Monthly Archives

February 2022

୨୪୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ‘ଅପରେସନ୍ ଗଙ୍ଗା’ର ଷଷ୍ଠ ବିମାନ

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅପରେସନ୍ ଗଙ୍ଗା ଆରମ୍ଭ କରାଯାଇଛି। ଋଷ ଯୁଦ୍ଧ ଘୋଷଣା କରିବା ପରେ ବୈଦେଶିକ ସଚିବ ହର୍ଷ ଭି ଶ୍ରୀଙ୍ଗଲା ଗୁରୁବାର ଦିନ ୟୁକ୍ରେନରେ ଫସି ରହିଥିବା ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ‘ଅପରେସନ୍ ଗଙ୍ଗା’ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ସେପଟେ ଚାଲିଛି ଯୁଦ୍ଧ, ଏପଟେ ଭାରତରେ ଭାରତୀୟଙ୍କୁ ବିବାହ କଲେ ୟୁକ୍ରେନୀୟ ଯୁବତୀ

ହାଇଦ୍ରାବାଦ: ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ଦିନଠାରୁ, ୟୁକ୍ରେନ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଲଗାତାର ପଞ୍ଚମ ଦିନ ପାଇଁ ଋଷର ସେନା ୟୁକ୍ରେନର ଅନେକ ସହର ଉପରେ ଆକ୍ରମଣ କରୁଛି, କିନ୍ତୁ ୟୁକ୍ରେନ ମଧ୍ୟ ହାର ମାନିବାକୁ ପ୍ରସ୍ତୁତ ନୁହେଁ। ୟୁକ୍ରେନର ସାଧାରଣ ନାଗରିକମାନେ…
ଅଧିକ ଖବର ଦେଖନ୍ତୁ...

କିବରୁ ଉଠିଲା ରାତ୍ରୀ କର୍ଫ୍ୟୁ, ଫସିଥିବା ଭାରତୀୟଙ୍କ ପାଇଁ ନୂଆ ପରାମର୍ଶ ଜାରି କଲା ଦୂତାବାସ

ନୂଆଦିଲ୍ଲୀ : ଯୁଦ୍ଧଗ୍ରସ୍ତ ୟୁକ୍ରେନର ରାଜଧାନୀ କିବ୍ ଉପରେ ଗତ ରାତିଠାରୁ ଆଉ ଆକ୍ରମଣ ହୋଇନାହିଁ । ରୁଷିଆ ସେନା କିଏଭକୁ ଘେରି ରହିଥିଲେ ମଧ୍ୟ ଆକ୍ରମଣ କରୁନାହାନ୍ତି । ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଥିବାରୁ ଅସ୍ଥାୟୀ ଭାବେ ଶାନ୍ତି ବିରାଜମାନ କରୁଛି । ଏହାକୁ ଦୃଷ୍ଟିରେ ରଖି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପରିଷଦ ନିର୍ବାଚନ: ୭୬୪ ଜୋନ୍‌ରେ ବିଜେଡି ଆଗୁଆ; ୪୩ରେ ବିଜେପି, ୩୭ରେ କଂଗ୍ରେସ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ହୋଇଥିବା ଭୋଟ୍‌ ଗଣତିର ପ୍ରଥମ ଦିନର ଫଳାଫଳ ଆସିଛି। ତୃତୀୟ ଦିନରେ ଗଣତି ଜାରି ରହିଛି। ଏପର୍ଯ୍ୟନ୍ତ ୮୫୧ଟି ଜୋନ୍‌ର ଟ୍ରେଣ୍ଡ ଆସିଛି। ଏଥିରେ ବିଜୁ ଜନତା ଦଳ ୭୬୪ଟି ଜୋନ୍‌ରେ ବିଜୟ ଅଥବା ଆଗୁଆ ରହିଛି। ଭାରତୀୟ ଜନତା…
ଅଧିକ ଖବର ଦେଖନ୍ତୁ...

ଏବେ ସିଧା ନାକରେ ଲଗାଇ ପାରିବେ ଏୟାର୍ ପ୍ୟୁରିଫାୟର୍, ଭାଇରସ୍ ଓ ବାୟୁ ପ୍ରଦୂଷଣ ଉଭୟ ପାଇଁ ଉପଯୋଗୀ

ନୂଆଦିଲ୍ଲୀ: କରୋନା ମହାମାରୀର ପ୍ରାରମ୍ଭରୁ ହିଁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇ ଆସୁଛି। କିନ୍ତୁ ଆଇଆଇଟି (ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟି ଅଫ୍ ଟେକ୍ନୋଲେଜି), ଦିଲ୍ଲୀର ଏକ ଷ୍ଟାର୍ଟଅପ୍ ଏପରି ଏକ ଏୟାର୍ ପ୍ୟୁରିଫାୟର୍ (ବାୟୁ ବିଶୋଧନକାରୀ) ବନାଇଛି ଯାହାକୁ ପିନ୍ଧାଯାଇ ପାରିବ।…
ଅଧିକ ଖବର ଦେଖନ୍ତୁ...

ସ୍ବୟଂବର କରି ଜୀବନସାଥୀ ବାଛିବେ ମିକା ସିଂ, ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ

ନୂଆଦିଲ୍ଲୀ : ଟେଲିଭିଜନରେ ଜୀବନସାଥୀ ବାଛିବାର ଟ୍ରେଣ୍ଡ୍ ବହୁତ ଆଗରୁ ଚାଲି ଆସିଛି। ଏହି କ୍ରମରେ ଏବେ ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ରିଆଲିଟି ସୋ’ ମାଧ୍ୟମରେ ତାଙ୍କ ପାଇଁ ଜୀବନସାଥୀ ଖୋଜିବେ ବୋଲି ଖବର ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ମୁତାବକ, ମିକା ସିଂଙ୍କ ରିଆଲିଟି…
ଅଧିକ ଖବର ଦେଖନ୍ତୁ...

ଏବେ ମଦ ପିଇ ଧରାପଡ଼ିଲେ ଯିବାକୁ ପଡ଼ିବ ନାହିଁ ଜେଲ ! କିନ୍ତୁ…

ନୂଆଦିଲ୍ଲୀ: ଏବେ ମଦ ପିଇ ଧରାପଡ଼ିଲେ ଯିବେ ନାହିଁ ଜେଲ। ମଦ ପିଉଥିବା ସମୟରେ ବା ପିଇବା ପରେ ଯଦି ପୁଲିସ ଆପଣଙ୍କୁ ଅଟକାଏ, ତେବେ ସେ ଆପଣଙ୍କୁ ଗିରଫ କରିପାରିବେ ନାହିଁ। ଏଭଳି କିଛି ନିୟମ ତିଆରି କରିଛନ୍ତି ବିହାର ସରକାର। ମଦ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଏହାକୁ ବିକ୍ରି କରୁଥିବା…
ଅଧିକ ଖବର ଦେଖନ୍ତୁ...

ଚୀନ ବି ରୁଷିଆ ପଛରେ ଛିଡ଼ା ହେବାକୁ ଡରୁଛି !

ବେଜିଂ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ପରେ ସମଗ୍ର ବିଶ୍ବରେ ମସ୍କୋ ବିରୋଧରେ ଜନମତ ତେଜିବାରେ ଲାଗିଛି । ସମଗ୍ର ବିଶ୍ବରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆଧୁନିକ ଯୁଗର ହିଟଲର ଭାବେ ଚିତ୍ରଣ କରାଯାଉଛି । ଏଣୁ ରୁଷିଆର ପାରମ୍ପରିକ ବନ୍ଧୁ ରାଷ୍ଟ୍ର ଚୀନ ଓ ଭାରତ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ଆସିଥିବା ଶିଶୁକୁ ବଞ୍ଚାଇ ନପାରିବାରୁ ଭୋଭୋ ହୋଇ କାନ୍ଦିଲେ ଡାକ୍ତର, କହିଲେ ଦୟାକରି ଏଦୃଶ୍ୟକୁ ଥରେ…

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି। ଗତ ଫେବ୍ରୁଆରି ୨୪ ତାରିଖ ସକାଳ ଠାରୁ ଋଷିଆ କ୍ରମାଗତ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି। ଋଷିଆ ଆକ୍ରମଣରେ ଏଯାବତ ୩୫୨ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏଥିରେ ୧୬ଜଣ ଶିଶୁ ସାମିଲ ଥିବା କୁହାଯାଉଛି।…
ଅଧିକ ଖବର ଦେଖନ୍ତୁ...

ୟୁକ୍ରେନରେ ରହିଯାଇଥିବା ଅନ୍ୟ ଛାତ୍ରଛାତ୍ରୀଙ୍କ ଫେରିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆପଣାମାନେ ସମସ୍ତେ ନିରାପଦରେ ଫେରିଆସିଥିବାରୁ ମୁଁ ଆଶ୍ବସ୍ତ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନ୍‌ଲାଇନ୍‌ ଜରିଆରେ ଆଲୋଚନା କରି ଏହା କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ କରି ୟୁକ୍ରେନରେ…
ଅଧିକ ଖବର ଦେଖନ୍ତୁ...