Daily Archives

September 24, 2020

ଗୋଟିଏ ଗଛ: କାହା ପାଇଁ ପ୍ରସାଦ, କାହା ପାଇଁ ନିଶା-ଔଷଧ

(ଚିତାକଟା ସାହିର ମଙ୍ଗୁ ବାବୁଙ୍କୁ ନାତି ଟୋକା ପଚାରିଲା, ''ଅଜା ଟିଭିରେ ଦେଖୁଛି ଡ୍ରଗ୍ସ ପାଲରେ ଇଏ, ସିଏ | କେବେ ହିରୁଇନ କେବେ ବେପାରୀ | ଏ ଡ୍ରଗ୍ସ କଣ ବା ''? ମଙ୍ଗୁ ଅଜା କହିଲେ ''ନାତିଆରେ ଏସବୁ ସେହି ଗୋଟିଏ ଗଛର କମାଲ | ନିଶାଡିଙ୍କ ପାଇଁ ଏହି ଗଛ ସ୍ୱର୍ଗର ପାରିଜାତ ଭଳି |'' ଅଜା…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ବୋଲିଂରେ ମାଟିକାମୁଡ଼ିଲା ବାଙ୍ଗାଲୋର : ୯୭ ରନରେ ବିଜୟ ହାସଲ କଲା କିଙ୍ଗସ୍ ଇଲେଭେନ୍

ଦୁବାଇ:  କିଙ୍ଗସ ଇଲେଭେନ ପଞ୍ଜାବର ବୋଲିଂରେ ଧରାଶାୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।  ପଞ୍ଜାବ ୯୭ ରନର ବୃହତ ବ୍ୟବଧାନରେ ବିଜୟ ହାସଲ କରିଛି । ଏହି ବିଜୟ ସହ ପଞ୍ଜାବ ଚଳିତ ଆଇପିଏଲରୁ ନିଜର ଯାତ୍ରା ଆରମ୍ଭ କରିଛି । ଆଇପିଏଲ ୨୦୨୦ର ଷଷ୍ଠ ମ୍ୟାଚରେ ଆଜି ବାଙ୍ଗାଲୋର ଟସ୍ ଜିତି…
ଅଧିକ ଖବର ଦେଖନ୍ତୁ...

ଭାରତୀୟଙ୍କ ପାଖରେ ଏପରି ଜିନିଷ ଅଛି ଯେଉଁଥିପାଇଁ ମୃତ୍ୟୁହାର କମ ରହିଛି!

ନୂଆଦିଲ୍ଲୀ: ଭାରତୀୟମାନଙ୍କ ପାଇଁ କରୋନାକୁ ନେଇ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି | ଏହି ମହାମାରୀ ସହିତ ଲଢ଼ିବା ପାଇଁ ଭାରତୀୟମାନଙ୍କର ଅଧିକ କ୍ଷମତା ଅଛି କାରଣ ସେମାନଙ୍କର ଡିଏନଏରେ ଏମିତି ଏକ ଜିନ୍ ଅଛି ଯାହା ୟୁରୋପ ଏବଂ ଆମେରିକାର ଲୋକଙ୍କ ଅପେକ୍ଷା ଅଧିକ | ତେଣୁ କରୋନା ରେ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ରାସ୍ତାକଡ଼ ଠେଲା ଖାଦ୍ୟ ବିକ୍ରି ବନ୍ଦ ନିର୍ଦେଶ

ଝାରସୁଗୁଡା : ସଂପ୍ରତି ଝାରସୁଗୁଡ଼ା ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ରାସ୍ତାକଡ଼ରେ ବିକ୍ରି କରୁଥିବା ଫାଷ୍ଟଫୁଡ଼, ଠେଲାଖାଦ୍ୟ ବିକ୍ରିକୁ ଆସନ୍ତା ୨୫ ତାରିଖ ଠାରୁ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି। ରାସ୍ତାକଡ଼ ଫାଷ୍ଟଫୁଡ଼ ଦୋକାନ…
ଅଧିକ ଖବର ଦେଖନ୍ତୁ...

୬ଟି ସହରରେ ଆରମ୍ଭ ହେଲା ଗାଡି ନ କିଣି ଗାଡି ମାଲିକ ହେବାର ଯୋଜନା

ନୂଆଦିଲ୍ଲୀ: କାର୍‌କୁ ସମ୍ପୂର୍ଣ୍ଣ ନକିଣି ତାହାର ମାଲିକ ହେବାର ସୁଯୋଗ ଦେଇଛି ମାରୁତି ସୁଜୁକି। ଏଥିପାଇଁ କଂପାନି ପକ୍ଷରୁ ସବ୍‌ସ୍କ୍ରିପ୍‌ସନ୍‌ ସ୍କିମ୍ ଘୋଷଣା କରାଯାଇଛି। ସମ୍ପ୍ରତି, କମ୍ପାନୀ ଦେଶର ୬ଟି ବଡ ସହରରେ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି | ଏହି ୬ଟି ସହର ହେଉଛି ଦିଲ୍ଲୀ,…
ଅଧିକ ଖବର ଦେଖନ୍ତୁ...

କେରଳରେ ବନ୍ଦ ହେଲା ପେପ୍ସି କମ୍ପାନୀ, ଚାକିରି ହରାଇଲେ ଶତାଧିକ କର୍ମଚାରୀ

ତିରୁବନନ୍ତପୁରମ: ଭାରତରେ ଲୋକପ୍ରିୟ ମୃଦୁ ପାନୀୟ କମ୍ପାନୀ ପେପସିକୋ କେରଳର ପାଲକ୍କଡରେ ଥିବା ଏହାର କାରଖାନା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କର୍ମଚାରୀଙ୍କ ଧର୍ମଘଟ ଏବଂ କ୍ରମାଗତ ବିରୋଧ ଯୋଗୁଁ ପେପସିକୋକୁ କାରଖାନା ବନ୍ଦ କରିବାକୁ ପଡିଛି। ଏହି କାରଣରୁ ପ୍ରାୟ ୫୦୦ ଲୋକ ଚାକିରି…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଅସଦାଚରଣ କଲେ ସହରରେ ଲାଗିବ ପୋଷ୍ଟର

ଲଖନଉ: ମହିଳାଙ୍କୁ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅଧିକ କଠୋର ହୋଇଛନ୍ତି ଯୋଗୀ ସରକାର | ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଉତ୍ତରପ୍ରଦେଶରେ, ଯଦି କେହି ମହିଳାଙ୍କୁ ଅସଦାଚରଣ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ମାଲଗୋଦାମରେ ଯୁବକଙ୍କୁ ଗୁଳିମାଡ

ରାଉରକେଲା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାଲଗୋଦାମ ବସ୍ତିରେ ଗୁଳି ଫୁଟିଛି। ପରବେଜ ଗୁଳିମାଡରେ ରୋହିତ ପଟ୍ଟନାୟକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବାମ ହାତରେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଛି। ରାଜୁ ନାମକ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଗଞ୍ଜେଇ ବ୍ୟାନ ପଛର ଇତିହାସ ଜାଣନ୍ତି କି ?

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ଏହା ପରେ ପୁରା ଘଟଣା ବର୍ତ୍ତମାନ ବଲିଉଡର ଡ୍ରଗ୍ କନେକ୍ସନରେ ଅଟକି ଯାଇଛି | ଗତକାଲି ସୁଦ୍ଧା ଏନସିବି ଦ୍ୱାରା କିଛି ବଲିଉଡ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କୁ ନୋଟିସ୍…
ଅଧିକ ଖବର ଦେଖନ୍ତୁ...

ନେପାଳ ଭୂକମ୍ପରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ

କାଠମାଣ୍ଡୁ: ନେପାଳରେ ଲଗାତାର ବର୍ଷା ହେତୁ ଭୂସ୍ଖଳନ ଆରମ୍ଭ ହୋଇଛି। ଶ୍ୟାଙ୍ଗଜା ଜିଲ୍ଲାରେ ଭୂସ୍ଖଳନ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ଅଧିକାରୀ ଗଙ୍ଗା ବାହାଦୂର ଛେତ୍ରୀ କହିଛନ୍ତି ଯେ ଉଦ୍ଧାର ହୋଇଥିବା ୧୦ଟି ମୃତଦେହ ମଧ୍ୟରୁ ୯ଟି ମୃତଦେହ ଗୋଟିଏ ପରିବାରର | ଅବଶିଷ୍ଟ ଜଣେ ଆହତ…
ଅଧିକ ଖବର ଦେଖନ୍ତୁ...