Daily Archives

July 16, 2020

ରାଜଧାନୀରୁ ସୁସ୍ଥ ହେଲେ ୧୮ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜଧାନୀରୁ ୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗୁରୁବାର ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଭୁବନେଶ୍ୱରରେ ଏବେ ୪୦୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କୁଳଭୂଷଣଙ୍କୁ ମିଳିଲା ୨ୟ କନସୁଲାର ଆକସେସ

ନୂଆଦିଲ୍ଲୀ : ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବକୁ ଦ୍ୱିତୀୟ କନସୁଲାର ଆକସେସ ବା ଭାରତୀୟ କନସୁଲେଟ ଅଧିକାରୀମାନଙ୍କୁ ଭେଟିବାକୁ ଅନୁମତି ଦେଇଛି ପାକିସ୍ତାନ । ଭାରତୀୟ ଅଧିକାରୀମାନେ ଆଜି ସାଢେ ୪ଟା ବେଳେ ତାଙ୍କୁ ଭେଟିବାକୁ ସମୟ ଦିଆଯାଇଥିବା ପାକିସ୍ତାନୀ…
ଅଧିକ ଖବର ଦେଖନ୍ତୁ...

କରୋନା ଆକ୍ରାନ୍ତଙ୍କ ମୃତଶରୀର ନେଇ ଯାଉଥିବାରୁ ଆମ୍ବୁଲାନ୍ସର ପଥ ଅବରୋଧ କରି ଟେକାପଥର ଫୋପାଡ଼ିଲେ ଲୋକେ

ବେଙ୍ଗାଲୁର: ସାରା ବିଶ୍ବରେ ଏବେ ଛାଇ ରହିଛି କୋଭିଡ୍‌-୧୯ ଆତଙ୍କ। ଅନ୍ୟପକ୍ଷରେ ଏହି କରୋନା ଭାଇରସ୍‌କୁ କେନ୍ଦ୍ର କରି  ଲୋ‌କେ ଏବେ ପରସ୍ପପରର  ଶତ୍ରୁ ହୋଇ ପଡ଼ୁଥିବା ଦେଖିବାକୁ ମିଳୁଛି। ଜଣେ ଅନ୍ୟ ଜଣକୁ ଘୃଣା କରିବାରେ ଲାଗିଛି। ଏହି କ୍ରମରେ କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏକ…
ଅଧିକ ଖବର ଦେଖନ୍ତୁ...

ଥରେ କି ଦି’ଥର ନୁହେଁ, ବାର କର୍ମଚାରୀଙ୍କୁ ୧୫ ଥର ଛୁରୀ ଭୁଷି ହତ୍ୟା କରିଥିଲେ ବିଏମଡବ୍ଲୁର ଅପରାଧୀ

ଭୁବନେଶ୍ୱର: ଭୁବନେଶ୍ୱର- ବ୍ରହ୍ମପୁର ଜାତୀୟ ରାଜପଥ ଘଟଣାର ଏକ ବାରରେ ଯୁବକଙ୍କୁ ଛୁରାମାଡ ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି । ବାର କର୍ମଚାରୀଙ୍କୁ ହତ୍ୟା ଘଟଣାରେ ଖୋର୍ଦ୍ଧା  ଏସପି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ବିଏମଡବ୍ଲୁରେ ଆସିଥିବା ଅପରାଧୀମ‌ାନେ ଥରେ କି ଦୁଇ ଥର ନୁହେଁ ଅତ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ପୁଣି ୬୦ଜଣ କରୋନା ପଜିଟିଭ୍‌ ଚିହ୍ନଟ, ୨୦ ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରରୁ ଆଜି ପୁଣି ନୂଆ ୬୦ଜଣ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୪୦ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୨୦ଜଣ ସ୍ଥାନୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ  ହୋଇଥିବା ନେଇ ଗୁରୁବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ନୋଟିସ ପରେ ରାଜସ୍ଥାନ ହାଇକୋର୍ଟର ଦ୍ବାରସ୍ଥ ହେଲେ ପାଇଲଟ; ଶୁଣାଣି ଆସନ୍ତାକାଲିକୁ ସ୍ଥଗିତ

ନୂଆଦିଲ୍ଲୀ: ରାଜସ୍ଥାନର ବିଦ୍ରୋହୀ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କ ସମେତ ୧୯ ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘଷୋଣା କରି ବିଧାନସଭା ବାଚସ୍ପତି ସି. ପି. ଯୋଶୀ ଜାରି କରିଥିବା ନୋଟିସକୁ ବିରୋଧ କରି ପାଇଲଟଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ର-ଓଡ଼ିଶା ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ

ମାଲକାନଗିରି: ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଆଜି ସକାଳେ ମାଓବାଦୀ ଓ ଡିଭିଏଫ୍‌-ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆନ୍ଧ୍ରପ୍ରଦେଶ-ଓଡ଼ିଶା ପୁଲିସ ପକ୍ଷରୁ ସ୍ବାଭିମାନ ଅଂଚଳରେ ଚାଲିଥିବା ମିଳିତ ସର୍ଚ୍ଚ ଅପରେସନ୍‌ ସମୟରେ ଏହି ଗୁଳିବିନିମୟ ହୋଇଥିଲା । ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଦାବି ଉପରେ ଜବାବ ରଖିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା

ମୁମ୍ବ‌ାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସିନେ କଳାକାରରୁ ନେଇ ରାଜନେତା ପଯ୍ୟନ୍ତ ବିଭିନ୍ନ ଲୋକ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରି ଆସୁଛନ୍ତି। ନିକଟରେ ବିହାରର ସାଂସଦ ପପୁ ଯାଦବ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। ଏବେ କେନ୍ଦ୍ର ଗୃହ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଫାର୍ମା ଇଣ୍ଡଷ୍ଟ୍ରି ସମଗ୍ର ବିଶ୍ୱ ପାଇଁ କୋଭିଡ୍ -୧୯ ଟିକା ଉତ୍ପାଦନ କରିବାରେ ସକ୍ଷମ: ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ଭାରତର ଔଷଧ ଶିଳ୍ପ କେବଳ ଦେଶ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ କୋଭିଡ -୧୯ ଟିକା ଉତ୍ପାଦନ କରିବାରେ ସକ୍ଷମ । ନିଜ ଦେଶକୁ ବଞ୍ଚାଇବା ସହ ଭାରତ ଅନ୍ୟ ଦେଶକୁ ମଧ୍ୟ କରୋନା ଔଷଧ ଦେଇ ସେମାନଙ୍କୁ ସାହାଯ୍ୟ କରିବ ବୋଲି କହିଛନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ |…
ଅଧିକ ଖବର ଦେଖନ୍ତୁ...