Daily Archives

February 18, 2021

ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟରୁ ବିଶ୍ୱକୁ ବଞ୍ଚାଇବା ପାଇଁ ଗୋମାଂସ ଖାଇବା ବନ୍ଦ କରିବା ଆବଶ୍ୟକ : ବିଲ୍ ଗେଟ୍ସ

ନୂଆଦିଲ୍ଲୀ: ଗୋମାଂସ ଖାଇବା ଏବଂ କ୍ଷୀର ପିଇବା ପାଇଁ ଗୋରୁ ପାଳିବା ପୃଥିବୀର ପରିବେଶ ଉପରେ କୁପ୍ରଭାବ ପକାଇଥାଏ ବୋଲି ହୁଏତ ଖୁବ୍ ଅଳ୍ପ ସଂଖ୍ୟାକ ଲୋକ ଜାଣିଥି‌ବେ । ନିକଟରେ ବିଶ୍ବର ତୃତୀୟ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ ଧନୀ ଦେଶର ଲୋକଙ୍କୁ ଗୋମାଂସ ଖାଇବା ବନ୍ଦ କରିବା ଏବଂ ଏକ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଲୁଟ୍‌ର ଶିକାର ହେଲେ ଯୁବତୀ; ୨୦ ହଜାର ଟଙ୍କା-ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଭୁବନେଶ୍ବର ଅସୁରକ୍ଷିତ ହୋଇପଡ଼ିଛି। ବିଶେଷ କରି ମହିଳାମାନେ ସୁରକ୍ଷିତ ଭାବେ ଚଳପ୍ରଚଳ କରିପାରୁ ନାହାନ୍ତି। ଲୁଟେରାମାନେ ମହିଳାମାନଙ୍କୁ ଟାର୍ଗେଟ କରୁଛନ୍ତି। ଆଜି ସହିଦନଗର ଥାନା ସମ୍ମୁଖରେ ଜଣେ ଯୁବତୀଙ୍କ ଠାରୁ ଲୁଟ ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା,…
ଅଧିକ ଖବର ଦେଖନ୍ତୁ...

ବସ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ଚିତା; ଗ୍ରାମବାସୀ ସ୍ତବ୍ଧ

ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ ସିଦ୍ଧି ବସ ଦୁର୍ଘଟଣାରେ ୫୨ଜଣଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଏହି ଦୁର୍ଘଟଣାରେ ବସ ଚାଳକଙ୍କୁ ପୁଲିସ ଗିରଫ କରି ନେଇଛି। ସିଦ୍ଧିରେ ଭୟାବହ ବସ ଦୁର୍ଘଟଣାରେ ଏକ ଦମ୍ପତିଙ୍କ ମୃତ୍ୟୁ ବି ହୋଇଛି, ଯାହାଙ୍କର ୨୦୨୦ ଜୁନ ୮ ତାରିଖରେ ବିବାହ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଜୟପୁର ରେଳଷ୍ଟେସନରେ ରେଳରୋକ

ଜୟପୁର: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଏହାକୁ ପ୍ରତ୍ୟହାର ଦାବି କରି ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଗତ ତିନି ମାସ ହେବ ଧାରଣା ଦିଆଯାଉଛି। ଆଜି ସର୍ବଭାରତସ୍ତରରେ ରେଳରୋକ ଆନ୍ଦୋଳନକୁ ସମର୍ଥନ କରି ଅଲ୍ ଇଣ୍ଡିଆ କିଶାନ୍ କ୍ଷେତ ମଜଦୁର ସଂଗଠନ ପକ୍ଷରୁ ଆଜି ଜୟପୁର ରେଳଷ୍ଟେସନ ଠାରେ…
ଅଧିକ ଖବର ଦେଖନ୍ତୁ...

ମାଉଜର୍‌ ଦେଖାଇ ଲୁଟିନେଲେ, କିନ୍ତୁ ବ୍ୟାଗରୁ ଟଙ୍କା ବଦଳରେ ମିଳିଲା କେବଳ କାଗଜପତ୍ର

ଶେରଗଡ଼: ଗଞ୍ଜାମରେ ‌ପୁଣି ଆରମ୍ଭ ହୋଇଛି ମାଉଜରଧାରୀ ଲୁଟେରାଙ୍କ ଦୌରାତ୍ମ୍ୟ। ଆଜି ସନ୍ଧ୍ୟାରେ ଶେରଗଡ଼ ଥାନା ଧନନ୍ତର-ଡ଼େଙ୍ଗାପଦର ରାସ୍ତାରେ ମାଉଜର୍‌ ଦେଖାଇ ଜଣେ ସମବାୟ ସମିତି ସମ୍ପାଦକଙ୍କ ଠାରୁ ବ୍ୟାଗ୍‌ ଝାମ୍ପି ନେଇଛନ୍ତି । ହେଲେ ଲୁଟେରା ଲୁଟି ନେଇଥିବା ବ୍ୟାଗ୍‌ରେ ଟଙ୍କା ନଥିବା…
ଅଧିକ ଖବର ଦେଖନ୍ତୁ...

ବମ୍ବେ ହାଇକୋର୍ଟର ମହିଳା ବିଚାରପତିଙ୍କ ପାଖକୁ ଏହି କାରଣରୁ ମହିଳା ପଠାଇଲେ କଣ୍ଡୋମ ପ୍ୟାକେଟ୍ !

ମୁମ୍ବାଇ: ବମ୍ବେ ହାଇକୋର୍ଟର ବିଚାରପତି ପୁଷ୍ପା ଗାନେଡିୱାଲା ନିକଟରେ ପୋକସୋ ଆଇନ ଅଧୀନରେ ଯୌନ ନିର୍ଯାତନା ମାମଲାରେ ଏକ ରାୟ ଶୁଣାଇ ବିବାଦୀୟ ହୋଇପଡ଼ିଛନ୍ତି । ଏହି ରାୟକୁ ନେଇ ଏବେ ବିରୋଧ ଦେଖା ‌ଦେଇଛି। ଏହି ରାୟକୁ ବିରୋଧ କରି ଅହମ୍ମଦାବାଦର ଜଣେ ମହିଳା ବିଚାରପତି ପୁଷ୍ପା…
ଅଧିକ ଖବର ଦେଖନ୍ତୁ...

ଶ୍ରୀଗୁଣ୍ଡିଚା ମନ୍ଦିରରେ ଦେବାକୁ ପଡ଼ିବନି ପ୍ରବେଶ ଶୁଳ୍କ, ନିଶୁଳ୍କ ଦର୍ଶନ କରିବେ ଭକ୍ତ

ପୁରୀ: ଏଣିକି ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ ଶୁଳ୍କ ଲାଗିବ ନାହିଁ। ଅର୍ଥାତ ଭକ୍ତମାନେ ନିଶୁଳ୍କ ଦର୍ଶନ କରିପାରିବେ । କେବଳ ଗୁଣ୍ଡିଚା ମନ୍ଦିର ନୁହେଁ। ବରଂ ନରେନ୍ଦ୍ର ପୁଷ୍ମରଣୀ, ରୋହିଣୀ କୁଣ୍ଡ, ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାର ରୋଷ ଦର୍ଶନୀ ମାହାଲ, ନୀଳାଚଳ ଉପବନ ଓ କୋଇଲି…
ଅଧିକ ଖବର ଦେଖନ୍ତୁ...

ଜେଲ ପରିସରରେ ଓକିଲଙ୍କ ସହିତ ସାକ୍ଷାତ ପ୍ରସଂଗ: ପ୍ରଦୀପ ପାଣିଗ୍ରାହୀଙ୍କ ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ

କଟକ: ବିଚାରବିଭାଗୀୟ ହାଜତରେ ଥିବା ଗୋପଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କୁ ଓକିଲଙ୍କ ସହିତ ସାକ୍ଷାତକାର ପ୍ରସଂଗ ସଂପର୍କିତ ମାମଲାର ହାଇକୋର୍ଟରେ ପୂର୍ଣ୍ଣଚ୍ଛେଦ ପଡିଛି। ୨୦୨୦ରେ ସରକାର ଜେଲରେ ବନ୍ଦୀଙ୍କୁ ସାକ୍ଷାତକାର ପ୍ରସଂଗରେ କରିଥିବା ନିୟମାବଳୀ ଶ୍ରୀ ପାଣିଗ୍ରାହୀଙ୍କ…
ଅଧିକ ଖବର ଦେଖନ୍ତୁ...

କୋଟିଆ ବିବାଦର ସମାଧାନ ପାଇଁ ସଂସଦୀୟ କମିଟି ଗଠନ ହେଉ : ସିପିଆଇ

କୋରାପୁଟ :କୋରାପୁଟର ପ୍ରେସ କ୍ଲବ ଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । କୋଟିଆ ବିବାଦର ସମାଧାନ ସକାଶେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ସର୍ବଦଳୀୟ କମିଟି ଓ ସଂସଦୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରିବାକୁ ସିପିଆଇ ଦାବି କରିଛି ।…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଚଳାଚଳ ଉପରେ ରେଳରୋକର ପ୍ରଭାବ ସର୍ବନିମ୍ନ,କୌଣସି ଅଘଟଣ ଘଟିନାହିଁ : ଭାରତୀୟ ରେଳ

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ରେଳ ରୋକ୍ କରିଥିଲେ ଚାଷୀ। କୃଷକମାନଙ୍କ ଦ୍ୱାରା ଡକାଯାଇଥିବା ରେଳ ରୋକ୍ ଶେଷ ହେବା ପରେ ଗୁରୁବାର ଦିନ ଭାରତୀୟ ରେଳ କହିଛି ଯେ, ଆଜି ଚାଷୀମାନଙ୍କ ଦ୍ବାରା କରାଯାଇଥିବା ରେଳ ରୋକର ପ୍ରଭାବ…
ଅଧିକ ଖବର ଦେଖନ୍ତୁ...