Daily Archives

October 28, 2021

ହାୱଡା-ମୁମ୍ବାଇ ରେଳ ମାର୍ଗରେ ସୋଲାର ଫେନ୍‌ସିଂ; ଏଲିଫ୍ୟାଣ୍ଟ ଜୋନ୍‌ରେ ପେଟ୍ରୋଲିଂ କରିବ ଜିପିଏସ୍‌ ମୋଟରବାଇକ୍‌

ରାଉରକେଲା: ହାୱଡା-ମୁମ୍ବାଇ ମୁଖ୍ୟ ରେଳମାର୍ଗର ମହିପାଣି ରେଳ ଲାଇନ୍‌ରେ ହାତୀ-ଟ୍ରେନ୍‌ ଦୁର୍ଘଟଣା ରୋକିବାକୁ ପ୍ରୟାସ ଆରମ୍ଭ କରିଛି ବନ ବିଭାଗ। ମହିପାଣି ଷ୍ଟେସନ ଠାରୁ ପ୍ରାୟ ଦୁଇ କି.ମି. ପର୍ଯ୍ୟନ୍ତ ସୋଲାର ଫେନ୍‌ସିଂ (ସୌର ଚାଳିତ ବିଦ୍ୟୁତ୍‌ ତାରବାଡ) ନିର୍ମାଣ କରିବାକୁ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ଆସାମର ପ୍ରେମୀଯୁଗଳ କଟକ ରେଳ ଷ୍ଟେସନରୁ ଉଦ୍ଧାର

କଟକ: ଆସାମର ଏକ ପ୍ରେମୀଯୁଗଳଙ୍କୁ କଟକ ରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି। ଆରପିଏଫ୍‌ ପୁଲିସ ଟ୍ରେନରୁ ସେମାନଙ୍କୁ ଉଦ୍ଧାର କରିବା ପରେ ପରିବାର ଲୋକଙ୍କ ଜିମା ଦେଇଛି। ସୂଚନା ଅନୁଯାୟୀ, ଆସାମର ହଇଲାକାଣ୍ତି ଜିଲ୍ଲା କାତାଖାଲ ଥାନା ଅଞ୍ଚଳର ଜଣେ ୧୮ ବର୍ଷିୟା ଯୁବତୀ ତାଙ୍କ ପ୍ରେମିକଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅନ୍ୟମାନଙ୍କ କାମରେ ଦଖଲ ଦିଅନ୍ତୁ ନାହିଁ।ସନ୍ତାନ ସୁଖ ପାଇବେ। ମନ ମୁତାବକ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ପ୍ରସନ୍ନ ହେବ। ବୃଷ: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶଂସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ମିଥୁନ: ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଗିରଫ ପରେ ୮ଦିନ ପାଇଁ ପୁଲିସ ହେପାଜତକୁ ଗଲେ କିରଣ ଗୋସାବି

ମୁମ୍ବାଇ: ଆରୟନ ଖାନ ଡ୍ରଗ୍ସ ମାମଲାରେ ଏନସିବିର ସ୍ୱାଧୀନ ସାକ୍ଷୀ କିରଣ ଗୋସାବିଙ୍କୁ ଆଜି ପୁଣେ ପୁଲିସ ଗିରଫ କରିଥିଲା। ୨୦୧୮ର ଏକ ଠକେଇ ମାମଲାରେ କିରଣ ଗୋସାବିଙ୍କୁ ଗିରଫ କରାଯାଇଥିଲା। ଗୋସାବିଙ୍କୁ ଗିରଫ କରିବା ପରେ ଆଜି ତାଙ୍କୁ ପୁଣେର ସେସନ୍ସ କୋର୍ଟରେ ହାଜର କରାଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ହାତୀ ପାଇଁ ବିଦ୍ୟୁତ୍‌ କାଟ ପ୍ରତିବାଦରେ ବ୍ରହ୍ମପୁର-ଫୁଲବାଣୀ ରାସ୍ତା ଅବରୋଧ

ଭଂଜନଗର: ଗଂଜାମ ଜିଲ୍ଲା ଭଂଜନଗର ଥାନା ଅଧୀନ ମୁଜାଗଡ଼ ପଂଚାୟତରେ ହାତୀ ପାଇଁ ବିଦ୍ୟୁତ୍‌ କାଟ ହୋଇଥିବା ପ୍ରତିବାଦରେ ଶହ ଶହ ଜନତା ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି। ସୂଚନାଯୋଗ୍ୟ ଉତ୍ତର ଘୁମସର ବନଖଣ୍ଡ ମୁଜାଗଡ଼ ଓ ଆଖପାଖ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍ : ଅଷ୍ଟ୍ରେଲିଆ ଆଗରେ ୧୫୫ରନର ବିଜୟ ଲକ୍ଷ୍ୟ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଆଗରେ ୧୫୫ ରନର ବିଜୟ ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି…
ଅଧିକ ଖବର ଦେଖନ୍ତୁ...

ମମିତା ହତ୍ୟାକାଣ୍ଡ: ଏସପି ଅଫିସରେ ଧସେଇ ପସିଲେ ବିଜେପି କର୍ମୀ

କୋରାପୁଟ: ଦିନକୁ ଦିନ କୁହୁଳୁଛି ମମିତା ତାତି । କୋରାପୁଟରେ ଆଜି ବିଜେପି ପକ୍ଷରୁ ମମିତା ହତ୍ୟାକାଣ୍ଡରେ ସାମିଲ ରହିଥିବା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗିରଫ କରିବାକୁ ଦାବି ଉଠିଛି । ପରିସ୍ଥିତି ଏପରି ହୋଇଥିଲା ଯେ ଏସପିଙ୍କ କାର୍ଯ୍ୟାଳୟକୁ ଧଷେଇ ପସିଥିଲେ ଶତାଧିକର୍ମୀ । ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସାରେ ଅବହେଳା! ଡାକ୍ତରଙ୍କ ସମେତ ୪ କର୍ମଚାରୀଙ୍କ ନାଁରେ ଥାନାରେ ଏତଲା

ରାୟଗଡ଼ା: ଚିକିତ୍ସାରେ ଅବହେଳା ଅଭିଯୋଗରେ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ସମେତ ୪ କର୍ମଚାରୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ରୋଗୀ ସଂପର୍କୀୟ। ରାତିରେ ଜରୁରି ଚିକିତ୍ସା ନିମନ୍ତେ ଯାଇଥିବା ବ୍ୟକ୍ତି ଦୁଇ ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଡାକ୍ତରଖାନାର…
ଅଧିକ ଖବର ଦେଖନ୍ତୁ...

ମୋ ପାଇଁ ଏହା ଏକ ସାଧାରଣ କେସ୍ : ମୁକୁଲ ରୋହତଗୀ

ମୁମ୍ବାଇ : ଶାହରୁଖ ଖାଁଙ୍କ ପୁଅ ଆରୟନ ଖାଁଙ୍କୁ ଆଜି ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆରୟନଙ୍କ ସମେତ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ମଧ୍ୟ ଜାମିନ ମିଳିଛି । ଏମାନଙ୍କୁ ଜାମିନ ମିଳିବାର ଶ୍ରେୟ ବରିଷ୍ଠ ଓକିଲ ତଥା ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରଥମଥର ପାଇଁ ଆସିବ ପୋର୍ଟେବୁଲ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପ୍ରଥମଥର ପାଇଁ ପୋର୍ଟେବୁଲ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ ଆସିବ। ନନ୍ଦନକାନନ କର୍ତ୍ତୃପକ୍ଷ ଏଥିପାଇଁ ପିସିସିଫ ୱାଇଲଡଲାଇଫକୁ ନିବେଦନ କରିଛନ୍ତି। ପ୍ରାଣୀମାନେ ଶାବକ ଜନ୍ମ ହେବାର ସମସ୍ୟାକୁ…
ଅଧିକ ଖବର ଦେଖନ୍ତୁ...