Daily Archives

August 17, 2022

‘ଲାଇଗର’ ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କେମିତି ଅନନ୍ୟାଙ୍କୁ…

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବେ ନିଜର ଆଗାମୀ ଚଳଚ୍ଚିତ୍ର ‘ଲାଇଗର’ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ଅଗଷ୍ଟ ୨୫ରେ ବଡ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି। ବିଜୟ ଦେବରକୋଣ୍ଡା ‘ଲାଇଗର’ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ବିଜୟଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାବିଚିନ୍ତି କାମ କରନ୍ତୁ। ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ସନ୍ତାନ ସୁଖ ମିଳିବାର ଯୋଗ ଅଛି। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇବେ। ପ୍ରେମ ଜୀବନ ଭଲ ରହିବ। ‌ ବୃଷ: ନୂଆ ସୁଯୋଗ ଲାଗି ଆପଣ ନିଜକୁ ପ୍ରସ୍ତୁତ ରଖିବା ଦରକାର। ଆର୍ଥିକ…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଭଙ୍ଗିଲା ଘରକାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାର

ବୋରିଗୁମ୍ମା: ତିନି ଦିନ ଧରି ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲା ବେହାଲ। କେଉଁଠି ଜଳ ସ୍ତର ବୃଦ୍ଧି ପାଇଛି ତୋ କେଉଁଠି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ଦେଖାଇଛି ପୁରୁଣା କୋଷାଗୁଡା ଗ୍ରାମରେ ସୁନ୍ଦର…
ଅଧିକ ଖବର ଦେଖନ୍ତୁ...

ଆଉ ସଡ଼କରେ ଚାଲିବନି, ଆକାଶରେ ଉଡ଼ିବ ଗାଡ଼ି; ସାଧାରଣ ଲୋକଙ୍କ ପାଇଁ ଏହି କମ୍ପାନି ତିଆରି କଲା ସ୍ୱତନ୍ତ୍ର ଫ୍ଲାଇଙ୍ଗ୍‌…

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ବିଳମ୍ବ ନକରି ନିଜର ଗନ୍ତବ୍ୟ ସ୍ଥଳରେ ଶୀଘ୍ର ପହଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି । ଟ୍ରାଫିକ୍ ଜାମ୍ ହେଉ କି ଦୂର ଯାତ୍ରା ହେଉ ଲୋକମାନେ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଯଦିଓ ବିମାନ ସାହାଯ୍ୟରେ ଆମେ ଅଳ୍ପ ସମୟ ମଧ୍ୟରେ ସହଜରେ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ ଜଟିଳ ଅସ୍ତ୍ରୋପଚାର: ମହିଳାଙ୍କ ଗର୍ଭାଶୟରୁ ବାହାରିଲା ୧୪ କିଲୋର ଟ୍ୟୁମର

କୋରାପୁଟ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସଫଳ ଅସ୍ତ୍ରୋପଚାର କରାଯାଇ ମହିଳାଙ୍କ ଗର୍ଭାଷୟରୁ ବୃହତ ଟ୍ୟୁମରକୁ ବାହାର କରାଯାଇଛି। ମହିଳା ଜଣକ ହେଲେ ରାୟଗଡା ଜିଲ୍ଲା ଗୁଲମିଝଲା ଗ୍ରାମର ରଇଲା। ମହିଳା ଜଣକ ଏବେ ସୁସ୍ଥ ରହିଥିବାବେଳେ ଦୁଇ ଘଣ୍ଟାର ଅକ୍ଳାନ୍ତ…
ଅଧିକ ଖବର ଦେଖନ୍ତୁ...

ରୁଷ ଓ ଚୀନ ସହ ସମରାଭ୍ୟାସ କରିବ ଭାରତ

ବେଜିଂ : ରୁଷରେ ଆସନ୍ତା ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ସମରାଭ୍ୟାସ ଭୋସ୍ତକ-୨୦୨୨ରେ ଚୀନ ଓ ଭାରତର ସେନା ଅଂଶଗ୍ରହଣ କରିବେ । ଚୀନ ସେନା ଏହି ସମରାଭ୍ୟାସରେ ଯୋଗ ଦେବା ବିଷୟରେ ଘୋଷଣା କରିଛି । ତେବେ ଭାରତ ଏ ନେଇ କୌଣସି ଘୋଷଣା କରିନଥିଲେ ବି ଚୀନ…
ଅଧିକ ଖବର ଦେଖନ୍ତୁ...

ରୁଷରୁ ଅଶୋଧିତ ତେଲ କିଣି ଭାରତ ୟୁକ୍ରେନର ରକ୍ତ କିଣୁଛି: ୟୁକ୍ରେନର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ରୁଷରୁ ତେଲ କିଣୁଥିବାରୁ ଭାରତ ଉପରେ କ୍ରୋଧ ପ୍ରକାଶ କରିଛି ୟୁକ୍ରେନ। ୟୁକ୍ରେନ କହିଛି ଯେ ରୁଷରୁ ଅଶୋଧିତ ତେଲ କିଣି ଭାରତ ୟୁକ୍ରେନର ରକ୍ତ କିଣୁଛି। ଚଳିତ ବର୍ଷ ଫେବ୍ରୁଆରି ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା। ଏହା ପରେ ଆମେରିକା ଏବଂ ୟୁରୋପୀୟ ଦେଶ ରୁଷ ଉପରେ କଡା…
ଅଧିକ ଖବର ଦେଖନ୍ତୁ...

ବର୍ଷା ବଢ଼ାଇଲା ରାଜଧାନୀରେ ପରିବା ଦର, ଭୁବନେଶ୍ବରରେ କାହାର ଦର କେତେ ଜାଣନ୍ତୁ

ଭୁବନେଶ୍ବରରେ: ଲଗାଣ ବର୍ଷା ଦୁଇ ଦିନ ପାଇଁ ଛାଡ଼ିଛି। ଅଗଷ୍ଟ ୧୮ ତାରିଖ ଠାରୁ ପୁଣି ଥରେ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ବିଗତ ଦିନରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ଚାଷଜମି ବ୍ୟାପକ ଭାବେ ପ୍ରଭାବିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳଗ୍ରହରେ ନଜର ଆସିଲା ଏଲିଏନ୍ ଗୃହ ! ଫଟୋ ଛାଡ଼ିଲା ‘ନାସା’; କ’ଣ ସତରେ ସେଠାରେ ରହନ୍ତି ଏଲିଏନ୍?

ନୂଆଦିଲ୍ଲୀ: ମଙ୍ଗଳଗ୍ରହରେ ନଜର ଆସିଲା ଏଲିଏନଙ୍କ ଘର ! ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ବି ଜୀବମାନେ ବାସବାସ କରନ୍ତି ବୋଲି କୁହାଯାଉଛି । କିନ୍ତୁ ଏହି ବିଷୟରେ କାହାରି ପାଖରେ କୌଣସି ସୂଚନା କି ପ୍ରମାଣ ନାହିଁ। ସେହିଭଳି କିଛି ବ୍ୟକ୍ତି କହନ୍ତି ଯେ, ମଙ୍ଗଳରେ ଏମିତି ଏକ ଦ୍ୱାର ଅଛି ଯାହା…
ଅଧିକ ଖବର ଦେଖନ୍ତୁ...

ଆସୁଛି ଗଣେଶ ପୂଜା; ଡେରା ପକାଇଲେଣି ବାହାର ରାଜ୍ୟ କାରିଗର, ମୁହଁ ଫେରାଇଲେଣି ସ୍ଥାନୀୟ ଶିଳ୍ପୀ

ଭଞ୍ଜନଗର: ଅଗ୍ରପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୁଏ ପାର୍ବଣ ଋତୁ। ଦିନ କେଇଟା ପରେ ଗଣେଶ ପୂଜା। ଏନେଇ ଭଞ୍ଜନଗରରେ ବିଭିନ୍ନ ପୂଜା କମିଟି ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ସବୁଠି ଏବେଠାରୁ ଉତ୍ସାହ ଦେଖା ଦେଲାଣି। କଟକଣା ପାଇଁ ଗତ ଦୁଇବର୍ଷ ପୂଜା ଫିକା ପଡିଯାଇଥିବା ବେଳେ ଚଳିତ ବର୍ଷ ଏହି…
ଅଧିକ ଖବର ଦେଖନ୍ତୁ...