Daily Archives

March 8, 2021

କୋଲକାତାର ରେଳ ସୌଧରେ ଲାଗିଲା ନିଆଁ, ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀର ୧୦ଟି ଗାଡ଼ି

କୋଲକାତା: କୋଲକାତାରେ ଥିବା ରେଲୱେ କାର୍ଯ୍ୟାଳୟରେ ନିଆଁ। ହଠାତ୍ ରେଲୱେ କାର୍ଯ୍ୟାଳୟରେ ଥିବା ୧୩ତମ ମହଲାରେ ନିଆଁ ଲାଗିବା ପ‌ରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି ଅଗ୍ନିଶମ ବାହିନୀ। ବର୍ତ୍ତମାନ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଚାଲିଛି। କର୍ତ୍ତୃପକ୍ଷଙ୍କ ପ୍ରାରମ୍ଭିକ…
ଅଧିକ ଖବର ଦେଖନ୍ତୁ...

ମଦ ଦୋକାନ ଖୋଲାକୁ ନେଇ ଲବି ଆରମ୍ଭ

ଭଦ୍ରକ: ରାଜ୍ୟ ସରକାର ମଦ ବେପାରକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। ଅଧିକ ମଦ ବିକ୍ରି ହେଲେ ରାଜ୍ୟ ସରକାରଙ୍କ ଅଧିକ ରାଜସ୍ବ ମିଳିବ। ଏଇ ଲକ୍ଷ୍ୟରେ ସହର ବଜାରଠାରୁ ଆରମ୍ଭ କରି ଗାଁ ଗହଳି ପର୍ଯ୍ୟନ୍ତ ସବୁଠି ଯେଭଳି ମଦ ଦୋକାନ ଖୋଲା ହେବ ଅଧିକରୁ ଅଧିକ ଲୋକ ମଦ ପିଇବେ ଓ ସରକାରୀ ତହବିଲକୁ…
ଅଧିକ ଖବର ଦେଖନ୍ତୁ...

ଦେଶର ଯୁବକମାନେ ଆମର ପୂର୍ବପୁରୁଷଙ୍କ ବଳିଦାନକୁ ସ୍ମରଣ କରିବା ଆବଶ୍ୟକ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦେଶ ଚଳିତ ବର୍ଷ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ। ଏଥିପାଇଁ ୭୫ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରିିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ସରକାର ପକ୍ଷରୁ ଏଥିପାଇଁ ଏକ ୨୫୯ ଜଣିଆ ଜାତୀୟ କମିଟି ଗଠନ କରାଯାଇଛି, ଯେଉଁଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା : ବିଧାୟକ ପ୍ରଦୀପ, ଅଭୟକାନ୍ତଙ୍କ ଜାମିନ୍‌ ଆବେଦନ ଖାରଜ

ବ୍ରହ୍ମପୁର : ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ଘଟଣାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ଜାମିନ୍‌ ଖାରଜ ହୋଇଛି। ଗଞ୍ଜାମ ଜିଲ୍ଲା ଦୌରାଜଜ୍‌ ରାମଶଙ୍କର ହୋତା ବିଧାୟକ ପ୍ରଦୀପଙ୍କ ନାମରେ ଥିବା…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍ ଧକ୍କାରେ ଜଣେ ଗୁରୁତର, ଗାଡି ଚୁରମାର 

କୋରାପୁଟ: କୋରାପୁଟରୁ ଧୁସୁରା ଗୁଡା ଗାଡିରେ ଯାଉଥିବାବେଳେ ଧୁସୁରା ଗୁଡା ଜଗୁଆଳି ବିହିନ ଲେବଲ କ୍ରସିଂ ରେ ମାଲବାହୀ ଟ୍ରେନ ଧକ୍କାରେ ସ୍କ୍ରୋପିଓ ଗାଡି ଚୁରମାର ହୋଇଯାଇଛି। ସ୍କ୍ରୋପିଓ ଗାଡିର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଡ୍ରାଇଭରକୁ କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ…
ଅଧିକ ଖବର ଦେଖନ୍ତୁ...

ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ, ୨ ଚକିଆ ଯାନ ଉପରେ ରହିବ କଡା ନଜର

ଭୁବନେଶ୍ବର:  ରାସ୍ତା ଦୁର୍ଘଟଣାରେ ଜନଜୀବନହାନି ରୋକିବା ନିମନ୍ତେ ସଡକ ନିରାପତ୍ତା ନିୟମ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ରାଜ୍ୟର ପୁଲିସ ଅଧିକାରୀ ଓ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଫଳପ୍ରସୂ ଯୋଜନା ମଧ୍ୟ ପ୍ରସ୍ତୁତ କରିବାକୁ ସେ…
ଅଧିକ ଖବର ଦେଖନ୍ତୁ...

୬ ମାସ ପରେ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ କଲେ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ୬ମାସରୁ ଅଧିକ ସମୟ ହେବ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ଆଜି ‘ମହିଳା ଦିବସ’ ଅବସରରେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ମା’ଙ୍କ ହାତ ଧରିଥିବାର ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ରିୟା ଓ ତାଙ୍କ ମା’…
ଅଧିକ ଖବର ଦେଖନ୍ତୁ...

ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ବର-କଟକର ନୂଆ ପୁଲିସ କମିସନର

ଭୁବନେଶ୍ବର : ରାଜ୍ୟ ଆଇପିଏସସ୍ତରରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ହୋଇଛି । ୧୯୯୫ ବ୍ୟାଚ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀ ଭୁବନେଶ୍ବର-କଟକ ପୁଲିସ କମିସନରେଟର ନୂଆ  କମିସନର ନିଯୁକ୍ତ ହୋଇଛନ୍ତି । ଏହା ପୂର୍ବରୁ ସେ କ୍ରାଇମବ୍ରାଞ୍ଚର ଅତିରିକ୍ତ ମହାନିର୍ଦ୍ଦେଶକ ଥିଲେ ।…
ଅଧିକ ଖବର ଦେଖନ୍ତୁ...

ଅମ୍ବାନୀଙ୍କ ଘର ତଳୁ ବି‌ସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣା: ତଦନ୍ତ ଭାର ଏନଆଇଏ ସମ୍ଭାଳିବା ପରେ କିଛି ଗଡ଼ବଡ଼ ଅଛି…

ମୁମ୍ବାଇ: ରିଲାଏନ୍ସ ଇଣ୍ଟଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ଘର ତଳୁ ବି‌ସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣା ଆଜି ନୂଆ ମୋଡ଼ ନେଇଛି। ପ୍ରଥମେ ଏହି ଘଟଣାର ତଦନ୍ତ ମହାରାଷ୍ଟ୍ରର ଆଣ୍ଟି ଟେରୋରିଜିମ ସ୍କ୍ବାର୍ଡ କରୁଥିବା ବେଳେ ଆଜି ଘଟଣାର ତଦନ୍ତ ଭାର…
ଅଧିକ ଖବର ଦେଖନ୍ତୁ...

ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳା କମାଣ୍ଡୋଙ୍କ ପରାକ୍ରମ : ଧ୍ବଂସ କଲେ ନକ୍ସଲଙ୍କ ସହିଦ ସ୍ତମ୍ଭ

ମାଲକାନଗିରି : ଅନ୍ତର୍ଜାତୀୟ ମହିଳା ଦିବସରେ ନିଜର ଦମ ଦେଖାଇଛନ୍ତି ମହିଳା କମାଣ୍ଡୋ । ସେମାନେ ନକ୍ସଲଙ୍କର ଏକ ସହିଦସ୍ତମ୍ଭକୁ ଧ୍ବଂସ କରିବାରେ ସାହସ ଦେଖାଇଛନ୍ତି । ଘଟଣାଟି  ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲା ଅନ୍ତର୍ଗତ ଆରନପୁର ଥାନା ଅଂଚଳର ଜାଭେଲି…
ଅଧିକ ଖବର ଦେଖନ୍ତୁ...