Daily Archives

April 10, 2021

ଟ୍ରକ୍‌ରୁ ଡିଜେଲ୍‌ ଚୋରି ଅଭିଯୋଗରେ ୨ ଗିରଫ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଏନ୍‌ଏଚ୍‌ ୫୫ର ଗୋପାଳ ଢାବା ନିକଟରେ ଠିଆ ହୋଇଥିବା ଏକ ଟ୍ରକ୍‌ରୁ ଶୁକ୍ରବାର ରାତି ପ୍ରାୟ ୪ଟା ବେଳେ ଡିଜେଲ୍‌ ଚୋରି କରିଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୁଳ ଜିଲ୍ଲା କିଶୋରନଗର ଥାନା…
ଅଧିକ ଖବର ଦେଖନ୍ତୁ...

ପୁନାଦରେ ସୀମିତ ଆବାସ ନିର୍ମାଣ‌, ଅଧପାନ୍ତରିଆ ରହିଛି ସମନ୍ବିତ ଗୃହ ଓ ବସ୍ତି ଉନ୍ନୟନ ‌ଯୋଜନା

ଜୟପୁର(ଜ୍ଞାନଚାନ୍ଦ ଜଗନ୍ନାଥ): କେଉଁଠି ପୁନାଦ ପର୍ଯ୍ୟନ୍ତ ହୋଇଛି ତ ଆଉ କେଉଁଠି ଛାତ ପଡିଛି। କାନ୍ଥ ପ୍ଲାଷ୍ଟର ହୋଇପାରୁ ନାହିଁ କି ଝରକା କବାଟ ମଧ୍ୟ ଲାଗିନାହିଁ। କିଏ ଅଧପାନ୍ତରିଆ ଭାବେ ଘର ତିଆରି କରିଛି ତ ଆଉ କିଏ ବହୁ କଷ୍ଟରେ ଘର ସମ୍ପୂର୍ଣ୍ଣ କରିଛି। ଏଭଳି ସ୍ଥିତିରେ ବର୍ଷ ପରେ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ଶୁଳକ ବୃଦ୍ଧି ପ୍ରତିବାଦରେ ଏସ୍ୟୁସିଆଇର ବିକ୍ଷୋଭ

ଖୋର୍ଦ୍ଧା: ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ୍ ଶୁଲ୍କ ଜନସାଧାରଣଙ୍କ ସ୍ୱାର୍ଥ ବିରୋଧୀ ବୋଲି ଖୋର୍ଦ୍ଧା ଜିଲ୍ଲା ଏସ୍ୟୁସିଆଇ ଶାଖା ଅଭିଯୋଗ କରିଛି । ଆଜି ଏନେଇ ସ୍ଥାନୀୟ ଜୟୀ ରାଜଗୁରୁ ଭବନ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ଆଜି ଅପରାହ୍ଣରେ ଅନୁଷ୍ଠିତ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପ୍ରଶାସନର କରୋନା କଟକଣା:ସୀମାକୁ ସିଲ କଲା, ପଡୋଶୀ ରାଜ୍ୟକୁ ଯାନବାହାନ ଚଳାଚଳ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାକୁ ଲାଗି ରହିଥିବା ସମସ୍ତ ରାଜ୍ୟର ସୀମାକୁ ଜିଲ୍ଲା ପ୍ରଶାସନ ତରଫରୁ ସିଲ କରାଯାଇଛି।ପୁଲିସ ସମସ୍ତ ସୀମାରେ କଡା ଯାଞ୍ଚ କରୁଛି। ପଡୋଶୀ ରାଜ୍ୟରୁ ଆସୁଥିବା ଗାଡିଗୁଡିକକୁ ଯାଞ୍ଚ କରିବା ସହ ଜିଲ୍ଲା ଭିତରକୁ ପ୍ରବେଶ କରିବାକୁ ସଂପୂର୍ଣ୍ଣ ମନା କରୁଥିବା…
ଅଧିକ ଖବର ଦେଖନ୍ତୁ...

ପୁଣି ମାତିଲେ ଚୋର ଗ୍ୟାଙ୍ଗ୍: ୨ଲକ୍ଷ ଟଙ୍କା, ୫ଭରି ସୁନା ନେଇଗଲେ

ବ୍ରହ୍ମପୁର: ସହରତଳି ଅଞ୍ଚଳରେ ଚୋରି ଘଟଣା ଥମୁ ନାହିଁ। କିଛି କିଛି ଦିନର ବ୍ୟବଧାନରେ ଚୋରି ଘଟଣା ନଜରକୁ ଆସୁଛି। ସଦର ଥାନା ଅନ୍ତର୍ଗତ ବୋରିଗାଁ ନିକଟସ୍ଥ ବି.ଜଗନ୍ନାଥପୁର ଗ୍ରାମରେ ଜଣେ ବ୍ୟବସାୟୀଙ୍କ ତେଜରାତି ଦୋକାନରୁ ପ୍ରାୟ ୨ଲକ୍ଷ ଟଙ୍କା ଓ ୫ଭରି ସୁନା ଗହଣା ଚୋରି ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ରାବିଡି ଦେବୀଙ୍କ ଭୂମିକାରେ ନଜର ଆସିବେ ହୁମା କ୍ୟୁରେସି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କ୍ୟୁରେସି ଖୁବ ଶୀଘ୍ର ୱେବ ସିରିଜ 'ମହାରାନୀ'ରେ ନଜର ଆସିବେ | ବିହାରର ରାଜନୈତିକ ଘଟଣାବଳୀକୁ କେନ୍ଦ୍ର କରି ନିର୍ମାଣ କରାଯାଇଥିବା ଏହି ୱେବ ସିରିଜର ଟିଜର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ତେବେ ଟିଜର ଦେଖି ଅନେକ ଲୋକଙ୍କ କହିବା କଥା ଯେ…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇକୁ ୭ ଓ୍ବିକେଟରେ ପରାସ୍ତ କଲା ଦିଲ୍ଲୀ

ମୁମ୍ବାଇ : ସ୍ଥାନୀୟ ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ଦିଲ୍ଲୀ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି । ଚେନ୍ନାଇ ଦ୍ବାରା ଦିଆଯାଇଥିବା ୧୮୯ ରନର ବିଜୟ ଲକ୍ଷ୍ୟକୁ…
ଅଧିକ ଖବର ଦେଖନ୍ତୁ...

ଚୋରକୁ ଧରିବାକୁ ପଶ୍ଚିମବଙ୍ଗ ଯାଇଥିବା ବିହାରର ପୁଲିସ ଅଧିକାରୀଙ୍କୁ ପିଟିପିଟି ହତ୍ୟା

କୋଲକାତା: ଜଣେ ଅପରାଧୀକୁ ଧରିବାକୁ ବିହାରର ପୁଲିସ ଅଧିକାରୀ ଯାଇଥିଲେ ଆଉ କିଛି ଲୋକ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି | କିଛି ଏଭଳି ଘଟଣା ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରରେ ଘଟିଛି | ମିଳିଥିବା ସୂଚନା ମୁତାବକ ବିହାରର କିଶାନଗଞ୍ଜ ସୀମାକୁ ଲାଗିଥିବା ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ଗୁଡ଼ବିକାଳି ମୃତ 

ଓଡ଼ାପଡ଼ା: ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ପଟାଳୁ ନିକଟରେ ଜଣେ ଗୁଡ଼ ବିକାଳୀଙ୍କୁ ବଣୁଆ ହାତୀ ଆକ୍ରମର କରିଥିବା ଜଣାପଡିଛି। ହାତୀ ଆକ୍ରମଣରେ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଖବର ନେବାରେ ଜଣାଗଲା ଯେ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ବୁଲା କୁକୁରଙ୍କ ଦେହରେ ପୋଷ୍ଟର ଲଗାଇ ନିଜ ପାଇଁ ପ୍ରଚାର କରୁଛନ୍ତି ପ୍ରାର୍ଥୀ

ଲଖନଉ: ନିର୍ବାଚନରେ ଜିତିବା ପାଇଁ ନିରୀହ ଜୀବଙ୍କୁ ବି ବ୍ୟବହାର କରିବାକୁ ପଛାଇଲେ ନାହିଁ ନେତା | ନିଜର ପ୍ରଚାର ପାଇଁ ଓ ନିଜ ସପକ୍ଷରେ ଭୋଟ ଯୋଗାଡ ପାଇଁ କୁକୁରଙ୍କ ଦେହରେ ପୋଷ୍ଟର ଲଗାଇ ଏବେ ନିର୍ବାଚନ ପ୍ରଚାରରେ ଲାଗିପଡିଛନ୍ତି ନେତା | ଏଭଳି ଏକ ଦୃଶ୍ୟ ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି…
ଅଧିକ ଖବର ଦେଖନ୍ତୁ...