Daily Archives

March 10, 2023

ପାକିସ୍ତାନର ଖର୍ଚ୍ଚକାଟ : ଜାତୀୟ ଦିବସ ପରେଡରେ ବି କାଣ୍ଟଛାଣ୍ଟ୍  

ଇସ୍ଲାମାବାଦ : ଆର୍ଥିକ ସଙ୍କଟରେ ପଡ଼ିଥିବା ପାକିସ୍ତାନ ସରକାର ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ କରୁଛନ୍ତି । ମନ୍ତ୍ରୀମାନଙ୍କୁ ଇକୋନୋମି କ୍ଲାସରେ ଯାତ୍ରା କରିବାକୁ କୁହାଯାଇଛି, ପଞ୍ଚତାରକା ହୋଟେଲରେ ମିଟିଂ ଉପରେ କଟକଣା ଲଗାଯାଇଛି । ଏହା ସହିତ ଦେଶର କେତେକ ସଂପତ୍ତି ବିକ୍ରି କରିବାକୁ…
ଅଧିକ ଖବର ଦେଖନ୍ତୁ...

ଜୈବିକ ପଦ୍ଧତିରେ ଫୁଲ କୋବି ଚାଷ: ୨୫୦ ଏକର ଜମିରେ ଚାଷ କରିଛନ୍ତି ୩୧୫ ଚାଷୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ବର୍ଗର ଚାଷୀମାନଙ୍କ ଜୀବିକାକୁ ସୁଧାର କରିବା ପାଇଁ ବିଭିନ୍ନ ପ୍ରକାରର ପନିପରିବା ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ସେଥିମଧ୍ୟରେ ଫୁଲ କୋବି ହେଉଛି ଏକ ପ୍ରମୁଖ ଚାଷ। ଆଦିବାସୀ ଚାଷୀମାନେ ଏହାକୁ ଜୈବିକ ପଦ୍ଧତିର କରୁଥିବାରୁ ବଜାରରେ ଏହି ଫୁଲ କୋବିର…
ଅଧିକ ଖବର ଦେଖନ୍ତୁ...

ଅପରାଧୀଙ୍କୁ ଦମନ ପାଇଁ ଭୁବନେଶ୍ବରରେ ଆରମ୍ଭ ହେଲା ‘ସେଫ୍‌ ସିଟି ଡ୍ରାଇଭ୍‌’

ଭୁବନେଶ୍ଵର: କମିସନରେଟ ପୁଲିସର ‘ସେଫ୍‌ ସିଟି ଡ୍ରାଇଭ୍‌’ ଆରମ୍ଭ ହୋଇଛି। ବରିଷ୍ଠ ଅଧିକାରୀମାନଙ୍କ ସହ ୨୫ଟି ବାଇକରେ ଟିମ୍‌ ୬୦ର ୫୦ ଜଣ ପୁଲିସ କର୍ମଚାରୀ ପେଟ୍ରୋଲିଙ୍ଗ କରୁଛନ୍ତି। ରାଜଧାନୀରେ ରାସ୍ତାକଡ଼ରେ ବେଆଇନ ଆର୍ଡା ଉପରେ ଚଢ଼ଉ ସହ ଅପରାଧୀଙ୍କୁ ଦମନ ପାଇଁ ଚାଲିଛି ଡ୍ରାଇଭ୍‌।…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଇଲିଆନାଙ୍କ ଏଣ୍ଟ୍ରି ବନ୍ଦ

ନୂଆଦିଲ୍ଲୀ: ଏଇ କିଛି ବର୍ଷ ହେବ ଫିଲ୍ମ ଅପେକ୍ଷା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‌ । କିଛି ଦିନ ତଳେ ଇଲିଆନା ନିଜ ପ୍ରେମିକଙ୍କଠାରୁ ଅଲଗା ହୋଇ ଯାଇଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ପରେ ସେ ବଲିଉଡ ଅଭିନେତ୍ରୀ କଟ୍ରିନା କୈଫଙ୍କ…
ଅଧିକ ଖବର ଦେଖନ୍ତୁ...

୧୦ମ ବୋର୍ଡର ସମ୍ମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା: ପୂର୍ବ ବର୍ଷଠାରୁ ୧୦ ପ୍ରତିଶତ କମ୍ ପରୀକ୍ଷାର୍ଥୀ

ଖୋର୍ଦ୍ଧା: ରାଜ୍ୟ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ୍ ପକ୍ଷରୁ ୧୦ମ ଶ୍ରେଣୀର ସମ୍ମେଟିଭ୍ ଆସେସମେଣ୍ଟ (ଏସ୍ଏ)- ୨ୟ ପରୀକ୍ଷା ମାର୍ଚ୍ଚ ୧୦ ତାରିଖ (ଶୁକ୍ରବାର) ଠାରୁ ଆରମ୍ଭ ହୋଇଯାଇଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ୧୦ ପ୍ରତିଶତ ହ୍ରାସ…
ଅଧିକ ଖବର ଦେଖନ୍ତୁ...

୨୦ ମହଲା ଛାତରୁ ପଡ଼ି ଅୟୋ ମାଲିକ ରିତେଶ ଅଗ୍ରୱାଲଙ୍କ ବାପା ରମେଶଙ୍କ ମୃତ୍ୟୁ

ରାୟଗଡ଼ା: ରାୟଗଡ ଜିଲ୍ଲାର ଯୁବ ବ୍ୟବସାୟ ରିତେଶ ଅଗ୍ରୱାଲଙ୍କ ବାପା ରମେଶ ଅଗ୍ରୱାଲ ୨୦ ମହଲା ଛାତରୁ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି। ଗୁରଗାଁଓସ୍ଥିତ ଏକ ଡିଏଲଏଫ ବିଲିଡିଂରୁ ପଡ଼ି ସେ ପ୍ରାଣ ହରାଇଛନ୍ତି। ତେବେ କେମିତି ଛାତ ଉପରୁ ଖସିପଡ଼ିଲେ, ତାହା ଜଣାପଡ଼ି ନାହିଁ। ସୂଚନାଯୋଗ୍ୟ, ଗତ…
ଅଧିକ ଖବର ଦେଖନ୍ତୁ...

ଏକା ନାଚୁଥିଲେ କନ୍ୟା, ତଳେ ଏହି ଯୁବକଙ୍କୁ ଦେଖିବା ପରେ ଦୁଲୁକିଲା ମଞ୍ଚ

ନୂଆଦିଲ୍ଳୀ: ବିବାହ ସମସ୍ତଙ୍କ ଜୀବନରେ ସ୍ବତନ୍ତ୍ର ହୋଇଥାଏ। ଏହି ଦିନ ଉଭୟ ବର, କନ୍ୟା ବେଶ୍‌ ଖୁସି ଥାଆନ୍ତି। ବିବାହର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବା ଉଚିତ। କାରଣ ଏହି ଛୋଟ ଛୋଟ ମୁହୂର୍ତ୍ତ ହିଁ ଆଗକୁ ସ୍ମୃତି ବନିଯାଏ। ଆପଣ ପୂର୍ବରୁ ସୋସିଆଲ୍‌ ମିଡିଆରେ ବିବାହର ଅନେକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ପୋଷ୍ଟ ଅଫିସରେ ଦୁର୍ନୀତି: ମିଥ୍ୟା ଏନ୍‌ଏସ୍‌ସି ସାର୍ଟିଫିକେଟ ଦେଇ ୨୦ ହଜାର ଆତ୍ମସାତ

ରାୟଗଡ଼ା: ରାୟଗଡ ଜିଲ୍ଲାର କୁମାର ଡାମୁଣି ଶାଖା ଡାକଘରେ ପୋଷ୍ଟ ମାଷ୍ଟର ମୁକେଶ ଚୌଧୁରୀଙ୍କ ବିରୋଧରେ ଟଙ୍କା ଆତ୍ମସାତ କରିବାର ସଂଗୀନ ଅଭିଯୋଗ। କୁମ୍ଭାରଢାମୁଣି ଗ୍ରାମର ରାମ ଚନ୍ଦ୍ର ପିଡିକାକା କୁମ୍ଭାରଢାମୁଣି ବ୍ରାଞ୍ଚ ପୋଷ୍ଟ ଅଫିସ ଦ୍ବାରା ପ୍ରାୟ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନିୟମିତତା…
ଅଧିକ ଖବର ଦେଖନ୍ତୁ...

୧୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଦୀର୍ଘ ଦିନର ଅନ୍ତରାଳେ, ଆଜି ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ୧୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହ ଏହି ମାମଲାରେ ଜଣକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗତକାଲି ସକାଳ ପ୍ରାୟ ୧୦ଟା ବେଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସର ଏକ ଟିମ୍…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ରାଜନୀତିରେ ନୂଆ ମୋଡ଼ ! ପୁଣି କୂଟନୈତିକ ସଂପର୍କ ସ୍ଥାପନ କରିବେ ଇରାନ-ସାଉଦି ଆରବ

ତେହେରାନ : ବିଶ୍ବର କୂଟନୈତିକ କ୍ଷେତ୍ରରେ ଏକ ମହତ୍ବପୂର୍ଣ୍ଣ ଘଟଣା ଘଟିଛି । ଦୁଇ ପାରମ୍ପରିକ ଶତ୍ରୁ ଦେଶ ଇରାନ ଓ ସାଉଦି ଆରବ କୂଟନୈତିକ ସଂପର୍କ ସ୍ଥାପନ କରିବାକୁ ରାଜି ହୋଇଛନ୍ତି । ଚୀନ ମଧ୍ୟସ୍ଥତାରେ ଉଭୟ ପକ୍ଷ ପରସ୍ପରର ଦେଶରେ ଦୂତାବାସ ଖୋଲିବାକୁ ରାଜି ହୋଇଛନ୍ତି । ଏହି ଘଟଣା…
ଅଧିକ ଖବର ଦେଖନ୍ତୁ...