Daily Archives

September 8, 2021

ମାତ୍ର ଗୋଟିଏ କ୍ଲିକରେ ଘରେ ପହଞ୍ଚିଯିବ ଆମ୍ବୁଲାନ୍ସ, ଓଡ଼ିଆ ଯୁବକଙ୍କ ଅଭିନବ ଆ

ଭୁବନେଶ୍ୱର: ଘରେ ହଠାତ କୌଣସି ପରିବାର ସଦସ୍ୟଙ୍କ ଦେହ ଖରାପ ହୋଇଗଲେ ବା ପରିବାରର କାହାର ଦୁର୍ଘଟଣା ହୋଇଗଲେ ଆପଣଙ୍କୁ ଆମ୍ବୁଲାନ୍ସଟିଏ ଆବଶ୍ୟକ ପଡିଥାଏ | କିଭଳି ପରିବାର ସଦସ୍ୟ ଶୀଘ୍ର ମେଡିକାଲରେ ପହଁଚିବେ ସେ ନେଇ ଆପଣ ଚିନ୍ତାରେ ପଡିଯାଆନ୍ତି | ଆଉ ଆପଣଙ୍କ ଏଭଳି ଘଡ଼ିସନ୍ଧି…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ନକଲି ‘ଗୁଡ୍‌ନାଇଟ୍‌’, ଦୁଇ ଦୋକାନରୁ ୯୦ ପ୍ୟାକେଟ୍‌ ଲିକ୍ୟୁଇଡ୍‌ ଜବତ

ରାଉରକେଲା: ଜଗତପୁର, କଟକ ପରେ ନକଲି ସାମଗ୍ରୀ ହବ୍‌ ପାଲଟିଛି ଷ୍ଟିଲ୍‌ସିଟି ରାଉରକେଲା। ଘିଅ, ତେଲ, ଗୁଟ୍‌ଖା ଠାରୁ ଆରମ୍ଭ କରି ନକଲି ରୋଷେଇ ମସଲା ମଧ୍ୟ ଏଠାରେ ବିକ୍ରି ହେଉଛି। ଏବେ ଏହି ତାଲିକାରେ ଯୋଡି ହୋଇଛି ନକଲି ମଶାମରା ତେଲ ‘ ଗୁଡ୍‌ନାଇଟ୍‌’। ବ୍ରାଣ୍ଡ କମ୍ପାନିର ଲୋଗୋ ଓ…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା ଏଲପିଜି ବଟଲିଂ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ, ଦୈନିକ ୭ ଜିଲ୍ଲାକୁ ପ୍ରେରଣ ହେବ ୭୦୦୦ ସିଲିଣ୍ଡର୍ 

ରାୟଗଡ଼ା: ସ୍ଥାନୀୟ ରାୟଗଡ଼ା ସହରର ପିତାମହଲ ଶିଳ୍ପାଞ୍ଚଳରେ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଏଲପିଜି ବଟଲିଂ ପ୍ଲାଣ୍ଟରୁ ଉତ୍ପାଦନ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରାକ୍ ପ୍ରେରଣ ଯାଞ୍ଚ ବ୍ୟବସ୍ଥାର ଶୁଭ ଉଦଘାଟନ କରିଛନ୍ତି ହିନ୍ଦୁସ୍ତାନ ପେଟ୍ରୋଲିୟମ୍…
ଅଧିକ ଖବର ଦେଖନ୍ତୁ...

ଗଣେଶ ପୂଜା ପାଇଁ ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର

 ପୁରୀ: ଜଗା ଦର୍ଶନ ପାଇଁ କୋହଳ ହେଇଛି ଶ୍ରୀମନ୍ଦିର କଟକଣା । ଏଣିକି ସପ୍ତାହକୁ ୬ ଦିନ କାଳିଆ ଦର୍ଶନ କରିପାରିବେ ଭକ୍ତ । ସାନିଟାଇଜ୍ ପାଇଁ କେବଳ ରବିବାରକୁ ଛାଡିଦେଲେ ଅନ୍ୟ ସବୁଦିନ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲାରହିବ । ତେବେ ଆସନ୍ତା ୧୩ ତାରିଖରୁ ଏହି ଗାଇଡଲାଇନ୍ ଶ୍ରୀମନ୍ଦିରରେ…
ଅଧିକ ଖବର ଦେଖନ୍ତୁ...

୫୧୪ କିଲୋ ଗଂଜେଇ ଜବତ, ଅଭିଯୁକ୍ତ ଫେରାର

ବୈପାରୀଗୁଡା:  ବୈପାରୀଗୁଡା ଥାନାକୁ ପୁଣି ଏକ ସଫଳତା ମିଳିଥିବା ଜଣାପଡିଛି । ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଜି.ମାଝୀଗୁଡା ପଂଚାୟତର  କଟରାଗୁଡା ଗ୍ରାମର ଗୌର ଚନ୍ଦ୍ର କ୍ଷୀନବାରଙ୍କ  ଘରୁ ୫୧୪ କିଲୋ ଗଞ୍ଜେଇ ଜବତ କରାଯାଇଛି। ଗତକାଲି ଅପରାହ୍ନ ତିନିଟା ବେଳେ  ବୈପାରୀଗୁଡା ପୁଲିସ ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ରାଜପଥରେ ପରିବା ଗଦା, ଶୀତଳ ଭଣ୍ଡାର ଦାବି ତେଜିଲା

ବରଗଡ଼: ବାରମ୍ବାର ବର୍ଷାଭାବ ଜିଲ୍ଲାର ଚାଷୀଙ୍କ ମେରୁଦଣ୍ତ ଭା˚ଗି ଦେଇଛି। ରୋଗପୋକ ଆହୁରି ଦାଉ ସାଧୁଛି। ଅଦିିନିଆ ଝଡ଼ତୋଫାନ ଏବଂ କରକାମାଡ଼ ‌ଯୋଗୁଁ ଫଳନ୍ତି ଚାଷଜମି ଉଜୁଡ଼ି ଯାଉଛି। ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବିକଳ୍ପ ଚାଷ ଉପରେ ସର୍ବଦା ଗୁରୁତ୍ବାରୋପ କରାଯାଉଛି। କିନ୍ତୁ ପରିବା…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୫୩୨ରେ ପହଞ୍ଚିଲା

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରୁ ୨୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। Update on newly detected #COVID19 cases in the…
ଅଧିକ ଖବର ଦେଖନ୍ତୁ...

ଡେବିଟ୍ କାର୍ଡ ମାଧ୍ୟମରେ ଇଏମଆଇ ସୁବିଧା ପ୍ରଦାନ କରୁଛି ଷ୍ଟେଟ୍ ବ୍ୟାଙ୍କ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନିଜର ଡେବିଟ୍ କାର୍ଡ ଉପଭୋକ୍ତାମାନଙ୍କ ପାଇଁ ଇଏମଆଇର ବ୍ୟବସ୍ଥା କରାଯାଇଛି । ଗ୍ରାହକମାନେ କୌଣସି ସୋରୁମରୁ ସାମଗ୍ରୀ କିଣିବାବେଳେ ପିଓଏସ ମେସିନରେ ଡେବିଟ କାର୍ଡ ସ୍ବାପ କରି ଏହି ସୁବିଧା ପାଇପାରିବେ ।  ଆମାଜନ୍ ଓ ଫ୍ଲିପକାର୍ଟ ଭଳି ଅଗ୍ରଣୀ…
ଅଧିକ ଖବର ଦେଖନ୍ତୁ...

କରୋନାରେ ମୃତକଙ୍କୁ କ୍ଷତିପୂରଣ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ, ସମସ୍ତ ମୃତ୍ୟୁକୁ ଚିକିତ୍ସା ଅବହେଳା ବୋଲି…

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗରେ ହୋଇଥିବା ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି | ଏହି ରାୟରେ କୁହାଯାଇଛି ଯେ ଦ୍ୱିତୀୟ ତରଙ୍ଗରେ କରୋନା କାରଣରୁ ହୋଇଥିବା ସମସ୍ତ ମୃତ୍ୟୁକୁ ଚିକିତ୍ସା ଅବହେଳା ବୋଲି କହିହେବ ନାହିଁ | ବୁଧବାର ସୁପ୍ରିମକୋର୍ଟ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୫୭୪ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୫

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୫୭୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୫ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୯ ହଜାର ୧୬୫ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…
ଅଧିକ ଖବର ଦେଖନ୍ତୁ...