Daily Archives

November 11, 2020

ବୁର୍ଲା ସେଣ୍ଟ୍ରାଲ୍‌ ଲାଇନ୍‌ରେ ଡବଲ୍‌ ମର୍ଡର ଘଟଣା: ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର: ମଙ୍ଗଳବାର ରାତିରେ ବୁର୍ଲା ସେଣ୍ଟ୍ରାଲ୍‌ ଲାଇନ୍‌ରେ ଗୋଟିଏ ପରିବାର ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ସେଣ୍ଟ୍ରାଲ୍‌ ଲାଇନ୍‌ର ଲକ୍ଷ୍ମଣ ବିଶୋୟୀ ଓରଫ୍‌ ବୁଲୁ (୩୪)ଙ୍କର ରାତି ୧୦ଟା ବେଳେ ଡାକ୍ତରଖାନା ପହଞ୍ଚିବା ବେଳକୁ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମାନସିକ ସ୍ଥିତି ଦୃଢ଼ ରହିବା ହେତୁ ନିଜର କାର୍ଯ୍ୟ ସ˚ପୂର୍ଣ୍ଣ କରିନେବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମିଳାମିଶା ହେବ। ବୃଷ: ନିଜର ଶକ୍ତିର ସଠିକ୍‌ ବିନିଯୋଗ କରିବେ। ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟରେ ଲାଭ କରିବା ପାଇଁ କାହାରି ସହଯୋଗ…
ଅଧିକ ଖବର ଦେଖନ୍ତୁ...

ଏଥର ଜମିବ ସେଲ୍‌ଫି: ଭୁବନେଶ୍ବର-କଟକ ପରେ ବାରିପଦାରେ ଉଦ୍‌ଘାଟିତ ହେଲା ‘ଆଇ ଲଭ ବାରିପଦା’ ସେଲ୍‌ଫି କର୍ଣ୍ଣର

ବାରିପଦା: ଏଥର ଜମିବ ସେଲ୍‌ଫି। କଳା ସଂସ୍କୃତିର ସହର ବାରିପଦାରେ ଯୁବପିଢ଼ି ତଥା ସବୁ ବର୍ଗର ଜନସାଧାରଣଙ୍କ ପାଇଁ କରୋନା ମହାମାରୀ ସମୟରେ ଖୁସି ଖବର ଆଣିଦେଇଛି ବାରିପଦା ପୌର ପ୍ରଶାସନ। ଭୁବନେଶ୍ବର, କଟକ ପରେ ସ୍ଥାନୀୟ ଭଞ୍ଜପୁରସ୍ଥିତ ବିଜୁ ପଟ୍ଟନାୟକ ପାର୍କଠାରେ ଆଜି ଉଦ୍‌ଘାଟିତ…
ଅଧିକ ଖବର ଦେଖନ୍ତୁ...

ସୁକତେଲ୍ ନଦୀ ଶଯ୍ୟାରେ ପୁରାତନ ମନ୍ଦିର ଅବଶେଷ; କାରୁକାର୍ଯ୍ୟପୂର୍ଣ୍ଣ ଶିଳାଖଣ୍ଡ ଉଦ୍ଧାର

ଲୋଇସିଂହା: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍ ଦେଇ ଯାଇଥିବା ସୁକତେଲ ନଦୀର ଗୋପାଳପୁର ଛେଲବାହାଲ ସୀମାନ୍ତ ନଦୀ ଗର୍ଭରୁ ଏକ ପୁରାତନ ମନ୍ଦିରର ଅବଶେଷ ଉଦ୍ଧାର ହୋଇଛି। ଏହି ବିରଳ ଶିଳାଖଣ୍ଡଗୁଡିକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏହା କୌଣସି ପୁରାତନ ମନ୍ଦିରର ଭଗ୍ନାଂଶ ହୋଇଥାଇପାରେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା: ଦୁଇ ଦିନ ମଧ୍ୟରେ ୬୩ ସଂକ୍ରମିତ, ୮୧ ସୁସ୍ଥ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ ଗତ ଦୁଇ ଦିନ ମଧ୍ୟରେ ୬୩ଜଣ ସଂକ୍ରମିତ ହୋଇଥିବା ବେଳେ ୮୧ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟାନୁସାରେ, ଗତକାଲି ସଂଧ୍ୟା ସୁଦ୍ଧା ୧୩ ଜଣ ସଂକ୍ରମିତ ହୋଇଥିଲେ ଓ ୪୦ ଜଣ ସୁସ୍ଥ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ବିହାରର ନିରବ ଭୋଟର୍‌ମାନେ ବିଜେପିକୁ ଆଶୀର୍ବାଦ କରିଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ବିହାର ରାଜ୍ୟ ବିଧାନସଭା ନିର୍ବାଚନ ଏବଂ କେତେକ ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦୀ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ହଜାର ହଜାର ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ଯେ, ବିହାରର ନିରବ ଭୋଟର୍‌ମାନେ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧାରେ ବଢ଼ୁଛି ବନ୍ୟପ୍ରାଣୀ ଶିକାର, ୧୦ ଦିନରେ ୩ ମାମଲା

ଖୋର୍ଦ୍ଧା: ଖୋର୍ଦ୍ଧା ବନଖଣ୍ଡରେ ପୁଣି ଶିକାରୀଙ୍କ ରାଜସ୍ୱ ବୃଦ୍ଧି ପାଇଛି । ଗତ ୧୦ ଦିନ ମଧ୍ୟରେ ଖୋର୍ଦ୍ଧା, ବେଗୁନିଆ ଓ ଟାଙ୍ଗୀ ଆଦି ଅଂଚଳରେ ସଂରକ୍ଷିତ ପଶୁ ଶୀକାର ମାମଲାରେ ୪ ଜଣ ଗିରଫ ହୋଇଛନ୍ତି । ଶୀତ ଋତୁର ଆଗମନ ସହ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆସିବା ଆରମ୍ଭ ହୋଇଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଅପହରଣ ଓ ନିର୍ଯାତନା; ପରିବାର ଲୋକ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଜଣେ ନାବାଳିକାଙ୍କୁ ଅପହରଣ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ୩ ଜଣ ଯୁବକ ନାବାଳିକାଙ୍କୁ ଅପହରଣ କରି ନେଇ ଧମକଚମକ ଦେବା ସହ ଏକ କୋଠରୀ ମଧ୍ୟରେ ରଖି ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ। ଏନେଇ ଗତ ଅକ୍ଟୋବର ୨୪ ତାରିଖରେ ନାବାଳିକାଙ୍କ…
ଅଧିକ ଖବର ଦେଖନ୍ତୁ...

ସବ୍ୟସାଚୀଙ୍କ ସାହାଯ୍ୟରେ ଲକଡାଉନ ବେଳେ ଦୁବାଇରୁ ଆସି ଘରେ ପହଞ୍ଚିଥିବା ଯୁବକ ଅଭିନେତାଙ୍କ ନାମରେ ଖୋଲିଲେ ଫାଷ୍ଟ…

ଭୁବନେଶ୍ବର: କରୋନା ପାଇଁ ଯେତେବେଳେ ସାରା ଦେଶରେ ତାଲା ପଡିଥିଲା, ଲକଡାଉନ, ସଟଡାଉନ ପାଇଁ ଯେତେବେଳେ ଲୋକେ ବାହାର ରାଜ୍ୟ, ବାହାର ଦେଶରେ ଫସି ହନ୍ତସନ୍ତ ହେଉଥିଲା ଠିକ୍ ସେତିକିବେଳେ ଏ ଯୁବକ ଜଣଙ୍କ ଦୁବାଇରେ ଫସି ରହିଥିଲେ । ହାଇଦ୍ରାବାଦର ଏକ ସଂସ୍ଥା ଜରିଆରେ ଦୁବାଇ ଯାଇ ହୋଟେଲରେ…
ଅଧିକ ଖବର ଦେଖନ୍ତୁ...

ଧୀମେଇ ଯାଉଛି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ; ବୌଦ୍ଧରେ ରେଲୱେ କାର୍ଯ୍ୟାଳୟ ଖୋଲିବାକୁ କାର୍ଯ୍ୟାନୁଷ୍ଠାନ କମିଟିର…

ବୌଦ୍ଧ: ରାଜ୍ୟର କେନ୍ଦ୍ରସ୍ଥଳୀରେ ଥିବା ବୌଦ୍ଧ ଜିଲ୍ଲାକୁ ଏଯାଏଁ ରେଳପଥ ସଂଯୋଗ ହୋଇପାରିନାହିଁ। ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଜିଲ୍ଲାର ଅର୍ଥନୈତିକ ମେରୁଦଣ୍ଡ ହୋଇ ଆଗାମୀ ଦିନରେ ଜିଲ୍ଲାର ବିକାଶ ଓ ଅଭିବୃଦ୍ଧିକୁ ଆଗେଇ ନେବ ବୋଲି ଜିଲ୍ଲାବାସୀଙ୍କ ଦୃଢ…
ଅଧିକ ଖବର ଦେଖନ୍ତୁ...