Daily Archives

January 15, 2022

୨୦ ତାରିଖରୁ ସିଭିଲ୍ ସର୍ଭିସ୍ ପରୀକ୍ଷା: ପରୀକ୍ଷାର୍ଥୀ ବାଧ୍ୟତାମୂଳକ ଭାବେ ପାଳନ କରିବେ କୋଭିଡ କଟକଣା

ଭୁବନେଶ୍ୱର: ଚଳିତ ମାସରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଏବଂ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ନିମନ୍ତେ କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛିା ଏହି ମର୍ମରେ ଓଡ଼ିଶା ଲୋକସେବା ଆୟୋଗର ସଚିବଙ୍କ ପ୍ରଦତ୍ତ ସୂଚନା ଜାରି…
ଅଧିକ ଖବର ଦେଖନ୍ତୁ...

ବିବାହ ଦିନ ବର ବିଳମ୍ବରେ ପହଞ୍ଚିବାରୁ କନ୍ୟା କଲା ଏଭଳି କାମ

ନୂଆଦିଲ୍ଲୀ: ବିବାହ ସମୟରେ ଅନେକ ରୀତିନୀତି ପାଳନ କରିବାକୁ ପଡେ, ଯେଉଁ କାରଣରୁ ଅନେକ ଥର ବରକୁ ମଣ୍ଡପରେ ପହଞ୍ଚିବାରେ ବିଳମ୍ବ ହୋଇଥାଏ। ବରାଯାତ୍ରୀ ଆସିବା ପର୍ଯ୍ୟନ୍ତ ଏବଂ ବିବାହ ରୀତିନୀତି ଆରମ୍ଭ ନହେବା ପର୍ଯ୍ୟନ୍ତ ଭାରତରେ କନ୍ୟାମାନଙ୍କୁ ମଧ୍ୟ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଥାଏ।…
ଅଧିକ ଖବର ଦେଖନ୍ତୁ...

ବାଣ୍ଟିଲେ ପୋକରା ଚାଉଳ, ହିତାଧିକାରୀଙ୍କ ପ୍ରତିବାଦରୁ ଉତ୍ତେଜନା

ଚିଲିକା: ସରକାର ଅଭାବୀ ଜନସାଧାରଣଙ୍କ ନିମନ୍ତେ ଅନେକ ଜନ କଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି। ସେଥି ମଧ୍ୟ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା ହେଉଛି ଅନ୍ୟତମ। ଏହି ଯୋଜନାର ହିତାଧିକାରୀ ଲୋକେ ଦୁଇ ଓଳି ଦୁଇ ମୁଠା ଖାଇଵାକୁ ପାଇ ପାରୁଛନ୍ତି । ସେଥିପାଇଁ ରାଜ୍ୟ ସରକାର କୋରୋନା ମହାମାରୀ ସମୟରେ…
ଅଧିକ ଖବର ଦେଖନ୍ତୁ...

ଗ୍ରାହକଙ୍କ ଯୋଗୁଁ ଜୋମାଟୋରେ ଚାକିରି ପାଇଲେ ଯୁବକ

ନୂଆଦିଲ୍ଲୀ : ଆପଣଙ୍କ ଇପସିତ ଚାକିରି ପାଇବାକୁ ଆପଣଙ୍କୁ କଣ କରିବାକୁ ହେବ ? ଏହାର ଉତ୍ତର ହେବ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ସହ ସାକ୍ଷାତକାରରେ ଉକ୍ତ କମ୍ପାନିର ବରିଷ୍ଠ ଅଧିକାରୀ ଓ ମାନବ ସମ୍ବଳ ଅଧିକାରୀଙ୍କୁ ପ୍ରଭାବିତ କରିପାରିଲେ ଚାକିରି ମିଳିପାରିବ ।  କିନ୍ତୁ ଯଦି…
ଅଧିକ ଖବର ଦେଖନ୍ତୁ...

କେକ୍‌ ଖାଇବାକୁ ନେଇ ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ: ଜଣେ ମୃତ ଓ ଅନ୍ୟ ଜରେ ଗୁରୁତର

ଭୁବନେଶ୍ବର: ରାଜଧାନୀରେ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ବିଚ୍ ରାସ୍ତାରେ ଆଜି ଯୁବକଙ୍କୁ ଛୁରୀ ମାରି ହତ୍ୟା କଲେ ଦୁର୍ବୃତ୍ତ । ତେବେ କେକ୍ ଖାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରର ପ୍ରେସ ଛକ ନିକଟରେ ଏହି ହତ୍ୟାକାଣ୍ଡ…
ଅଧିକ ଖବର ଦେଖନ୍ତୁ...

ଗାଡି ପାଇଁ ଚାଲାଣ କାଟିବାରୁ ଯୁବକ ଦେଖାଇଲେ ତାଉ, ସରକାର ଖାଲି ଆସିଯାଉ…

ଲଖନଉ: ମାର୍ଚ୍ଚ ୧୦ ପରେ ଉତ୍ତରପ୍ରଦେଶରେ ନିର୍ବାଚନ ଫଳ ଘୋଷଣା ହେବ | ୟୁପି ରାଜନୀତିରେ କିଛି ପରିବର୍ତ୍ତନ ଦେଖାଦେବ ନା ନାହିଁ ସେବାବଦରେ କିଛି ଜଣାନଥିଲେ ବି ରାଜନୈତିକ ଦଳ ନାମରେ କିଛି ତଥାକଥିତ ଲୋକ ପୁଲିସ କର୍ମଚାରୀଙ୍କୁ ଧମକ ଦେବା ବନ୍ଦ କରୁନାହାନ୍ତି | ସେମାନଙ୍କ ଦଳ ସରକାର ଗଠନ…
ଅଧିକ ଖବର ଦେଖନ୍ତୁ...

ପୁଲିସ ହାତରେ ମୋଷ୍ଟ ୱାଂଟେଡ଼ ହାଇପ୍ରୋଫାଇଲ ଠକ; ଅଧିକ ସୁଧର ଲୋଭ ଦେଖାଇ ଠକିଛି ୪କୋଟିରୁ ଅଧିକ ଟଙ୍କା

ଭୁବନେଶ୍ବର: ମୋଷ୍ଟ ୱାଣ୍ଟେଡ଼ ଠକକୁ ବାନ୍ଧିଲା କମିସନରେଟ ପୁଲିସ । ଲୋକଙ୍କ ସଞ୍ଚିତ ଅର୍ଥକୁ ହଡପ କରି ଦେଢ ବର୍ଷ ଧରି ଫେରାର ଥିବା ପ୍ରଭାକର ଜେନାଙ୍କୁ ସାମନ୍ତରାପୁରରୁ ଗିରଫ କରିଛି ମଞ୍ଚେଶ୍ୱର ପୁଲିସ । କମ୍ ଦିନରେ ଅଧିକ ସୁଧର ଲୋଭ ଦେଖାଇ ଲୋକଙ୍କୁ ୪ କୋଟିର ଚୂନ ଲଗାଇ ଦେଇଛି ଏହି…
ଅଧିକ ଖବର ଦେଖନ୍ତୁ...

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୧୨୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ବଢ଼ୁଛି କରୋନା ସଂକ୍ରମଣ। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆଜି ୧୨ଶହ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ଘଣ୍ଟ‌ାରେ ଭୁବନେଶ୍ବରରେ ୧୨୩୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଇଛି। ଆଜି…
ଅଧିକ ଖବର ଦେଖନ୍ତୁ...

୪ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି, କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ୨

ଭୁବନେଶ୍ବର: ରାଜ୍ୟ ସରକାର ୪ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ସେହିପରି ୨ ଜଣଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବା ଲାଗି ଅନୁମତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ୧୯୯୧ ବ୍ୟାଚ୍‌ର ଆଇଏଏସ୍‌…
ଅଧିକ ଖବର ଦେଖନ୍ତୁ...

ଗାଁ ଭିତରେ ପଶିଲେ ୩ଟି ଭାଲୁ; ମନ୍ଦିରକୁ ଯାଉଥିବାର ଦୃଶ୍ୟ ମୋବାଇଲରେ କଏଦ

ନବରଂଗପୁର: ଗାଁ ମନ୍ଦିର ପରିସରରେ ଭାଲୁ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗ୍ରାମରେ ଥିବା ହନୁମାନ ମନ୍ଦିର ଓ ଶିବ ମନ୍ଦିର ପରିସରରେ ମା’ ସହ ଦୁଇ ଛୁଆ ଭାଲୁ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ନଇଁବା ମାତ୍ରେ ମା ଭାଲୁ ନିଜର ଦୁଇ…
ଅଧିକ ଖବର ଦେଖନ୍ତୁ...