Daily Archives

March 9, 2021

ସୀମାନ୍ତ ଜଙ୍ଗଲରେ ମହିଳା ନକ୍ସଲ ପାଳିଲେ ବିଶ୍ବ ମହିଳା ଦିବସ

ମାଲକାନଗିରି: ଆନ୍ତର୍ଜାତୀୟ ମହିଳା ଦିବସକୁ ସାରା ବିଶ୍ବ ପାଳନ କରୁଥିବା ବେଳେ ଏଥିରେ ସାମିଲ ହୋଇଛନ୍ତି ମହିଳା ନକ୍ସଲ। ମାଲକାନଗିରି ଜିଲ୍ଲାର ସୀମାନ୍ତ ସୁକମା ଜଙ୍ଗଲରେ ନକ୍ସଲ ପାଳିଲେ ବିଶ୍ବ ମହିଳା ଦିବସ। ସୁକମା ଅଞ୍ଚଳରେ ଭେରମଗଡ ଏରିଆ କମିଟି ପକ୍ଷରୁ କେରଲାପାଲ ଗ୍ରାମର ଆଭ୍ୟନ୍ତରୀଣ…
ଅଧିକ ଖବର ଦେଖନ୍ତୁ...

ସ୍ଥାୟୀ ଜମା ଉପରେ ୭.୨୫% ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ବଜାଜ ଫାଇନାନ୍ସ

ଭୁବନେଶ୍ୱର:  ବଜାଜ ଫାଇନାନ୍ସର ଫିକ୍ସ ଡିପୋଜିଟ ବା ସ୍ଥାୟୀ ଜମା ଉପରେ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପ୍ରଦାନ କରାଯାଉଛି । ଏହା ଅନ୍ୟ ବ୍ୟାଙ୍କମାନେ ପ୍ରଦାନକରୁଥିବା ସୁଧ ତୁଳନାରେ ଅଧିକ ଆକର୍ଷଣୀୟ ବୋଲି କମ୍ପାନି ଦାବି କରିଛି ।  ଯେଉଁଥିରେ ଆକର୍ଷଣୀୟ ସୁଧହାର ସହିତ ଜମାର ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳ ନିଆଁକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା

ବାରିପଦା: ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଆଜି ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଆରକ୍ଷୀ ଅଧିକ୍ଷକ ସ୍ମିତ୍‌ ପି…
ଅଧିକ ଖବର ଦେଖନ୍ତୁ...

ମଇ ୧ରୁ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହେବ ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସର୍ବେକ୍ଷଣ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଖୁବ୍ ଶୀଘ୍ର ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ (ଏସ୍ଇବିସି) ବର୍ଗଙ୍କ ସର୍ବେକ୍ଷଣ ଆରମ୍ଭ ହେବ । ମାର୍ଚ୍ଚ ମାସ ଶେଷ ସୁଦ୍ଧା ଏନେଇ ସର୍ଭେ ଯୋଜନା ପ୍ରସ୍ତୁତ ଶେଷ ହେବ ଓ ମଇ ୧ ତାରିଖ ଠାରୁ ସର୍ବେକ୍ଷଣ ଆରମ୍ଭ ହେବ ବୋଲି ଜିଲ୍ଳାପାଳ ସନତ କୁମାର ମହାନ୍ତି…
ଅଧିକ ଖବର ଦେଖନ୍ତୁ...

ବଢିଚାଲିଛି ବ୍ୟାଙ୍କମାନଙ୍କ ଅନାଦେୟ ଋଣ

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନୋଟି ତ୍ରୈମାସରେ ବ୍ୟାଙ୍କମାନେ ମୋଟ ପ୍ରାୟ ୧.୧୫ ଲକ୍ଷ କୋଟିର ଅନାଦେୟ ଋଣ ରାଇଟ୍ ଅଫ କରିଛନ୍ତି । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି । ତେବେ ମନ୍ତ୍ରୀ କହିଛନ୍ତି ଯେ ଏସବୁ ଋଣ ଛାଡ଼…
ଅଧିକ ଖବର ଦେଖନ୍ତୁ...

ବଲିଉଡରେ ଡେବ୍ୟୁ କରିପାରନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଝିଅ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଝିଅ ଆରୁଷି ନିଶଙ୍କ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିପାରନ୍ତି | ଆରୁଷି ନିଜ ଇନଷ୍ଟାଗ୍ରାମରେ ଫିଲ୍ମ 'ତାରିଣୀ'ର ପୋଷ୍ଟର ରିଲିଜ କରି ଏବାବଦରେ ଘୋଷଣା କରିଛନ୍ତି | ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଜେଏମଏମ ପକ୍ଷରୁ ଧାନର ଅଭାବି ବିକ୍ରି ଓ ଶିମିଳିପାଳ ନିଆଁକୁ ନେଇ ଉଦ୍‌ବେଗ ପ୍ରକାଶ

ବାରିପଦା :  ଜେଏମଏମର ଜିଲ୍ଲା ସଭାପତି ତଥା କେନ୍ଦ୍ରୀୟ କମିଟି ସଦସ୍ୟ ଫାଗୁ ହାଁସଦାଃଙ୍କ ଅଧ୍ୟକ୍ଷତାରେ ଆଜି ଦଳର ଏକ ଜରୁରୀ ବୈଠକ ବସିଥିଲା । ଏଥିରେ ମୟୂରଭଞ୍ଜ ଜିଲ୍ଲାରେ ଦେଖା ଦେଇଥିବା ଧାନର ଅଭାବି ବିକ୍ରିକୁ ନେଇ ଗଭୀର ଉଦବେଗ ପ୍ରକାଶ ପାଇଥିଲା । ଏଥିସହିତ ଧାନର ଅଭାବି ବିକ୍ରି…
ଅଧିକ ଖବର ଦେଖନ୍ତୁ...

ଚୀନକୁ ଝଟକା ଦେଲା ଆପଲ, ଭାରତରେ ନିର୍ମାଣ ହେବ ଆଇଫୋନ-୧୨

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ଘରୋଇ ସ୍ମାର୍ଟଫୋନ୍ ଉତ୍ପାଦନ ଉପରେ ଭାରତ ସରକାର ଗୁରୁତ୍ୱାରୋପ କରିଆସୁଛନ୍ତି। ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧୀନରେ ସ୍ମାର୍ଟଫୋନ୍, କମ୍ପ୍ୟୁଟର ଲାପଟପ୍ ର ଘରୋଇ ଉତ୍ପାଦନ ଉପରେ ମଧ୍ୟ ରିହାତି ଦିଆଯାଉଛି। ଯାହାଦ୍ୱାରା ସ୍ମାର୍ଟଫୋନ ଉତ୍ପାଦନକାରୀ…
ଅଧିକ ଖବର ଦେଖନ୍ତୁ...

ଜଣାଶୁଣା କାର କମ୍ପାନୀ ପୋର୍ସେ ଲଞ୍ଚ କଲା ଇଲେକ୍ଟ୍ରିକ ସାଇକେଲ, ଘଣ୍ଟା ପ୍ରତି ୨୫ କିଲୋମିଟର ବେଗରେ ଯିବ

ନୂଆଦିଲ୍ଲୀ: ଜର୍ମାନୀର ଅଟୋମୋବାଇଲ୍ କମ୍ପାନୀ ପୋର୍ସେ ଦୁଇଟି ବୈଦ୍ୟୁତିକ ସାଇକେଲ ଲଞ୍ଚ କରିଛି | ଦୁଇଟି ସାଇକେଲର ମୂଲ୍ୟ ୭.୮୩ ଲକ୍ଷ ଟଙ୍କା ଓ ୬.୨୫ ଲକ୍ଷ ଟଙ୍କା ରଖାଯାଇଛି | ସାଇକେଲ ଚାଳକଙ୍କୁ ଏକ ଭିନ୍ନ ଅନୁଭୂତି ଦେବା ପାଇଁ ପୋର୍ସେ ପ୍ରଥମ ଥର ପାଇଁ ଦୁଇଟି ସାଇକେଲକୁ ଲଞ୍ଚ କରିଛି |…
ଅଧିକ ଖବର ଦେଖନ୍ତୁ...

ନାମୀ ବିଶ୍ୱବିଦ୍ୟାଳୟରେ ପାଠ ପଢି ବି ହାତ ଖର୍ଚ୍ଚ ଦେଉନଥିବାରୁ ବାପା-ମାଙ୍କ ନାମରେ ମାମଲା ରୁଜୁ କଲା ପୁଅ

ନୂଆଦିଲ୍ଲୀ: ବିଶ୍ୱର ନାମୀ ବିଶ୍ୱବିଦ୍ୟାଳୟ ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢିଥିବା ଜଣେ ପୁଅ ତାଙ୍କ ବାପା-ମାଙ୍କ ନାମରେ ମାମଲା ରୁଜୁ କରିଛି | ଏହି ବ୍ୟକ୍ତିଙ୍କର ନାମ ହେଉଛି ଫୈଜ ସିଦ୍ଦିକି | ଫୈଜ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଓକିଲାତିରେ ଡିଗ୍ରୀ ହାସଲ କରିଥିବାବେଳେ ଏବେ ନିଜ…
ଅଧିକ ଖବର ଦେଖନ୍ତୁ...