Daily Archives

May 18, 2021

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ : ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ବର : ଆରବ ସାଗରରେ ସୃଷ୍ଟ ଭୀଷଣ ସାମୁଦ୍ରିକ ବାତ୍ୟା ତୌତେ ଭାରତର ପଶ୍ଚିମ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଥିବାବେଳେ ପୂର୍ବ ପଟେ ଥିବା ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବାର ଲକ୍ଷଣ ଦେଖାଦେଲାଣି । ଖୋଦ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ଏ ସମ୍ପର୍କରେ ପୂର୍ବାନୁମାନ ଜାରି…
ଅଧିକ ଖବର ଦେଖନ୍ତୁ...

ନିଜ ବ୍ୟକ୍ତିଗତ ଗାଡିକୁ ଆମ୍ବୁଲାନ୍ସରେ ପରିଣତ କଲେ କୁସ୍ତିଯୋଦ୍ଧା ଲାଭାଂସୁ ଶର୍ମା

ଋଷିକେଶ: କରୋନାର ଦ୍ଵିତୀୟ ଲହରୀରେ ଏବେ ଦେଶରେ ବହୁ ସଂଖ୍ୟାରେ ସଂକ୍ରମଣ ବଢିଯାଇଛି | ଆଉ ଏହାରି ଭିତରେ ରୋଗୀଙ୍କ ପାଇଁ ଅମ୍ଳଜାନ ଓ ଶଯ୍ୟାର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି | ତେବେ ଏସବୁକୁ ଦେଖି ଏବେ ସହାୟତାର ହାତ ବଢ଼ାଇଛନ୍ତି କୁସ୍ତି ଯୋଦ୍ଧା ଲାଭାଂସୁ ଶର୍ମା | ଲାଭାଂସୁ ନିଜର ବ୍ୟକ୍ତିଗତ…
ଅଧିକ ଖବର ଦେଖନ୍ତୁ...

କରୋନା ଟେଷ୍ଟ ସେଣ୍ଟର ପରିସରରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା

ଉମରକୋଟ: ନବରଙ୍ଗପୁର ଜିଲ୍ଲାରେ କରୋନାର ଭୟାବହତା ମଧ୍ୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କରୋନା ଟେଷ୍ଟ ସେଣ୍ଟର ପରିସର ମଧ୍ୟରେ ଜଣେ ଗର୍ଭବତୀ ମହିଳା ପ୍ରସବ କରିଛନ୍ତି। ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ । ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...

ପିଲାମାନଙ୍କ ଶରୀରରେ କୋଭାକ୍ସିନ ଟିକାର ପରୀକ୍ଷଣକୁ ଅନୁମତି

ନୂଆଦିଲ୍ଲୀ : କରୋନା ଭୁତାଣୁର କେତେକ ନୂଆ ପ୍ରକାର ପିଲାମାନଙ୍କୁ ମଧ୍ୟ ଆକ୍ରାନ୍ତ କରୁଥିବା ଜଣାପଡ଼ିବାପରେ ପିଲାମାନଙ୍କ ପାଇଁ କରୋନା ଟିକା ପ୍ରସ୍ତୁତି ଦିଗରେ ତତ୍ପରତା ପ୍ରକାଶ ପାଇଛି । ଭାରତରେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ପିଲାମାନଙ୍କ ଉପରେ ୨ୟ ଓ ୩ୟ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୦ ହଜାର ୨୪୨ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୮ ଜଣ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନାରୁ ୧୦ ହଜାର ୨୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୮ ଜଣ ଅଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ ଲକ୍ଷ ଟଙ୍କାରେ ପହଂଚିଲାଣି ୩ ହଜାର ଟଙ୍କାରେ ଆରମ୍ଭ କରିଥିବା ସାଲାଡ ବ୍ୟବସାୟ

ପୁଣେ: ଦେଶ କରୋନା ଭାଇରସ୍ ମହାମାରୀ ସହିତ ସଂଘର୍ଷ କରୁଛି। ଲକଡାଉନ ଯୋଗୁଁ ଅଧିକାଂଶ ଲୋକ ଘରେ ସମୟ ବିତାଉଛନ୍ତି | ଏହି ସମୟରେ, ଯଦି ଆପଣ ଘରୁ ବ୍ୟବସାୟ କରିବାକୁ ଚିନ୍ତା କରୁଛନ୍ତି | ତେବେ ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହୁଛୁ, ଯେଉଁଠାରେ ଆପଣ କମ୍ ଟଙ୍କା ଉପଯୋଗ କରି ଅଧିକ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରେ ଆଜି ୧୧୫୧ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୮୯୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୧୧୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏଥିରେ ସଂଗରୋଧରୁ ୧୮୪ ଓ ସ୍ଥାନୀୟ ଅଂଚଳରୁ ୯୬୭ ସଂକ୍ରମିତ ହୋଇଛନ୍ତି । ଭୁବନେଶ୍ୱରରେ ଆଜି ୮୯୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ବିଏମ୍‌ସି ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...

ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ; ଜଣେ ଯବାନ ମୃତ, ଅନ୍ୟ ଜଣେ ଆହତ

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଆମ୍ବେଲି ଗ୍ରାମ ନିକଟରେ ନକ୍ସଲ ଦ୍ବାରା ଲ୍ୟାଣ୍ଡମାଇନ ବିସ୍ଫୋରଣ ହେବା ଫଳରେ ଜଣେ ଯବାନର ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ଏସପି କମଳଲୋଚନ କଶ୍ୟପଙ୍କ କହିବା ଅନୁଯାୟୀ ଆଜି ସକାଳେ ମାଓ ଦମନ ନେଇ ଡିଆରଜି ଯବାନ ଆମ୍ବେଲି…
ଅଧିକ ଖବର ଦେଖନ୍ତୁ...

ଅନ୍ତିମ ସଂସ୍କାର ପରେ ମୃତକଙ୍କ ରିପୋର୍ଟ ଆସିଲା ପଜିଟିଭ, ଗାଁରେ କୋକୁଆ ଭୟ

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଓଡିଶ ପଂଚାୟତ ବାଡକାଠିଆ ଗାଁରେ ଭୂତାଣୁକୁ ନେଇ କୋକୁଆ ଭୟ ଖେଳି ଯାଇଛି। ଗ୍ରାମର ଡମ୍ବରୁଧର ମହନ୍ତ (୪୫)ଙ୍କର ଦେହ ଅସୁସ୍ଥ ଥିଲା । ସେ ବିରାଶାଳରେ କୋଭିଡ ପରୀକ୍ଷା କରାଇଥିଲେ । ରିପୋର୍ଟ ଆସିବା ପୂର୍ବରୁ ଡ଼ମ୍ବୁରଙ୍କର ମୃତ୍ୟୁ ହୋଇଥିଲା। ପରେ ଗାଁ…
ଅଧିକ ଖବର ଦେଖନ୍ତୁ...

କରୋନାର ସିଂଗାପୁର ଭାରିଆଣ୍ଟ ପିଲାମାନଙ୍କୁ ଆକ୍ରାନ୍ତ କରୁଛି, ବିମାନ ସେବା ବନ୍ଦ ପାଇଁ ଦାବି କଲେ କେଜ୍ରିଓ୍ବାଲ 

ନୂଆଦିଲ୍ଲୀ :  ଦେଶରେ ଏବେ କରୋନାର ୨ୟ ଲହର ଆତଙ୍କ ଖେଳାଇଥିବାବେଳେ ୩ୟ ଲହର ଆଶଙ୍କା ପ୍ରକାଶ ପାଇଛି । ବିଶେଷକରି ସିଂଗାପୁରରେ ଦେଖାଯ଼ାଇଥିବା କରୋନା ଭୁତାଣୁର ଏକ ନୂଆ ପ୍ରକାର ଶିଶୁମାନଙ୍କୁ ଅଧିକ ଆକ୍ରାନ୍ତ କରୁଥିବାରୁ ତାହାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ଆଜି ଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...