Daily Archives

September 28, 2020

ୟୁଜିସି ସ୍କଲାରସିପ୍ ୨୦୨୦-୨୧: ଏହି ବର୍ଗର ଛାତ୍ରୀଙ୍କ ସକାଶେ ମିଳିବ ସ୍ବତନ୍ତ୍ର ବୃତ୍ତି

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟ୍‌ କମିସନ୍‌(ୟୁଜିସି) ସ୍କଲାରସିପ୍ ୨୦୨୦-୨୧ ପାଇଁ  ଅନ୍ଲାଇନରେ ଆବେଦନ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛି । ଛାତ୍ରଛାତ୍ରୀମାନେ ଉଭୟ ନୂଆ କରି କିମ୍ବା ପୁରୁଣା ଛାତ୍ରବୃତ୍ତିକୁ ନବୀକରଣ କରିବାକୁ ଆବେଦନ କରିପାରିବେ। ଛାତ୍ରବୃତ୍ତି ପାଇଁ ଆଗ୍ରହୀ…
ଅଧିକ ଖବର ଦେଖନ୍ତୁ...

ସଂପର୍କ ଥିଲା, ହେଲେ ସୁଶାନ୍ତ ତାଙ୍କ ପ୍ରତି ବିଶ୍ବସ୍ତ ନ ଥିଲେ ବୋଲି ଏନ୍‌ସିବି ଆଗରେ କହିଲେ ସାରା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯୋଡ଼ି ହୋଇଥିବା ଡ୍ରଗ୍ସ ମାମଲାର ତଦନ୍ତ ଏବେ ଜୋର୍‌ ଧରିଛି। ଏହି ମାମଲାର ତଦନ୍ତ କରି ନାର୍କୋଟିକ୍ସ କଣ୍ଟ୍ରୋଲ୍‌ ବ୍ୟୁରୋ(ଏନ୍‌ସିବି)ର ଅଧିକାରୀମାନେ ଜଣେ ପରେ ଜଣେ ବଲିଉଡ୍‌ ବ୍ୟକ୍ତିତ୍ବଙ୍କୁ ଜେରା କରି ଚାଲିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୧୩୯ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୩ ଜଣ ଆକ୍ରାନ୍ତ 

କଟକ: ଆଜି କଟକ ସହରରୁ ମୋଟ ୧୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୧୩୬ ଜଣ ଓ ସ୍ଥାନୀୟ ଅଂଚଳରୁ ୩ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୬୮ ଜଣ…
ଅଧିକ ଖବର ଦେଖନ୍ତୁ...

ନିଆଁରେ ପୋଡ଼ି ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପିତା

ବାରିପଦା: ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ମୁର୍ଗାବାଡ଼ି ଅଞ୍ଚଳରେ ରହୁଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିଛନ୍ତି। ମାତ୍ର ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ପିତା ଥାନାରେ ଅଭିଯୋଗ କରିଛନ୍ତି। ମାତ୍ର ଏହି…
ଅଧିକ ଖବର ଦେଖନ୍ତୁ...

ରିଭର୍‌ଫ୍ରଣ୍ଟ୍‌ ଅମରାବତୀ ବଙ୍ଗଳାରୁ ବାହାରି ଯିବାକୁ ଚନ୍ଦ୍ରବାବୁ ନାଇଡୁଙ୍କୁ ନୋଟିସ୍

ହାଇଦ୍ରାବାଦ: ନଦୀର ଉପରମୁଣ୍ଡରୁ ଜଳପ୍ରବାହ ପ୍ରବଳ ହେବା କାରଣରୁ ଅମରାବତୀ ଅନ୍ତର୍ଗତ ବୁନ୍ଦାବଲ୍ଲୀରେ ଥିବା ତେଲୁଗୁ ଦେଶମ୍ ପାର୍ଟିର ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କୁ କୃଷ୍ଣା ନଦୀସମ୍ମୁଖ ବଙ୍ଗଳା କ୍ରମାଗତ ଦ୍ବିତୀୟ ବର୍ଷ ଲାଗି ଜଳମଗ୍ନ…
ଅଧିକ ଖବର ଦେଖନ୍ତୁ...

ମା’ ବିରଜାଙ୍କ ରଥଯାତ୍ରା ପାଇଁ ଅନୁମତି ପ୍ରସଂଗ: ଯାଜପୁର ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରୁ ରିପୋର୍ଟ ତଲବ

କଟକ : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିରରେ ଚଳିତ ବର୍ଷ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ପ୍ରସଂଗ ନେଇ ଦାୟର ମାମଲାରେ ଯାଜପୁର ଜିଲ୍ଲାପାଳ ଓ ଏସପିଙ୍କ ନିକଟରୁ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ…
ଅଧିକ ଖବର ଦେଖନ୍ତୁ...

ଏମଏସପି କ୍ଷେତ୍ରରେ‌ ସ୍ୱାମୀନାଥନ୍‌ କମିଟି ସୁପାରିସ କାର୍ଯ୍ୟକାରୀ ପାଇଁ ଆମେ ଲଢ଼େଇ ଜାରି ରଖିବୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  କୃଷି ବିଲ ନେଇ ବିଜୁ ଜନତା ଦଳର ରାଜ୍ୟସଭାରେ ଯାହା ଆଭିମୁଖ୍ୟ ଥିଲା, ତାହା ଜାରି ରହିବ।  କୃଷି ବିଲ୍‌ରେ ଥିବା ବ୍ୟବସ୍ଥାର ଅନୁଧ୍ୟାନ ଲାଗି ଦଳ  ପକ୍ଷରୁ ଏକ କମିଟି ଗଠନ କରାଯିବ । ଏହି କମିଟିରେ ବିଧାୟକ, ସାଂସଦ ଓ ଜଣାଶୁଣା କୃଷକ ନେତା ରହିବେ। ରାଜ୍ୟ ସରକାର ଏମଏସପି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ମୁମ୍ବାଇ ଆଗରେ ୨୦୨ ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ଦୁବାଇ : ଦୁବାଇ ଇଣ୍ଟରନାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଆଇପିଏଲ ଲିଗ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଆଗରେ ୨୦୨ ରନର ବିଶାଳ ଲକ୍ଷ୍ୟ ରଖିଛି । ମୁମ୍ବାଇ ଦଳ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ହ୍ବାଟସ୍ ଆପ୍ ଚାଟକୁ ନେଇ ମୁହଁ ଖୋଲିଲେ ଦୀପିକା ; ଡ୍ରଗ୍ସକୁ ନେଇ କହିଲେ ଏଭଳି କଥା

ନୂଆଦିଲ୍ଲୀ: ଏନସିବି ସହିତ ଦୀପିକା ପାଦୁକୋନଙ୍କ ହୋଇଥିବା କଥାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି। ଗତ କିଛି ଦିନ ହେବ ଦୀପିକାଙ୍କ ଡ୍ରଗ୍ସ ଚାଟ ଘଟଣାର ଉତ୍ତର ସାରା ଦେଶ ଜାଣିବାକୁ ଚାହୁଁଛି। ଗତ ଶନିବାର ଦୀପିକା ଯେତେବେଳେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେତେବେଳେ ଏନସିବି…
ଅଧିକ ଖବର ଦେଖନ୍ତୁ...

ବହୁ ସଂଖ୍ୟାରେ ସେବକ ସଂକ୍ରମିତ, ଶ୍ରୀମନ୍ଦିର ଖୋଲିଲେ ସଂକ୍ରମଣ ବଢ଼ିବା ସହ ନୀତି ସଂପାଦନ ପ୍ରଭାବିତ ହେବା ଆଶଙ୍କା…

କଟକ : ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହିତ ରାଜ୍ୟର ଅନ୍ୟ ସମସ୍ତ ମନ୍ଦିର, ମସଜିଦ୍, ଗୁରୁଦ୍ବାର, ଚର୍ଚ୍ଚ ସର୍ବସାଧାରଣଙ୍କ ପାଇଁ ଖୋଲିଯିବା ପ୍ରସଂଗ ସଂପର୍କିତ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର…
ଅଧିକ ଖବର ଦେଖନ୍ତୁ...