Daily Archives

June 8, 2022

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନରେ ନୂଆ ପରିବର୍ତ୍ତନର ସଂକେତ ମିଳିପାରେ। ପରିବାରରେ ଅଧିକ ଲୋକ ଖୁସି ରହିବେ। ଇଂଜିନିୟରଙ୍କୁ ଅତିଶୀଘ୍ର ଲାଭ ମିଳିବ। ପାଖଲୋକ ଆର୍ଥିକ ସହାୟତା ମାଗିବେ। ‌ ବୃଷ: ଅଫିସ କାମର ବାଧା ଆସିପାରେ। ଧୈର୍ଯ୍ୟ ଧରି କାମ କରନ୍ତୁ, ଆପଣଙ୍କ ଲାଗି…
ଅଧିକ ଖବର ଦେଖନ୍ତୁ...

ଦଣ୍ଡ ଦେବାକୁ କୁନି ଝିଅକୁ ତାତିଥିବା ଛାତ ଉପରେ ଶୁଆଇଦେଲା ମା

ନୂଆଦିଲ୍ଲୀ: ସ୍କୁଲ ହୋମୱାର୍କ କରିନଥିବାରୁ ଛୁଆକୁ ଦଣ୍ଡ ଦେଲା ମା | ଆଉ ଦଣ୍ଡ ବାବଦରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ପ୍ରଚଣ୍ଡ ତାତିରେ ଛୁଆକୁ ବାନ୍ଧି ମା'ଜଣକ ଛାତ ଉପରେ ଶୁଆଇଦେଇଥିଲେ | ଛାତ ତାତି ଦାଉ ଦାଉ ହେଉଥିବାବେଳେ ଛୁଆଟି ଉଦ୍ଧାର କରିବାକୁ କାକୁତିମିନତି ହୋଇଥିଲା |…
ଅଧିକ ଖବର ଦେଖନ୍ତୁ...

ବଡ଼ ଖୁଲାସା କଲା ଦିଲ୍ଲୀ ପୁଲିସ: ଗ୍ୟାଙ୍ଗଷ୍ଟର ଲରେନ୍ସ ହିଁ ମୁସେୱାଲାଙ୍କ ହତ୍ୟା ପଛର ମାଷ୍ଟରମାଇଣ୍ଡ

ନୂଆଦିଲ୍ଲୀ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକୁ ନେଇ ଦିଲ୍ଲୀ ପୁଲିସ ବୁଧବାର ଏକ ବଡ ଖୁଲାସା କରିଛି। ପୁଲିସ କହିଛି ଯେ ଏପର୍ଯ୍ୟନ୍ତ ଏହି ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ପୁଲିସ କମିସନର ଧାଲିୱାଲ ଏକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ଲଦାଖରେ ଚୀନର ଭିତ୍ତିଭୂମି ନିର୍ମାଣ ଏକ ଚିନ୍ତାଜନକ କଥା : ଆମେରିକୀୟ ଜେନେରାଲ

ନୂଆଦିଲ୍ଲୀ : ଚୀନ ପକ୍ଷରୁ ଲଦାଖରେ  ନିର୍ମାଣ କରାଯାଉଥିବା ଭିତ୍ତିଭୂମି ନିର୍ମାଣ ଏକ ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ଆମେରିକାର ଜଣେ ବରିଷ୍ଠ ସୈନ୍ୟ କମାଣ୍ଡର । ଆମେରିକୀୟ ସେନାର ପାସିଫିକ କମାଣ୍ଡର ଜେନେରାଲ ଚାର୍ଲସ ଫ୍ଲାଇନ କହିଛନ୍ତି ଯେ ଲଦାଖରେ ଚୀନ ପକ୍ଷରୁ କରାଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଯୁବକଙ୍କୁ ପରିବାର ଲୋକଙ୍କ ସହିତ କଥା କରାଇ ଦେଉନି ଦୁବାଇର କଂପାନି, ଉଦ୍ଧାର ପାଇଁ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ…

ଭୁବନେଶ୍ବର: ଦୁବାଇରେ ଜଣେ ଓଡ଼ିଆ ଯୁବକ ନିଖୋଜ ହୋଇଥିବା ସନ୍ଦେହ କରାଯାଉଛି। ନିଖୋଜ ଅସୁସ୍ଥ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଅସୁସ୍ଥ ଓଡିଆ ଯୁବକ…
ଅଧିକ ଖବର ଦେଖନ୍ତୁ...

ଲୋକସଭା ଉପନିର୍ବାଚନରେ ‘ନୋଟା’ ବଟନ୍ ଦବାଇବେ କଂଗ୍ରେସ ଓ ବିଏସପି କର୍ମୀ

ଲଖନଉ: ଉତ୍ତରପ୍ରଦେଶର ରାମପୁର ଲୋକସଭା ଉପନିର୍ବାଚନରେ ପ୍ରାର୍ଥୀ ଦେଇନାହାନ୍ତି ବହୁଜନ ସମାଜ ପାର୍ଟି ଓ କଂଗ୍ରେସ | ଆଉ ସେଥିପାଇଁ କଂଗ୍ରେସ ଏବଂ ବିଏସପି କର୍ମୀମାନେ ଜୁନ୍ ୨୩ରେ ରାମପୁର ଲୋକସଭା ଉପ-ନିର୍ବାଚନରେ ​​ଭୋଟ୍ ସମୟରେ ନୋଟା ବଟନ୍ ଦବାଇବାକୁ ନିଷ୍ପତ୍ତି ନେଇଛନ୍ତି | କଂଗ୍ରେସ ଏବଂ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ଆଗକୁ ଆସି ଏହି ବିଷକୁ ବ୍ୟାପିବାରୁ ରୋକିବା ଉଚିତ୍ : ନସିରୁଦ୍ଦିନ ଶାହା

ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଦୁଇ ବିଜେପି କର୍ମକର୍ତ୍ତାଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ଇସଲାମିକ୍ ଦେଶ ଏବଂ ବିଶେଷ କରି ଉପସାଗରୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଏଭଳି ଟିପ୍ପଣୀର ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଲାଗି ସେମାନେ ଭାରତ…
ଅଧିକ ଖବର ଦେଖନ୍ତୁ...

ଘରୋଇ କଳିର କରୁଣ ପରିଣତି; ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ବାମୀ!

କୋରାପୁଟ: ଘ‌ରୋଇ କଳିର କରୁଣ ପରିଣତି। ସ୍ତ୍ରୀର ବେକ କାଟି ହତ୍ୟା କଲା ସ୍ବାମୀ। ସାମନ୍ୟ ମଦରୁ କଳହ ଏପରି ରୂପ ନେଇଥିଲା ଯେ ଏକ ଧାରୁଆ ଅସ୍ତ୍ରରେ ବେକକୁ ଏପରି କଟାଯାଉଛି ଯେ ଅଧାରୁ ଅଧିକ କଟିଯାଇଛି। ମୃତକ ଜଣକ ହେଲେ କୋରାପୁଟ ଜିଲ୍ଲା ପୋଡାଗଡ ନିକଟ ଛୋଟାଗୁଡା ଗାଁର ଜାନକୀ ଦାମୀ(୨୯)।…
ଅଧିକ ଖବର ଦେଖନ୍ତୁ...

ଲକଡାଉନରେ ଢକଢକ କରି ପିଇଗଲେ ମଦ, ରେକର୍ଡ ଭାଙ୍ଗିଲା ମଦ୍ୟପାନ ହାର

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ପଚରାଯାଏ ଯେ ଲକଡାଉନରେ କଣ କଲେ? ତେବେ ଆପଣ ଉତ୍ତର ଦେଇପାରନ୍ତି ରୋଷେଇ ଶିଖିଲି, ଘର ସଫା କଲି, ନୂଆ ଅନଲାଇନ କୋର୍ସ କଲି ବା ୱାର୍କଫ୍ରମ ହୋମ କଲି | ତେବେ ଲକଡାଉନ ସମୟରେ ଆଉ ଏକ ଅଭ୍ୟାସ ରେକର୍ଡ ଭାଙ୍ଗିଛି | ଏକ ତଥ୍ୟ ମୁତାବକ ମଦ୍ୟପାନ କରୁଥିବା ବ୍ୟକ୍ତିମାନେ…
ଅଧିକ ଖବର ଦେଖନ୍ତୁ...