Daily Archives

March 9, 2021

ପୁଲିସ ଛାଉଣୀରେ ଗୁପ୍ତେଶ୍ବର, ୯ରୁ ୧୨ ପର୍ଯ୍ୟନ୍ତ ସୀମାନ୍ତରେ ଲାଗିଲା ୧୪୪: ଉପଜିଲ୍ଲାପାଳ

ଜୟପୁର: ପୁଣି ଥରେ କରୋନା ସଂକ୍ରମଣ ଲେଉଟିବା ଘଟଣାକୁ ଦୃୃଷ୍ଟିରେ ରଖି ଭୟରେ ପ୍ରଶାସନ ପକ୍ଷରୁ ଆସନ୍ତାକାଲି ମହାଶିବରାତ୍ରୀ ପାଇଁ ନିଆଯାଇଛି କଡ଼ା ପଦକ୍ଷେପ। ରାଜ୍ୟର ପ୍ରମୁଖ ଶୌବପୀଠ ମଧ୍ୟରୁ ଗୁପ୍ତେଶ୍ବରରେ ଏଥରକ ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଯିବାକୁ ପ୍ରଶାସନ ବାରଣ କରିଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ପଦ୍ମଶ୍ରୀ କମଳାଙ୍କୁ ଭେଟିଲେ ବିଜେଡି ନେତା, ଭିଡିଓ କଲରେ କଥା ହେଲେ ବବି

ଜୟପୁର: ଗତ କାଲି ବିଶ୍ବ ମହିଳା ଦିବସ ଅବସରରେ ପଦ୍ମଶ୍ରୀ କମଳା ପୁଜାରୀଙ୍କ ସ୍ବାସ୍ଥ୍ୟଅବସ୍ଥା ଏବଂ ତାଙ୍କର କ’ଣ ଆବଶ୍ୟକ ରହିଛି ଆଦି ପଚାରି ବୁଝିଥିଲେ ବିଜେଡି ନେତା। ବିଜେଡି କୋରାପୁଟଜିଲ୍ଲା ସଭାପତି ଇଂ. ଈଶ୍ବର ପାଣିଗ୍ରାହୀ, ବରିଷ୍ଠ ନେତା ରମାକାନ୍ତ ରାଉଳ, ମୁନ୍ନା ରଥଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଆଟ୍ ଶିମିଳିପାଳ ଅଭିଯାନର ଶୁଭାରମ୍ଭ, ଜଙ୍ଗଲକୁ ଗଲେ ନିର୍ବାଚନ ମଣ୍ଡଳୀୱାରି ଟିମ୍

ବାରିପଦା: ବିଳମ୍ବରେ ହେଲେ ପଛେ ଶିମିଳିପାଳ ନିଆଁକୁ ନେଇ ତତ୍ପରତା ପ୍ରକାଶ କରିଛି ଶାସକ ବିଜୁ ଜନତା ଦଳ(ବିଜେଡି)। ଶିମିଳିପାଳରେ ଲାଗିଥିବା ନିଆଁକୁ ଲିଭାଇବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଉଥିବାବେଳେ ବିଜେଡି ମଧ୍ୟ ‘ବିଜେଡି ଆଟ୍ ଶିମିଳିପାଳ’ ଅଭିଯାନ ଆରମ୍ଭ କରିଥିବା ଦଳ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଅଭିଯୁକ୍ତ ଯୁବକ ଗିରଫ

ବାରିପଦା: ବାରିପଦା ଟାଉନ୍ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରି ପ୍ରତାରଣା କରିଥିବା ଅଭିଯୋଗରେ ବାରିପଦା ପୌରପରିଷଦ ୱାର୍ଡ ନଂ-୮, ବଡ଼ବଜାର ଅଞ୍ଚଳର ଲିପନ ଓରଫ ଅନନ୍ତ କୁମାର ରଣା(୩୧)କୁ ପୁଲିସ୍ ଗିରଫ କରିଛି। ବିବାହର ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କଠାରୁ ୭୦…
ଅଧିକ ଖବର ଦେଖନ୍ତୁ...

ସଂସ୍କୃତ ଶିଖିବାକୁ ଚାକିରି ଛାଡି ସ୍ପେନରୁ ଭାରତ ଆସିଥିଲେ ଯୁବତୀ, ସ୍ଵର୍ଣ୍ଣପଦକ ହାସଲ କଲେ ମାରିୟା

ନୂଆଦିଲ୍ଲୀ: ସଂସ୍କୃତ ଭାଷା ପ୍ରତି ଧୀରେ ଧୀରେ ଭାରତୀୟମାନଙ୍କର ରୁଚି କମୁଥିବାବେଳେ ଆଜି ଆମେ ଆପଣଙ୍କୁ ଜଣେ ବିଦେଶିନୀଙ୍କ କାହାଣୀ କହିବୁ ଯିଏ ସଂସ୍କୃତ ଶିଖିବାକୁ ଭାରତ ଚାଲି ଆସିଥିଲେ | ତେବେ କେବଳ ସଂସ୍କୃତ ଶିଖିନାହାନ୍ତି ବରଂ ସଂସ୍କୃତରେ ସ୍ଵର୍ଣ୍ଣପଦକ ମଧ୍ୟ ହାସଲ କରିଛନ୍ତି | ଆଉ…
ଅଧିକ ଖବର ଦେଖନ୍ତୁ...

ଓକିଲାତି ପାଠ ପଢିଥିବା ଯୋଗିତା କିଭଳି ହେଲେ ଭାରତର ପ୍ରଥମ ଟ୍ରକ ଡ୍ରାଇଭର

ନୂଆଦିଲ୍ଲୀ: ଓକିଲାତି ପଢ଼ିଛନ୍ତି କିନ୍ତୁ ରାଜରାସ୍ତାରେ ଟ୍ରକ ଚଳାଉଛନ୍ତି | ଭାରତର ପ୍ରଥମ ଟ୍ରକ ଡ୍ରାଇଭର ଭାବେ ପରିଚିତ ଯୋଗିତା ରଘୁବଂଶୀଙ୍କ କାହାଣୀ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ | ମହାରାଷ୍ଟ୍ରର ନେନ୍ଦୁରବାରର ଯୋଗିତା ଯୁକ୍ତ ଦୁଇ ପରେ ଓକିଲାତିରେ ଡିଗ୍ରୀ ହାସଲ କରିଥିଲେ | ଆଉ…
ଅଧିକ ଖବର ଦେଖନ୍ତୁ...

ଜାଗରରେ ଉଜାଗର ରହିବେନି ଭକ୍ତ, ମହାଦ୍ବୀପ ଉଠାରେ ସାମିଲ ହୋଇପାରିବେନି ଭକ୍ତ

ବାରିପଦା: ମହାଶିବ ରାତ୍ରୀକୁ ନେଇ ମାର୍ଗଦର୍ଶିକା ଜାରି କରିଛି ଜିଲ୍ଲାପ୍ରଶାସନ। ମହାଶିବ ରାତ୍ରୀ ଜାଗର ଅବସରରେ ଭିଡ଼ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ‌ଗୁରୁବାର ଦିନ ପଡ଼ୁଥିବା ଜାଗର ଅବସରରେ ଜିଲ୍ଲାର ସମସ୍ତ ମନ୍ଦିର ଖୋଲା ରହିବ। ମାତ୍ର ରାତିରେ ଭକ୍ତଙ୍କୁ ମନ୍ଦିର…
ଅଧିକ ଖବର ଦେଖନ୍ତୁ...

ମହାଶିବରାତ୍ରୀ ପାଇଁ କମିସନରେଟ ପୁଲିସ ପକ୍ଷରୁ ଟ୍ରାଫିକ୍‌ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର: ଦିନକ ପରେ ସାରା ରାଜ୍ୟ ସହିତ ରାଜଧାନୀ ଭୁବନେଶ୍ବରରେ ମହାଶିବରାତ୍ରୀ ଅନୁଷ୍ଠିତ ହେବ। ଚଳିତ ଥର କରୋନା ଭାଇରସ୍‌ ମହାମାରୀ ଲାଗି କଟକଣା ସହିତ ଜାଗର ପାଳିବେ ଭକ୍ତ। ଭୁବନେଶ୍ବରରେ ଜାଗର କେମିତି ପାଳନ କରାଯିବ ଏ ନେଇ ପୂର୍ବରୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସ୍ଥଗିତ କାମ ସମାପ୍ତ କରି ପାରିବେ। ବନ୍ଧୁବାନ୍ଧବଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରଙ୍କୁ କୌଣସି ଖୁସି ଖବର ମିଳିବ। ବୃଷ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ବଡ଼ ନିବେଶ ପାଇଁ…
ଅଧିକ ଖବର ଦେଖନ୍ତୁ...

ଦେଖନ୍ତୁ କିପରି ନିଜ କାନ୍ଧରେ ମଇଁଷି ଓ ଘୋଡ଼ାକୁ ଉଠାଇ ନେଉଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସଂପ୍ରତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ଜଣେ ବ୍ୟକ୍ତି ଅତି ସହଜରେ ମଇଁଷି, ଘୋଡା ଓ ଓଟକୁ ନିଜ କାନ୍ଧରେ ଟେକି ଦେଉଛନ୍ତି। ଭିଡିଓରେ ନଜର ଆସିଥିବା ବ୍ୟକ୍ତି ଜଣକ ୟୁକ୍ରେନର ବାସିନ୍ଦା ଓ ତାଙ୍କ…
ଅଧିକ ଖବର ଦେଖନ୍ତୁ...