Daily Archives

May 24, 2022

ପ୍ରଥମ ଓଡ଼ିଆ ଭାବେ ରାଫେଲ୍ ଯୁଦ୍ଧବିମାନ ଉଡ଼ାଇଲେ କାରଗିଲ୍ ହିରୋ ଏୟାର ମାର୍ସାଲ୍ ଡିକେ ପଟ୍ଟନାୟକ

ଭୁବନେଶ୍ବର : ବାୟୁସେନାର ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ ଏୟାର ମାର୍ସାଲ ଦିଲୀପ କୁମାର ପଟ୍ଟନାୟକ ପ୍ରଥମ ଓଡ଼ିଆ ଭାବେ ରାଫେଲ୍ ଯୁଦ୍ଧବିମାନ ଉଡ଼ାଇଛନ୍ତି। ସୋମବାର ପଶ୍ଚିମବଙ୍ଗର ହସିମରା ଏୟାରବେସରେ ମୁତୟନ ହୋଇଥିବା‌ ରାଫେଲ୍ ବିମାନ ସେ ଉଡାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲକୁ ଫେରିବେ ଏବି ଡି’ଭିଲିୟର୍ସ !

ମୁମ୍ବାଇ : ବିଶ୍ବ କ୍ରିକେଟରେ ଜଣେ ଲୋକପ୍ରିୟ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ଏବି ଡିଭିଲିୟର୍ସ ଆସନ୍ତା ବର୍ଷ ପୁଣି ଆଇପିଏଲକୁ ଫେରିବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ସେ ନିଜେ ଏକ କ୍ରୀଡ଼ା ସମ୍ବାଦ ପୋର୍ଟାଲ ଭିୟୁ ସ୍ପୋର୍ଟକୁ ସୂଚନା ଦେଇଛନ୍ତି । ସେ ପୁଣି ନିଜର ପୁରୁଣା ଦଳ ରୟାଲ…
ଅଧିକ ଖବର ଦେଖନ୍ତୁ...

ଆପ୍ ଯେଉଁଆଡେ ଯାଏ, ସେଠାରେ ଦୁର୍ନୀତି ବଢ଼େ; ଏଭଳି କହି କେଜ୍ରିୱାଲଙ୍କୁ ଟାର୍ଗେଟ କଲା ବିଜେପି

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଦୁର୍ନୀତି ଅଭିଯୋଗରେ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ବିଜୟ ସିଙ୍ଗ୍‌ଲାଙ୍କୁ ତାଙ୍କ କ୍ୟାବିନେଟ୍‌ରୁ ବରଖାସ୍ତ କରିଛନ୍ତି। ବରଖାସ୍ତ ହେବା ପ‌ରେ ତାଙ୍କୁ ଆଣ୍ଟି କର୍‌ପସନ ବ୍ରାଞ୍ଚ୍‌ ଗିରଫ କରିଛି। ଦୁର୍ନୀତି ବିରୋଧରେ ମୁହଁ…
ଅଧିକ ଖବର ଦେଖନ୍ତୁ...

ସ୍ବଂୟ ସହାୟକ ଗୋଷ୍ଠୀ ମହିଳାଙ୍କଠୁ ଲୁଟ୍ ମାମଲା: ଅଭିଯୁକ୍ତକୁ ୨ ବର୍ଷ ଜେଲ୍, ୫ ହଜାର ଜରିମାନା

ରାୟଗଡ଼ା: ସ୍ବଂୟ ସହାୟକ ଗୋଷ୍ଠୀ ମହିଳାଙ୍କ ନିକଟରୁ ୯୭ ହଜାର ଟଙ୍କା ଲୁଟ୍ ମାମଲାର ରାୟ ଆଜି ପ୍ରକାଶ ପାଇଛି। ମହିଳା କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୋନାଲି ଶର୍ମା ମାମଲାର ଶୁଣାଣି କରି ଚୂଡ଼ାନ୍ତ ରାୟରେ ଅଭିଯୁକ୍ତ ଗଞ୍ଜାମର ଆଲୁ ସାନ୍ତୁଙ୍କୁ ୨ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୫ ହଜାର…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡରେ କେଜ୍ରିୱାଲଙ୍କୁ ବଡ ଝଟକା: ବିଜେପିରେ ଯୋଗ ଦେଲେ ଉତ୍ତରାଖଣ୍ଡ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଡେରାଡୁନ: ୨୦୨୨ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିର (ଆପ) ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା କର୍ଣ୍ଣେଲ ଅଜୟ କୋଠିଆଲ ଆଜି ବିଜେପିରେ ଯୋଗ ଦେଇଛନ୍ତି । ତାଙ୍କର ପ୍ରାୟ ୧୫୦ ସମର୍ଥକଙ୍କ ସହ କୋଠିଆଲ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜି ସନ୍ଧ୍ୟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ଗୁଳିବର୍ଷା କରୁଥିଲେ ଆତଙ୍କବାଦୀ, ବଞ୍ଚାଇବା ପୁଲିସ ଅଧିକାରୀଙ୍କୁ ଜାବୁଡ଼ି ଧରିଲା ଝିଅ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କରିବାରୁ ହେଲା ପୁଲିସ ଅଧିକାରୀଙ୍କ ମୃତ୍ୟୁ। ମଙ୍ଗଳବାର ଦିନ ଶ୍ରୀନଗରର ସୌରା ଅଞ୍ଚଳରେ ଆତଙ୍କବାଦୀମାନେ ହଠାତ ଗୁଳି ଚଳାଇବାରୁ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ସହ ତାଙ୍କର ୭ବର୍ଷୀୟ ଝିଅ ଗୁରୁତର ଆହତ ହୋଇଛନ୍ତି। ମୃତ ପୁଲିସ…
ଅଧିକ ଖବର ଦେଖନ୍ତୁ...

ପାର୍ଥିବ ଶରୀର ଜନ୍ମମାଟିକୁ ପଠାଇବା ପାଇଁ ସହାୟତା ଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ୩୬ ବର୍ଷୀ କ୍ଷିତୀଶ ନାଏକ ବେଙ୍ଗାଲୁରୁରେ ରହି ଦିନ ମରୁଜିଆ ଭାବେ କାମ କରି ଆସୁଥିଲେ । ଗତ ୨୩ ତାରିଖ ଦିନ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କର ମୃତ ଶରୀରକୁ ବିମାନ…
ଅଧିକ ଖବର ଦେଖନ୍ତୁ...

କ୍ବାଡ୍ ବୈଠକ ଚାଲିଥିବାବେଳେ ଜାପାନ ନିକଟରେ ଉଡ଼ିଲା ଚୀନ-ରୁଷର ଲଢୁଆ ବିମାନ  

ଟୋକିଓ : ଜାପାନରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଡ୍  ମେଣ୍ଟର ବୈଠକ ଚାଲିଥିବାବେଳେ ଜାପାନ ବାୟୁସେନା ନିକଟରେ ଚୀନ ଓ ରୁଷର ଲଢୁଆ ବିମାନଗୁଡ଼ିକ ଉଡ଼ୁଥିବା ଜାପାନ ପକ୍ଷରୁ କୁହାଯାଇଛି । ତେବେ ଏହି ବିମାନଗୁଡ଼ିକ ଜାପାନର ବାୟୁସୀମା ଅତିକ୍ରମ କରିନଥିବା ଜାପାନର…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଆଗରେ ଯୁବକଙ୍କୁ ବାନ୍ଧି ଭିଡିଓ ଭାଇରାଲ ଘଟଣା : ନିଜ ଆଡ଼ୁ ମାମଲା ରୁଜୁ କଲେ ଓଏଚ୍‌ଆରସି, ଜଗତସିଂହପୁର…

ଭୁବନେଶ୍ବର/ପାରାଦୀପ: ବନ୍ଦର ନଗରୀ ‘ପାରାଦୀପ’ ଅଞ୍ଚଳରେ କିଛି ଦିନ ପୂର୍ବରୁ ଏକ ଚଳନ୍ତା ଟ୍ରକ୍‌ ଆଗରେ ଜଣେ ଯୁବକଙ୍କୁ ମୋବାଇଲ୍ ଚୋରୀ ଅଭିଯୋଗରେ ବଳପୂର୍ବକ ଝୁଲାଇ ଦେଇ ଭିଡିଓ ଉତ୍ତୋଳନ କରିବା ସହ ଏହାକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରାଯିବା ଘଟଣାକୁ ନେଇ ଓଡ଼ିଶା ମାନବାଧିକାର…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କୁ ପସନ୍ଦ ଆସୁନାହିଁ ଏକେ ୪୭ ରାଇଫଲ, ବ୍ୟବହାର କରୁଛନ୍ତି ଏହି ହତିଆର

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଥିବା ସ୍ଥାନୀୟ ତଥା ବିଦେଶୀ ଆତଙ୍କବାଦୀମାନେ ବର୍ତ୍ତମାନ ଆକ୍ରମଣର କୌଶଳ ପରିବର୍ତ୍ତନ କରୁଛନ୍ତି। ଏହାପୂର୍ବରୁ, 'ଏକେ ୪୭' ପରି ସ୍ୱୟଂଚାଳିତ ରାଇଫଲଗୁଡିକୁ ଆକ୍ରମଣ ପାଇଁ ବ୍ୟବହାର କରୁଥିଲେ | ତେବେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ବହୁ ସଂଖ୍ୟାରେ…
ଅଧିକ ଖବର ଦେଖନ୍ତୁ...