Daily Archives

January 4, 2022

ଯୁଦ୍ଧ ଜିତିପାରୁଥିବା ଏଲିଟ୍ ଫୋର୍ସ ଗଠନ କରିବାକୁ ପିଏଲଏକୁ ଚୀନ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

ବେଜିଂ : ଯୁଦ୍ଧ ଲଢି ଜିତିବାକୁ ପ୍ରସ୍ତୁତି କରିବାକୁ ଚୀନ ସେନା ବା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)କୁ ନିର୍ଦ୍ଦେଶ ଦେଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ୍ । ସି ଜିନ ପିଙ୍ଗ୍ ରାଷ୍ଟ୍ରପତି ହେବା ସମେତ ଚୀନର ଅତି କ୍ଷମତାଶାଳୀ ସେଣ୍ଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ମୁସଲିମ୍ ଛାତ୍ରଙ୍କୁ ସୂର୍ଯ୍ୟ ନମସ୍କାର କରିବାକୁ ମନାକଲା ମୁସଲିମ୍ ପର୍ସନାଲ୍ ଲ ବୋର୍ଡ

ନୂଆଦିଲ୍ଲୀ: ସ୍ଵାଧୀନତାର ୭୫ ତମ ବର୍ଷପୂର୍ତ୍ତି ଅବସରରେ ଜାନୁଆରି ୧ରୁ ୭ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶ ସରକାର ରାଜ୍ୟର ସ୍କୁଲ ମାନଙ୍କରେ ଆୟୋଜିତ ହେଉଥିବା ସୂର୍ଯ୍ୟ ନମସ୍କାରକୁ ନେଇ ଆପତ୍ତି ଜଣାଇଛି ସର୍ବ ଭାରତୀୟ ମୁସଲିମ୍ ପାର୍ସନାଲ୍ ଲ ବୋର୍ଡ । ବୋର୍ଡ କହିଛି ଯେ ସୂର୍ଯ୍ୟ ନମସ୍କାର…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା କାରରେ ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଆସିଲା ଟୁଇଷ୍ଟ; ସହ ଅଭିନେତାଙ୍କ ଥିଲା ହାତ

ନୂଆଦିଲ୍ଲୀ: ୨୦୧୭ ମସିହାରେ ଏକ ଖବର ସାଉଥ ସିନେମା ଇଣ୍ଡଷ୍ଟ୍ରିକୁ ଦୋହଲାଇ ଦେଇଥିଲା। ଜଣେ ଜଣାଶୁଣା ମାଲାୟାଲୀ ଅଭିନେତ୍ରୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ କରାଯାଇଥିଲା। ଏଥିସହିତ ଦୁଷ୍କର୍ମକାରୀ ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ରେକର୍ଡ କରିଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଅନେକ…
ଅଧିକ ଖବର ଦେଖନ୍ତୁ...

ଗାଧୁଆ ପୋଖରୀରେ ଥିଲା କୁମ୍ଭୀର, ସତର୍କତାର ସହିତ ଜାଲରେ ଧରିଲା ବନ ବିିଭାଗ

ମାଲକାନଗିରି: କୁମ୍ଭୀର ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି ଗ୍ରାମବାସୀ। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବନ ବିଭାଗ ତରଫରୁ ପୋଖରୀରେ ଥିବା ଏକ କୁମ୍ଭୀରକୁ ଉଦ୍ଧାର କରାଯାଇଛି। ବାଲିମେଳା ନିକଟସ୍ଥ ସଦାଶିବପୁର ଗ୍ରାମରେ ଥିବା ଏକ ପଖୋରୀରେ କୁମ୍ଭୀର ଥିବା ସ୍ଥାନୀୟ ଲୋକେ ଦେଖିଥିଲେ।…
ଅଧିକ ଖବର ଦେଖନ୍ତୁ...

୩୫ ଟଙ୍କାରେ ମିଳିବ ଡଃ ରେଡ୍ଡିସର କରୋନା ଔଷଧ ମଲନୁପିରାଭିର୍  

ନୂଆଦିଲ୍ଲୀ : ଭାରତୀୟ ଫାର୍ମା କମ୍ପାନି ଡ. ରେଡ୍ଡିସ୍ ଲାବ ପକ୍ଷରୁ କୋଭିଡ୍ ଚିକିତ୍ସାରେ ବ୍ୟବହାର ହେଉଥିବା ଔଷଧ ମଲନୁପିରାଭିର କ୍ୟାପସୁଲ ବଜାରକୁ ଛଡ଼ାଯାଇଛି । ଏହି କ୍ୟାପସୁଲର ବ୍ରାଣ୍ଡ ନାମ ରଖାଯାଇଛି ମୋଲଫ୍ଲୁ । ଏହି କ୍ୟାପସୁଲର ମୂଲ୍ୟ ରଖାଯାଇଛି ୩୫ ଟଙ୍କା । ଗୋଟିଏ ଷ୍ଟ୍ରିପରେ…
ଅଧିକ ଖବର ଦେଖନ୍ତୁ...

‘ମୋ ଝିଅକୁ ବାଡେଇଲ କାହିଁକି’ କହି ସ୍କୁଲରେ ଗୁଳି ଫୁଟାଇଲେ ଯବାନ

ଜୟପୁର: ଝିଅକୁ ବାଡେଇବାରୁ କ୍ରୋଧିତ ହେଲେ ବାପା | ଆଉ ଝିଅକୁ ମାଡ ମାରିଥିବା ଶିକ୍ଷକଙ୍କୁ ଏହାର ଜବାବ ଦେବାକୁ ସ୍କୁଲରେ ଗୁଳି ଫୁଟାଇଲେ ଯବାନ | ରାଜସ୍ଥାନର ଭରତପୁର ଜିଲ୍ଲାର ସ୍କୁଲରେ ଏମିତି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ପୁଲିସ କହିଛି ଯେ ଏହି ଘଟଣା କାନୱାଡା ଗ୍ରାମରେ…
ଅଧିକ ଖବର ଦେଖନ୍ତୁ...

ରାଗରେ ସ୍ତ୍ରୀକୁ ଆଠମହଲା ବାଲକୋନିରୁ ତଳକୁ ଫିଙ୍ଗିଦେଲା ସ୍ବାମୀ

ଲକ୍ଷ୍ମୌ: ଲକ୍ଷ୍ମୌ ଗୋସାଇଗଞ୍ଜରେ ଜଣେ ବ୍ୟକ୍ତି ପାରିବାରିକ ବିବାଦ ପରେ ନିଜ ପତ୍ନୀଙ୍କୁ କୋଠାର ଅଷ୍ଟମ ମହଲାର ବାଲକୋନିରୁ ତଳକୁ ଠେଲି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ୩୨ ବର୍ଷିୟ ପୀଡିତା ନିତୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ନାମ ବଦଳାଇବାରେ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ଆଗରେ ଅଛନ୍ତି ଅଖିଳେଶ ଯାଦବ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ଯୋଗୀ ଆଦିତ୍ୟନାଥଙ୍କ ଠାରୁ ଅଧିକ ଜିଲ୍ଲାର ନାମ ବଦଳାଇଛନ୍ତି । ସୂଚନା ଅଧିକାର ଆଇନ(ଆରଟିଆଇ) ଜରିଆରେ ପ୍ରଶ୍ନ କରିବା ପରେ ମିଳିଥିବା ଉତ୍ତରରୁ ଏହା ଜଣା ପଡିଛି। ଯୋଗୀ ଆଦିତ୍ୟନାଥ ନିଜ କାର୍ଯ୍ୟକାଳ ସମୟରେ ୨ଟି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୨୧, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬

ଭୁବନେଶ୍ୱର: ରାଜ୍ୟରେ ଆଜି ୧୨୧ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୩୪୬ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ଜୋହାନ୍ସବର୍ଗ ଟେଷ୍ଟ : ଶାର୍ଦ୍ଦୁଲଙ୍କ ଘାତକ ବୋଲିଂ, ଦକ୍ଷିଣ ଆଫ୍ରିକା ୨୨୯ରେ ଅଲଆଉଟ୍

ଜୋହାନ୍ସବର୍ଗ : ଜୋହାନ୍ସବର୍ଗ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୨୨୯ରନରେ ଅଲଆଉଟ ହୋଇଯାଇଛି । ଫଳରେ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ଭାରତଠାରୁ ୨୭ ରନରେ ଆଗୁଆ ରହିଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ କିଗାନ ପିଟରସନ ସର୍ବାଧିକ ୬୨ ରନ କରି ଆଉଟ ହୋଇଥିବାବେଳେ ବାଭୁମା ୫୧ ରନ କରିଥିଲେ । ତେବେ ଆଜିର…
ଅଧିକ ଖବର ଦେଖନ୍ତୁ...