Daily Archives

April 7, 2021

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: ୮ରେ ହାଜର ହେବେ ବିଧାୟକ ପ୍ରଦୀପ, ପାଠକ ବାପ-ପୁଅ

ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କୁ ଆସନ୍ତାକାଲି ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବ। ଏମାନଙ୍କ ନାମରେ ବୈଦ୍ୟନାଥପୁର…
ଅଧିକ ଖବର ଦେଖନ୍ତୁ...

ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ନୂଆ ମାର୍ଗଦର୍ଶିକା ଜାରି କଲା ବିଏମ୍‌ସି, କରୋନା କଟକଣା ହେବ କଡ଼ାକଡ଼ି

ଭୁବନେଶ୍ବର: କରୋନା ଭାଇରସ ସଂକ୍ରମଣ ବଢ଼ିଥିବାରୁ ଭବନେଶ୍ବର ମହାନଗର ନିଗମ (ବିଏମ୍‌ସି) ବୁଧବାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛି। ନୂଆ ମାର୍ଗଦର୍ଶିକା ଅନୁସାରେ ବିଏମ୍‌ସି ଅଧିନରେ ଥିବା ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ଜୁନିଅର କଲେଜ୍ ଓ ଡିଗ୍ରି…
ଅଧିକ ଖବର ଦେଖନ୍ତୁ...

ଚୀନ ଭାରତ ଉପରେ ସାଇବର ଆକ୍ରମଣ କରିବାକୁ ସକ୍ଷମ : ସିଡିଏସ

ନୂଆଦିଲ୍ଲୀ : ସାଇବର ପ୍ରଯୁକ୍ତି କ୍ଷେତ୍ରରେ ଚୀନ ଭାରତଠାରୁ ଆଗୁଆ ଅଛି । ଚୀନ ଭାରତ ଉପରେ ସାଇବର ଆକ୍ରମଣ କରିବାକୁ ସକ୍ଷମ ବୋଲି ସତର୍କ କରାଇଦେଇଛନ୍ତି ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ) ଜେନେରାଲ ବିପିନ ରାଓ୍ବତ । ଭାରତର ସାଇବର ବିଶେଷଜ୍ଞମାନେ ଫାୟାର ଓ୍ବାଲ ସୃଷ୍ଟି କରିପାରିବେ,…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ: ନେତାଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତିଆକ୍ଷେପ ସୀମା ଲଂଘନ କରିଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ହିଂସା…

ବନେଶ୍ୱର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର କାଳରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତିଆକ୍ଷେପ ସମସ୍ତ ସୀମା ଲଂଘନ କରିଯାଇଥିବା ବେଳେ ଏବେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ନିର୍ବାଚନୀ ହିଂସା ଚରମ ସୀମାରେ ପହଞ୍ଚିଛି। ପ୍ରତିଦ୍ୱନ୍ଦ୍ୱୀ…
ଅଧିକ ଖବର ଦେଖନ୍ତୁ...

ଘୋଷଣା ହେବାର କିଛି ସେକେଣ୍ଡ ପରେ ମିସେସ ଶ୍ରୀଲଙ୍କା ଜିତିଥିବା ବିଜୟିନୀଙ୍କ ମୁଣ୍ଡରୁ ମୁକୁଟ କାଢ଼ିନେଲେ ପୂର୍ବତନ…

ନୂଆଦିଲ୍ଲୀ: ଘୋଷଣା କରିବାର କିଛି ସେକେଣ୍ଡ ପରେ ମିସେସ ଶ୍ରୀଲଙ୍କା ଜିତିଥିବା ବିଜୟିନୀଙ୍କ ମୁଣ୍ଡରୁ ମୁକୁଟ କାଢ଼ିନେଲେ ପୂର୍ବତନ ମିସେସ ଶ୍ରୀଲଙ୍କା। ଏହି ଘଟଣା ଘଟିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି। ଜଣଙ୍କୁ ବିଜୟିନୀ ବୋଲି ଘୋଷଣା…
ଅଧିକ ଖବର ଦେଖନ୍ତୁ...

ବସ୍ ଓ ବାଇକ୍ ମୁହାମୁହିଁ ଧକ୍କା, ବାଇକ୍‌ ଆରୋହୀ ମୃତ 

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ପଥରଗଡ଼ ପୋଲ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ ବାଇକ୍ ମୁହାମୁହିଁ ଧକ୍କା ହେବାଫଳରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇବାସହ ଗ୍ରାମବାସୀ କ୍ଷତିପୂରଣ ଦାବିରେ ମୃତଦେହ ରାସ୍ତାରେ ରଖି ୪୯ନଂ ଜାତୀୟ ରାଜପଥ ଅବରୋଧ…
ଅଧିକ ଖବର ଦେଖନ୍ତୁ...

ଜଳବନ୍ଦୀ ଅଂଚଳରେ ଜନନୀ ଯନ୍ତ୍ରଣା, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ଥିବା ବିଛିନ୍ନାଞ୍ଚଳ ବାସୀଙ୍କ ଦୁର୍ଦଶାର ଦୁଃଖ ପୁଣି ଥରେ ଦେଖିବାଜୁ ମିଳିଛି। କଳାହାଣ୍ଡି ଜିଲ୍ଲା ଥୁଆ ମୁଲରାମପୁର ବ୍ଲକ ଅନ୍ତର୍ଗତ ଭିତର ଡୁଙ୍ଗା ଗାଁର ୩୦ ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ମା’-ଶିଶୁ ପୁତ୍ରର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହରେ ତଦନ୍ତ ଜାରି

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଙ୍କୁଲାଚଟି ଗ୍ରାମ ହରିଜନ ସାହିରେ ମା’-ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ହରିଜନ ସାହିରେ ଏକ ଘରର ଉପର ମହାଲା‌ରେ ଥିବା ଏକ କୋଠରୀରୁ  ମା’ ଓ ୨ ବର୍ଷର ଶିଶୁପୁତ୍ର ମୃତ ଅବସ୍ଥାରେ ଚଟାଣରେ ପଡିଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ମୃତ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ଆଜି ୧୦୩ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସୀମା ଟପୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱର ସମସ୍ତଙ୍କୁ ଡରାଇବା ଆରମ୍ଭ କଲାଣି । ଆଜି ସହରରୁ ୧୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ, ଏହି ଖବର ବିଏମସି ପାଇଁ ଚିନ୍ତା ଆଣିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସଂକ୍ରମିତଙ୍କ ଭିତରେ ୭୯…
ଅଧିକ ଖବର ଦେଖନ୍ତୁ...

ପରିବା କିଣିବାକୁ ଆସି ଘରକୁ ଫେରି ପାରିଲେନି, ନାଗାବଳୀରେ ବୁଡ଼ିଗଲେ ଯୁବକ

ରାୟଗଡ଼ା: ପରିବା କିଣିବାକୁ ରାୟଗଡ଼ା ଆସିଥିଲେ। ରାତିରେ ଘରକୁ ଫେରିବା ସମୟରେ ନାଗାବଳୀ ନଦୀରେ ବୁଡ଼ିଗଲେ। ଆଜି ସକାଳୁ ନଦୀକୂଳରୁ ବାଇକ୍ ସହ ଭାସ୍କର ପାଲକା (୪୦)ଙ୍କ ମୃତଦେହ ଉଦ୍ଧାର ପରେ ଶେଷଖାଲ ଥାନା ପୂଜାରୀବମ୍ବୁ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ୍ ମୃତଦେହ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...