Daily Archives

November 26, 2020

ଭାରତ ଗସ୍ତ ସମୟରେ ଫୁଟ୍‌ବଲ୍ ଡିଜାଇନ୍‌ର କେକ୍‌ କାଟିବାକୁ ମନା କରି ଦେଇଥିଲେ ମାରାଡୋନା

ନୂଆଦିଲ୍ଲୀ: ବିଶ୍ବର ସର୍ବକାଳୀନ ‌ଶ୍ରେଷ୍ଠ ଫୁଟବଲର୍‌, ଆର୍ଜେଣ୍ଟିନାର କିଂବଦନ୍ତି ଖେଳାଳି ଡିଏଗୋ ମାରାଡୋନାଙ୍କ ଦେହାନ୍ତରେ ସାରା ବିଶ୍ବ ଶୋକ ପାଳନ କରୁଥିବା ବେଳେ ତାଙ୍କ ସଂପର୍କରେ ଗୁଡ଼ାଏ କଥା ଏବେ ଧୀରେ ଧୀରେ ସାମ୍ନାକୁ ଆସିଛି। ବିଶ୍ବର ଫୁଟବଲ ପ୍ରେମୀ ମାରାଡୋନାଙ୍କୁ ‘ଫୁଟବଲ…
ଅଧିକ ଖବର ଦେଖନ୍ତୁ...

ଆଇଏଫଏସ୍ ଅଭୟ ପାଠକଙ୍କ ପୁଅକୁ ଭୁବନେଶ୍ବର ଆଣିଲା ଭିଜିଲାନ୍ସ ଟିମ୍, ସଂପତ୍ତି ନେଇ ଚାଲିବ ଅଧିକ ପଚରାଉଚରା

ଭୁବନେଶ୍ବର:  ପିସିସିଏଫ୍  ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ମିଳିବା ପରେ ଏହା ଓଡ଼ିଶା ଭିଜିଲାନ୍ସର ସବୁଠାରୁ ବଡ଼ ଚଢ଼ାଉ ବୋଲି କୁହାଯାଉଛି। ଗତକାଲିଠାରୁ ଜାରି ରହିଛି ତଲାସୀ, ମିଳୁଛି ଅମାପ ସଂପତ୍ତି । ଆଜି…
ଅଧିକ ଖବର ଦେଖନ୍ତୁ...

ସୁନାବେଡ଼ା ବସଷ୍ଟାଣ୍ଡରେ ଜାଲ୍ ନୋଟ୍ କାରବାର: ୩ ଲକ୍ଷ୨୭ ହଜାର ୬୦୦ ଟଙ୍କା ଜବତ, ଜଣେ ଗିରଫ

ସୁନାବେଡ଼ା: କୋରାପୁଟ ଜିଲ୍ଲାର ସୁନାବେଡ଼ା-୧ସ୍ଥିତ ବସ୍ ଷ୍ଟାଣ୍ଡରେ ଜାଲ୍ ନୋଟ୍ କାରବାରରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ବ୍ୟକ୍ତିଜଣଙ୍କ ହେଉଛନ୍ତି ଲେକିଡିଗୁଡା ଗ୍ରାମ ନିବାସୀ ଘାସି ଖିଲଙ୍କ ପୁତ୍ର ଅନାମ ଖିଲ (୩୩)। ତାଙ୍କ ବିରୁଦ୍ଧରେ ୪୮୯ ଏ, ୪୮୯ ବି, ୪୮୯…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ସୁସ୍ଥ ସବଳ ରହିବେ। ସବୁ କାମ ଭଲ ଭାବରେ ସ˚ପୂର୍ଣ୍ଣ କରିବେ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ। ବୃଷ: ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଜୀବନସାଥୀଙ୍କ ସହ ବ୍ୟବସାୟ ପ୍ରସଙ୍ଗରେ ଆଲୋଚନା କରିବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ଭଞ୍ଜନଗର ଜେଲ୍ ପଡିଆରେ କ୍ଷୁଦ୍ର ପ୍ରଦର୍ଶନୀ ମେଳା

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଭଞ୍ଜନଗର ଜେଲ୍ ପଡିଆ ପରିସରରେ କ୍ଷୁଦ୍ର ପ୍ରଦର୍ଶନୀ ମେଳାକୁ ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଓର୍ମାସ୍ ଓ ମିଶନ ଶକ୍ତି ମିଳିତ ସହଯୋଗରେ ମହିଳା ସ୍ବୟଂ ସହାୟକ…
ଅଧିକ ଖବର ଦେଖନ୍ତୁ...

ପୁଣି ୧୨୦୦ କୋଟିର ବ୍ୟାଙ୍କ୍ ଜାଲିଆତି, ପଳାତକ ଅଭିଯୁକ୍ତଙ୍କୁ ଚାଲିଛି ଖୋଜା

ନୂଆଦିଲ୍ଲୀ:  ପୁଣି ୧୨୦୦ କୋଟି ଟଙ୍କାର ବ୍ୟାଙ୍କ ଠକେଇ। ଦିଲ୍ଲୀସ୍ଥିତ କମ୍ପାନି ‘ଆମିର ପିଓର୍ ଫୁଡ୍’ ୧୨ଟି ବ୍ୟାଙ୍କକୁ ପ୍ରାୟ ୧୨୦୦ କୋଟି ଟଙ୍କା ଠକିଥିବା ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ସେହି କମ୍ପାନିର ନିର୍ଦ୍ଦେଶକଙ୍କ ନାମରେ ଦୁର୍ନୀତି ଏବଂ ଠକେଇ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ମାନବପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ହାଇକୋର୍ଟ‌ରେ କ୍ରାଇମବ୍ରାଞ୍ଚର ସତ୍ୟପାଠ : ହତ୍ୟା ନେଇ ପ୍ରମାଣ ମିଳି…

କଟକ : ସାମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ଏ ପର୍ଯ୍ୟନ୍ତ ତଦନ୍ତରୁ ମିଳି ପାରି ନାହିଁ। ଏହା ଏକ ଆତ୍ମହତ୍ୟା ଘଟଣା ଭଳି ଦେଖା ଦେଉଛି। ହାଇକୋର୍ଟ‌ରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ସତ୍ୟପାଠରେ ଏପରି କଥା ଉଲ୍ଲେଖ କରାଯାଇଛି।  …
ଅଧିକ ଖବର ଦେଖନ୍ତୁ...

ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବୈପାରିଗୁଡା : ଆଜି ବୈପାରିଗୁଡା ବନବିଭାଗ ଦ୍ୱାରା ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଲମତାପୁଟ ଥାନା ଅନ୍ତର୍ଗତ ଦାମାପୁଟର ଇଶ୍ଵର ହନ୍ତାଳ ନାମକ ଜଣେ ବ୍ୟକ୍ତି ବଜ୍ରକାପ୍ତା ଧରି ଆସୁଥିବା ବେଳେ ବୈପାରିଗୁଡା ରେଞ୍ଜ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

କେମିତି ଥିଲା ବିଭିନ୍ନ ସ୍ଥାନରେ ଭାରତ ବନ୍ଦ?

ଖୋର୍ଦ୍ଧା: ନୂତନ ଶ୍ରମ ଓ କୃଷି ଆଇନକୁ ବିରୋଧ କରି ଆଜି ବାମ ଦଳ ପକ୍ଷରୁ ଦିଆଯାଇଥିବା ସର୍ବଭାରତୀୟ ଧର୍ମଘଟରେ ଖୋର୍ଦ୍ଧା କଂଗ୍ରେସ ସାମିଲ ହୋଇଛି । ଖୋର୍ଦ୍ଧା ସହର ଓ ଉପକଣ୍ଠରେ ବନ୍ଦ ପ୍ରଭାବ ଆଂଶିକ ଭାବେ ପଡ଼ିଛି । ଆଜି ସକାଳେ ବାମ ଦଳ ଓ ବାମଦଳ ସମର୍ଥିତ ଶ୍ରମିକ ସଂଗଠନ ଏବଂ କଂଗ୍ରେସ ଦଳର…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ୪ହଜାର ବିବାହ ଆୟୋଜନ

ଜୟପୁର: ରାଜସ୍ଥାନର କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ନଭେମ୍ବର ୨୫ ରୁ ୩୦ ତାରିଖ ମଧ୍ୟରେ ରାଜଧାନୀ ଜୟପୁରରେ ୪ ହଜାର ବିବାହ ଉତ୍ସବର ଆୟୋଜନ କରାଯାଇଛି।  ଯାହାକି ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ପ୍ରୟାସ କରୁଥିବା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଚିନ୍ତା…
ଅଧିକ ଖବର ଦେଖନ୍ତୁ...