Daily Archives

July 7, 2022

ଆରଏସସି-୧୩ ଗ୍ରାମରେ ପୁଲିସର ବର୍ବରତା ଘଟଣା: ଗାଁରେ ପହଞ୍ଚିଲା କଂଗ୍ରେସର ୫ ଜଣିଆ କମିଟି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଆରଏସସି-୧୩ ଗ୍ରାମରେ ଗତ ୭ ତାରିଖ ଦିନ ରାତି ଅଧରେ ପୁଲିସ ଗାଁରେ ପଶି ମହିଳା ମାନଙ୍କୁ ମାଡ ମାରିବା ଘଟଣା ଥମିବାର ନାମ ନେଉନାହିଁ। ଏହି ଘଟଣା ପରେ ପୁଲିସର ଗୁଣ୍ଡାରାଜକୁ ପଦାରେ ପକାଇଛି କଂଗ୍ରେସ। ଏହି ଘଟଣାକୁ ପ୍ରତିବାଦ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି ମ୍ୟୁନିସିପାଲିଟିରେ ମଧ୍ୟ କାମ ପାଇଁ ଟଙ୍କା ଆଦାୟ, କର୍ମଚାରୀଙ୍କୁ ତାଗିଦ କଲେ ଅଧ୍ୟକ୍ଷ

ମାଲକାନଗିରି: କୋରାପୁଟ ଜିଲ୍ଲାର ଜୟପୁର ମ୍ୟୁନିସିପାଲଟିରେ ଗତ ଦୁଇଦିନ ତଳେ କିପରି ଜନ୍ମ ପଞ୍ଜୀକରଣର ସାର୍ଟିଫିକେଟ ପାଇଁ ଜବରଦସ୍ତ ୩୫୦ ଟଙ୍କା ଆଦାୟ କରାଯାଉଥିଲା। ସେନେଇ ଭିଡିଓ ଭାଇରାଲ ହେବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା। ଏହି ଘଟଣା ଥମିନଥିବା ବେଳେ ଏବେ ମାଲକାନଗିରି…
ଅଧିକ ଖବର ଦେଖନ୍ତୁ...

୩୧୧ କୋଟି ଜିଏସ୍‌ଟି ଠକେଇ ଘଟଣା: ତଦନ୍ତକାରୀଙ୍କ ସ୍କାନରରେ ଗିରଫ ଦୁଇ ଭାଇଙ୍କର ଅନ୍ୟ ଦୁଇ ଭାଇ

ରାଉରକେଲା: ଗତକାଲି ୩୧୧ କୋଟି ୩ ଲକ୍ଷ ଟଙ୍କା ଜିଏସ୍‌ଟି ଠକେଇ ମାମଲାରେ ରାଜ୍ୟ ଜିଏସଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ ଦ୍ବାରା ବନ୍ଧା ହୋଇଛନ୍ତି ରାଉରକେଲାର ଦୁଇ ଭାଇ- ଧନୱାନ ସା ଓ ରାମ ଭରୋସେ ସା ଏବଂ ଅନ୍ୟ ତିନି ଜଣ। ଏହି ୫ ବ୍ୟବସାୟୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ…
ଅଧିକ ଖବର ଦେଖନ୍ତୁ...

୧୯ ଶିକ୍ଷାନୁଷ୍ଠାନରେ ଆଣ୍ଟିଂ ରାଗିଂ ସ୍କ୍ବାର୍ଡ ଓ ସିସି କ୍ୟାମେରା: ଶିକ୍ଷାନୁଷ୍ଠାନ ପ୍ରତିନିଧିଙ୍କ ସହ ଆଲୋଚନା କଲେ…

ରାଉରକେଲା: ରାଗିଂ ପାଇଁ ବିଜେପି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ରାଜ୍ୟ ଉଠୁଛି ପଡୁଛି। ରାଜରାସ୍ତାରୁ ଆରମ୍ଭ ହୋଇଥିବା ପ୍ରତିବାଦର ସ୍ବର ବିଧାନସଭାରେ ପହଞ୍ଚିଛି। ବିରୋଧୀ ଦଳ ଉଭୟ ବିଜେପି ଓ କଂଗ୍ରେସ କଲେଜରେ ରାଗିଂ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ବୋଲି…
ଅଧିକ ଖବର ଦେଖନ୍ତୁ...

ଚୀନ ମୋବାଇଲ କମ୍ପାନି ଭିଭୋର ବଡ଼ ଧରଣର ଆର୍ଥିକ କେଳେଙ୍କାରି, ଇଡିର ତଦନ୍ତ ଜାରି

ନୂଆଦିଲ୍ଲୀ : ଚୀନର ମୋବାଇଲ ମୋବାଇଲ କମ୍ପାନି ଭିଭୋର ଏକ ବଡ଼ ଆର୍ଥିକ କେଳେଙ୍କାରିର ପର୍ଦ୍ଦାଫାସ କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି । ଏହି କମ୍ପାନି ନିଜର ମୋଟ ଟର୍ଣ୍ଣଓଭର ବା ମୋଟ ବ୍ୟବସାୟର ଅର୍ଦ୍ଧେକ ପ୍ରାୟ ୬୨ ହଜାର ୪୭୬ କୋଟି ଟଙ୍କା ଚୀନକୁ ପଠାଇ ଦେଇଛି ।…
ଅଧିକ ଖବର ଦେଖନ୍ତୁ...

ଶ୍ରଦ୍ଧାଙ୍କ ପରେ ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ସହ ସ୍କ୍ରିନ ସେୟାର କରିବେ ପ୍ରଭାସ

ମୁମ୍ବାଇ: ୟଙ୍ଗ ରେବେଲ ଷ୍ଟାର ଭାବେ ପରିଚିତ ପ୍ରଭାସଙ୍କର ଅନେକ ପ୍ୟାନ୍ ଇଣ୍ଡିଆ ଚଳଚ୍ଚିତ୍ର ରିଲିଜ୍ ଅପେକ୍ଷାରେ ରହିଛି ଯାହା ବିଷୟରେ ତାଙ୍କ ପ୍ରଶଂସକମାନେ ପ୍ରତ୍ୟେକ ଅପଡେଟ୍ ଜାଣିବାକୁ ଚାହାନ୍ତି। ଏବେ ପ୍ରଭାସ ଫିଲ୍ମ 'ଆଦିପୁରୁଷ'ର ସୁଟିଂରେ ବ୍ୟସ୍ତ ଥିବା ବେଳେ ଅଭିନେତାଙ୍କ ଆଗାମୀ…
ଅଧିକ ଖବର ଦେଖନ୍ତୁ...

ଚାନ୍ଦିପୁର ଆଇଟିଆର୍‌ର ଗୁପ୍ତତଥ୍ୟ ପ୍ରଘଟ ମାମଲା: ନିର୍ଦ୍ଦିଷ୍ଟ କାଗଜପତ୍ର ଦାଖଲ ନହେବାରୁ ଅଭିଯୁକ୍ତଙ୍କ ବିରୋଧରେ…

ବାଲେଶ୍ବର: ବହୁଚର୍ଚ୍ଚିତ ବାଲେଶ୍ବର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତତଥ୍ୟ ଲିକ୍‌ ଘଟଣାରେ ୨୦୨୧ ମସିହା ସେପ୍ଟେମ୍ବର ମାସରେ ଜଣେ ପ୍ରତିରକ୍ଷା କର୍ମଚାରୀଙ୍କ ସମେତ ୫ଜଣ ଠିକା କର୍ମଚାରୀଙ୍କୁ ଚାନ୍ଦିପୁର ପୁଲିସ ଗିରଫ କରିଥିଲା। ଅଭିଯୁକ୍ତଙ୍କ ବିରୋଧରେ ଅଫିସ…
ଅଧିକ ଖବର ଦେଖନ୍ତୁ...

ଜୁବୈର ଗିରଫଦାରି ପ୍ରସଙ୍ଗରେ ଜର୍ମାନିର ମନ୍ତବ୍ୟକୁ ଭାରତର ବିରୋଧ

ନୂଆଦିଲ୍ଲୀ : ଅଲଟନ୍ୟୁଜ ସହପ୍ରତିଷ୍ଠାତା ମହମ୍ମଦ ଜୁବୈର ଗିରଫଦାରି ପ୍ରସଙ୍ଗରେ ଜର୍ମାନି ଦେଇଥିବା ବୟାନକୁ ବିରୋଧ କରିଛି ଭାରତ । ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଏହା ଏହା ଏକ ବିଚାରାଧୀନ ମାମଲା ଓ ଏ ସଂପର୍କରେ ମନ୍ତବ୍ୟ ଦେବା ଠିକ ନୁହେଁ । ଭାରତର…
ଅଧିକ ଖବର ଦେଖନ୍ତୁ...

‘କାଳୀ’ର ନିର୍ମାତ୍ରୀ ଲୀନା ମଣିମେକଲାଈଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି

ନୂଆଦିଲ୍ଲୀ: ମୁକ୍ତିଲାଭ କରିବାକୁ ଯାଉଥିବା ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର ନିର୍ମାତ୍ରୀ ଲୀନା ମଣିମେକଲାଈଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି। ଏହାପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଥିଲେ ଯେ ସେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଲୀନାଙ୍କ…
ଅଧିକ ଖବର ଦେଖନ୍ତୁ...

ଦନ୍ତାକୁ ନୃଶଂସ ହତ୍ୟା, ଉପାଡ଼ି ନେଲେ ଦାନ୍ତ

ଭଞ୍ଜନଗର: ରାଜ୍ୟରେ ହାତୀମୃତ୍ୟୁ ସଂପ୍ରତି ଚିନ୍ତାଜନକ ପ୍ରସଙ୍ଗ ପାଲଟିଛି। ଏଭଳି ପରିସ୍ଥିତିରେ ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ରେଞ୍ଜ୍ ଗୁଣ୍ଡୁରିବାଡ଼ି ବିଟ୍ ଦଦରାଲୁଣ୍ଡା-କାନବିନ୍ଧା ଗ୍ରାମ୍ୟ ରାସ୍ତା ସଂଲଗ୍ନ ଦରପଙ୍ଗିଆ ଜଙ୍ଗଲରୁ ଆଜି ସନ୍ଧ୍ୟାରେ ଏକ ଦନ୍ତାହାତୀର…
ଅଧିକ ଖବର ଦେଖନ୍ତୁ...