Daily Archives

September 25, 2022

ମହାଳୟା ପାଇଁ ମନ୍ଦିର ଯାଉଥିବା ବେଳେ ଓଲଟିଲା ଡଙ୍ଗା, ୨୪ମୃତ

ନୂଆଦିଲ୍ଲୀ: ରବିବାର ଦିନ ବାଂଲାଦେଶର ପଞ୍ଚାଗର ଜିଲ୍ଲାର କରାଟୋୟା ନଦୀରେ ଡଙ୍ଗା ବୁଡ଼ିଯିବା ପରେ ଅତି କମରେ ୨୪ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହା ସହ ଅନେକ ଲୋକ ନିଖୋଜ ଥିବା ଜଣାପଡ଼ିଛି। ମାରିଆ କେନ୍ଦ୍ର ପରିଷଦ ଅନ୍ତର୍ଗତ ଅଲିୟାର ଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପ୍ରତ୍ୟକ୍ଷଦର୍ଶୀଙ୍କ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଅଡିଓ ଲିକକୁ ନେଇ ଜୋରଦାର ଚର୍ଚ୍ଚା

ଲାହୋର: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଜଣେ ସରକାରୀ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଲିକ୍ ହୋଇଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ବାସ୍ତବରେ, ପିଏମଏଲ-ଏନର ଉପାଧ୍ୟକ୍ଷ ଥିବା ମରିୟମ ନୱାଜ ତାଙ୍କ ଜ୍ୱାଇଁଙ୍କ ପାଇଁ ପ୍ରଧାନମନ୍ତ୍ରୀ ତଥା ତାଙ୍କ କକେଇ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଅବହେଳାରୁ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଅଭିଯୋଗ, ପରିବାର ଲୋକଙ୍କ ଡାକ୍ତରଖାନାରେ ହୋହାଲ୍ଲା

ପାପଡାହାଣ୍ଡି:-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଜଣେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ମୃତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସଂପୃକ୍ତ ପରିବାର ଲୋ‌କେ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋହାଲ୍ଲା ମଧ୍ୟ କରିଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

୧ ଟଙ୍କାରେ ଜଳଖିଆ, ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ: ଗରିବଙ୍କ ପାଇଁ ଅନ୍ନ ଭଣ୍ଡାର ଖୋଲିଦେଇଛନ୍ତି କିନ୍ନର ସଂଗଠନ

ମୁମ୍ବାଇ: ୧ ଟଙ୍କାରେ ଜଳଖିଆ, ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ମିଳୁଥିବାର କେବେ ଶୁଣିଛନ୍ତି କି? କୌଣସି ସରକାରୀ ଯୋଜନା ବା ମନ୍ଦିର ବା ଗୁରୁଦ୍ୱାରକୁ ଛାଡିଦେଲେ ଆଜିକାର ମହଙ୍ଗା ଯୁଗରେ ଏତେ ଶସ୍ତାରେ କେହି ଖାଦ୍ୟ ଦେଉଥିବାର ହୁଏତ ଆପଣ ଶୁଣିନଥିବେ | କିନ୍ତୁ ମହାରାଷ୍ଟ୍ରରେ ଏବେ ଏମିତି ଏକ…
ଅଧିକ ଖବର ଦେଖନ୍ତୁ...

୨୦୨୪ ଲୋକସଭା ନିର୍ବାଚନରେ ମୋଦୀ ସରକାରଙ୍କୁ ହଟାଇବାର ସମୟ ଆସିଛି: ଶରଦ ପାୱାର

ନୂଆଦିଲ୍ଲୀ: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ମୋଦୀ ସରକାରଙ୍କୁ ହଟାଇବା ପାଇଁ ବିରୋଧୀ ଏକଜୁଟ ହେବାରେ ଲାଗିଛନ୍ତି। ପୂର୍ବରୁ ନୀତୀଶ କୁମାର ବିରୋଧୀଙ୍କୁ ଏକଜୁଟ କରୁଥିବାର ଦେଖଯାଇଥିବା ବେଳେ ଏବେ ଏନସିପି ସୁପ୍ରିମୋ ବଡ଼ ଘୋଷଣା କରିଛନ୍ତି। ରବିବାର ଦିନ ହରିୟାଣାର…
ଅଧିକ ଖବର ଦେଖନ୍ତୁ...

ଖୁବ ଶୀଘ୍ର ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକାତାକୁ ଚାଲିବ ନୂଆ ଟ୍ରେନ: ଧର୍ମେନ୍ଦ୍ର

ଅନୁଗୋଳ/ଢ଼େଙ୍କାନାଳ: ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକାତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟନ ହେଉଥିବା ବିଭିନ୍ନ ରେଳବାଇ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କରିବା…
ଅଧିକ ଖବର ଦେଖନ୍ତୁ...

ବେଆଇନ ବିସ୍ପୋରଣ ଉଦ୍ୟମ ବେଳେ ୩ ଗିରଫ, ବିପୁଳ ପରିମାଣର ଜିଲେଟିନ ଷ୍ଟିକ ଜବତ

ସେମିଳିଗୁଡା/କୋରାପୁଟ: ବେଆଇନ ଭାବେ ଜିଲେଟିନ ଷ୍ଟିକ ଲଗାଇ ପଥର ବିସ୍ପୋରଣ କରିବାକୁ ଉଦ୍ୟମ କଲାବେଳେ ସେମିଳିଗୁଡା ପୋଲିସ ଦ୍ୱାରା ୩ ଜଣ ଗିରଫ ହେବା ସହିତ ତାଙ୍କ ଠାରୁ ୯୬ ଟି ଜିଲେଟିନ ଷ୍ଟିକ ଜବତ କରାଯାଇଥିବା ବେଳେ ପଥର ରେ ଲାଗି ରହିଥିବା ଅନ୍ୟ ଷ୍ଟିକ ଗୁଡିକୁ ବୋମା ନିଷ୍କ୍ରିୟକାରୀ ଦଳ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ୪ଜଣଙ୍କ ଦ୍ବାରା ଦୁଷ୍କର୍ମର ଶିକାର ‌ହେଲେ ୧୨ବର୍ଷୀୟ ବାଳକ, ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରି ମରିବା ପାଇଁ…

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଜଣେ ୧୨ବର୍ଷର ବାଳକକୁ ଚାରି ଜଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳକ ସହ ଦୁଷ୍କର୍ମ କରିବା ସହ ତାକୁ ବାଡ଼ିରେ ପିଟିବା ସହ ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରି ମରିବାକୁ ଛାଡି ଦିଆଯାଇଥିବା ଜଣାଯାଇଛି। ଦିଲ୍ଲୀ କମିଶନ ଫର ମହିଳା (ଡିସିଡବ୍ଲୁ) ମୁଖ୍ୟ ସ୍ବାତୀ…
ଅଧିକ ଖବର ଦେଖନ୍ତୁ...

୩ୟ ଟ୍ବେଣ୍ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଲେନି ପନ୍ତ

ହାଇଦ୍ରାବାଦ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟ୍ବେଣ୍ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ ଆଜି ହାଇଦ୍ରାବାଦ୍‌ରେ ଖେଳାଯାଉଛି। ରାଜୀବ ଗାନ୍ଧି ଅନ୍ତର୍ଜାତୀୟୀୟ ଷ୍ଟାଡିୟମରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଅତିଥି ଟିମ୍‌ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଛି।…
ଅଧିକ ଖବର ଦେଖନ୍ତୁ...