Daily Archives

May 4, 2021

ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରୁ ଓଡ଼ିଶା ଆସିଲେ ୧୪ ଦିନିଆ ସଂଗରୋଧ ବାଧ୍ୟତାମୂଳକ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରୁ ଓଡ଼ିଶା ଆସିଲେ ୧୪ ଦିନିଆ ସଂଗରୋଧ ରହିବାକୁ ପଡ଼ିବ । ଏହି ୨ଟି ରାଜ୍ୟରୁ ଆସୁଥିବା ଲୋକଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ ଥିଲେ ୭ ଦିନ ହୋମ କ୍ୱାରେଣ୍ଟିନ ରହିବାକୁ ହେବ । ୪୮ ଘଣ୍ଟା ଭିତରେ ଆରଟିପିସିଆର ଟେଷ୍ଟ ହୋଇଥିବା ଆବଶ୍ୟକ । ସୀମାନ୍ତ…
ଅଧିକ ଖବର ଦେଖନ୍ତୁ...

ପଣିକିଆ କହି ନପାରିବାରୁ ଭାଙ୍ଗିଗଲା ଯୁବକଙ୍କ ବାହାଘର

ମହୋବା: ଗଣିତର ସାମାନ୍ୟ ପରୀକ୍ଷା ଏକ ବିବାହ ଭାଙ୍ଗି ଦେଇଛି। ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଜଣେ ଯୁବକ ୨କ ପଣିକିଆ କହି ନପାରିବାରୁ ତାଙ୍କର ବିହାଘର ଭାଙ୍ଗି ଯାଇଥିବାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ମୁତାବକ, ଗତ ଶନିବାର ବର ବରଯାତ୍ରୀ ସହିତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିପାରେ। କୌଣସି ପ୍ରକାରରେ ନିଜର କାମ ସଂପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବୃଷ: ଆପଣଙ୍କର ସାହସ ଓ ଭାବିବାର କ୍ଷମତା ଅନ୍ୟମାନଙ୍କ ଠାରୁ ଅଲଗା ହେବ। କୌଣସି କାମରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।…
ଅଧିକ ଖବର ଦେଖନ୍ତୁ...

କରୋନା ସଂକ୍ରମଣ ଶୃଙ୍ଖଳ କାଟିବାକୁ ତାଲାବନ୍ଦ ନିୟମ ମାନନ୍ତୁ: ଜିଲ୍ଲାପାଳ

ସୁନ୍ଦରଗଡ଼: କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ମେ’ ୫ ତାରିଖରୁ ୧୯ ତାରିଖ ଯାଏଁ ସାରା ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ ଲାଗୁ କରିଛନ୍ତି ରାଜ୍ୟ ସରକାର। ଏହି ନିୟମକୁ ଠିକ୍ ଭାବେ ପାଳନ କରି ଜିଲ୍ଲାରେ କରୋନା ସଂକ୍ରମଣର ଶୃଙ୍ଖଳ କାଟିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ସୁନ୍ଦରଗଡ଼…
ଅଧିକ ଖବର ଦେଖନ୍ତୁ...

‌‌ଦେଶରେ ପ୍ରଥମ, କରୋନା ପଜିଟିଭ୍‌ ହେଲେ ୮ଟି ସିଂହ

ହାଇଦ୍ରାବାଦ୍‌: କରୋନା ଭାଇରସ୍‌କୁ ନେଇ ବିଭିନ୍ନ ପ୍ରକାରର ଖବର ଶୁଣିବାକୁ ମିଳୁଥିବା ବେଳେ ନିକଟରେ ଏକ ବିରଳ ଖବର ହସ୍ତଗତ ହୋଇଛି। ପ୍ରଥମ ଥର ପାଇଁ ଭାରତରେ ୮ଟି ସିଂହ(ଏସିଆଟିକ୍‌ ଲାଏନ୍‌) କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସିଂହଗୁଡ଼ିକ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନର…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ପରେ କରୋନା ପଜିଟିଭ ଚିହ୍ନଟ ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ କୋଭିଡ -୧୯ ପଜିଟିଭ ହୋଇଛନ୍ତି । ବର୍ତ୍ତମାନ ସେ ପରିବାର ସହିତ ବାଙ୍ଗାଲୋରରେ ଅଛନ୍ତି। ଏହା ପୂର୍ବରୁ ଖବର ଆସିଥିଲା ଯେ ତାଙ୍କ ବାପା ପ୍ରକାଶ ପାଦୁକୋନ, ମାତା ଉଜାଲା ପାଦୁକୋନ ଏବଂ ଭଉଣୀ ଅନିଶା ପାଦୁକୋନ କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ |…
ଅଧିକ ଖବର ଦେଖନ୍ତୁ...

ବୋଲ ମାନୁନି କରୋନା; ଶହ ଶହ ଲୋକଙ୍କ ଉପସ୍ଥିତିରେ ଚାଲିଛି ଫୁଟବଲ ଖେଳ

ବାରିପଦା: ମୟୂରଭଂଜ ଜିଲ୍ଲା ଜିଲ୍ଲାରେ ବେଲଗାମ ହୋଇପଡ଼ିଛି କରୋନା। ମାତ୍ର ଏବେବି କିଛି ଅମାନିଆଙ୍କୁ ଯେପରି କୌଣସି କଥାରେ କିଛି ଫରକ ପଡ଼ୁନି। କରୋନା ମାରାତ୍ମକ ରୂପ ଧାରଣ କରୁଥିବାବେଳେ ଚାଲିଛି ଫୁଟବଲ ଖେଳ। ଶହ ଶହ ଲୋକ କୋଭିଡ୍ କଟକଣାକୁ ଫୁଃରେ ଉଡ଼େଇ ଚାଲିଛି ଖେଳ। ଏପରି ଅଭାବନୀୟ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଭାରତ ବିଭାଜନ ସମୟର ହିଂସା ଭଳି ଲାଗୁଛି: ଜେପି ନଡ୍ଡା

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଫଳାଫଳ ପରଠାରୁ ଚାଲିଥିବା ହିଂସା ମଧ୍ୟରେ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢାଇବା ପାଇଁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା | କୋଲକାତା ବିମାନବନ୍ଦରରେ ଅବତରଣ କରିବା ପରେ ନଡ୍ଡା ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ରାଜ୍ୟର ୧୫ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ୧୫ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଅନୁଗୁଳ, ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକରେ ଟିକାକରଣ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ସେହିପରି ଦେବଗଡ଼, ଗଂଜାମ, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, କୋରାପୁଟ,…
ଅଧିକ ଖବର ଦେଖନ୍ତୁ...

ବ୍ରିଟେନରେ କାରବାର ବଢାଇବ ସେରମ୍ ଇନଷ୍ଟିଚ୍ୟୁଟ୍; ଟିକା ଉତ୍ପାଦନ ପାଇଁ ୨,୪୫୭ କୋଟି ଟଙ୍କା ନିବେଶ କରିବେ ପୁନାୱାଲା

ନୂଆଦିଲ୍ଳୀ: କୋଭିଡ -୧୯ ବିରୋଧରେ କୋଭିସିଲ୍ଡ ଟିକା ନିର୍ମାତା କମ୍ପାନି ପୁଣେସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ବ୍ରିଟେନରେ ନିଜର କାରବାର ବୃଦ୍ଧି କରିବାକୁ ଯାଉଛି । ଅଦର ପୁନାୱାଲାଙ୍କ କମ୍ପାନି ବ୍ରିଟେନରେ ୨,୪୫୭ କୋଟି ଟଙ୍କା ନିବେଶ କରିବେ ବୋଲି ସୂଚନା ମିଳିଛି । ସେରମ୍…
ଅଧିକ ଖବର ଦେଖନ୍ତୁ...