Daily Archives

May 24, 2022

ଜିଲ୍ଲାର ନାଁ ବଦଳାଇବାରୁ ମନ୍ତ୍ରୀଙ୍କ ଘର ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ନୂଆଦିଲ୍ଲୀ: ଜିଲ୍ଲାର ନାଁ ବଦଳାଇବାକୁ ନେଇ ହିଂସା। ମଙ୍ଗଳବାର ଅପରାହ୍ନରେ ଆନ୍ଧ୍ରପ୍ରଦେଶର ଅମାଲପୁରମ୍ ସହରରେ ଘଟିଛି ହିଂସାକାଣ୍ଡ। ସେଠାରେ ନବନିର୍ମିତ କୋନାସିମା ଜିଲ୍ଲାର ନାଁ ବିଆର ଆମ୍ବେଦକର କୋନାସିମା କରିବାକୁ ପ୍ରସ୍ତାବ ଦିଆଯିବା ପରେ ହିଂସା ଆରମ୍ଭ କରିଥିଲେ ଉତ୍ତ୍ୟକ୍ତ ଜନତା। ଏହି…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ାରେ କାଳବୈଶାଖୀ ତାଣ୍ଡବ, ଘଣ୍ଟାଏ ଛେଚିଲା, ଅଧା ଜିଲ୍ଲା ଅନ୍ଧାରରେ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ। ଘଣ୍ଟାଏ ଧରି ସାରା ଜିଲ୍ଲାରେ ପ୍ରବଳ ବର୍ଷା ହେବା କାରଣରୁ ଯାତାୟାତ ଓ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ମୁନିଗୁଡ଼ା, ଗୁଣପୁର, କୋରାପୁଟ ରାସ୍ତାରେ ବିରାଟକାୟ ଗଛ ଧରାଶାୟୀ ଯୋଗୁ ଯାତାୟାତ ଠପ୍ ହୋଇ ପଡ଼ିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କଏଦୀଙ୍କ ଖାଦ୍ୟ ଖାଇବେ ନାହିଁ ସିଦ୍ଧୁ, ମିଳିବ ସ୍ପେଶାଲ ଖାନା

ଚଣ୍ଡୀଗଡ଼: ରୋଡ଼ରେଜ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜୋତ ସିଂ ସିଦ୍ଧୁ ଏବେ ପଟିଆଲା କେନ୍ଦ୍ରୀୟ ଜେଲରେ ଅଛନ୍ତି। ତାଙ୍କୁ ଏକ ବର୍ଷ ପାଇଁ ଦଣ୍ଡିତ କରାଯାଇଛି। ଜେଲରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ରକ୍ତରଂଜିତ ହେଲା ପୁରୀ ବଡ଼ଦାଣ୍ଡ; ଜଣେ ମୃତ, ଅଭିଯୁକ୍ତକୁ କାବୁ କଲା ପୁଲିସ

ପୁରୀ: ଶ୍ରୀମନ୍ଦିର ସମ୍ମୁଖ ପବିତ୍ର ବଡ଼ଦାଣ୍ଡ ମଙ୍ଗଳବାର ରକ୍ତରଂଜିତ ହୋଇପଡିଛି। ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଗୁଳି ଳିମାଡ଼ ହୋଇଛି। ଦୁର୍ବୃତ୍ତଙ୍କ ଗୁଳିମାଡରେ ସମ୍ପୃକ୍ତ ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକ ହେଲେ ଟାଉନ୍‌ ଥାନା ଅନ୍ତର୍ଗତ ତଳୁଛ ସାହିର ଶିବରାମ ପାତ୍ର। ତେବେ ପୁଲିସ ଅଳ୍ପ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ପ୍ରଥମ କ୍ବାଲିଫାୟର : ଗୁଜୁରାଟ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ

କୋଲକାତା : କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ପ୍ରଥମ କ୍ବାଲିଫାୟର ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ଆଗରେ ୧୮୯ରନର ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ ରୟାଲ୍ସ । ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି…
ଅଧିକ ଖବର ଦେଖନ୍ତୁ...

ସର୍ଭିସ ରେକର୍ଡ ଅପ୍‌ଡେଟ୍‌ ପାଇଁ ୨୦ ହଜାର ଲାଞ୍ଚ ନେଉଥିଲେ ସିଆରସିସି, ମାଡ଼ବସିଲା ଭିଜିଲାନ୍ସ

ନାରାୟଣପାଟଣା: ଜଣେ ସହକାରୀ ଶିକ୍ଷକଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅନ୍ତର୍ଗତ ବିଜାଘାଟି ଏବଂ ତଳଗୁମାଣ୍ଡିର ସେକ୍‌ସନ୍‌ର କ୍ଲଷ୍ଟର ରିସୋର୍ସ ସେଣ୍ଟର କୋର୍ଡିନେଟର (ସିଆରସିସି)ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ…
ଅଧିକ ଖବର ଦେଖନ୍ତୁ...

ରୋବର୍ଟ କରିବ ଜଟିଳ ଅପରେସନ ! ସମ୍ଭବ କରିବ ମେଟାର ଏଆଇ ପ୍ଲାଟଫର୍ମ

ନୂଆଦିଲ୍ଲୀ : କଣ ଭବିଷ୍ୟତରେ ରୋବର୍ଟ ମଣିଷ ଶରୀରରେ ଜଟିଳ ଅସ୍ତ୍ରୋପଚାର କରିପାରିବେ ? ଏହା କଣ ସମ୍ଭବ ? ଏପରି ଏକ ସମ୍ଭାବନା ଉପରେ କାମ ଆରମ୍ଭ କରିଦେଇଛି ମେଟା ବା ପୂର୍ବର ଫେସବୁକ । ଅତ୍ୟାଧୁନିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରି…
ଅଧିକ ଖବର ଦେଖନ୍ତୁ...

ସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ ସରକାରଙ୍କ ରୂପାନ୍ତର ଶୃଙ୍ଖଳାର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରମୁଖ ସଚିବ ଜି. ମାଥିଭାତନନ୍ ବିଭାଗର ରୂପାନ୍ତର କାର୍ଯ୍ୟକ୍ରମ ସଂପର୍କରେ ଏକ…
ଅଧିକ ଖବର ଦେଖନ୍ତୁ...

ହାଟକୁ ଯାଇ ପତ୍ନୀଙ୍କ ପାଇଁ ଟିକିଲି, ସିନ୍ଦୂର ଓ ମେହେନ୍ଦି କିଣିଲେ ଏହି ମୁଖ୍ୟମନ୍ତ୍ରୀ

ରାୟପୁର: ହାଟକୁ ଯାଇ ପତ୍ନୀଙ୍କ ପାଇଁ ଟିକିଲି, ସିନ୍ଦୂର ଓ ମେହେନ୍ଦି କିଣିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ | ବାସ୍ତବରେ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବେ ୯୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ବସ୍ତର ଜିଲ୍ଲାର କିଲେପାଲରେ…
ଅଧିକ ଖବର ଦେଖନ୍ତୁ...

କୋଲଡ ଡ୍ରିଙ୍କସରୁ ମଲା ଝିଟିପିଟି ବାହାରିବାରୁ ସିଲ୍ ହେଲା ମାକଡୋନାଲଡ

ନୂଆଦିଲ୍ଲୀ: କୋଲଡ ଡ୍ରିଙ୍କସରୁ ବାହାରିଲା ମଲା ଝିଟିପିଟି। ଅହମଦାବାଦର ସାଇନ୍ସ ସିଟି ରୋଡରେ ଅବସ୍ଥିତ ମାକଡୋନାଲଡକୁ ଯାଇ ଦୁଇ ଜଣ ବନ୍ଧୁ କୋଲଡ ଡ୍ରିଙ୍କସ ଅର୍ଡର କରିଥିଲେ। କୋଲଡ ଡ୍ରିଙ୍କସ ମିଳିବା ପରେ ପିଇବାକୁ ଯିବା ସମୟର ଭିତରେ ପଡ଼ିଥିବା ମଲା ଝିଟିପିଟି ଦେଖି ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...