Daily Archives

September 13, 2021

ଏହି କାରଣ ପାଇଁ କୋଭିଡର ତୃତୀୟ ଲହର କମ୍ ମାରାତ୍ମକ ହେବ: ବିଏଚୟୁ ବୈଜ୍ଞାନିକ

ନୂଆଦିଲ୍ଲୀ: କୋଭିଡର ତୃତୀୟ ଲହର କମ୍ ମାରାତ୍ମକ ହେବ ଏବଂ ତିନି ମାସ ମଧ୍ୟରେ ଆସିବ | ଏନେଇ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ଜ୍ଞାନେଶ୍ୱର ଚୋୖବେ କହିଛନ୍ତି | ସେ କହିଛନ୍ତି ଯେ, କରୋନା ଟିକାର ଦୁଇଟି ଡୋଜ ନେଇଥିବା ବ୍ୟକ୍ତି ଏବଂ କରୋନାରୁ ସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ଯଦି ଆନ୍ଦୋଳନ କରିବାର ଅଛି ପଞ୍ଜାବ ଛାଡି ଦିଲ୍ଲୀ କିମ୍ବା ହରିୟାଣା ଯାଅ, ଆନ୍ଦୋଳନରତ ଚାଷୀଙ୍କୁ ସଫା ସଫା ଶୁଣାଇଦେଲେ…

ଚଣ୍ଡୀଗଡ଼: ଏଯାଏଁ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ କୃଷକଙ୍କ ପ୍ରତି ମନୋଭାବ ବଦଳିଥିବାର ଦେଖିବାକୁ ମିଳିଛି | ସୋମବାର ହୋଶିଆରପୁର ଜିଲ୍ଲାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କ୍ୟାପଟେନ ଅମରିନ୍ଦର ସିଂ ଚାଷୀଙ୍କୁ ନିବେଦନ…
ଅଧିକ ଖବର ଦେଖନ୍ତୁ...

ଆରଏସପି ନବୀକରଣ ଓ ସଂପ୍ରସାରଣ ପାଇଁ ଜନଶୁଣାଣି

ରାଉରକେଲା - ଆରଏସପି ନବୀକରଣ ଓ ସଂପ୍ରସାରଣ ଅନ୍ତର୍ଗତ ବିଭିନ୍ନ ବିଭାଗର ଉତ୍ପାଦନ ବୃଦ୍ଧି, ନୂତନ ପ୍ଲାଣ୍ଟ ପ୍ରତିଷ୍ଠା ଓ ଗ୍ୟାସ ପାଇପ ଲାଇନ ସ୍ଥାପନ ନିମନ୍ତେ ଆଜି ଆୟୋଜିତ ହୋଇଛି କେନ୍ଦ୍ରୀୟ ପରିବେଶ ମଞ୍ଜୁରୀ ସମ୍ପର୍କିତ ଜନ ଶୁଣାଣି। ଭଞ୍ଜଭବନ ପାର୍ଶ୍ଵ ପ୍ରଦର୍ଶନୀ ପଡ଼ିଆରେ ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ସ୍ବିଗି ଡେଲିଭରି ବଏ ପତିତପାବନ ଅପହରଣ ଘଟଣା : ୪୮ ଘଣ୍ଟାପରେ ମଧ୍ୟ ପୁଲିସ ହାତ ଖାଲି

ଧଉଳି :ଧଉଳି ଥାନା ଅଞ୍ଚଳରୁ ଅପହୃତ ହୋଇଥିବା ସ୍ବିଗି ଡେଲିଭରି ବଏ ପତିତପାବନ ପୃଷ୍ଟି ଅପହରଣ ଘଟଣା ସମୟ ଯେତେ ଗଡ଼ୁଛି ସେତିକି ରହସ୍ୟମୟ ହୋଇପଡ଼ିଛି। ଅପହରଣ ଘଟଣାକୁ ଏହାମଧ୍ୟରେ ଦୀର୍ଘ  ୪୮ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। ହେଲେ ପୁଲିସ ପତିତପାବନଙ୍କୁ ଉଦ୍ଧାର କରିବା ତ ଦୂରର କଥା…
ଅଧିକ ଖବର ଦେଖନ୍ତୁ...

ରାଜନୀତିର ପ୍ରଭାବ କ୍ରିକେଟ ଉପରେ ପଡିଛି, ଭାରତ-ପାକ୍ ଭିତରେ ଏବେ କ୍ରିକେଟ୍ ସିରିଜ୍ ହେବା ଅସମ୍ଭବ: ରମିଜ ରାଜା

ନୂଆଦିଲ୍ଲୀ: କ୍ରିକେଟ୍ ପଡିଆରେ ଦର୍ଶକମାନେ ସବୁବେଳେ ଭାରତ-ପାକିସ୍ତାନ ମ୍ୟାଚକୁ ଚାତକ ଭଳି ଚାହିଁ ରହିଥାନ୍ତି । କାହିଁକି ନା, ଏହି ଦୁଇ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହୋଇଥିବାରୁ, କ୍ରିକେଟ୍ ପଡିଆରେ ଏହାର ଝଲକ ଦେଖିବାକୁ ମିଳେ । ହେଲେ ଗତ କିଛି ବର୍ଷ ଧରି ଏହି ଦୁଇ ଦେଶ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ଖୁସି ଖବର: ମାସ ଶେଷରେ କୋଭାକ୍ସିନକୁ ମଞ୍ଜୁରୀ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ଖୁବଶୀଘ୍ର କୋଭାକ୍ସିନକୁ ନେଇ ଆସିପାରେ ଆଶ୍ୱସ୍ତିକର ଖବର । ଭାରତରେ କରୋନା ବିରୋଧରେ ଲଢେଇ ପାଇଁ ଲୋକଙ୍କୁ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ ଏଯାଏଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ('ହୁ') ପକ୍ଷରୁ ଏହାକୁ ମଞ୍ଜୁରୀ ଦିଆଯାଇନାହିଁ । କିନ୍ତୁ ଏବେ ମିଳିଥିବା ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ତାଲିବାନ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର ମୃତ? ଜାଣନ୍ତୁ ଏହି ଖବର ପଛର ସତ କ’ଣ

କାବୁଲ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପରେ ଏବେ ସେଠାରେ ତାଲିବାନ ସରକାରର ଉପ-ପ୍ରଧାନମନ୍ତ୍ରୀ ଅଛନ୍ତି ମୁଲ୍ଲା ବରାଦର । କିଛି ସମୟ ତଳେ ସୋସିଆଲ୍ ମିଡିଆରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା। ପଞ୍ଜଶୀର ଏନଆରଏଫ୍ ନାମକ ଟ୍ୱିଟର ଆକାଉଣ୍ଟରୁ ଦାବି କରାଯାଇଥିଲା ଯେ,…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୭୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ୧୭୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳରୁ ୧୨୩ଜଣ ରହିଥିବା ବେଳେ କ୍ବାରେଣ୍ଟାଇନରୁ ୫୧ଜଣ ରହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିନା ଅନୁମତିରେ ପ୍ରଦର୍ଶନୀ ଆୟୋଜନ, ତିରୁପତି କଲ୍ୟାଣ ମଣ୍ଡପକୁ ସିଲ୍ କଲା ବିଏମସି

ଭୁବନେଶ୍ବର : ବିନା ଅନୁମତିରେ ସିଲକ ଇଣ୍ଡିଆ ବସ୍ତ୍ର ପ୍ରଦର୍ଶନୀ ଆୟୋଜନ କରୁଥିବାରୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ଜୟଦେବ ବିହାର ଛକରେ ଅବସ୍ଥିତ ତିରୁମଲା ତିରୁପତି ଦେବସ୍ଥାନମ କଲ୍ୟାଣ ମଣ୍ଡପକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରିଦିଆଯାଇଛି । ଆଜି ବିଏମସିର ଜୋନାଲ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ଉଛୁଳିବାରେ ଲାଗିଛି ଗଞ୍ଜାମ ଜିଲ୍ଲାର ପ୍ରମୁଖ ନଦୀ ; ଭଞ୍ଜନଗର, ବାଲିପଦର୍ ଯୋଗାଯୋଗ ବିଚ୍ଛିନ୍ନ

ଭଞ୍ଜନଗର:ଗତ ଦୁଇଦିନ ଧରି ଜିଲ୍ଲାରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି। ଯାହା ଫଳରେ ପୋଖରୀ ନାଳରେ ପାଣି ଭର୍ତ୍ତି ହେବା ସହ ନଦୀ ଗୁଡିକରେ ବର୍ଷା ଜଳ କୂଳ ଲଂଘିବାରେ ଲାଗିଛି। ନିଅଣ୍ଟିଆ ବର୍ଷା ପାଇଁ ସବୁ ଶୁଖିଲା ପଡ଼ିଥିବା ବେଳେ ବର୍ତମାନ ବର୍ଷା ଫଳରେ ଜଳପୂର୍ଣ୍ଣ ହେବାରେ…
ଅଧିକ ଖବର ଦେଖନ୍ତୁ...