Daily Archives

May 18, 2021

ଟାୟାର ଜାଳି ପୋଡିଦେଲେ ମୃତକଙ୍କ ଶବ, ୫ ପୁଲିସ କନେଷ୍ଟବଳ ସସପେଣ୍ଡ

ବଲିଆ: ଗଙ୍ଗା ଘାଟରେ ଟାୟାର ଜାଳି ପୋଡିଦେଲେ ମୃତକଙ୍କ ଶବ | ପେଟ୍ରୋଲ ଢାଳି ମୃତକଙ୍କ ଶବ ପଡିଥିବାର ଭିଡିଓ ଭାଇରାଲ ହେବା ପରେ ଏଥିରେ ସମ୍ପୃକ୍ତ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ବଲିଆରେ ଗଙ୍ଗାନଦୀରେ ଏକ ଶବ ଭାସିଆସିଥିଲା | ଆଉ…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ ୩୩୮ ରୋଗୀ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି

କୋରାପୁଟ: ପ୍ରଥମ ଥର ପାଇଁ ତିନିଶହ ଛୁଇଁଛି କୋରାପୁଟ ଜିଲ୍ଲାର କରୋନା ରିପୋର୍ଟ। ପ୍ରଥମ ଲହରରେ ଜିଲ୍ଲାରେ କେବେ ଏତେ ସଂଖ୍ୟାରେ ପିଜିଟିଭ ଚିହ୍ନଟ ହୋଇ ନ ଥିବାବେଳେ ଦ୍ବିତୀୟ ଲହରରେ ଏହା ସମ୍ଭବ ହୋଇଛି। କୋରାପୁଟ ଜିଲ୍ଲାରୁ ଆଜି ୩୩୮ଜଣ ରୋଗୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ସମେତ ୬ଟି ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଓଡ଼ିଶା ସମେତ ଦେଶର ୬ ଟି ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି କିମ୍ବା ହ୍ରାସ ପାଇବା ଆରମ୍ଭ କରିଛି । ଅନ୍ୟ ୫ଟି ରାଜ୍ୟ ହେଲେ ଆନ୍ଧ୍ରପ୍ରଦେଶ, ଆସାମ,ପୁଡୁଚେରୀ, ପଶ୍ଚିମବଙ୍ଗ ଓ ନାଗାଲାଣ୍ଡ । ଓଡ଼ିଶାରେ ମେ ୫-୧୧ ସପ୍ତାହରେ ଓଡ଼ିଶାର ହାରାହାରି ପଜିଟିଭିଟି ହାର ୨୪.୪…
ଅଧିକ ଖବର ଦେଖନ୍ତୁ...

ଲକଡାଉନରେ ମାତିଛନ୍ତି ଠକ : କଟକଣାର ଫାଇଦା ନେଇ ଯୋଗାଇ ଦେଉଛନ୍ତି ନକଲି ପାସ୍

ଭୁବନେଶ୍ବର: ଲକଡାଉନରେ ନକଲି ପାସ ତିଆରି କରି ବନ୍ଧା ହେଲେ ଯୁବକ । ଗୋଟିଏ ପାସକୁ ୩ ଶହ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଶତାଧିକ ପାସ ଜବତ ହୋଇଛି । ଚନ୍ଦ୍ରଶେଖରପୁର ଥାନା ଡ଼ମଣା ଅଂଚଳରୁ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ରାଜ୍ୟରେ ସଂକ୍ରମଣ ବ୍ୟାପୁଥିବାରୁ ଏଥିରେ ରୋକ…
ଅଧିକ ଖବର ଦେଖନ୍ତୁ...

ଟେନସା ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କଲେ ଜୁଏଲ ଓରାମ

ରାଉରକେଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଜି ଟେନସା ଠାରେ ସେଲ ଦ୍ଵାରା ପରିଚାଳିତ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପରିଦର୍ଶନରେ ଯାଇ ସେଠାକାର ପରିସ୍ଥିତି ବିଷୟରେ ଅନୁଧ୍ୟାନ କରିଛନ୍ତି l ହସ୍ପିଟାଲର ଭୌଗଳିକ ପରିସ୍ଥିତିକୁ ଲକ୍ଷ୍ୟ କରି ଅକ୍ସିଜନ ସିଲିଣ୍ଡର…
ଅଧିକ ଖବର ଦେଖନ୍ତୁ...

ଯେବେ ଜିଲ୍ଲା କରୋନାକୁ ହରାଇବ ସେବେ ଦେଶ କରୋନାଠାରୁ ଜିତିବ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନଅ ରାଜ୍ୟର ୪୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ ଜିଲ୍ଲାପାଳମାନଙ୍କୁ କହିଛନ୍ତି ଯେ 'ଆମ ଦେଶରେ ଯେତେ ଜିଲ୍ଲା ଅଛି, ବିଭିନ୍ନ ଚ୍ୟାଲେଞ୍ଜ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଓ ବଜ୍ରପାତ ଆଶଙ୍କା

ଭୁବନେଶ୍ବର: ରାଜ୍ୟରେ ଏଯାବତ ସର୍ବାଧିକ ତାପମାତ୍ରା ୪୧.୦ଡିଗ୍ରି ସେଲସିୟସ ବୌଦ୍ଧରେ ଥିବା ବେଳେ ସର୍ବନିମ୍ନ ୨୧.୫ଡିଗ୍ରି ସେଲସିୟସ ତାପମାତ୍ରା ଫୁଲବାଣୀରେ ରହିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ମୂଳରୁ କରୋନା ଚେନକୁ ଭାଙ୍ଗିବାକୁ ପ୍ରଶାସନର ତିନି ସୂତ୍ର

ରାଉରକେଲା: ରାଉରକେଲା ମହାନଗର ଅଞ୍ଚଳରେ କରୋନା ସଂକ୍ରମଣ ଚେନକୁ ମୂଳରୁ ଭାଙ୍ଗିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ବିଶେଷକରି ଚିକିତ୍ସା ସହିତ ଟେଷ୍ଟିଂ, ଆଇସୋଲେସନ ଏବଂ କମ୍ୟୁନିଟିସ୍ତରରେ ମନିଟରିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଏହି କାର୍ଯ୍ୟରେ ରାପିଡ୍…
ଅଧିକ ଖବର ଦେଖନ୍ତୁ...

ବାଇଡେନଙ୍କ ଆୟ ଯେତିକି ତା ଠାରୁ ଅଧିକ ଟଙ୍କା ଟ୍ୟାକ୍ସରେ ଦେଇଦିଅନ୍ତି କମଳା ହାରିସ

କାଲିଫର୍ଣ୍ଣିଆ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପ-ରାଷ୍ଟ୍ରପତି କମଳା ହାରିସ ନିଜର ଟ୍ୟାକ୍ସ ରିପୋର୍ଟ ସାର୍ବଜନୀନ କରିଛନ୍ତି | ତେବେ ଏଥିରୁ ଜଣାପଡିଛି ଯେ ଜୋ ବାଇଡେନ ଓ ତାଙ୍କ ପତ୍ନୀ ବର୍ଷକୁ ଯେତିକି ଟଙ୍କା ଆୟ କରନ୍ତି ତାହାଠାରୁ ଅଧିକ ଟଙ୍କା କମଳା ହାରିସ ଓ ତାଙ୍କ ସ୍ୱାମୀ ଟିକସ…
ଅଧିକ ଖବର ଦେଖନ୍ତୁ...

ସାଥି ହୋଇ ଆସିଥିଲେ, ସାଥି ହୋଇ ଚାଲିଗଲେ: କରୋନା ଗୋଟେ ଦିନରେ ନେଲା ଦୁଇ ଯାଆଁଳା ଭାଇଙ୍କ ଜୀବନ

ମିରଟ: କନ୍ଦାଇଲାଣି କରୋନା ଭୂତାଣୁ | ପ୍ରଥମ ଲହରଠାରୁ ଦ୍ଵିତୀୟ ଲହର ଭାରତ ଉପରେ ଗଭୀର ପ୍ରଭାବ ପକାଉଥିବା ବେଳେ ମାତାପିତାଙ୍କଠାରୁ ଛୁଆ ଏବଂ ଛୁଆଠାରୁ ମାତାପିତାଙ୍କୁ ଛଡ଼ାଇ ନେଉଛି କରୋନା | ଏମଧ୍ୟରେ ଅନେକ ପରିବାର ଉଜୁଡ଼ିଯାଇଥିବା ବେଳେ ଏବେ ମିରଟରେ ଏକ ପରିବାର ଉପରେ ଦୁଃଖର ପାହାଡ…
ଅଧିକ ଖବର ଦେଖନ୍ତୁ...