Daily Archives

July 1, 2020

ପ୍ରିୟଙ୍କା ଗାନ୍ଧୀଙ୍କୁ ଆସନ୍ତା ମାସ ସୁଦ୍ଧା ଦିଲ୍ଲୀର ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆସନ୍ତା ଅଗଷ୍ଟ ୨ ତାରିଖ ସୁଦ୍ଧା ନୂଆଦିଲ୍ଲୀରେ ଥିବା ତାଙ୍କ ସରକାରୀ ବଙ୍ଗଳାକୁ ଖାଲି କରିବାକୁ ଆଜି ନୋଟିସ ଜାରି କରିଛନ୍ତି ସରକାର। କଂଗ୍ରେସ ନେତ୍ରୀ ତଥା ରାଜୀବ- ସୋନିଆ ଦୁହିତା ପ୍ରିୟଙ୍କାଙ୍କୁ ଆବଣ୍ଟିତ…
ଅଧିକ ଖବର ଦେଖନ୍ତୁ...

କରୋନା ବିଶ୍ୱକୁ ଡରାଉଥିବା ବେଳେ ଆଉ ଏକ ମହାମାରୀ ଆସିବା ଆଶଙ୍କା, ଚୀନରେ ଠାବ ହେଲା ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ…

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆଉ ଏକ ନୂଆ ମହାମାରୀକୁ ନେଇ ଆଶଙ୍କା ଦେଖାଦେଇଛି । ଚୀନର ଘୁଷୁରୀ ଫାର୍ମ ଗୁଡିକରେ ସମସ୍ତଙ୍କ ଅଲକ୍ଷ୍ୟରେ ଏହି ମହାମାରୀ ବ୍ୟାପଚାଲିଛି । ଏହି ଭାଇରସ ଏଚୱାନ-ଏନ ୱାନ ସ୍ୱାଇନ ଫ୍ଲୁ ଭାଇରସର ଏକ ନୂଆ ଷ୍ଟ୍ରେନ। ଏହାର ନାଁ ହେଉଛି, ଜି-ଫୋର  ଏଚୱାନ-ଏନ ୱାନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ସୁନ୍ଦର କରିବ। ଶୁଭ ସମାଚାର ପାଇବେ। ଉପାର୍ଜନ ଲାଗି ନୂଆ ରଣନୀତି ପ୍ରସ୍ତୁତ କରିବେ। ବୃଷ: ରାଜନୀତିରେ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ, ସହଜରେ ବିଚାର ହେବ। ବୈବାହିକ ଜୀବନ ଭଲ ରହିବ।…
ଅଧିକ ଖବର ଦେଖନ୍ତୁ...

ସୋପୋର ଏନକାଉଣ୍ଟର୍‌: ଫଟୋକୁ ନେଇ ସୋସିଆଲ ମିଡିଆରେ ମୁହାଁମୁହିଁ ହେଲେ ବିଜେପି ପ୍ରବକ୍ତା ସମ୍ବିତ୍‌ ପାତ୍ର ଓ ବଲିଉଡ୍‌…

ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରର ସୋପୋରରେ ଆଜି ହୋଇଥିବା ଏନ୍‌କାଉଣ୍ଟର ପରେ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ଫଟୋ ଉପରେ ମନ୍ତବ୍ୟ ଓ ପ୍ରତିମନ୍ତବ୍ୟକୁ କେନ୍ଦ୍ର କରି ବିଜେପି ପ୍ରବକ୍ତା ସମ୍ବିତ୍‌ ପାତ୍ର ଓ ବଲିଉଡ୍‌ ଅଭିନେତ୍ରୀ ଦିଆ ମୀର୍ଜା ମୁହାଁମୁହିଁ ହୋଇଛନ୍ତି। ଜନୈକ ୬୦ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଫିକି ମହିଳା ସଂଗଠନ ପକ୍ଷରୁ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ କ୍ୟାରିୟର ସୁଯୋଗ ସଂପର୍କିତ ୱେବିନାର

ଭୁବନେଶ୍ୱର : କରୋନା ମହାମାରୀ ଦ୍ୱାରା ଆମ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି । ସାରା ବିଶ୍ୱରେ ଅନେକ ଲୋକ ନିଜର କର୍ମସଂସ୍ଥାନ ହରାଉଛନ୍ତି । ଲକ୍ଷ ଲକ୍ଷ ପ୍ରବାସୀ ରୋଜଗାର ହରାଇ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି । ଏପରି ସ୍ଥିତିରେ ଏହି ପ୍ରବାସୀ ଓ ବେରୋଜଗାର ଲୋକଙ୍କୁ ନିଯୁକ୍ତି ସୁଯୋଗ…
ଅଧିକ ଖବର ଦେଖନ୍ତୁ...

ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ଦେଖି ଅଶ୍ଳୀଳ କାମ କଲେ ପୁଲିସକର୍ମୀ, ଭିଡ଼ିଓ ଭାଇରାଲ ପରେ ହେଲେ ନିଲମ୍ବିତ

ଦେଓରିଆ: ଉତ୍ତରପ୍ରଦେଶର ଦେଓରିଆରେ ଥିବା ଜଣେ ପୁଲିସକର୍ମୀ ପୁଲିସ ଷ୍ଟେସନ ଭିତରେ ଜଣେ ମହିଳାଙ୍କୁ ଦେଖି ଅଶ୍ଳୀଳ କାମ କରୁଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ଥରେ ନୁହେଁ ଅନେକ ଥର ମହିଳାଙ୍କ ସହ ଏଭଳି ଘଟିବା ପରେ ସେ ଏହି ଘଟଣାକୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ନିଷ୍ପତି…
ଅଧିକ ଖବର ଦେଖନ୍ତୁ...

କୋଭିଡ୍ ଯୁଦ୍ଧରେ ଜନପ୍ରତିନିଧିମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମଗ୍ର ବିଶ୍ୱ କରୋନା ମହାମାରୀର ମୁକାବିଲା କରୁଛି। ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଭଲ ସ୍ଥିତିରେ ଅଛି। ଓଡ଼ିଶାର ମୃତ୍ୟୁହ‌ାର ବି କମ୍ ରହିଛି। ଏହା ଲୋକଙ୍କ ସହଯୋଗ, ଜନପ୍ରତିନିଧି ଓ ସରାକାରୀ କର୍ମଚାରୀଙ୍କ ପରିଶ୍ରମର ଫଳ। କୋଭିଡ ମୁକାବିଲା ନେଇ ବିଜେଡି ବିଧାୟକଙ୍କ ସହ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଲେହ ଗସ୍ତରେ ଯାଇ ପୂର୍ବ ଲଦାଖରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ଓ ସେନା ମୁଖ୍ୟ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାନେ ଆସନ୍ତା ଜୁଲାଇ ୩ ତାରିଖ ଶୁକ୍ରବାର ଦିନ ଲେହ ଗସ୍ତରେ ଯାଇ ପୂର୍ବ ଲଦାଖର ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳକୁ ଯାଇ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ପୁରୀରେ ଆଜି ସନ୍ଧ୍ୟା ୬ଟାରୁ ୩ ଘଣ୍ଟା ଯାଏଁ କର୍ଫ୍ୟୁ କୋହଳ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆଜି ସନ୍ଧ୍ୟା ୬ଟାରୁ ୯ଟା ଯାଏଁ କର୍ଫ୍ୟୁ କୋହଳ କରିଦିଆଯାଇଛି। ଜିଲ୍ଲା ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି ରହିବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏହି…
ଅଧିକ ଖବର ଦେଖନ୍ତୁ...

୫୦୦,୦୦୦ରୁ ଅଧିକ ରେମଡେସିବିର୍ ଡୋଜ କିଣିନେଲା ଆମେରିକା, ୩ମାସ ପାଇଁ ଅନ୍ୟ ଦେଶ ପାଇବେ ନାହିଁ ଏହି କରୋନା ରକ୍ଷାକାରୀ…

ନୂଆଦିଲ୍ଲୀ: କୋଭିଡ -୧୯କୁ ହରାଇବାରେ ସଫଳ ହୋଇଥିବା ଔଷଧ ରେମଡେସିବିରର ପ୍ରାୟ ସମସ୍ତ ଷ୍ଟକକୁ ଆମେରିକା ପରବର୍ତ୍ତୀ ତିନିମାସ ପାଇଁ କ୍ରୟ କରିଛି | ଏଭଳି ହେବା ଦ୍ୱାରା ବ୍ରିଟେନ, ୟୁରୋପ କିମ୍ବା ବିଶ୍ୱର ଅଧିକାଂଶ ଦେଶ ଏହି ଔଷଧ ପାଇଁ ପାରିବେ ନାହିଁ। ଟ୍ରମ୍ପ ପ୍ରଶାସନ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...