Daily Archives

November 26, 2020

ସୁନ୍ଦରଗଡ଼ ଜିଲ୍ଲାରେ ୬ ନକଲି ସରକାରୀ ଶିକ୍ଷକ

ରାଉରକେଲା: ଏମିତି ଚାଲିଛି ରାଜ୍ୟରେ ସରକାରୀ ଶିକ୍ଷା ବ୍ୟବସ୍ଥା। ନକଲି ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶନାମା ଓ ନିର୍ଦ୍ଦେଶକଙ୍କ ବାରମ୍ବାର ତାଗିଦକୁ ବି ଖାତିର କରୁନାହାନ୍ତି ଜିଲ୍ଲା ଓ ଗୋ‌ଷ୍ଠୀ ଶିକ୍ଷାଧିକାରୀ। ଏହାର ଏକ…
ଅଧିକ ଖବର ଦେଖନ୍ତୁ...

କରୋନାରେ କଣ୍ଟ୍ରୋଲ ଡିଲରଙ୍କ ମୃତ୍ୟୁ, ବାଲିଅନ୍ତାରେ ମୃତ୍ୟୁସଂଖ୍ୟା ୨୪ ଛୁଇଁଲା

ବାଲିଅନ୍ତା  :ବାଲିଅନ୍ତା ବ୍ଲକ ଅଞ୍ଚଳରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ଜଣେ କଣ୍ଟ୍ରୋଲ ଡିଲର ଥିବା ଜଣାପଡ଼ିଛି । ତାଙ୍କ ଘର କାକରୁଦ୍ରପୁର ପଞ୍ଚାୟତ ଅଞ୍ଚଳରେ । ତାଙ୍କର ବୟସ ପାଖାପାଖି ୫୦ ବର୍ଷ ହେବ । ଆଜି ରାତି ୮ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ପୋଲ ତଳୁ ଯୁବକଙ୍କ ଶବ ଉଦ୍ଧାର; ବସ୍‌ଷ୍ଟାଣ୍ଡରେ ମାରପିଟ୍‌ ପରେ ନିଖୋଜ ଥିଲେ

ସୁନ୍ଦରଗଡ଼ : ୩ ଦିନ ହେଲା ସୁବଲୟା ଜମଲଢିପାର ଗୋପୀ ରାଉତ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପତ୍ନୀ ସଦର ଥାନାରେ ଅଭିଯୋଗ କରିବା ସହ ତାଙ୍କୁ ଖୋଜି ଆଣିଦେବାକୁ ଗୁହାରି କରିଥିଲେ। ତେବେ ସୁନ୍ଦରଗଡ଼ ନୂଆ ବସଟର୍ମିନାଲ ସମ୍ମୁଖ ରାସ୍ତାରେ ରବିବାର ଦିନ ୧୧ଟାରେ  ଘଟିଥିବା ଏକ ମାରପିଟ୍ ଘଟଣାରେ…
ଅଧିକ ଖବର ଦେଖନ୍ତୁ...

‘ଜାଗ ମୟୂରଭଞ୍ଜ ଜାଗ’ ନେତୃତ୍ବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ଗ୍ରାମବାସୀ

ବାରିପଦା : ଦ୍ବୀପତଳ ଅନ୍ଧାର। ବାରିପଦା ପୌରାଞ୍ଚଳ ନିକଟରେ ଥାଇ ମଧ୍ୟ ପୌରପରିଷଦ ବାସିନ୍ଦା ହୋଇପାରିଲେନି। ସେହିପରି ଶ୍ୟାମାଖୁଣ୍ଟା ବ୍ଲକ୍‌ରୁ ମଧ୍ୟ କିଛି ସୁବିଧା ମିଳିପାରୁନାହିଁ। ଏପରିକି ଗାଁଠାରୁ ପଞ୍ଚାୟତ ଦୂରତା ହେଉଛି ୧୫ କିମି। ଏଣୁ ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟାର…
ଅଧିକ ଖବର ଦେଖନ୍ତୁ...

ଫୁଲଡୁମେରରେ ମାଓ ପୋଷ୍ଟର, ନିୟମଗିରି ପାହାଡ଼ ଅଞ୍ଚଳରେ ରାସ୍ତା କାମକୁ ବିରୋଧ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଜେପୁର ଥାନା ତ୍ରିଲୋଚନପୁର ପଞ୍ଚାୟତ ନିୟମଗିରି ପାହାଡ଼ ପାଦଦେଶରେ ଥିବା ଫୁଲଡୁମେର ଗାଁରେ ଗୁରବାର ମାଓ ପୋଷ୍ଟର ଓ ବ୍ୟାନ୍‌ର ମରାଯାଇଥିବା ଦେଖିବାକୁ ମିଳିଛି। ନିୟମଗିରି ଅଞ୍ଚଳରେ ସକ୍ରିୟ ହୋଇ ବଂଶଧାରା- ଘୁମୁସର- ନାଗାବଳୀ…
ଅଧିକ ଖବର ଦେଖନ୍ତୁ...

୪୦ କେଜି ବାରହା ମାଂସ ଜବତ: ଦୁଇ ଶିକାରୀ ଗିରଫ, ବିଭିନ୍ନ ମାରଣାସ୍ତ୍ର ଜବତ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ବନାଂଚଳ, ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ବାରହା ଶିକାର କରି ମାଂସ କାଟି ବିକ୍ରି କରାଯାଉଥିବାର ବଡ଼ବିଲ ପୁଲିସ ସୂଚନା ପାଇ ବନ ବିଭାଗକୁ ଖବର ଦେଇଥିଲା। ବଡ଼ବିଲ ବନ ବିଭାଗର ଏକ ଦଳ ବଡ଼ବିଲ ପୁଲିସ ସହାୟତାରେ ଚଢଉ କରି ଗତ ୨୪ ତାରିଖ ବିଳମ୍ବିତ ରାତିରେ ୪୦…
ଅଧିକ ଖବର ଦେଖନ୍ତୁ...

ଗୋଡ଼ଭଙ୍ଗା ଘାଟିରେ ଓଲଟିଲା ଗ୍ୟାସ୍‌ ବୋଝେଇ ଅଟୋ

ଆନନ୍ଦପୁର : ଆନନ୍ଦପୁର ସୀମାନ୍ତ ଗୋଡ଼ଭଙ୍ଗା ଘାଟିରେ ପୁଣି ଦୁର୍ଘଟଣା ହୋଇଛି । ଆଜି ଦିନ ସାଢେ୨ଟାବେଳେ ଏକ ହାଇୱା ସହିତ ଗ୍ୟାସ ବୋଝେଇ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏକ ଅଟୋରେ ଗ୍ୟାସ ସିଲିଣ୍ତର ନେଇ ଆନନ୍ଦପୁର ଥାନା ଗୟଳମୁଣ୍ତା ଅଭିମୁଖେ ଯାଉଥିବାବେଳେ ସମ୍ମୁଖରୁ ଆସୁଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଡୁଙ୍ଗୁରିପାଲି ବ୍ଲକ୍‌‌ର ୧୨ ପେକ୍ସ ଓ ୧୦ ଏସଏଚଜି ଧାନ କିଣିବେ, ପ୍ରଥମ ପର୍ଯ୍ୟାୟରେ ୩. ୭୦ ଲକ୍ଷ କ୍ବିଣ୍ଟାଲ ଟାର୍ଗେଟ

ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି ବ୍ଲକ୍‌ର ୧୨ ଟି ପେକ୍ସ ଓ ୧୦ ଟି ଏସ୍‌ଏଚ୍‌ଜି ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୭୦ ହଜାର ୨ ଶହ କ୍ବିଣ୍ଟାଲ ଧାନ କିଣିବେ ଏବଂ ଏହାକୁ ୧୫ ଟି ରାଇସ ମିଲ କଷ୍ଟମ୍ ମିଲିଂ ପାଇଁ ନେବେ ବୋଲି ଯୋଗାଣ ବିଭାଗ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ସୂଚନା ଅନୁସାରେ, ପ୍ରଥମ…
ଅଧିକ ଖବର ଦେଖନ୍ତୁ...

ଭାରତ ବନ୍ଦର ପ୍ରଭାବ: ପିକନିକ କରିବାକୁ ଗଲେ ସହରବାସୀ

ଜୟପୁର: ଶ୍ରମିକ କର୍ମଚାରୀ ସଙ୍ଗଠନ ମାନଙ୍କର ମିଳିତ ମଞ୍ଚ ପକ୍ଷରୁ ସାଧାରଣ ଧର୍ମଘଟ ଆଜି ସଫଳ ହୋଇଛି। ୯ ଦଫା ଦାବିରେ ଠପ ହୋଇଛି ଜନଜୀବନ। ଫଳରେ ସାରା ରାଜ୍ୟରେ ଏହାର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଥିବାବେଳେ କୋରାପୁଟ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ୯ ଦଫା ଦାବି…
ଅଧିକ ଖବର ଦେଖନ୍ତୁ...

ବନ୍ଦ ପାଳନ: ଚକ ଗଡ଼ିଲାନି ଓ ଅଫିସ ଖୋଲିଲାନି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଭାରତ ବନ୍ଦ ଯୋଗୁଁ ଆଜି ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ନୂତନ କୃଷକ ଶ୍ରମିକ ଓ ଜନ ବିରୋଧୀ ନୀତି ପ୍ରତିବାଦରେ ବିଭିନ୍ନ ଟ୍ରେଡ ୟୁନିଅନ ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ କରାଯାଇଥିଲା । ଆଜି ଭବାନୀପାଟଣା ସହରରେ କଳାହାଣ୍ଡି…
ଅଧିକ ଖବର ଦେଖନ୍ତୁ...