Daily Archives

July 1, 2020

ହୀରାକୁଦ ଜଳଭଣ୍ଡାରରେ ହ୍ରାସ ପାଉଛି ବିଜୁଳି ଉତ୍ପାଦନ, କ୍ଷମତା ଅଛି କିନ୍ତୁ ଉପଯୋଗ ନାହିଁ

ସମ୍ବଲପୁର: ହ୍ରାସ ପାଉଛି ହୀରାକୁଦ ଜଳଭଣ୍ଡାରର ବିଦ୍ୟୁତ ଉତ୍ପାଦନ। ବିଶେଷକରି ଗତ ୨୦ ବର୍ଷ ହେଲାଣି ବିଦ୍ୟୁତ ଉତ୍ପାଦନ ଧିମେଇଛି। ୧୯୯୮ ମସିହାରେ ଏହି ପ୍ରକଳ୍ପରୁ ୧୨୧୮.୪୫୭ ମିଲିୟନ ୟୁନିଟ ଏବଂ ୧୯୯୯ରେ ୧୧୧୫.୧୭୮ ମିଲିୟନ ୟୁନିଟ୍‌ ବିଦ୍ୟୁତ ଉତ୍ପାଦିତ ହୋଇଥିଲା। ଏହା ପରଠାରୁ କେବଳ ୨୦୧୩…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀ ଦ୍ୱାରା ପ୍ରଭାବିତ ହେଲା ଦେଶର ଜିଏସ୍‌ଟି ଆୟ; ଜୁନ୍‌ ମାସରେ ହ୍ରାସ ପାଇଲା ୯ ପ୍ରତିଶତ

ନୂଆଦିଲ୍ଲୀ: କରୋନା ମହାମାରୀ ଦେଶର ଜିଏସ୍‌ଟି ରାଜସ୍ୱ ସଂଗ୍ରହକୁ ଗଭୀର ଭାବେ ପ୍ରଭାବିତ କରିଛି। ଗତବର୍ଷ ତୁଳନାରେ ଜୁନ୍‌ ମାସରେ ଦେଶରେ ଜିଏସ୍‌ଟି ଆୟରେ ୯ ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି। ଗତ ଜୁନ୍‌ ମାସରେ ୯୦,୯୧୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିବା ବେଳେ ମେ ମାସରେ ଏହାର…
ଅଧିକ ଖବର ଦେଖନ୍ତୁ...

ଭାରତରେ ‘ୱାଇବୋ’ ଆପ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବା ପରେ ନିଜର ଆକାଉଣ୍ଟ ହଟାଇଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍‌ କରିଥିବା ଆକ୍ରମଣର ଜବାବ ଦେବା ପାଇଁ ଭାରତ ଗୋଟେ ପରେ ଗୋଟେ ପଦକ୍ଷେପ ନେବା ଆରମ୍ଭ କରିଛି | ଚୀନର ୫୯ଟି ଆପର ବ୍ୟବହାର ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇବା ସହ ଭାରତରେ ରାଜପଥ ପ୍ରକଳ୍ପ କାମରେ ଚୀନ କମ୍ପାନୀଗୁଡିକୁ ନିବେଶ ପାଇଁ ଅନୁମତି…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁ ବଏଲର୍ ବିସ୍ଫୋରଣ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଆକାରରେ ୩ଲକ୍ଷ ଟଙ୍କା ଦେବାକୁ ଘୋଷଣା କଲେ…

ଚେନ୍ନାଇ: ଆଜି ତାମିଲନାଡୁର ନେଭେଲି ଲିଗ୍‌ନାଇଟର ଦୁଇ ନମ୍ବର ପ୍ଲାଣ୍ଟରେ ବଏଲର୍ ବିସ୍ଫୋରଣ ହେବାରୁ ଅନ୍ୟୂନ ୬ଜଣ କର୍ମଚାରୀଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ୧୭ଜଣ ଆହତ ହୋଇଥିଲେ। ଏବେ ଆହତମାନଙ୍କୁ ଏନ୍‌ଏଲ୍‌ସି ଲିଗ୍‌ନାଇଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଏହି ଘଟଣା ପରେ ଏବେ…
ଅଧିକ ଖବର ଦେଖନ୍ତୁ...

ବାହୁଡ଼ା ଯାତ୍ରା ଶେଷ: ସିଂହଦ୍ୱାର ସମ୍ମୁଖରେ ତାଳଧ୍ୱଜ-ଦର୍ପଦଳନ-ନନ୍ଦିଘୋଷ, ଆସନ୍ତାକାଲି ସୁନାବେଶ

ପୁରୀ: ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଂଚିବା ପରେ ପବିତ୍ର ବାହୁଡ଼ା ଯାତ୍ରା ଶେଷ ହୋଇଛି। ଶ୍ରୀଜିଉମାନେ ୯ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ବାହୁଡି ଆସିଛନ୍ତି। ଆଜି ଅପରାହ୍ନ…
ଅଧିକ ଖବର ଦେଖନ୍ତୁ...

ଗିରଫ ହେଲେ ବହିଷ୍କୃତ ପୁଲିସ ଆଇଆଇସି ଆନନ୍ଦ ମାଝୀ, ଅଦାଲତରେ ହାଜର କରାଯିବ

ଭୁବନେଶ୍ୱର: ବହୁଚର୍ଚ୍ଚିତ  ନାବାଳିକା ଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାର ମୁଖ୍ୟଅଭିଯୁକ୍ତ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଆଜି ସକାଳେ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଅପରାହ୍ଣରେ ତାଙ୍କୁ କ୍ର‌ାଇମବ୍ରାଞ୍ଚ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

‘ଆମର ପ୍ଲାଟଫର୍ମ ଭାରତରେ ଏକ ଦୁର୍ଭାଗ୍ୟଜନକ ଆହ୍ଵାନର ସମ୍ମୁଖୀନ ହୋଇଛି’; ନିଷେଧାଦେଶ ଜାରିପରେ ୨୦୦୦ ଭାରତୀୟ…

ନୂଆଦିଲ୍ଲୀ: ଭାରତରେ ବେଶ ଲୋକପ୍ରିୟ ଥିବା ଚୀନ୍‌ର ଭିଡିଓ ସେୟାରିଂ ଆପ୍‌ ଟିକ୍‌ଟକ୍ ସମେତ ଅନ୍ୟ ୫୯ଟି ଚୀନ୍‌ ଆପ୍‌ ଉପରେ ଭାରତ ସରକାର ନିଷେଧାଦେଶ ଜାରି କରିବା ପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ ଟିକ୍‌ଟକ୍ ର ସିଇଓ କେଭିନ ମାୟର ଭାରତରେ…
ଅଧିକ ଖବର ଦେଖନ୍ତୁ...

ଭାରତ ଦେଲା ଆଉ ଏକ ଝଟକା: ରାଜପଥ ପ୍ରକଳ୍ପରେ ଭାଗ ନେବାକୁ ଚୀନ୍ କମ୍ପାନୀଗୁଡ଼ିକୁ ମିଳିବନି ଅନୁମତି

ନୂଆଦିଲ୍ଲୀ: ଭାରତ ଚୀନ୍‌କୁ ଅର୍ଥନୈତିକ ସ୍ତରରେ କ୍ରମାଗତ ଭାବରେ ବଡ ବଡ ଝଟକା ଦେବାରେ ଲାଗିଛି | ଭାରତ-ଚୀନ ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷକୁ ଆଖି ଆଗରେ ରଖି ଆଜି କୌଣସି ଚୀନ୍ କମ୍ପାନୀଗୁଡ଼ିକୁ ରାଜପଥ ପ୍ରକଳ୍ପରେ ଭାଗ ନେବାକୁ ଭାରତ ଅନୁମତି ଦେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଭଣଜାକୁ ପିଟିପିଟି ହତ୍ୟା କଲା ମାମୁଁ, ଅଭିଯୁକ୍ତ ଥାନାରେ ଅଟକ

ଭଞ୍ଜନଗର: ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅର୍ନ୍ତଗତ ବିଞ୍ଜଗିରି ଗ୍ରାମରେ ନିଜ ଭଣଜାକୁ ଆକ୍ରମଣ କରି ପିଟିପିଟ ମାରିଦେଇଛି ମାମୁଁ। ଏଭଳି ସଙ୍ଗିନ୍‌ ଅଭିଯୋଗ ଆଣିଛନ୍ତ ମୃତକଙ୍କ ବଡ ଭାଇ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭଣଜାକୁ ନିଜ ଗାଁକୁ ଡକାଇ ମାମୁଁ ଗୋପାଳ ଗୌଡ କିଛି ସାଙ୍ଗସାଥୀ ସହ…
ଅଧିକ ଖବର ଦେଖନ୍ତୁ...

କରୋନା ଭାଇରସ୍‌: ଆଜି ସୁସ୍ଥ ହେଲେ ୧୬୪ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୫୩୫୩

ଭୁବନେଶ୍ୱର: ଆଜି ରାଜ୍ୟର ୧୧ଟି ଜିଲ୍ଲାରୁ ୧୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ ୪୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଜଗତସିଂହପୁର…
ଅଧିକ ଖବର ଦେଖନ୍ତୁ...