Daily Archives

September 13, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୋର୍ଟ ମାମଲାର ଫଇସଲା ଆପଣଙ୍କ ଆଶାର ବିପରୀତ ଆସିପାରେ। ଅଫିସ କାମରେ ବିଭିନ୍ନ ଆହ୍ବାନ ଆସିବ। ଧୈର୍ଯ୍ୟ ଧରି ନିଷ୍ପତ୍ତି ନେଲେ ସଫଳତା ପାଇବେ। ବୃଷ: ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। ବାହନ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ଭୁଶୁଡିଲା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସର ନବନିର୍ମିତ ପ୍ରାଚୀର !

ଚଣ୍ଡିଖୋଲ :  ଲଗାଣ ବର୍ଷାରେ  ଯାଜପୁର ଜିଲ୍ଲା ବଡ଼ଚଣାଠାରେ ଥିବା ଉତ୍କଳ ବିଶ୍ବ ବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସର ପ୍ରାଚୀର ଭାଙ୍ଗିଯାଇଛି । କ୍ୟାମ୍ପସ ଚାରିପଟେ ଥିବା ଏହି ପ୍ରାଚୀରର ନିର୍ମାଣ କାର୍ଯ୍ୟ ମାତ୍ର ଆଠ ମାସ ତଳେ ସଂପୂର୍ଣ୍ଣ ହୋଇଥିଲା । ପ୍ରାଚୀରର ଦକ୍ଷିଣ ପୂର୍ବ କୋଣରୁ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ଲଗାଣବର୍ଷାରେ ଖୋର୍ଦ୍ଧା ଜିଲ୍ଳା ଉବୁଟୁବୁ ; ଜଣେ ମୃତ, ୩୨ ଗାଁ, ୨ ପୌରାଞ୍ଚଳ ପ୍ରଭାବିତ

ଖୋର୍ଦ୍ଧା : ଗତ ତିନିଦିନ ଧରି ଚାଲିଥିବା ଆକାଶଫଟା ବର୍ଷାରେ ଖୋର୍ଦ୍ଧା ଗ୍ରାମାଂଚଳ ଉବୁଟୁବ ହେଲାଣି । ମାସକରେ ଯେତିକି ବର୍ଷା ପଡ଼ିବା କଥା ତିନିଦିନରେ ସେତିକି ବର୍ଷା ହୋଇଛି । ଆଜି ଜିଲ୍ଳାର ବର୍ଷାଜନିତ ପ୍ରଥମ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ବର୍ଷାଯୋଗୁଁ ଜିଲ୍ଲାର ୩୨ଟି ଗାଁ ଓ ୨ଟି…
ଅଧିକ ଖବର ଦେଖନ୍ତୁ...

ଉଛୁଳିଲା ଡମଶାଳ ସେତୁ, କଲରଙ୍ଗି-କାଠପାଳ ବିଚ୍ଛିନ୍ନ

କାଳିଆପାଣି : ଲଗାଣ ବର୍ଷା ପ‌ାଇଁ ଆଜି ଅପରାହ୍ଣରୁ ଖଣିଅଞ୍ଚଳର ଲାଇଫ୍‌ ଲାଇନ୍‌ କୁହାଯାଉଥିବା ଡମଶାଳ ନାଳରେ ବଢ଼ିପାଣି ଆସିଛି। ଯାଜପୁର-ଢେଙ୍କାନାଳ ଜିଲ୍ଲା ସୀମାନ୍ତରେ ଥିବା ଡମଶାଳ ସେତୁ ଉଛୁଳି ପଡ଼ିଛି। ଏଥିପାଇଁ କଲରଙ୍ଗିରୁ କାଠପାଳକୁ ଯୋଗାଯୋଗ ବିଛିନ୍ନ ‌ହୋଇଛି। ଢେଙ୍କାନାଳ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ମାଓ କମାଣ୍ଡର ସୁନୀଲର ସହଯୋଗୀ ଶେଖର ଗିରଫ

ତେଲକୋଇ : ତେଲକୋଇ ପୁଲିସ ଆଜି କଳିଙ୍ଗନଗର ମାଓ ଡିଭିଜନର କମାଣ୍ଡର ସୁନୀଲର ସହଯୋଗୀ ଶେଖର ଓରଫ ଦିବା ମୁଣ୍ଡା (୪୨)କୁ ଗିରଫ କରିଛି। ଶେଖରର ଘର ତେଲକୋଇ ଥାନା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ସାରୁପାଟ ଗ୍ରାମ ଖଣ୍ଡବନ୍ଧ ଅଞ୍ଚଳରେ ବୋଲି ପୁଲିସ କହିଛି। ପୁଲିସ ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...

ଅମ୍ବାଦଳାରେ ମାଓ ପୋଷ୍ଟର, ଏସଓଜି-ସିଆରପିଏଫ୍ ଯବାନଙ୍କ ପକ୍ଷରୁ କମ୍ବିଂ ଜୋରଦାର୍

ରାୟଗଡ଼ା/ଅମ୍ବାଦଳା: ୧୨ ଦିନ ତଳେ ଗ୍ରାମରକ୍ଷୀକୁ ହତ୍ୟା କରିଥିଲେ। ପୁଲିସକୁ ସହଯୋଗ କଲେ ମୃତ୍ୟୁଦଣ୍ଡ ଦେବାକୁ ଚେତାବନୀ ଦେଇଥିଲେ। ଆଜି ବ୍ୟାନର ମାରି ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା ଓ କଟକି ଡଙ୍ଗରରୁ ବକ୍ସାଇଟ୍ ଖନନକୁ ବିରୋଧ କରିଛନ୍ତି ମାଓବାଦୀ। ସିପିଆଇ ମାଓବାଦୀ…
ଅଧିକ ଖବର ଦେଖନ୍ତୁ...

ଅମରୁଲ୍ଲା ସାଲେହଙ୍କ ଘରୁ ମିଳିଲା ୬.୫ ମିଲିୟନ ଡଲାର ଓ ସୁନା ଇଟା, ଭିଡିଓ ଜାରି କରି ଦାବି କଲା ତାଲିବାନ

କାବୁଲ: ଆଫଗାନିସ୍ତାନରେ ଏବେ ଚାଲିଛି ତାଲିବାନରାଜ । ପୂର୍ବ ଶାସକମାନଙ୍କୁ ହଟେଇ ଏବେ ଆଫଗାନିସ୍ତାନରେ ରାଜ କରୁଛନ୍ତି ତାଲିବାନୀ । ଏହାରି ଭିତରେ ପୂର୍ବ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛି ତାଲିବାନ । ତାଲିବାନ ଦାବି କରିଛି ଯେ, ପଞ୍ଜଶୀର ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ଅଟୋରୁ ମହିଳାଙ୍କୁ ଫିଙ୍ଗି ଦେଇ ଚାଲିଯିବା ଘଟଣା : ଡାକ୍ତରଖାନାରେ ପୀଡ଼ିତା ମହିଳାଙ୍କୁ ଭେଟିଲା ବିଜେପି ମହିଳା…

ବାରିପଦା : ଗତକାଲି ଜ‌ଣେ ଅଟୋ ଚାଳକ ଜଣେ ମହିଳାଙ୍କୁ ବେହୋସ ଅବସ୍ଥାରେ ଫିଙ୍ଗିଦେଇ ଚାଲିଯିବା ଘଟଣାକୁ ନେଇ ତାତିଛି ବ‌ିଜେପି ମହିଳା ମୋର୍ଚ୍ଚା। ଆଜି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍‌ ପିଆରଏମ ହସ୍‌ପିଟାଲରେ ପୀଡ଼ିତା ମହିଳା ପ୍ରଭାତୀ ମହାନ୍ତଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ନୀରଜ ଚୋପ୍ରା ଓ ପି.ଆର ଶ୍ରୀଜେଶଙ୍କୁ ‘କୌନ୍‌ ବନେଗା କରୋଡପତି’ ମଞ୍ଚରେ ଦେଖିବାକୁ ମିଳିବ

ମୁମ୍ବାଇ: ‘କୌନ୍‌ ବନେଗା କରୋଡ ପତି ସିଜିନ-୧୩’ ରେ ନିକଟରେ କ୍ରିକେଟର ସୌରଭ ଗାଙ୍ଗୁଲି ଓ ବିରେନ୍ଦ୍ର ସହେୱାଗ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ‘କୌନ୍‌ ବନେଗା କରୋଡ ପତି ସୋ’ରେ ଦୁହେଁ ନିଜ କ୍ରିକେଟ ସହିତ ଜଡ଼ିତ ଅନେକ ସ୍ମୃତି ବିଷୟରେ ଆଲୋଚନା କରିଥିଲେ। ପୁଣି ଥରେ କ୍ରୀଡା ଜଗତର…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ ବର୍ଷା : ଅସ୍ତରଙ୍ଗରେ ସର୍ବାଧିକ ୫୩୦ ମିଲିମିଟର ବର୍ଷା, ରାଜ୍ୟର ୫୩ ବ୍ଲକ ପ୍ରଭାବିତ, ୩ ମୃତ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଡିପ୍ ଡିପ୍ରେସନ ବା ତୀବ୍ର ଅବପାତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବେଶ କରିଛି । ଏହା ଆଜି ଦିନ ସାଢେ ୨ଟା ସୁଦ୍ଧା ଚାନ୍ଦବାଲିଠାରୁ ୧୦୦ କିଲୋମିଟର ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଓ କେନ୍ଦୁଝରଠାରୁ ୫୦ କିଲୋମିଟର ପୂର୍ବ, ଦକ୍ଷିଣ-ପୂର୍ବ ଦିଗରେ ରହିଥିଲା ।…
ଅଧିକ ଖବର ଦେଖନ୍ତୁ...