Daily Archives

September 1, 2021

ବିଷ ବଳୟ ପାଲଟିଛି ଯୋଡ଼ା ଅଞ୍ଚଳ, ଆୟୁଷ କମାଉଛି ଧୂଳିଭର୍ତ୍ତି ବାୟୁ !

ଯୋଡ଼ା: ମାଳ ମାଳ ଗାଡି, ଖାଲ ଖମା ରାସ୍ତା… ଆଉ ଗାଡି ପଛେ ପଛେ ଉଡୁଛି ପ୍ରବଳ ଧୂଳି । ଧୂଳି ଧୁଆଁର ଏ ଭୟଙ୍କର ସ୍ଥିତି ପାଇଁ ପ୍ରଦୂଷିତ ପରିବେଶ । ବିଷ ବଳୟ ପାଲଟିଛି ପୂରା ଅଞ୍ଚଳ । ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଞ୍ଚଳର । ଯେଉଁଠି ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଛି ନଦୀ…
ଅଧିକ ଖବର ଦେଖନ୍ତୁ...

ପଞ୍ଜସିର ନେତାଙ୍କ ସହ ତାଲିବାନର ଆଲୋଚନା ବିଫଳ, ଲଢେଇ ଜୋରଦାର ହେବା ଆଶଙ୍କା

କାବୁଲ : ଆଫଗାନିସ୍ତାନର ପଞ୍ଜସିର ଘାଟିକୁ ଅକ୍ତିଆର କରିବାକୁ ତାଲିବାନ ଉଦ୍ୟମ ଚଳାଇଥିବାବେଳେ ଅହମ୍ମଦ ମାସୁଦଙ୍କ ନର୍ଦନ ଆଲାଏନ୍ସ ଏହାର ପ୍ରବଳ ପ୍ରତିରୋଧ କରୁଛି । ଏପରିକି ତାଲିବାନର ଆତଙ୍କବାଦୀମାନେ ମାସୁଦଙ୍କ ସେନାର ମୁକାବିଲା କରିପାରୁନାହାନ୍ତି । ଅନ୍ୟପକ୍ଷରେ ଦୁଇପକ୍ଷ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କଲା ୪ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌

ଖଇରା: ପାରାଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ୫୦ଦିନ ବିତି ଯାଇଥିଲେ ମଧ୍ୟ ଏ ଯାଏ ଘଟଣା ଉପରୁ ପରଦା ଉଠାଇ ପାରିନି ତଦନ୍ତକାରୀ ଟିମ। ଏନେଇ ୪ଦିନ ପୂର୍ବରୁ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ୭ଦିନ ମଧ୍ୟରେ ତଦନ୍ତକାରୀ ଟିମ୍‌ ଡ଼ିଏଫଓ, ବିଦ୍ୟାଭାରତୀ…
ଅଧିକ ଖବର ଦେଖନ୍ତୁ...

ମାନବବାଦୀ ସଂଗଠନ ନିର୍ଯାତନା ମାମଲା: ୩ ଜଣଙ୍କୁ ରିମାଣ୍ଡରେ ଆଣିଲା ପୁଲିସ 

ଖୋର୍ଦ୍ଧା: ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ମାନବବାଦୀ ସଂଗଠନର ସଦସ୍ୟଙ୍କ ଦ୍ୱାରା ଶାରୀରିକ ନିର୍ଯାତନା ଦିଆଯିବା ମାମଲାରେ ପୁଲିସ ପୂର୍ବରୁ ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ ଥିବା ୬ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ରିମାଣ୍ଡରେ ଆଣିଛି। ଏନେଇ ଏସ୍‌ପି ରାଜ କିଶୋର ଦୋରା…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ- ଗ୍ୟାସ, ଡିଜେଲ ପେଟ୍ରୋଲରୁ କମାଇଥିବା ୨୩ ଲକ୍ଷ କୋଟି ଟଙ୍କା କୁଆଡେ…

ନୂଆଦିଲ୍ଲୀ : ମୋଦୀ ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, କେନ୍ଦ୍ର ସରକାର ତୈଳ ଓ ଗ୍ୟାସର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କୁ ସିଧାସଳଖ ଲୁଟୁଛନ୍ତି । ଏସବୁ ସାମଗ୍ରୀର ଦରବୃଦ୍ଧି ଫଳରେ ପରିବହନ ମହଙ୍ଗା ହୋଇଛି ଓ ବଜାରରେ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ସାଇକଲ୍‌ ଆରୋହୀ ମୃତ

ଦେବଗଡ଼: ୪୯ନଂ ଜାତୀୟ ରାଜପଥର ଦେବଗଡ଼ ଥାନା ଅନ୍ତର୍ଗତ ଭୁକାବେଡା ଗ୍ରାମ ନିକଟରେ ବୁଧବାର ଅପରାହ୍‌ଣରେ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଭୁକାବେଡା ଗ୍ରାମର ନନ୍ଦଲାଲ ମାଝୀ (୩୮)। ଶ୍ରୀ ମାଝୀ ଅପରାହ୍‌ଣରେ ସାଇକଲ୍‌ରେ ଘରକୁ ଆସୁଥିବା ବେଳେ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଚିଲିକା ସୁରକ୍ଷା ପାଇଁ ହାତରେ ଫାଉଡା ଧରି ତାଳ ଗଛ ପୋତୁଛନ୍ତି ଗାଁର ବୋହୂ

କୃଷ୍ଣପ୍ରସାଦ: ଗାଁକୁ ଗିଳିବନି ଚିଲିକା | ପୋତି ହୋଇଯିବନି ଏସିଆର ସବୁଠାରୁ ବଡ ଲବଣାକ୍ତ ହ୍ରଦ | ଠିକ ସେଥିପାଇଁ ଏବେ ଚିଲିକା ସୁରକ୍ଷାରେ ଲାଗିପଡିଛନ୍ତି ଗ୍ରାମବାସୀ | ଚିଲିକା କୂଳରେ ଥିବା ଘେରିବନ୍ଧମାନଙ୍କରେ ପୋତିଚାଲିଛନ୍ତି ତାଳ ଗଛ | ଏଯାଏଁ ୬ ହଜାର ତାଳଗଛ ପୋତାଯାଇଥିବାବେଳେ ୧ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ମାନବବାଦୀ ସଂଗଠନ ବିରୋଧରେ ମାନବାଧିକାର ସଂଗଠନର ଦାବିପତ୍ର

ଖୋର୍ଦ୍ଧା: ମାନବବାଦୀ ସଂଗଠନ, ରାଷ୍ଟ୍ରୀୟ ସାମାଜିକ ନ୍ୟାୟମଂଚ ଏବଂ ଏହାର ମୁଖିଆ ମାନସ ଦାସ ବିରୋଧରେ ତାଙ୍କ ଦ୍ୱାରା ନିର୍ଯାତିତ ହୋଇଥିବା ଲୋକ ଧୀରେ ଧୀରେ ମୁହଁ ଖୋଲୁଥିବା ବେଳେ ସଂଗଠନ ଓ ମାନସ ଦାସ ବିରୋଧରେ ପଦକ୍ଷେପ ନେବା ପାଇଁ ରାଜ୍ୟର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ବଢ଼ିବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

ଡେଙ୍ଗୁ ଅଣାୟତ୍ତ: ମାଲକାନଗିରି ଜିଲ୍ଲାରେ ୪୭ ଜଣ ସଂକ୍ରମିତ

ମାଲକାନଗିରି: ଏବେ ମାଲକାନଗିରି ଜିଲ୍ଲାରେ ଡେଙ୍ଗୁ ଅଣାୟତ୍ତ। ଜିଲ୍ଲାରେ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଜିଲ୍ଲାରେ ଆଜି ସୁଦ୍ଧା ୪୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ସବୁଠାରୁ ବେଶୀ ମାଲକାନଗିରି ପୌର ପରିଷଦରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନରୁ ସୁସ୍ଥ ହେଲେ ୬୬୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୭

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୬୬୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୭ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୩ ହଜାର ୯୦୧ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...