Monthly Archives

February 2022

ଏପଟେ ଆଲୋଚନା, ସେପଟେ ରୁଷିଆର ଆକ୍ରମଣ ଜାରି

କିବ୍ : ଗୋଟିଏ ପଟେ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ଅନ୍ୟପକ୍ଷରେ ପୁଣି ଆକ୍ରମଣ ଆରମ୍ଭ କରିଛି ରୁଷୀୟ ସେନା । ଆଜି ୟୁକ୍ରେନ ସହର ଖାରକ୍ରିଭ୍ ଉପରେ ରୁଷିଆ ପକ୍ଷରୁ ରକେଟ୍ ଆକ୍ରମଣ କରାଯାଇଛି  । ଏଥିରେ ଅନେକ ଲୋକ ମୃତାହତ ହୋଇଥିବା କୁହାଯାଉଛି । ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...

ଚେଚେନ ବାହିନୀକୁ ଋଷିଆ ଠାରୁ ମିଳିଛି ୟୁକ୍ରେନ ରାଷ୍ଟ୍ରପତି ଓ ଅନେକ ଅଧିକାରୀଙ୍କୁ ହତ୍ୟା କରିବାର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଚେଚେନ ବାହିନୀକୁ ନେଇ ଚର୍ଚ୍ଚା ହେଉଛି। ଚେଚେନ ବାହିନୀ ଦକ୍ଷିଣ ଋଷିଆସ୍ଥିତ ଚେଚନ୍ୟା ଦେଶର ସୈନ୍ୟ। ଚେଚନ୍ୟା ଋଷିଆନ ଫେଡରେସନର ଅଂଶ। ଚେଚନ୍ୟାର ରାଷ୍ଟ୍ରପତି ରମଜାନ କେଦିରୋଭ ୟୁକ୍ରେନକୁ ଚେଚେନ ସୈନ୍ୟଙ୍କୁ ପଠାଇବାକୁ…
ଅଧିକ ଖବର ଦେଖନ୍ତୁ...

ବୁଲେଟ ଟ୍ରେନଠାରୁ ଅଧିକ ବେଗରେ ଉଡ଼ିପାରେ ଏହି ପକ୍ଷୀ

ନୂଆଦିଲ୍ଲୀ: ଅଧିକ ବେଗରେ ଯିବା ରେକର୍ଡ ବୁଲେଟ୍ ଟ୍ରେନ୍ ନାମରେ ରହିଛି | ଭୂମିରେ ଏହି ଟ୍ରେନର ଗତି ସବୁଠାରୁ ଅଧିକ ହୋଇଥିବାବେଳେ ବୁଲେଟ ଟ୍ରେନଠାରୁ ଅଧିକ ବେଗରେ ଉଡିପାରୁଥିବା ଏକ ପକ୍ଷୀ ଏବେ ଭାରତରେ ଦେଖିବାକୁ ମିଳିଛି | ମିଳିଥିବା ସୂଚନା ଅନୁଯାୟୀ, ବିହାରର ଏସିଆନ୍ ୱାଟର ବାର୍ଡ…
ଅଧିକ ଖବର ଦେଖନ୍ତୁ...

ଏୟାରଇଣ୍ଡିଆ ଓ ଇଣ୍ଡିଗୋ ପରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଆଗକୁ ଆସିଲା ସ୍ପାଇସଜେଟ

ନୂଆଦିଲ୍ଲୀ: ଏୟାରଇଣ୍ଡିଆ ଓ ଇଣ୍ଡିଗୋ ପରେ ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ‘ଅପରେସନ୍ ଗଙ୍ଗା’ରେ ଯୋଗଦେଲା ସ୍ପାଇସଜେଟ। ଋଷର ଆକ୍ରମଣ ହେତୁ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ପାଇସଜେଟ ଶୁକ୍ରବାର ଦିନ ହଙ୍ଗେରୀର ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

ଜାଗର ପାଇଁ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି: ପୁଲିସ କମିସନର

ଭୁବନେଶ୍ବର: ପବିତ୍ର ମହାଶିବରାତ୍ରି ଉପଲକ୍ଷେ ସମଗ୍ର ରାଜ୍ୟରେ ଥିବା ଶିବାଳୟ ସମେତ ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ଆସନ୍ତାକାଲି ଜାଗର ଉପଲକ୍ଷେ ରାଜଧାନୀ ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଆଜି ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି…
ଅଧିକ ଖବର ଦେଖନ୍ତୁ...

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଜାରି; ଜୀବନ ରକ୍ଷା ପାଇଁ ବଙ୍କରରେ ରହୁଛନ୍ତି ଭଦ୍ରକ୍‌ର ମେଡିକାଲ ଛାତ୍ରୀ

ଭଦ୍ରକ: ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ଜାରି ଥିବା ଯୁଦ୍ଧ ଯୋଗୁ ଭାରତ ସମେତ ସମଗ୍ର ବିଶ୍ବବାସୀଙ୍କ ଚିନ୍ତା ବଢ଼ିଛି। ପରିସ୍ଥିତି ଭଲ ନଥିବାରୁ ବିଦେଶୀ ନାଗରିକମାନେ ୟୁକେନ୍‌ ଛାଡ଼ି ନିଜ ନିଜ ଦେଶକୁ ଫେରିଯାଉଛନ୍ତି। କିନ୍ତୁ ଆହୁରି ଲକ୍ଷ ଲକ୍ଷ ବିଦେଶୀ ନାଗରିକ ସ୍ବଦେଶ ଫେରିବାକୁ ଚାହୁଁଥିଲେ…
ଅଧିକ ଖବର ଦେଖନ୍ତୁ...

ମାର୍ଚ୍ଚ ମାସ ପାଇଁ ଆସିଲା କରୋନା ଗାଇଡଲାଇନ୍‌; ଘର ଭିତରେ ପରିବାର ସହିତ ଖେଳିପାରିବେ ହୋଲି

ଭୁବନେଶ୍ୱର: ରାଜ୍ୟ ସରକାର ମାର୍ଚ୍ଚ ମାସ ପାଇଁ କୋଭିଡ୍‌ ଗାଇଡଲାଇନ୍‌ ଜାରି କରିଛନ୍ତି। ମାର୍ଚ୍ଚ ମାସରେ ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ଓ ହୋଲି ନେଇ ସରକାର ପରାମର୍ଶ ଜାରି କରିଛନ୍ତି। ଗତବର୍ଷ ଭଳି ଚଳିତ ଥର ମଧ୍ୟ ସର୍ବସାଧାରଣସ୍ଥଳରେ ଲୋକେ ହୋଲି ଖେଳିପାରିବେ ନାହିଁ। ସରକାର…
ଅଧିକ ଖବର ଦେଖନ୍ତୁ...

ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦେଖି ଭୟଭୀତ ହୋଇ ଶିଶୁ କହୁଛି ଏଭଳି କଥା

ନୂଆଦିଲ୍ଲୀ: ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏଭଳି ଭୟାବହ ପରିସ୍ଥିତି ହେତୁ ୟୁକ୍ରେନର ଲୋକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଲୋକମାନେ ନିଜର ଅସୁବିଧା, କଷ୍ଟ ଓ ଯନ୍ତ୍ରଣାକୁ ସୋସିଆଲ ମିଡିଆରେ  ସେୟାର କରୁଛନ୍ତି। ଏହି ଭିଡିଓଗୁଡିକ ସୋସିଆଲ ମିଡିଆରେ ପୋଷ୍ଟ…
ଅଧିକ ଖବର ଦେଖନ୍ତୁ...

ଫିଟ୍ ଦିଶିବା ପାଇଁ ଷ୍ଟେରଏଡ ନେଉଛନ୍ତି ପୁଟିନ୍ ! ମୁହଁରେ ଆସିଥିବା ପରିବର୍ତ୍ତନ ପାଇଁ ଏଭଳି କହିଲେ ଡାକ୍ତର

ନୂଆଦିଲ୍ଲୀ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିଜ ଶରୀର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏତେ ବର୍ଷ ବୟସରେ ବି ସେ କିଭଳି ଏତେ ଫିଟ୍, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ବ୍ରିଟେନର ଜଣେ ପୂର୍ବତନ ବୈଦେଶିକ ମନ୍ତ୍ରୀ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପରିଷଦ ଜୋନ୍‌ରେ ଦଳୀୟ ସ୍ଥିତି: ଖୋର୍ଦ୍ଧାରେ ବିଜେଡିର ବିଜୟ ଯାତ୍ରା ଅପରିବର୍ତିତ, ବିଜେଡିି ୯ ଓ ବିଜେପି ୧ରେ…

ଖୋର୍ଦ୍ଧା: ଦ୍ୱିତୀୟ ଦିନ ଭୋଟ ଗଣନାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ହୋଇଛି । ଜଟଣୀ ନିର୍ବାଚନ ମଣ୍ଡଳୀର ସମସ୍ତ ଦୁଇଟି ଜୋନ୍ର ଗଣନା ଶେଷ ହୋଇଛି । ଦ୍ୱିତୀୟ ଦିନ ଅର୍ଥାତ୍ ୨୭ ତାରିଖର ଗଣନାରେ ରାତି ୧୦ଟା ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାର ଦୁଇଟି ଜୋନ୍ରେ ବିଜେପି ଆଗୁଆ ରହିଥିଲା । କିନ୍ତୁ ଚୂଡ଼ାନ୍ତ…
ଅଧିକ ଖବର ଦେଖନ୍ତୁ...