତାର ବଳରାମ ମଲ୍ଲିକ ଏବଂ ରାଧାରମଣ ମଲ୍ଲିକ ନାମକ ଏକ ମିଷ୍ଟାନ୍ନ ଦୋକାନ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ପାରୁଥିବା ଏକ ପ୍ରକାର ସନ୍ଦେଶ ପ୍ରସ୍ତୁତ କରିଛି। ‘ଇମ୍ୟୁନିଟି ସନ୍ଦେଶ’ ନାମକ ଏହି ସନ୍ଦେଶରେ ମିଶିଥିବା ଚେରମୂଳି କରୋନାଭାଇରସ୍ ବିପକ୍ଷରେ ଲଢ଼ିବାକୁ…
ଅଧିକ ଖବର ଦେଖନ୍ତୁ...