Daily Archives

June 18, 2021

ଆମ ଜଙ୍ଗଲ ଯୋଜନାରେ ୩୭ଚାଷୀଙ୍କୁ କୃଷି ଉପକରଣ ବିତରଣ 

ଜୟପୁର:  ଆମ ଜଙ୍ଗଲ ଯୋଜନାରେ ବନବିଭାଗ ଓ ଜୀବିକା ମିଶନ(ସମନ୍ବିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ) ଓ କୃଷି ବିଭାଗ ପକ୍ଷରୁ ଜୟପୁର ବନାଂଚଳର ୨ଟି ବନସୁରକ୍ଷା ସମିତିର ୩୭ଜଣ ଚାଷୀଙ୍କୁ କୃଷି ଉପକରଣ ବିତରଣ କରାଯାଇଥିଲା। ବାଟଜଗନ୍ନାଥପୁର ୧୩ଜଣ ଚାଷୀ ଓ ମାଣ୍ଡିକୋଟା ୨୪ଚାଷୀଙ୍କୁ ବିତରଣ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପରିଷଦର ୮ମ ସାଧାରଣ ବୈଠକ : କରୋନା ନିୟନ୍ତ୍ରଣ ଉପରେ ଗୁରୁତ୍ୱ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ପରିଷଦର ୮ମ ସାଧାରଣ ବୈଠକ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଉପରେ ଆଲୋଚନା କରାଯିବା ସହ ଲୋକଙ୍କ ମଧ୍ୟରେ ଏନେଇ ସଚେତନତା ପାଇଁ ଗୁରୁତ୍ୱ ଦିଆଯାଇଛି । ବୈଠକରେ ଜିଲ୍ଲା ପରିଷଦ…
ଅଧିକ ଖବର ଦେଖନ୍ତୁ...

ଜେନେଭା ଅବଜରଭରରେ ପ୍ରଦର୍ଶିତ ହେଲା ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’

ଭୁବନେଶ୍ୱର :  ଅଭିନେତ୍ରୀ ଦିବ୍ୟା ଦତ୍ତା, ତନିଷା ଚାଟର୍ଜୀ, ମଂଜରୀ ଫାଡନିସ୍ ଓ ଚନ୍ଦନ ଆନନ୍ଦଙ୍କ ଅଭିନୀତ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ନିକଟରେ ଜେନେଭା ଅବଜରଭର୍ସଠାରେ ପ୍ରଦର୍ଶିତ ହୋଇଛି । ଆଡେଲାଇନ୍ ଭନ୍ ଫର୍ଷ୍ଟେନବର୍ଗଙ୍କ ଜେନେଭା କନସେପ୍ଟ ୧୧ଟି ଦେଶର ୧୧ ଜଣ…
ଅଧିକ ଖବର ଦେଖନ୍ତୁ...

ନାଲକୋ ରେଡମଡ ପଣ୍ଡ ନିର୍ମାଣକୁ ତୀବ୍ର ବିରୋଧ: ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ 

କୋରାପୁଟ: କୋରାପୁଟ ଜିଲ୍ଲାରେ ରହିଥିବା ନାଲକୋ ବିରୋଧରେ ପୁଣି କୁହୁଳିବାରେ ଲାଗିଛି ଜନ ଅସନ୍ତୋଷ। ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତ ଅଧିନସ୍ଥ ଡେଙ୍ଗାଜାନୀଗୁଡ଼ା ଗ୍ରାମ ନାଲକୋ ପକ୍ଷରୁ ନିର୍ମାଣାଧୀନ ରେଡ୍ ମଡ ପଣ୍ଡକୁ ନେଇ ତେଜୁଛି ବିବାଦ। ଡେଙ୍ଗାଜାନୀଗୁଡ଼ା…
ଅଧିକ ଖବର ଦେଖନ୍ତୁ...

ସାଇକେଲ ଚଲାଇ ୨୦ ମିନିଟରେ ୯କିମି ପର୍ଯ୍ୟନ୍ତ ଖାଦ୍ୟ ପହଞ୍ଚାଇବା ପାଇଁ ଯାଇଥିଲେ ଯୁବକ, ଉପହାରରେ ମିଳିଲା ବାଇକ

ନୂଆଦିଲ୍ଲୀ: ଜୁନ୍ ୧୪ ତାରିଖ ରାତି ୧୦ଟା ୩୦ ହୋଇଥାଏ। ହାଇଦ୍ରାବାଦର କିଙ୍ଗ କୋଟି ଅଞ୍ଚଳରେ ରହୁଥିବା ରୋବିନ ମୁକେଶ ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲେ। ଏହି ଡେଲିଭରି ଦାୟିତ୍ବ ଜୋମାଟୋର ଏଗଜିକ୍ୟୁଟିଭି ମହମ୍ମଦ ଅକିଲ ଅହମ୍ମଦଙ୍କୁ ମିଳିଥିଲା। ସାଇକେଲ ଚଲାଇ ପାଖାପାଖି ୨୦ମିନିଟରେ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦାତା ବାପା-ମା’ ହେଲେ ପୁଅ ପାଇଁ ଅଲୋଡା, ଶୌଚାଳୟ ଭିତରେ ବିତୁଛି ଦୁର୍ବିସହ ଜୀବନ

ଡାବୁଗାଁ: ଭୋକର ଜ୍ଵାଳାକୁ ବଳିଗଲା ପୁଅର ନିର୍ଯାତନା। ଜନ୍ମରୁ ନାନା ଅଳିଅଳ ଝଡ଼ ଜଞ୍ଜାଳ ସହି ପୁଅ ଟିକୁ ବଡ଼ କରିଥିଲେ ବାପା ଓ ମା। ପୁଅଟି ବଡ଼ ହେଲେ ଶୁଖ ଦୁଃଖର ସାଥୀ ହୋଇ ବାପା ମା'ର ସେବା କରିବ। ଏହି ଆଶା ନେଇ ପୁଅଟିକୁ ଲାଳନ ପାଳନ କରି ବଡ଼ କରିଥିଲେ ବାପା ମା'। କିନ୍ତୁ ପୁଅଟି ବାପା…
ଅଧିକ ଖବର ଦେଖନ୍ତୁ...

ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସଂଖ୍ୟାଲଘୁ ଯୁବକ; କାର୍‌କୁ କରିଛନ୍ତି ଆମ୍ବୁଲାନ୍‌ସ, ରଖିଛନ୍ତି ଅକ୍ସିଜେନ୍‌…

ଖିଚିଂ(ପଙ୍କଜ କୁମାର ପିଙ୍ଗୁଆ): ମହାମାରୀ ସମୟରେ ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ସାଧାରଣ ଓ କରୋନା ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି। ସେ ହେଉଛନ୍ତି; ମହମ୍ମଦ ଆମାନ ଉଲ୍ଲା (ଅମନ)। ଏହି ୨୫ ବର୍ଷୀୟ ଯୁବକଙ୍କ ଘର ହେଉଛି ଝାଡ଼ଖଣ୍ଡ ମଝିଗାଁ ଥାନା ଅନ୍ତର୍ଗତ କୁଳପୋଷି ଗ୍ରାମରେ। ଯାହା…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରର ଏକ ସ୍କୁଲ୍‌ ନିର୍ମାଣ କାର୍ଯ୍ୟ ପାଇଁ ୧ କୋଟି ଟଙ୍କା ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର କିଛି ଦିନ ଅନ୍ତରରେ କିଛି ନା କିଛି ସାମାଜିକ କଲ୍ୟାଣ କାର୍ଯ୍ୟ କରି ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ନିକଟରେ ଜାମ୍ମୁ କାଶ୍ମୀର ଗସ୍ତ କରି ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍)ର ଯବାନମାନଙ୍କୁ ଭେଟିଛନ୍ତି। ଜାମ୍ମୁ କାଶ୍ମୀରର ନେରୁ ଗ୍ରାମରେ ଏକ…
ଅଧିକ ଖବର ଦେଖନ୍ତୁ...

କରୋନାକୁ ହରାଇଲେ ୮୭ ବର୍ଷର ବୃଦ୍ଧ

ଯଶିପୁର: ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍‌ ଭଂଜକିଆ ଗ୍ରାମରେ ରହନ୍ତି ଯୋଗେଶ୍ଵର ପାତ୍ର। ବୟସ  ୮୭ ବର୍ଷ ହେବ। ୧୫ ବର୍ଷ ହେଲାଣି ସେ ଭଂଜକିଆ ବଜାରରେ ଏକ ସାଇକେଲ୍‌ ମରାମତି ଦୋକାନ କରି ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି। ତେବେ ମାସକ ତଳେ ଯୋଗେଶ୍ବର ପ୍ରଥମ ଡୋଜ୍‌ କରୋନା ଟିକା ନେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ମଣ୍ଡିରେ ଧାନ କିଣା ଅନିୟମିତତାକୁ ବିରୋଧ କରି କଂଗ୍ରେସ ଜିଲ୍ଲାଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲା

ଜୟପୁର: ମଣ୍ଡିରେ ଧାନ କିଣାରେ ନେଇ ଅନିମୟତତା ଅଭିଯୋଗ କରି ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଥିଲେ। ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ଅଭିଯୋଗପତ୍ରରେ ବିନା କାଗଜପତ୍ରରେ ଧାନ କିଣାହେଉଥିବା,…
ଅଧିକ ଖବର ଦେଖନ୍ତୁ...