Daily Archives

August 9, 2022

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଦୁଇଜଣଙ୍କ ମୃତ୍ୟୁ

କୁକୁଡ଼ାଖଣ୍ଡି: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଉପକଣ୍ଠ ସଦର ଥାନା ଅଧୀନ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟରାସ୍ତା ଗୁଣ୍ଠବନ୍ଧ ଗ୍ରାମ ନିକଟରେ ଆଜି ସନ୍ଧ୍ୟା ୫ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ…
ଅଧିକ ଖବର ଦେଖନ୍ତୁ...

ଜେଡି(ୟୁ)ରେ ବିଭାଜନ ଉଦ୍ୟମ କରୁଛି କି ବିଜେପି ? ଅଭିଯୋଗକୁ ସୁଶୀଲ ମୋଦୀଙ୍କ ଖଣ୍ଡନ

ପାଟନା : ଜେଡି(ୟୁ)ରେ ବିଭାଜନ କରିବାକୁ ବିଜେପି ଚକ୍ରାନ୍ତ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେପି ସାଂସଦ ତଥା ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଶୁଶୀଲ ମୋଦୀ । ସେ କହିଛନ୍ତି ଏ ନେଇ ଜେଡି(ୟୁ) ଯେଉଁ ଆରୋପ ଲଗାଉଛି ତାହା ତୁଚ୍ଛା ମିଛ ଛଡ଼ା ଆଉ କିଛି ନୁହେଁ । ସେହିପରି…
ଅଧିକ ଖବର ଦେଖନ୍ତୁ...

ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ବୁଚକୁ ପଡା ପଞ୍ଚାୟତର ହାତୀ ଧରସା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଆଜି ସଂଧ୍ୟା ରେ ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ଅଜିତ ଏକ୍କା (୩୦) ହୋଇଥିବା ବେଳେ ହତ୍ୟାକାରୀ ବାପ ସାଧୁ ଏକ୍କା କୁ ପୁଲିସ ଗିରଫ କରିଛି ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ଘନିଷ୍ଠ ପରିଚୟ ହେବ। ପାରିବାରିକ ଜୀବନ ସୁଖଦ ରହିବ। ଗୃହିଣୀମାନେ ରୋଷେଇ କାମ କରୁଥିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ବୃଷ: କାର୍ଯ୍ୟକ୍ଷେତ୍ରରେ ଅଧିକ ଦାୟିତ୍ବ ତୁଲାଇବେ। କର୍ତ୍ତୃପକ୍ଷ ଆପଣଙ୍କୁ କିଛି ଉପହାର…
ଅଧିକ ଖବର ଦେଖନ୍ତୁ...

ପରିବେଶ ସଚେତନତା ବାର୍ତ୍ତା ନେଇ ସାଇକେଲରେ ରାଷ୍ଟ୍ରପତି ଭବନ ଯାତ୍ରା

ବାଲେଶ୍ବର: ଭାରତର ରାଷ୍ଟ୍ରପତି ତଥା ନିଜ ମାଟିର କନ୍ୟା ଦୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ସାଇକେଲରେ ରାଷ୍ଟ୍ରପତି ଭବନ ଯାତ୍ରା କରିଛନ୍ତି। ଜନ୍ମମାଟିର ଏଭଳି ଜଣେ ସୁଯୋଗ୍ୟ କନ୍ୟାକୁ ଅତି ପାଖରୁ ଦେଖିବା ପାଇଁ ସେ ବହୁଦିନରୁ ସ୍ବପ୍ନ ଦେଖିଥିଲେ। ହେଲେ ଆଜି ସେ ସ୍ବପ୍ନକୁ ପୂରଣ କରିବା…
ଅଧିକ ଖବର ଦେଖନ୍ତୁ...

ୟୁଏସ ଓପନ ପରେ ଅବସର ନେଇ ଘୋଷଣା କରିବେ ମହାନ ଟେନିସ୍ ଖେଳାଳି ସେରେନା ୱିଲିୟମ୍ସ!

କାଲିଫର୍ଣ୍ଣିଆ: ବିଶ୍ୱର ମହାନ ଟେନିସ୍ ଖେଳାଳି ସେରେନା ୱିଲିୟମ୍ସ ୟୁଏସ ଓପନ ପରେ ନିଜର ଅବସର ଘୋଷଣା କରିପାରନ୍ତି। ୪୦ ବର୍ଷୀୟ ସେରେନା ଇନଷ୍ଟାଗ୍ରାମରେ ଅବସର ନେଇ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ଜୀବନରେ ଏପରି ଏକ ସମୟ ଆସେ ଯେତେବେଳେ ଆମକୁ ଏକ ଭିନ୍ନ ଦିଗରେ ଆଗକୁ ବଢିବାକୁ…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଧକ୍କାରେ ଯୁବକ ମୃତ

ଖଲ୍ଲିକୋଟ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ବରକୁଳ ନିକଟରେ ଅଜଣା ଗାଡ଼ି ଧକ୍କାରେ ଫୁଲବାଣୀର ସମ୍ବିତ କୁମାର ପାଣିଗ୍ରାହୀ (୨୭) ପ୍ରାଣ ହରାଇଛନ୍ତି। ସମ୍ବିତ୍ ଭୁବନେଶ୍ବରରୁ ଆସୁଥିବା ୧୬ ନମ୍ବର ଜାତୀୟ ରାଜପଥରେ ଏକ ଗାଡ଼ି ଧକ୍କା ଦେଇ ପଳାଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ୍…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ବସ୍ ସହ ଧକ୍କା ଖାଇଲା ଅଟୋ, ୮ମୃତ

କୋଲକାତା: ପଶ୍ଚିମବଙ୍ଗରେ ବସ୍ ସହ ଧକ୍କା ଖାଇଲା ଅଟୋ। ମଙ୍ଗଳବାର ଦିନ ପଶ୍ଚିମବଙ୍ଗର ବୀରଭୂମ ଅଞ୍ଚଳରେ ଏକ ଅଟୋ ସହ ବସ ଧକ୍କା ଖାଇବାରୁ ୮ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ୮ଜଣ ମୃତକ ଅଟୋରେ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି। ବୀରଭୂମର ମଲ୍ଲାରପୁର ଅଞ୍ଚଳରେ ଥିବା ରାଜ୍ୟ ରାଜପଥରେ…
ଅଧିକ ଖବର ଦେଖନ୍ତୁ...

ବିଜେପି ଅଧିକ ଶକ୍ତିଶାଳୀ ହେଲେ ଲୋକେ ଭୋଟ ଦେବାର ଅଧିକାର ହରାଇ ବସିବେ: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ବିହାରରେ ବିଜେପି ସହ ଆରଜେଡି ମେଣ୍ଟ ଭାଙ୍ଗିବା ମଧ୍ୟରେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ଟାର୍ଗେଟକୁ ଆସିଛି ବିଜେପି। ମଙ୍ଗଳବାର ଦିନ ଅଖିଳେଶ କହିଛନ୍ତି ଯେ ଯଦି ବିଜେପିକୁ ମଜବୁତ କରାଯାଏ ତେବେ ସେ ଲୋକଙ୍କଠାରୁ ଭୋଟ୍ ଦେବାର ଅଧିକାର ଛଡ଼ାଇ ନେବ। ଏକ ଉଦାହରଣ…
ଅଧିକ ଖବର ଦେଖନ୍ତୁ...

୧ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ପୁଲିସ ୧ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ କରିବା ସହ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁସାରେ, ଆଜି ସକାଳେ ପ୍ରାୟ ୧୧ଟା ବେଳେ ପୂର୍ବ ସୂଚନା ପାଇ ଇନ୍ସପେକ୍ଟର ରଶ୍ମୀରଂଜନ ଦାସ, ଏସ୍ଆଇ ପଦ୍ମଲୋଚନ…
ଅଧିକ ଖବର ଦେଖନ୍ତୁ...