Daily Archives

May 1, 2021

ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ

ଝାରସୁଗୁଡ଼ା: ଆଜିଠାରୁ ଝାରସୁଗୁଡ଼ା ଓ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି । ସ୍ପାଇସଜେଟ୍‌ର ୭୮ ସିଟ୍ ବିଶିଷ୍ଟ ବିମାନ ପ୍ରତିଦିନ ଝାରସୁଗୁଡାରୁ ପାଟନାକୁ ଚଳାଚଳ କରିବ। ଏହି ବିମାନଟି ଅମ୍ରିତସରରୁ ବାହାରି ପାଟନା ଦେଇ ଅପରାହ୍ଣ ୪ଟା୨୦ ମିନିଟରେ ଝାରସୁଗୁଡ଼ାକୁ ପହଂଚିବାସହ ଅପରାହ୍ନ ୪ଟା…
ଅଧିକ ଖବର ଦେଖନ୍ତୁ...

କଠୋର ଲକଡାଉନ ଲାଗୁ ନ ହେଲେ ଆଉ ସମ୍ଭାଳି ହେବ ନାହିଁ : ଏମ୍ସ ନିର୍ଦ୍ଦେଶକ

ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କ ସଂଖ୍ୟା ଅତି ଚିନ୍ତାଜନକ ବେଗରେ ବଢିଚାଲିଥିବାରୁ ଦେଶରେ ଗତ ବର୍ଷ ପରି ପୁଣି ଥରେ ଲକଡାଉନ ଲଗାଇବାର ଜରୁରୀ ଆବଶ୍ୟକତା ଦେଖାଦେଇଛି ବୋଲି ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି । ଏନଡିଟିଭିକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯ଼େ ଅତି…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ ଅଭୟାରଣ୍ୟ

ବାରିପଦା: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ଶିମିଳିପାଳ ମଧ୍ୟରେ ଅନେକ ଗାଁ,ଗଣ୍ଡା ରହିଥିବାରୁ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳର ପ୍ରବେଶ ପଥକୁ ବନ୍ଦ କରାଯାଇଥିବା କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ସରକାର ନିଜର ନିଦ୍ରା ଭାଙ୍ଗନ୍ତୁ… ଦେଶର କରୋନା ସ୍ଥିତି ସମ୍ପର୍କରେ ସୋନିଆ ଗାନ୍ଧିଙ୍କ ଆହ୍ବାନ

ନୂଆଦିଲ୍ଲୀ :  ସାରା ଦେଶରେ କରୋନା ସଂକ୍ରମଣ ମାମଲା ଅତି ଚିନ୍ତାଜନକ ବେଗରେ ବଢିଚାଲିଥିବାରୁ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି  । ୫ ମିନିଟର ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି ଯ଼େ ସରକାର ନିଜର ନିଦ୍ରା ଭାଙ୍ଗନ୍ତୁ  । କୋଭିଡ ମହାମାରୀ ମୁକାବିଲା…
ଅଧିକ ଖବର ଦେଖନ୍ତୁ...

ବାରବାଟୀ ଷ୍ଟାଡିୟମର ପ୍ରତିଷ୍ଠାତା ସ୍ବର୍ଗତ ଭୈରବ ଚନ୍ଦ୍ର ମହାନ୍ତିଙ୍କ ସହଧର୍ମିଣୀ ଗୀତାଞ୍ଜଳି ମହାନ୍ତିଙ୍କ ଦେହାନ୍ତ

କଟକ: ବାରବାଟୀ ଷ୍ଟାଡିୟମର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ବିଧାୟକ ତଥା ପୂର୍ବତନ ସାଂସଦ ସ୍ବର୍ଗୀୟ ଭୈରବ ଚନ୍ଦ୍ର ମହାନ୍ତିଙ୍କ ସହଧର୍ମିଣୀ ଗୀତାଞ୍ଜଳି ମହାନ୍ତିଙ୍କର ୮୬ବର୍ଷ ବୟସରେ ଆଜି କଟକ କିଲ୍ଲା ଗଡ଼ଖାଇ ସ୍ଥିତ ବାସଭବନରେ ଦିବା ସାଢେ ୧ଟା ସମୟରେ ଦେହାନ୍ତ…
ଅଧିକ ଖବର ଦେଖନ୍ତୁ...

ଗ୍ୟାସୀୟ ଅମ୍ଳଜାନ ସୁବିଧା ସହିତ ୨୫୦୦ ଅତିରିକ୍ତ ଶଯ୍ୟା ସ୍ଥାପନ କରିବ ସେଲ

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ତଥା କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ) ଗ୍ୟାସୀୟ ଅମ୍ଳଜାନ ସୁବିଧା ସହିତ ୨୫୦୦ ଶଯ୍ୟା ବିଶିଷ୍ଟ ଜୁମ୍ବୋ…
ଅଧିକ ଖବର ଦେଖନ୍ତୁ...

କ୍ୟାପଟେନ ଦାୟିତ୍ବରୁ ୱାର୍ଣ୍ଣରଙ୍କୁ ହଟାଇଲା ସନରାଇଜର୍ସ ହାଇଦ୍ରାବାଦ

ମୁମ୍ବାଇ: ବିଶ୍ୱର ପ୍ରସିଦ୍ଧ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୪ତମ ସିଜନ୍ ଖେଳାଯାଉଛି | ଏଥର ଖରାପ ପ୍ରଦର୍ଶନ ଆରମ୍ଭ କରିଥିବା ସନରାଇଜର୍ସ ହାଇଦ୍ରାବାଦ ଏହାର ଅଧିନାୟକ ପରିବର୍ତ୍ତନ କରିଛି। ଦଳ ଶନିବାର ଡେଭିଡ ୱାର୍ଣ୍ଣରଙ୍କୁ ଅଧିନାୟକତ୍ୱରୁ ହଟାଇ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ…
ଅଧିକ ଖବର ଦେଖନ୍ତୁ...

୪୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

କଟକ: କମିସନରେଟ ପୁଲିସକୁ ସଫଳତା। କଟକ ଜିଲ୍ଲାର କନ୍ଦରପୁର ଥାନା ନିକଟରୁ ଆଜି(ଶନିବାର) ୪୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି ପୁଲିସ। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ସେକ ରାଜା। ତାର ଘର ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ।…
ଅଧିକ ଖବର ଦେଖନ୍ତୁ...

ଦେଶର ବୃହତ୍ତମ ତରଳ ଅମ୍ଳଜାନ ଉତ୍ପାଦନକାରୀରେ ପରିଣତ ହେଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ହସପିଟାଲଗୁଡ଼ିକୁ ମାଗଣାରେ…

ମୁମ୍ବଇ : ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି । ରିଲାଏନ୍ସ ପାରମ୍ପରିକ ଭାବେ ତରଳ ଅମ୍ଳଜାନର ଉତ୍ପାଦନକାରୀ ହୋଇନଥିବାବେଳେ ସଂପ୍ରତି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ କେବଳ ୧୦ ପ୍ରତିଶତ ଆଇସିୟୁ ବେଡ୍ ଫାଙ୍କା, ସୂଚନା ଦେଲେ ବିଏମସି କମିସନର

ଭୁବନେଶ୍ବର: ରାଜଧାନୀରେ ଏବେ ପ୍ରତିଦିନ ବଢିବାକୁ ଲାଗିଛି କରୋନା ସଂକ୍ରମଣ । ଗତ ୩/୪ ଦିନ ହେଲା ଭୁବନେଶ୍ୱରରୁ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରି ସ୍ଥିତିରେ ରାଜଧାନୀରେ କେବଳ ୧୦ ପ୍ରତିଶତ ଆଇସିୟୁ ବେଡ୍ ଫାଙ୍କା ଅଛି । କୋଭିଡ୍ ସମ୍ପର୍କୀତ ସୂଚନା ଦେଇ ଆଜି ଏଭଳି…
ଅଧିକ ଖବର ଦେଖନ୍ତୁ...