Daily Archives

June 8, 2022

ସଫଳତା ମିଳିବା ପରେ ସାଥୀରେ ନଜର ଆସିଲେ ୩ ଆଇଏଏସ୍ ଟପ୍ପର, ଭାଇରାଲ ହେଲା ସେଲଫି

ନୂଆଦିଲ୍ଲୀ: ଜାନୁଆରି ୨୦୨୨ରେ କେନ୍ଦ୍ରୀୟ ଲୋକସେବା ଆୟୋଗଦ୍ବାରା ଆୟୋଜିତ ‘୨୦୨୧ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା’ର ଫଳାଫଳ ପ୍ରକାଶ ପାଇବା ପରେ ମହିଳାମାନେ ବାଜି ମାରିଥିବା ଦେଖାଯାଇଥିଲା। କାରଣ ଟପ୍-୩ରେ ୩ ଜଣ ମହିଳା ରହିଥିବା ବେଳେ ସର୍ବଭାରତୀୟସ୍ତରରେ ଶ୍ରୁତି ଶର୍ମା ତାଲିକାର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

‘କାଇଦାରେ ରହିଲେ ଫାଇଦାରେ ରହିବ’ ଅଲ କାଇଦାକୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀଙ୍କ ଜବାବ

ଭୋପାଳ : ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ କାଇଦା ଧମକ ଦେବା ପରେ ତାହାର ଜବାବ ଦେଇଛନ୍ତି ମଧ୍ୟ ପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର । ସେ କହିଛନ୍ତି ଯେ ଯେଉଁମାନେ ଭାରତ ଉପରେ ଆକ୍ରମଣ କରିବାକୁ ଚିନ୍ତା କରୁଛନ୍ତି, ସେମାନେ ଜାଣିବା କଥା ଯେ ଭାରତ…
ଅଧିକ ଖବର ଦେଖନ୍ତୁ...

ମୁଁଁ ମୋ ପୁଅ ସହ ଯିବାକୁ ଚାହୁଁଥିଲି, କିନ୍ତୁ ସେ ମୋତେ ବିଶ୍ରାମ କରିବାକୁ କହି ସବୁଦିନ ପାଇଁ ଚାଲିଗଲା:…

ଚଣ୍ଡୀଗଡ଼: ମୁଁଁ ମୋ ପୁଅ ସହ ଯିବାକୁ ଚାହୁଁଥିଲି, କିନ୍ତୁ ସେ ମୋତେ ବିଶ୍ରାମ କରିବାକୁ କହି ସବୁଦିନ ପାଇଁ ଚାଲିଗଲା। ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିବା ପୁଅ ତଥା ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ମନେ ପକାଇ ଏଭଳି କହିଛନ୍ତି ତାଙ୍କ ବାପା। ଆଜି ସିଦ୍ଧୁ ମୁସେୱାଲାଙ୍କ…
ଅଧିକ ଖବର ଦେଖନ୍ତୁ...

ପାଠ ହେଉ ବା ଖେଳ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଚେଷ୍ଟା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର: ସ୍କୁଲ ଗୁଡିକର କାୟାକଳ୍ପ ପିଲାମାନଙ୍କ ମାନସିକତା ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛି। ସ୍କୁଲର ଆଧୁନିକ ସୁବିଧା ସୁଯୋଗ ଯୋଗୁ ପାଠ ପଢିବା ଆମ ପାଇଁ ଆଗ ଅପେକ୍ଷା ବହୁତ ସହଜ ହୋଇଛି। ଇଣ୍ଟରନେଟ ଜରିଆରେ ସବୁ ବିଷୟରେ ଆମେ ତୁରନ୍ତ ତଥ୍ୟ ପାଇପାରୁଛୁ। ଏହାଦ୍ବାରା ପଢିବାରେ ଆମର…
ଅଧିକ ଖବର ଦେଖନ୍ତୁ...

ମାସ୍କ ପିନ୍ଧିବାକୁ ମନା କରୁଥିବା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦିଅ; ନିର୍ଦ୍ଦେଶନାମା ଜାରିକଲେ ବିମାନ ଚଳାଚଳ ନିୟାମକ

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ବୁଧବାର ଦିନ ଏକ ନିର୍ଦ୍ଦେଶନାମା ଜାରିକରି କହିଛନ୍ତି ଯେ ବିମାନବନ୍ଦର ଏବଂ ବିମାନରେ କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବାକୁ ମନା କରୁଥିବା ଯାତ୍ରୀମାନଙ୍କୁ ଉଡ଼ାଣ ଭରିବା ପୂର୍ବରୁ ବିମାନରୁ ଓହ୍ଲାଇ ଦିଆଯିବ।…
ଅଧିକ ଖବର ଦେଖନ୍ତୁ...

ବାରବାଟୀ ମ୍ୟାଚକୁ ଆସିବେ ନାହିଁ କେଏଲ ରାହୁଲଙ୍କ ସହ ଏହି ଖେଳାଳି

ନୂଆଦିଲ୍ଲୀ: ଜୁନ୍‌ ୯ ତାରିଖରୁ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଛି | ତେବେ ଏହି ଘରୋଇ ଅନ୍ତର୍ଜାତୀୟ ଶୃଙ୍ଖଳାକୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି | ଏହି ସିରିଜ ପାଇଁ କେଏଲ ରାହୁଲଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ମନୋନୀତ କରାଯାଇଥିଲା |…
ଅଧିକ ଖବର ଦେଖନ୍ତୁ...

ଗଧିଆଙ୍କ ଗହଳିରେ ନୁପୁରଙ୍କୁ ଏକାକୀ ଛାଡ଼ିଦେବା ଉଚିତ ନୁହେଁ: ଉମାଭାରତୀ

ନୂଆଦିଲ୍ଲୀ: ବିବାଦୀୟ ବୟାନ ଦେଇ ବିଜେପିରୁ ନିଲମ୍ବିତ ହୋଇଥିବା ମୁଖପାତ୍ର ନୁପୁର ଶର୍ମାଙ୍କ ବାବଦରେ ବଡ ବୟାନ ଦେଇଛନ୍ତି ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ଉମାଭାରତୀ | ଉମା ନୁପୁରଙ୍କ ସମର୍ଥନରେ ବାହାରିଥିବାବେଳେ ସେ କହିଛନ୍ତି ଯେ ତାଙ୍କ ବୟାନ ପାଇଁ ଦଳ ତାଙ୍କ ବିରୋଧରେ ସଠିକ୍…
ଅଧିକ ଖବର ଦେଖନ୍ତୁ...

ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍, ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର

ନୂଆଦିଲ୍ଲୀ: ଉଦଘାଟନ ବେଳେ ଭୁଶୁଡିଲା ବ୍ରିିଜ୍। ପତ୍ନୀଙ୍କ ସହ ନାଳକୁ ଖସିପଡ଼ିଲେ ମେୟର। ଏକ ସେତୁ ଉଦଘାଟନ ପାଇଁ ମେୟର ଏବଂ ଅନ୍ୟ ଅଧିକାରୀମାନେ ପହଞ୍ଚିଥିଲେ। ଯେତେବେଳେ ସେମାନେ ଏହି ବ୍ରିଜ ଉପରକୁ ଚଢ଼ିଥିଲେ, ସେତେବେଳେ ବ୍ରିିଜଟି ଭାଙ୍ଗିଯାଇଥିଲା। ଏହା ଫଳରେ ମେୟରଙ୍କ ସମେତ ବ୍ରିଜ ଉପରେ…
ଅଧିକ ଖବର ଦେଖନ୍ତୁ...

ଏଚ୍‌ଏସ୍‌ଆରପି ପଂଜୀକରଣ କଲା ବେଳେ ଗ୍ରାହକ ରୁହନ୍ତୁ ସତର୍କ, ଭଲଭାବରେ ଯାଞ୍ଚ କରନ୍ତୁ ୱେବ୍‌ସାଇଟ୍‌

ଭୁବନେଶ୍ବର: ଯାନବାହନର ସହାୟତା ନେଇ ହେଉଥିବା ଅପରାଧ ରୋକିବାକୁ ରାଜ୍ୟ ସରକାର ପ‌ଦକ୍ଷେପ ନେଇଛନ୍ତି। ପରିବହନ ବିଭାଗ ଏଥି ପାଇଁ ନିୟମ ପ୍ରସ୍ତୁତ କରିଛନ୍ତି ଯେ  ପ୍ରତ୍ୟେକ ଗାଡ଼ିରେ ବାଧ୍ୟତାମୂଳକ ଭାବେ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ହାଇସିକ୍ୟୁରିଟି ନମ୍ୱର୍ ପ୍ଲେଟ (ଏଚ୍‌ଏସ୍‌ଆରପି)…
ଅଧିକ ଖବର ଦେଖନ୍ତୁ...

ଭଡା ପରେ ଦେବ, ଆଗ ପାଣି ଟିକେ ପିଇଦିଅ କହି ଯାତ୍ରୀଙ୍କ ହାତକୁ ପାଣି ବଢ଼େଇଦିଅନ୍ତି ଏହି କଣ୍ଡକ୍ଟର

ଚଣ୍ଡୀଗଡ଼: ଧରିନିଅନ୍ତୁ ଆପଣ ବସରେ କଟକରୁ ଯାଜପୁର ଯାଉଛନ୍ତି | ପ୍ରବଳ ଗୁଳୁଗୁଳି ଯୋଗୁଁ ଆପଣଙ୍କୁ ଶୋଷ ହେଉଛି ଓ ଆପଣଙ୍କ ପାଖରେ ପାଣି ବୋତଲ ନାହିଁ | ଠିକ ଏହି ସମୟରେ କଣ୍ଡକ୍ଟର ଢାଳଟିଏ ଆଣି ଆସିବେ ଆଉ ଆପଣଙ୍କୁ ପାଣି ପିଇବାକୁ ଦେବେ | ବିନା ପାଣିରେ ଚେତା ହରାଇବା ପୂର୍ବରୁ ଆପଣଙ୍କୁ…
ଅଧିକ ଖବର ଦେଖନ୍ତୁ...