Daily Archives

October 6, 2020

ଆସନ୍ତା ଏପ୍ରିଲ ସୁଦ୍ଧା ରାଜ୍ୟର ସବୁ ପଞ୍ଚାୟତକୁ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ ସଂଯୋଗ ହେବ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ସବୁ ଗ୍ରାମ ପଞ୍ଚାୟତକୁ ସଂଯୋଗ ହେବ ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ । ଏ ନେଇ ରାଜ୍ୟ ସରକାର ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟନ୍ୱୟ କମିଟି ବୈଠକରେ ଏହା ସ୍ଥିର ହୋଇଛି । ଆସନ୍ତା ଏପ୍ରିଲ ମାସ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟ ଖୋଲିନଥିବାରୁ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ୧୦ ଜିବି ମାଗଣା ଇଣ୍ଟରନେଟ ଡାଟା ଦେବେ ସରକାର? ଜାଣନ୍ତୁ ସତ କ’ଣ

ନୂଆଦିଲ୍ଲୀ: ''ସରକାର ସମସ୍ତ ଛାତ୍ରଙ୍କୁ ଦୈନିକ ୧୦ ଜିବି ମାଗଣା ଇଣ୍ଟରନେଟ୍ ଯୋଗାଉଛନ୍ତି, ଯାହା ଦ୍ୱାରା ସେମାନେ ଅନଲାଇନ୍ ପରୀକ୍ଷା ଦେଇ ପାରିବେ ଏବଂ କରୋନା ଭୂତାଣୁ ମହାମାରୀ ମଧ୍ୟରେ ବି ନିଜ ଶିକ୍ଷା ସମାପ୍ତ କରିପାରିବେ''। ହ୍ଵାଟ୍ସଆପରେ ଭାଇରାଲ ହୋଇଥିବା ଏହି ମେସେଜରେ ଦର୍ଶାଯାଇଛି…
ଅଧିକ ଖବର ଦେଖନ୍ତୁ...

ପୁଣି ମାତିଲେ ଲୁଟେରା: ଯୁବତୀଙ୍କ ଠାରୁ ସୁନା ଚେନ୍‌ ଝାମ୍ପିଲେ, ଏଜେଣ୍ଟଙ୍କ ଠାରୁ ବନ୍ଧୁକ ମୁନରେ ନେଇଗଲେ ଲକ୍ଷାଧିକ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଲୁଟ୍‌ ଆତଙ୍କ ଦେଖାଯାଇଛି। ଆଜି ଅପରାହ୍ନରେ ୨ଟି ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ଆଚାର୍ଯ୍ୟ ବିହାର ଛକ ନିକଟରେ ଜଣେ ଯୁବତୀଙ୍କ ବେକରୁ ଲୁଟେରାମାନେ ସୁନା ଚେନ୍‌ ଛିଡ଼ାଇ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସେହିପରି ବାଲିପାଟଣା ଥାନା ଅଧିନ…
ଅଧିକ ଖବର ଦେଖନ୍ତୁ...

ଚ୍ୟବନପ୍ରାଶରୁ ନେଇ ଅଶ୍ବଗନ୍ଧା ପର୍ଯ୍ୟନ୍ତ : କୋଭିଡ୍‌-୧୯ ପରିଚାଳନା ପାଇଁ ଆ‌ୟୁର୍ବେଦ ପ୍ରୋଟକଲ୍‌ ଜାରି କଲା…

ନୂଆଦିଲ୍ଲୀ: କୋଭିଡ -୧୯ ଲକ୍ଷଣ ଜାଣିବା ପରେ ଆୟୁର୍ବେଦ ଏବଂ ଯୋଗ ମାଧ୍ୟମରେ ମହାମାରୀ କରୋନା ଭାଇରସ୍‌କୁ ନିୟନ୍ତ୍ରଣ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ଏକ ପ୍ରୋ‌ଟକଲ୍‌ ଜାରି କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଆୟୁଷ ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ଜାତୀୟ କ୍ଲିନିକାଲ୍…
ଅଧିକ ଖବର ଦେଖନ୍ତୁ...

ସୁଶାନ୍ତ ମାମଲାରେ ମହାରାଷ୍ଟ୍ର ସରକାରଙ୍କୁ ବଦନାମ କରିବାକୁ ଷଡଯନ୍ତ୍ର କରିଥିଲା ବିଜେପି: ଗୃହମନ୍ତ୍ରୀ ଅନିଲ ଦେଶମୁଖ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏମ୍ସ ରିପୋର୍ଟକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ ସୁଶାନ୍ତ ମାମଲାରେ ସତ୍ୟ ପ୍ରକାଶ ପାଇଛି। ବିହାର ନିର୍ବାଚନ ଯୋଗୁଁ ବିଜେପି ଏହି ପ୍ରସଙ୍ଗକୁ ରାଜନୀତିକରଣ କରିଥିଲା। ସେ କହିଛନ୍ତି ଯେ ସୁଶାନ୍ତ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୧୩: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣରେ ଆଜି ୨୦ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଆବୁଧାବିର ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

କରୋନା ଗୁରୁତରଙ୍କ ପାଇଁ ବ୍ୟବହାର ହୋଇପାରେ ଗଞ୍ଜେଇ ଚିକିତ୍ସା!

ନୂଆଦିଲ୍ଲୀ: କରୋନା ଭୂତାଣୁ ଗୁରୁତର ରୋଗୀଙ୍କୁ ଗଞ୍ଜେଇ ଦ୍ୱାରା ଚିକିତ୍ସା କରାଯାଇପାରିବ। ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ଆମେରିକାର ସାଉଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକମାନେ ମୂଷାମାନଙ୍କ ଉପରେ ଗଞ୍ଜେଇକୁ ନେଇ ତିନୋଟି ଅଧ୍ୟୟନ କରିବା ପରେ ଏଥିରେ ଥିବା ଏକ ଔଷଧୀୟ ତତ୍ତ୍ବ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଜିଲ୍ଲାରୁ ୯୬୯ ଜଣଙ୍କ ସହ ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୩୮୧୭ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୯୬୯ ଜଣଙ୍କ ସମେତ ରାଜ୍ୟରେ ଆଜି କରୋନା ଭାଇରସ ଦ୍ବାରା ଆକ୍ରାନ୍ତ ହୋଇଥିବା ୩୮୧୭ ଜଣ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୦ ହଜାର ୨୧୭କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...

କଟକ ସହରରୁ ଆଜି ୧୧୭ କରୋନା ପଜିଟିଭ୍‌ ଚିହ୍ନଟ, ସ୍ଥାନୀୟ ଅଂଚଳରୁ ୬୩ ଜଣ ଆକ୍ରାନ୍ତ

କଟକ: ଆଜି କଟକ ସହରରୁ ମୋଟ ୧୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୫୪ ଜଣ ଓ ସ୍ଥାନୀୟ ଅଂଚଳରୁ ୬୩ ଜଣ ଅଛନ୍ତି। କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୩୨ ଜଣ…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡ଼ିଲେ ୨୦୧୯ରେ ତିର୍ତ୍ତୋଲରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ

ଜଗତସିଂହପୁର: ଉପନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ । ତିର୍ତ୍ତୋଲ ଉପନିର୍ବାଚନ ପୂର୍ବରୁ ବିଜେପି ଛାଡ଼ିଛନ୍ତି ରମାକାନ୍ତ ଭୋଇ । ୨୦୧୯ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ଭାବେ ଲଢିଥିବା ରମାକାନ୍ତ ଆଜି ନିଜ ସମର୍ଥକଙ୍କ ସହ ପଦ୍ମ ଶିବିରରୁ ପରିତ୍ୟାଗ କରିଛନ୍ତି । ଦଳ…
ଅଧିକ ଖବର ଦେଖନ୍ତୁ...