Daily Archives

July 7, 2020

ଲଦାଖରେ ସୈନ୍ୟ ପ୍ରତ୍ୟାହାର ପାଇଁ ଆଉ କିଛିଦିନ ଲାଗିବ : ରିପୋର୍ଟ

ନୂଆଦିଲ୍ଲୀ : ସୋମବାରଦିନ ଲଦାଖସ୍ଥିତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଆରମ୍ଭ ହୋଇଥିବା ଭାରତ ଓ ଚୀନର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହେବାକୁ ଆଉ କିଛି ଦିନ ସମୟ ଲାଗିବ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ହଟ ସ୍ପ୍ରିଙ୍ଗସ ଅଞ୍ଚଳରେ ଆଜି ଅର୍ଥାତ ମଙ୍ଗଳବାର ସଂଧ୍ୟାସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ଠକେଇ ମାମଲାରେ ୩ ବର୍ଷ କାଳ ଜେଲର କାଳ କଠୋରିରେ ବିତାଇବା ପରେ ୟୁନିଟେକ୍‌ର ପ୍ରମୋଟର ସଞ୍ଜୟ ଚନ୍ଦ୍ରଙ୍କୁ ଜାମିନ…

ନୂଆଦିଲ୍ଲୀ: ଏକ ଠକେଇ ମାମଲାରେ ଅଭିଯୁକ୍ତ ଥାଇ ଦୀର୍ଘ ୩ ବର୍ଷ କାଳ ଜେଲର କାଳ କଠୋରିରେ ବିତାଇବା ପରେ ୟୁନିଟେକ୍‌ର ପ୍ରମୋଟର ସଞ୍ଜୟ ଚନ୍ଦ୍ରଙ୍କୁ ଆଜି (ମଙ୍ଗଳବାର) ସୁପ୍ରିମ୍‌ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ସଞ୍ଜୟ ଚନ୍ଦ୍ରଙ୍କ ଉଭୟ ପିତା-ମାତା ଏବେ ଗୁରୁତର ଅସୁସ୍ଥ ହୋଇ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ଆଉ ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ପ୍ରତିଦିନ ରାଜଧାନୀରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ୨୯ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୂ ସୂଚନା ମିଳିଛି।  ଏହି ନୂତନ୨୯ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଟି ସ୍ଥାନୀୟ ମାମଲା…
ଅଧିକ ଖବର ଦେଖନ୍ତୁ...

ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ହଟିଲା ଫେସ୍ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର

ନୂଆଦିଲ୍ଲୀ: ଭାରତ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ସୂଚୀରୁ ଫେସ୍ ମାସ୍କ ଏବଂ ସାନିଟାଇଜରକୁ ବାଦ ଦେଇଛନ୍ତି। ଦେଶରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବା ଦେଖି ଫେସ ମାସ୍କ ଏବଂ ସାନିଟାଇଜରର ଗୁରୁତ୍ୱକୁ ବିଚାରକୁ ନେଇ ସରକାର ମାର୍ଚ୍ଚ ମାସରେ ଏହି ଦୁଇଟି ଜିନିଷକୁ  ଏସେନସିଆଲ୍ କମୋଡିଟିସ୍…
ଅଧିକ ଖବର ଦେଖନ୍ତୁ...

ସଫ୍ଟଓୟାର କମ୍ପାନି ଟେକ୍‌ ମହିନ୍ଦ୍ରାକୁ ସିଲ୍ କଲା ବିଏମସି

ଭୁବନେଶ୍ୱର: ମଙ୍ଗଳବାର ବିଏମସି ଭୁବନେଶ୍ୱର ମୈତ୍ରୀ ବିହାରସ୍ଥିତ ସଫ୍ଟଓୟାର କମ୍ପାନି ଟେକ୍‌ ମହିନ୍ଦ୍ରାକୁ ସିଲ୍‌ କରିଛି। ଗତ ୩ ଦିନ ମଧ୍ୟରେ ଲଗାତର ୭ଜଣ କରୋନ ପଜିଟିଭ ବାହାରିବା ପରେ ଟେକ୍‌ ମହିନ୍ଦ୍ରାକୁ ବିଏମସି କର୍ତ୍ତୃପକ୍ଷ ସିଲ୍‌ କରିଛନ୍ତି। ଆଜିଠାରୁ ପୁରା ବିଲ୍ଡିଂ ସିଲ୍‌…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲକ୍‌-୨.୦: ଚଳଚ୍ଚିତ୍ର ସୁଟିଂ ଆରମ୍ଭ ପାଇଁ କେନ୍ଦ୍ର ସରକାର ଜାରି କରିବେ ଏସ୍‌ଓପି: କେନ୍ଦ୍ରମନ୍ତ୍ରୀ ପ୍ରକାଶ…

ନୂଆଦିଲ୍ଲୀ: କରୋନା ମହାମାରୀ ବା କୋଭିଡ୍‌-୧୯ ଦେଶର ଚଳଚ୍ଚିତ୍ର ଶିଳ୍ପ ଜଗତକୁ ଗଭୀର ଭାବେ ପ୍ରଭାବିତ କରିଛି। ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଜାରି ହୋଇଥିବା ଲକ୍‌ଡାଉନ୍‌ କାରଣରୁ ଏବେ ଦେଶରେ ଚଳଚ୍ଚିତ୍ରର ସୁଟିଂ, ପ୍ରଯୋଜନା ଏପରିକି ରିଲିଜ୍‌ ମଧ୍ୟ ବନ୍ଦ ରହିଛି। ଫଳରେ ବଲିଉଡ୍‌ ଜଗତ ସହ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ପରିଚାଳନାକୁ ଉତ୍ତରଦାୟୀ କରିବା ଲାଗି ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂ ଜରିଆରେ ରାଜ୍ୟରେ କୋଭିଡ୍‌ ମୁକାବିଲା କାର୍ଯ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି । କୋଭିଡ୍‌ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହାକୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ କରିବାକୁ…
ଅଧିକ ଖବର ଦେଖନ୍ତୁ...

ନକଲି କୋଭିଡ-୧୯ ନେଗେଟିଭ ରିପୋର୍ଟ ଦେଇ ଟଙ୍କ‌ା ଆୟ କରୁଥିବା ଡାକ୍ତରଖାନାର ଲାଇସେନ୍ସ ରଦ୍ଦ

ମିରଟ : ମିରଟରେ ଥିବା ଏକ ଘରୋଇ ଡାକ୍ତରଖାନାର ଲାଇସେନ୍ସକୁ ଆଜି ରଦ୍ଦ କରି ଦିଆଯାଇଛି । ଡାକ୍ତରଖାନାରେ ରୋଗୀଙ୍କୁ କୋଭିଡ-୧୯ର ନେଗେଟିଭ ରି‌ପୋର୍ଟ ଦିଆଯାଉଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ଡାକ୍ତରଖାନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାକ୍ତରଖାନାରକୁ…
ଅଧିକ ଖବର ଦେଖନ୍ତୁ...

ହଜାରେ ଟପିଲା ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ଏଯାବତ୍ କେଉଁ ଜିଲ୍ଲାରେ କେତେଜଣ କରୋନା ପଜିଟିଭ୍ ଚିହ୍ନଟ…

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫୭୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୯୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୬୮ଜଣ ସ୍ଥାନୀୟ ସଂକ୍ରମିତ ଥିବା…
ଅଧିକ ଖବର ଦେଖନ୍ତୁ...