Daily Archives

July 7, 2020

ହଂକଂରୁ ବିଦାୟ ନେବ ଲୋକପ୍ରିୟ ଭିଡିଓ ଆପ ଟିକଟକ

ହଂକଂ : ଚାଇନିଜ ଭିଡିଓ ଆପ ଟିକଟକକୁ ଭାରତ ସରକାର ନିଷିଦ୍ଧ କରିଥିବାବେଳେ ଆମେରିକା ନିଷିଦ୍ଧ କରିବାକୁ ବିଚାର କରୁଛି । ଏହା ଦ୍ବାରା ଟିକଟକର ରାଜସ୍ବ ଗୁରୁତରଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ଏପରି ଏକ ଅଞ୍ଚଳ ରହିଛି ଯେଉଁଠାରୁ ଟିକଟକ ନିଜେ ବାହାରି ଆସିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଆତ୍ମସମର୍ପଣ ଯୌନ ସମ୍ପର୍କ ସ୍ଥାପନ ପାଇଁ ପୀଡ଼ିତାର ସମ୍ମତି ବା ସହମତି ନୁହେଁ: କେରଳ ହାଇକୋର୍ଟ

କୋଚି: କୌଣସି ଅବଳା ବା ଦୁର୍ବଳାର ଆତ୍ମସମର୍ପଣକୁ ତା’ ସହ ଯୌନ ସଂପର୍କ ସ୍ଥାପନ ପାଇଁ ତା’ର ସମ୍ମତ୍ତି ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି ଆଜି କେରଳ ହାଇକୋର୍ଟ ଏକ ଯୁଗାନ୍ତକାରୀ ରାୟ ଶୁଣାଇଛନ୍ତି। ଏଥିସହ ଜନୈକା ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀଙ୍କୁ ବାତିଲ ହୋଇଥିବା ବିମ‌ାନ ଟିକେଟର ଟଙ୍କା ଫେରାଇବାକୁ ବିମାନ କମ୍ପାନିମାନେ ବିଫଳ ହେବା ପରେ ଡିଜିସିଏକୁ…

ନୂଆଦିଲ୍ଲୀ: ଭାରତରେ କୋଭିଡ -୧୯ର ସଂକ୍ରମଣ ବଢ଼ିବା ନେଇ ଆଶଙ୍କା କରି ସରକାର ମାର୍ଚ୍ଚ ମାସରୁ ସାରା ଦେଶକୁ ‌ଲକଡାଉନ କରିଥିଲେ । ଏ ନେଇ ବିମାନ ଉଡ଼ାଣ ଉପରେ ମଧ୍ୟ ରୋକ୍ ଲାଗିଥିଲା । ସରକାରଙ୍କ ହଠାତ ଏଭଳି ନିଷ୍ପତ୍ତି ପରେ ପୂର୍ବରୁ ବୁକ୍ ହୋଇଥିବା ବିମାନ ଟିକେଟର ସଂପୂର୍ଣ୍ଣ ଟଙ୍କା ବିମାନ…
ଅଧିକ ଖବର ଦେଖନ୍ତୁ...

ବୀରମିତ୍ରପୁର ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା: ଡିଜିପିଙ୍କୁ ଜବାବ ତଲବ କଲେ ଏନ୍‌ସିଏସ୍‌ଟି

ରାଉରକେଲା: ବହୁଚର୍ଚ୍ଚିତ ବୀରମିତ୍ରପୁର ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ବେଆଇନ ଗର୍ଭପାତ ମାମଲାରେ ନ୍ୟାସନାଲ କମିସନ୍‌ ଫର୍‌ ସିଡ୍ୟୁଲ ଟ୍ରାଇବ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଜବାବ ତଲବ କରିଛି। ବିଜେପି ନେତ୍ରୀ ସୁକେସି ଓରାମ ଏହି ମାମଲାକୁ ଆୟୋଗଙ୍କ ସମ୍ମୁଖକୁ ଆଣିଥିଲେ। ଆୟୋଗ ଏକ ମାସ…
ଅଧିକ ଖବର ଦେଖନ୍ତୁ...

ହୋମ୍ କ୍ୱାରେଣ୍ଟାଇନରେ ରହିଲେ ପୋକ୍ସୋ କୋର୍ଟ ବିଚାରପତି

ସୁନ୍ଦରଗଡ଼: ଆଜି ସୁନ୍ଦରଗଡ଼ର ପୋକ୍ସୋ କୋର୍ଟର ବିଚାରପତି ଓ ତାଙ୍କର ୧୦ଜଣ କର୍ମଚାରୀ ହୋମ୍‌ କ୍ୟାରେଣ୍ଟାଇନ୍‌ରେ ରହିଛନ୍ତି। ୧୬୪ ଧାରାରେ ବୀରମିତ୍ରପୁର ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିବା ଦୁଇଜଣ କନଷ୍ଟେବଳ ଗତକାଲି କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ବିଚାରପତି ଓ କୋର୍ଟର ସମସ୍ତ…
ଅଧିକ ଖବର ଦେଖନ୍ତୁ...

୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ର-ଛାତ୍ରୀଙ୍କ ପାଇଁ ସିଲାବସରେ ୩୦% ହ୍ରାସ କରିବ ସିବିଏସଇ: ମ‌ାନବ ସମ୍ବଳ ମନ୍ତ୍ରୀ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ କୋଭିଡ୍ -୧୯ ପରିସ୍ଥିତି କାରଣରୁ ମୂଳ ଧାରଣାକୁ ବଜାୟ ରଖିବା ସହିତ ସିବିଏସ୍ଇ ୯ମରୁ ଦ୍ବାଦଶ ଶ୍ରେଣୀର ଛାତ୍ର-ଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ହ୍ରାସ କରିବ। ଏ ନେଇ ଟୁଇଟ କରି ଆଜି ସୂଚନା ଦେଇଛନ୍ତି ମ‌ାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ତିନିମାସର ବିରତି ପରେ ଜୁଲାଇରୁ ପୁଣି ମହଙ୍ଗା ହେଲା ଏସବିଆଇ ଏଟିଏମ ସେବା

ମୁମ୍ବାଇ : ଦେଶର ବୃହତ୍ତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନିଜର ଏଟିଏମ ଉଠାଣ ନିୟମରେ କେତେକ ସଂଶୋଧନ କରାଯାଇଛି । ଅର୍ଥ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁସାରେ କରୋନା ଭାଇରସ ପାଇଁ ଏପ୍ରିଲ ୧ ଠାରୁ ଜୁନ ୩୦ ପର୍ଯ୍ୟନ୍ତ ଏଟିଏମ ଉଠାଣକୁ ଶୁଳକମୁକ୍ତ କରାଯାଇଥିଲା ।…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହେଲେ ଆଉ ୨୧୭ କରୋନା ଆକ୍ରାନ୍ତ, ସୁସ୍ଥ ସଂଖ୍ୟା ୬୭୦୩ ହେଲା

ଭୁବନେଶ୍ୱର: ମଙ୍ଗଳବାର ରାଜ୍ୟରେ ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇଲେ ଏଯାବତ ରାଜ୍ୟରେ ୬୭୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କରୋନା ପଜିଟିଭ୍‌ ଚିହ୍ନଟ ପରେ କୋଭିଡ ହସ୍ପିଟାଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ଚଳିତ ମାସରୁ ଭାରତରେ ଉପଲବ୍ଧ ହେବ କରୋନା ଔଷଧ ରେମଡେସିବିର୍, ଜାଣନ୍ତୁ କେତେ ରହିବ ଦାମ୍

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏବେ ଔଷଧ ନିର୍ମାତା କମ୍ପାନି ମାଇଲନ୍ ଏନଭି ଏକ ବଡ଼ ଘୋଷଣା କରିଛି । କରୋନା ରୋଗୀଙ୍କୁ ଆରୋଗ୍ୟ କରିବା ପାଇଁ ମାଇଲନ୍ ଏନଭି ରେମଡେସିବିରର ଏକ ଜେନେରିକ୍ ସଂସ୍କରଣ ବଜାରକୁ ଛାଡ଼ିବ | ଏ ନେଇ କମ୍ପାନି ପକ୍ଷରୁ ସୋମବାର…
ଅଧିକ ଖବର ଦେଖନ୍ତୁ...

୯ରୁ ୧୩ ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଟ୍‌ଡାଉନ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଟଡାଉନ୍‌ ଘୋଷଣା କରାଯାଇଛି। ଜୁଲାଇ ୯ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଏନ୍‌ଏସି ଓ ୫ଟି ବ୍ଲକ୍‌ ହେଡକ୍ୱାର୍ଟରରେ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଥିସହିତ ବ୍ରହ୍ମପୁର ମହାନଗର ସମେତ ସମସ୍ତ ସହରାଞ୍ଚଳ, ହିଞ୍ଜିଳିକାଟୁ…
ଅଧିକ ଖବର ଦେଖନ୍ତୁ...