Daily Archives

December 4, 2021

ଧାନ କ୍ଷେତରେ ପାଣି ଭର୍ତ୍ତି, ଉଜୁଡିଯିବ ଗେଣ୍ଡୁଫୁଲ ଓ ପନିପରିବା ଚାଷ!

ବାଲିଅନ୍ତା: ବାତ୍ୟା ଜୱାଦ ଯୋଗୁ ବାଲିଅନ୍ତ‌ା ତଥା ଉପକଣ୍ଠ ଅଞ୍ଚଳରେ ବର୍ଷା ପବନ ଲାଗି ରହିଛି। ଖରିପ ଧାନ ଫସଲ ଅମଳ ସମୟରେ ମେଘ ପବନ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ସେହିପରି ଫୁଲ ଓ ପନିପରିବା ଚାଷୀମାନେ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଉପୁଜିଛି। ବାତ୍ୟା ପବନର ବେଗ ବେଶି…
ଅଧିକ ଖବର ଦେଖନ୍ତୁ...

ଟଳିଲା ବାତ୍ୟା, ଛାଡ଼ୁନି ବର୍ଷା ଭୟ; ଦକ୍ଷିଣ ଓଡ଼ିଶା, ପୁରୀ ସମେତ ପୂର୍ବ ଉପକୂଳରେ ପ୍ରବଳ ବର୍ଷା ଆଶଙ୍କା

ରାୟଗଡ଼ା: ଟଳିଲା ବାତ୍ୟା ଆଶଙ୍କା ହେଲେ ଟଳିନି ବର୍ଷା ଭୟ। ବାତ୍ୟା ‘ଜୱାଦ୍’ ଗଭୀର ଅବପାତରେ ପରିଣତ ହୋଇ ୫ ତାରିଖ ଅପରାହ୍ନରେ ପୁରୀ ଉପୂକଳରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ପରେ ଦକ୍ଷିଣ ଓଡ଼ିଶା, ପୁରୀ ସମେତ ପୂର୍ବ ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅତିରୁ ଅତି ପ୍ରବଳ…
ଅଧିକ ଖବର ଦେଖନ୍ତୁ...

ଓମିକ୍ରନ ଡର : ଏୟାରପୋର୍ଟରେ  କଟକଣା କଡ଼ାକଡ଼ି, ଲକ୍ଷଣ ଥିଲେ ବିମାନ ଯାତ୍ରା ମନା

ଭୁବନେଶ୍ବର : କରୋନାର  ଓମିକ୍ରନ ପ୍ରଜାତିକୁ   ଦୃଷ୍ଟିରେ ରଖି ଭାରତୀୟ ବିମାନ ପତ୍ତନ ପ୍ରାଧିକରଣ ବା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଥିବା ଏୟାରପୋର୍ଟଗୁଡ଼ିକ ପାଇଁ ସଂଶୋଧିତ କୋଭିଡ୍ ନିୟମାବଳୀ ଜାରି କରାଯାଇଛି । ଏଥିରେ କୋଭିଡ କଟକଣା ଓ ସ୍ବାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ମଙ୍ଗଳ ଓ ବୁଧବାର: କାମର ବୋଝ ବଢ଼ିବ। ଗୁରୁ, ଶୁକ୍ର ଓ ଶନିବାର: ପ୍ରତିଭାର ବିକଶିତ ପାଇଁ ମଉକା ପାଇବେ। ରବି ଓ ସୋମବାର: ବନ୍ଧୁ ସହ ଭଲ କଥା ହେବେ। ମଙ୍ଗଳ ଓ ବୁଧବାର: ବେପାରରେ ଲାଭ ପାଇବେ। ଗୁରୁ, ଶୁକ୍ର ଓ ଶନିବାର: କାମ ପୂରା…
ଅଧିକ ଖବର ଦେଖନ୍ତୁ...

ରାତି ୧୧ଟାରେ ଅଶ୍ୱିନୀ ବୈଷ୍ଣବଙ୍କ ପାଖକୁ ଆସିଲା ମୋଦୀଙ୍କ ଫୋନ

ନୂଆଦିଲ୍ଲୀ: ମୋଦୀଙ୍କୁ ଭେଟିବାକୁ ଗଲେ କେଉଁସବୁ ପ୍ରସ୍ତୁତି ଆବଶ୍ୟକ? କେଉଁ ସବୁ ବିଷୟରେ ଜାଣିଥିବା ଦରକାର? ମୋଦୀ କେଉଁ ସବୁ କଥାକୁ ଗୁରୁତ୍ୱ ଦିଅନ୍ତି, ଏସବୁ ବାବଦରେ ଆଜି ବିସ୍ତୃତ ଭାବେ କହିଛନ୍ତି କେନ୍ଦ୍ର ରେଳ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ | ଅବସର ଥିଲା…
ଅଧିକ ଖବର ଦେଖନ୍ତୁ...

୧୨ ଫୁଟର କିଙ୍ଗ କୋବ୍ରା ଉଦ୍ଧାର

ମାଲକାନଗିରି: ମାଲକାନଗିରି ନିକଟସ୍ଥ ଏମଭି-୧୧ ଗ୍ରାମରେ ଏକ ବିରାଟ କିଙ୍ଗ କୋବ୍ରାକୁ ଉଦ୍ଧାର କରାଯାଇଛି। ଏହି ଗ୍ରାମ ନିକଟରେ ଥିବା ଏକ ଗଛ ଉପରେ କିଙ୍ଗ କୋବ୍ରା ଚଢି ଗଛ ଉପରେ ରହିଥିବାର ସ୍ଥାନୀୟ ଲୋକେ ଦେଖିବା ପରେ ଭୟଭୀତ ହୋଇଯାଇଥିଲେ। ଦେଖୁ ଦେଖୁ ଲୋକଙ୍କ ଭିଡ ସେହି ଗଛ ନିକଟରେ ଜମା…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଜୟପୁର: ଗତ ୨୦୧୪ମସିହାରେ ନନ୍ଦପୁର ଥାନା ଅଂଚଳରେ ଜୈନେକା ନାବାଳିକାକୁ ଦୁଷ୍କର୍ମ ମାମଲାରେ ପାଷ୍ଟଟ୍ରାକ୍ ସ୍ବତନ୍ତ୍ର କୋର୍ଟର ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ ପ୍ରଦୀପ କୁମାର ସାସମଲ ବିଚାର କରିଛନ୍ତି। ଏହି ମାମଲାର ଅଭିଯୁକ୍ତ ଲକ୍ଷ୍ମଣ ପାଙ୍ଗୀଙ୍କୁ ୧୦ବର୍ଷ ସଶ୍ରମ…
ଅଧିକ ଖବର ଦେଖନ୍ତୁ...

ପୁଣି ଚର୍ଚ୍ଚାରେ ଆବାସିକ ବିଦ୍ୟାଳୟ: ପ୍ରେମ ଜାଲରେ ଫସାଇଲା ଯୁବକ, ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନ୍ତଃସତ୍ତ୍ବା

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ର ଏକ ଆବାସିକ ବିଦ୍ୟାଳୟର ହଷ୍ଟେଲରେ ରହି ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ‌ଜଣେ ଆଦିବାସୀ ଛାତ୍ରୀ ୫ ମାସର ଅନ୍ତଃସତ୍ତ୍ବା ହୋଇଛନ୍ତି। ଏହି ଘଟଣାରେ ପୁଲିସ ହରିଚନ୍ଦନପୁର ଥାନା କଣ୍ଟୋଳା ଗ୍ରାମର ଚିତ୍ରସେନ ପାତ୍ର (୨୪) ନାମକ ଜଣେ…
ଅଧିକ ଖବର ଦେଖନ୍ତୁ...

ଡ୍ରାଇଭିଂ ଲାଇସେନ୍ସ ପାଇବାରେ ଦେଶର ପ୍ରଥମ ବାମନ ହେଲେ ହାଇଦ୍ରାବାଦର ଏହି ବ୍ୟକ୍ତି

ହାଇଦ୍ରାବାଦ : ହାଇଦ୍ରାବାଦର ଗଟିପାଲ୍ଲି ଶିବପାଳ ସାରା ଭାରତରେ ଏକ ବିରଳ ରେକର୍ଡ କରିଛନ୍ତି । ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସେ ଭାରତର ପ୍ରଥମ ବାମନ ବ୍ୟକ୍ତିରେ ପରିଣତ ହୋଇଛନ୍ତି । ୪୨ ବର୍ଷୀୟ ଶିବପାଳଙ୍କ ଉଚ୍ଚତା ହେଉଛି ମାତ୍ର ୩ ଫୁଟ୍ । ଏହା ସତ୍ତ୍ବେ ସେ ହାଇଦ୍ରାବାଦରେ ଜଣେ ଦକ୍ଷ…
ଅଧିକ ଖବର ଦେଖନ୍ତୁ...

ଆସିବନି ବାତ୍ୟା: ଲାଭ ଉଠାଇଲେ ବ୍ୟବସାୟୀ, ଚଢ଼ା ଦରରେ ବିକିଲେ ଆଳୁ

କଟକ: ବାତ୍ୟା ଆଶଙ୍କା ପାଇଁ ଆଳୁ ଦର ବଢ଼ିଯାଇଛି। ପୂର୍ବରୁ ଖୁଚୁରାରେ କିଲୋ ପିଛା ୧୬/୧୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି କିଲୋ ପିଛା ୩/୪ଟଙ୍କା ବଢ଼ିଛି। ସହରର ପ୍ରମୁଖ ପରିବା ମଣ୍ଡି ଛତ୍ରବଜାର‌ରେ ପୂର୍ବରୁ ଧଡା (ତିନି କ‌ିଲୋ)କୁ ୫୦ ଟଙ୍କା ରହିଥିବା ବ‌େଳେ ଆଜି ଧଡା ୬୦ ଟଙ୍କା…
ଅଧିକ ଖବର ଦେଖନ୍ତୁ...