Daily Archives

July 16, 2020

ଋଷିଆର ହ୍ୟାକରମାନେ ଚୋରାଉଛନ୍ତି କରୋନା ଟୀକା ତଥ୍ୟ : ବ୍ରିଟେନର ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ : ବିଶ୍ୱରେ କରୋନା ମହାମାରୀର ମୁକାବିଲା କରିବାକୁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି । ଏସବୁ ଗବେଷଣା ଉପରେ ମାନବ ଜାତିର ଭବିଷ୍ୟତ ନିର୍ଭର କରୁଛି । କିନ୍ତୁ ଏସବୁ ଗବେଷଣାକୁ ନେଇ ଦେଶ ଦେଶ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଛି । କରୋନା ଟୀକା ବାହାର କରିବା…
ଅଧିକ ଖବର ଦେଖନ୍ତୁ...

ଟେଷ୍ଟ ତୁଳନାରେ କମିଲା ଆକ୍ରାନ୍ତ ସଂଖ୍ୟା : ଗୋଟିଏ ଦିନରେ ୮ ହଜାର ୯୬ ଟେଷ୍ଟ, ୪୯୪ଟି ନମୁନା ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଟେଷ୍ଟ ତୁଳନାରେ କମିଲା ଆକ୍ରାନ୍ତ ସଂଖ୍ୟା । ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ ୮ ହଜାର ୯୬ ଟେଷ୍ଟ ହୋଇଥିଲା । ହେଲେ ସେଥିରୁ ୪୯୪ ଜଣଙ୍କ ନମୁନାରୁ କରୋନା ଭୂତାଣୁ ଚିହ୍ନଟ ହୋଇଛି ଏବଂ କରୋନା ସଂକ୍ରମଣରେ ୨ ଜଣଙ୍କ ଜୀବନ ଯାଇଛି । ଏହି ଦୁଇ ମୃତକ ଗଂଜାମ ଜିଲ୍ଲାରୁ ବୋଲି…
ଅଧିକ ଖବର ଦେଖନ୍ତୁ...

ଆମେରିକାର ସମର୍ଥନ ପରେ ଚୀନ ବିରୁଦ୍ଧରେ ଛିଡ଼ା ହେଲେ ମାଲେସିଆ,ଫିଲିପାଇନ୍ସ ଓ ଜାପାନ

ଟୋକିଓ : ଚୀନ କେବଳ ଭାରତ ସହ ନୁହେଁ ନିଜର ଅନ୍ୟ ପଡ଼ୋଶୀମାନଙ୍କ ଉପରେ ମଧ୍ୟ ଦାଦାଗିରି ଦେଖାଉଛି । ତେବେ ଗଲଓ୍ଵାନରେ ଭାରତର ଦୃଢ ଜବାବ ପରେ ଅନ୍ୟ ଏସୀୟ ଦେଶମାନେ ମଧ୍ୟ ଚୀନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କଲେଣି । ନିକଟରେ ଫିଲିପାଇନ୍ସ କହିଛି ଯେ ଚୀନ ଅନ୍ତର୍ଜାତୀୟ…
ଅଧିକ ଖବର ଦେଖନ୍ତୁ...

ପାଇଲଟଙ୍କ ପିଟିସନକୁ ଗ୍ରହଣ କରି ବିଚାର ପାଇଁ ବୃହତ୍ତର ଖଣ୍ଡପୀଠକୁ ପଠାଇଲେ ରାଜସ୍ଥାନ ହାଇକୋର୍ଟ

ନୂଆଦିଲ୍ଲୀ: ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କ ସମେତ ୧୯ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘଷୋଣା କରି ବିଧାନସଭା ବାଚସ୍ପତି ସି. ପି. ଯୋଶୀ ଜାରି କରିଥିବା ନୋଟିସକୁ ବିରୋଧ କରି ପାଇଲଟଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରୁ ୪୦୧ କରୋନା ଆକ୍ରାନ୍ତ ସୁସ୍ଥ; ଆଜି ଯାଜପୁରରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରୁ ଗୁରୁବାର ସନ୍ଧ୍ୟା ସୁଦ୍ଧା ୪୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏଯାବତ ୧୦,୮୭୭ଜଣ କରୋନା ପଜିଟିଭ୍‌ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରି କୁହାଯାଇଛି। ଆଜି ଯାଜପୁରରୁ ସର୍ବାଧିକ ୯୮ କରୋନା…
ଅଧିକ ଖବର ଦେଖନ୍ତୁ...

କରୋନା ଟୀକା ବିକାଶ ପାଇଁ  ୩୦କୋଟି ଦାନ କଲେ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ 

ଲଣ୍ଡନ :  ସମଗ୍ର ବିଶ୍ୱରେ କରୋନା ମହାମାରୀ ଦିନକୁ ଦିନ ଅଧିକ ସାଂଘାତିକ ହେଉଥିବାବେଳେ ଏହାର ଟୀକା ବାହାର କରିବାକୁ ବିଶ୍ୱର ବୈଜ୍ଞାନିକମାନେ ରାତିଦିନ ଏକ କରିଦେଇଛନ୍ତି । ଏହି ଗବେଷଣା କ୍ଷେତ୍ରରେ ଆମେରିକା, ବ୍ରିଟେନ, ଋଷିଆ, ଇସ୍ରାଏଲ, ଭାରତ ଓ ଚୀନ ଅଗ୍ରଣୀ ରହିଛନ୍ତି । ଭାରତରେ ଭାରତ…
ଅଧିକ ଖବର ଦେଖନ୍ତୁ...

ଆମେରିକା, ଫ୍ରାନ୍ସ ସହିତ “ଏୟାର ବବଲ୍ସ” ଘୋଷଣା କଲା ଭାରତ, ଆସନ୍ତାକାଲି ଠାରୁ ଉଡ଼ାଣ କରିବ ବିମାନ

ନୂଆଦିଲ୍ଲୀ: ଫ୍ରାନ୍ସ ଏବଂ ଆମେରିକା ସହ “ଏୟାର ବବଲ୍ସ” ଘୋଷଣା କରିଛି ଭାରତ । ଏୟାର ବବୁଲ୍ ହେଉଛି ଏକ ଦ୍ୱିପାକ୍ଷିକ ବ୍ୟବସ୍ଥା ଯାହା ଦ୍ବାରା କିଛି ନିୟମ ଏବଂ ପ୍ରତିବନ୍ଧକ ସହିତ ଦୁଇ ଦେଶର ବିମାନ କମ୍ପାନି ଅନ୍ତର୍ଜାତୀୟ ବିମାନ ଚଳାଚଳ କରିପାରିବେ | ଏବେ ଭାରତ ଫ୍ରାନ୍ସ ଏବଂ ଆମେରିକା ସହ…
ଅଧିକ ଖବର ଦେଖନ୍ତୁ...

୩୬ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ଦାୟିତ୍ୱ ବଣ୍ଟନ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଗୁରୁବାର  ୩୬ଜଣ ରାଜ୍ୟସ୍ତରୀୟ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ  ଦାୟିତ୍ୱ ବଣ୍ଟନ କରିଛନ୍ତି। ଆଜି ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁଶାନ୍ତ ସିଂହ ଓ ମନୋହର ରାନ୍ଧାରୀଙ୍କୁ ସଶକ୍ତ ଓଡିଶାର ସ୍ୱତନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ କରୋନା ସ୍ଥିତି ସୁଧୁରୁଛି; ଟୁଇଟ୍ କରି ସୂଚନା ଦେଲା ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁ ହାର ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟଇଛି। ଏଥିସହ ସଂକ୍ରମଣ ବ୍ୟାପୁଥିବାରୁ ଜିଲାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଅପରପକ୍ଷରେ କରୋନା ସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ମାସକ ପରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ସିବିଆଇ ତଦନ୍ତ ପାଇଁ ଅମିତ ଶାହାଙ୍କୁ ହାତ ଯୋଡ଼ି ଅନୁରୋଧ…

ମୁମ୍ବାଇ: ସବୁ ଦିଗରୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଦାବି ଜୋର ଧରିଛି। ଦୀର୍ଘ ଦିନ ଧରି ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଅନେକ ଦିଗ୍ଗଜ ରାଜନେତା ଏବଂ ଅଭିନେତା ସିବିଆଇ ତଦନ୍ତ ଦାବି କରିଥିଲେ। ଏବେ ସମାନ କ୍ରମରେ ବର୍ତ୍ତମାନ ସୁଶାନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...