Daily Archives

December 4, 2021

୨୨ ହଜାର ପେଟ୍ରୋଲ ପମ୍ପରେ ଲଗାଯିବ ଇଲେକ୍ଟ୍ରିକ ଚାର୍ଜର

ନୂଆଦିଲ୍ଲୀ: ଦେଶରେ ବୈଦ୍ୟୁତିକ ଯାନକୁ ଅଧିକ ବିସ୍ତାର କରିବାକୁ ସରକାର ଏକାସାଙ୍ଗରେ ଅନେକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି | ଯାନବାହାନର ମୂଲ୍ୟ ଉପରେ ରିହାତି ସହିତ ଇ-ଯାନ ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ଭଳି ଯୋଜନା କରାଯାଇଛି | ଭାରୀ ଶିଳ୍ପ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଆଜି…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁର, ପୁରୀ ଦେଇ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ ଅବପାତ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଶନିବାର ସକାଳ ସୁଦ୍ଧା ଅବପାତର ରୂପ ନେଇବାର ସମ୍ଭାବନା। ସାମୁଦ୍ରିକ ଝଡ଼ ବାତ୍ୟା ଜଓ୍ବାଦ ଆଜି ସନ୍ଧ୍ୟା ୫.୩୦ରେ ଗଭୀର ଅବପାତର ରୂପ ନେଇଛି। ଅବପାତରେ ପରିଣତ ହେବା ପରେ ଶନିବାର ମଧ୍ୟାହ୍ନରେ ପୁରୀରେ ଉପକୂଳ ଛୁଇଁବା ସମ୍ଭାବନା ରହିଛି।…
ଅଧିକ ଖବର ଦେଖନ୍ତୁ...

କାଙ୍ଗାଳ କରିଦେଲା ସାପ ! ସାଢେ ୭କୋଟି ଟଙ୍କା ହରାଇଲେ ଯୁବକ

ନୂଆଦିଲ୍ଲୀ: କାଙ୍ଗାଳ କରିଦେଲା ସାପ | ସାପକୁ ମାରିବାକୁ ଯାଇ କୋଟି କୋଟି ଟଙ୍କା ହରାଇଲେ ଯୁବକ | ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ | ଆମେରିକାର ମ୍ୟାରିଲାଣ୍ଡରେ ଘଟିଛି ଏଭଳି ଘଟଣା | ସୂଚନା ମୁତାବକ, ଆମେରିକାର ମ୍ୟାରିଲାଣ୍ଡରେ ରହୁଥିବା ଜଣେ ଯୁବକଙ୍କ ଘରେ ବିଷାକ୍ତ ସାପ ପଶିବା…
ଅଧିକ ଖବର ଦେଖନ୍ତୁ...

ଗାଁ ଲୋକଙ୍କ ନିକଟତର ହେବାକୁ ଭିନ୍ନ ପ୍ରୟାସ: ବଜାର ଓ ସ୍ବାସ୍ଥ୍ୟକେନ୍ଦ୍ର ସଫା କଲେ ସିଆରପିଏଫ୍‌ ଯବାନ

ପାଟଣାଗଡ଼/‌ବୈପାରିଗୁଡ଼ା: ଯବାନମାନେ ଦେଶର ସୁରକ୍ଷା କରନ୍ତି, ଏକଥା ସମସ୍ତେ ଜାଣନ୍ତି। ହେଲେ ଦେଶ ସୁରକ୍ଷା ବ୍ୟତୀତ ସମାଜ ସେବା ଦିଗରେ ମଧ୍ୟ ଯବାନଙ୍କ ଭୂମିକା ମଧ୍ୟ ରହିଛି। ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ ଖପ୍ରାଖୋଲ ବ୍ଳକରେ ମାଓ ଗତିବିଧି ଉପରେ ନଜର ରଖିବା ସହିତ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ବର-କନ୍ୟାଙ୍କ ବିବାହ ବେଳେ ପ୍ରେମିକ ଆସି ପିନ୍ଧାଇଦେଲା ମଥାରେ ସିନ୍ଦୂର

ଗୋରଖପୁର: ବର-କନ୍ୟାଙ୍କ ବିବାହବେଳେ ପ୍ରେମିକ ଆସି ପହଞ୍ଚିଲେ ଓ ସମସ୍ତଙ୍କ ଉପସ୍ଥିତିରେ ପ୍ରେମିକା ବା କନ୍ୟାଙ୍କ ମଥାରେ ସିନ୍ଦୂର ପିନ୍ଧାଇଦେଲେ | ବୁଧବାର ରାତିରେ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ଗୋରଖପୁରର ହରପୁରରେ,…
ଅଧିକ ଖବର ଦେଖନ୍ତୁ...

୨୬ରୁ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ, ବିସିସିଆଇର ନିଷ୍ପତ୍ତି

କୋଲକାତା : ଆସନ୍ତା ଡିସେମ୍ବର ୨୬ରୁ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଆରମ୍ଭ ହେବ । ଏ ନେଇ ବିସିସିଆଇ ସ୍ପଷ୍ଟ କରିଛି । ଆଜି କୋଲକାତାଠାରେ ଅନୁଷ୍ଠିତ ବିସିସିଆଇର ୯୦ତମ ବାର୍ଷିକ ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ନିଆଯାଇଥିବା ଆଉ ଏକ ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଚୋରି କରି ଚର୍ଚ୍ଚାରେ ଚୋର: ଦମ୍ପତିଙ୍କ ବିଷୟରେ ଜାଣି ଦୁଃଖ ପ୍ରକାଶ କଲେ; ଦୁଇ ହଜାର ଫେରାଇଲେ

ଭୁବନେଶ୍ୱର: ଡକାୟତି ପାଇଁ ଆସିଲେ ହେଲେ ଫସର ଫାଟିଗଲା ଯୋଜନା । ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଟାଙ୍ଗୀବନ୍ତରେ ରହୁଥିବା ବିଜୟ ମିଶ୍ରଙ୍କ ଘରକୁ ଗୁରୁବାର ରାତି ଦୁଇଟା ବେଳେ କବାଟ ଭାଙ୍ଗି ପଶିଥିଲେ ଚାରି ଜଣ ଚୋର । ହେଲେ ବଡ ଧରଣର ଡକାୟତି କରିବାକୁ ଆସି ହଟହଟା ହୋଇଛନ୍ତି ଏହି ଚୋର । ଅନେକ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ, ଗୁଜରାଟ ପରେ ମହାରାଷ୍ଟ୍ରରେ ଓମିକ୍ରନ୍, ଦକ୍ଷିଣ ଆଫ୍ରିକା ଫେରନ୍ତା ୩୩ବର୍ଷୀୟ ସଂକ୍ରମିତ

ମୁମ୍ବାଇ:  ମହାରାଷ୍ଟ୍ରରେ ଚିହ୍ନଟ ହେଲେ ଓମିକ୍ରନ୍ ସଂକ୍ରମିତ । ମହାରାଷ୍ଟ୍ରର ଜଣେ ୩୩ ବର୍ଷୀୟ ବ୍ୟକ୍ତି ଓମିକ୍ରନରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏ ନେଇ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି । ତେବେ ମହାରାଷ୍ଟ୍ରରେ ପ୍ରଥମ କରି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିବା ସହ ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି । ପ୍ରତିଦିନ ୧୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଭୁବନେଶ୍ୱରରୁ ୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ…
ଅଧିକ ଖବର ଦେଖନ୍ତୁ...

ଦୁର୍ବଳ ହେଉଛି କି ନକ୍ସଲ ସଂଗଠନ? ସହିଦ ସପ୍ତାହର ୩ୟ ଦିନରେ ଆତ୍ମସମର୍ପଣ କଲେ ୧୬ ମିଲିସିଆ

ମାଲକାନଗିରି: ନକ୍ସଲ ସଂଗଠନ ଦୁର୍ବଳ ହେଉଛି କି? ବିଏସ୍‌ଏଫ୍‌ ଓ ରାଜ୍ୟ ପୁଲିସର ସର୍ଚ୍ଚ ଅପରେସନକୁ ମାଧବାଦୀମାନେ ମୁକାବିଲା କରିପାରୁ ନାହାନ୍ତି। ମାଓବାଦୀଙ୍କ ପିଏଲଜିଏ ସପ୍ତାହର ଆଜି ତୃତୀୟ ଦିନ ଥିଲା। ନକ୍ସଲ ସହିଦ ସପ୍ତାହରେ ହିଂସାତ୍ମକ ହେବା ସହ ବିଭିନ୍ନ ଗ୍ରାମରେ ଏହି ଦିବସକୁ ନାଚଗୀତ…
ଅଧିକ ଖବର ଦେଖନ୍ତୁ...