Daily Archives

March 24, 2023

ଶୁଆ କହିଦେଲା ହତ୍ୟାକାରୀର ନାମ, ୯ ବର୍ଷ ପରେ ମାଇଁଙ୍କୁ ହତ୍ୟା ଅଭିଯୋଗରେ ଭଣଜାଙ୍କୁ ଜେଲ

ଆଗ୍ରା: ଶୁଆ କହିଦେଲା ହତ୍ୟାକାରୀର ନାମ | ଆଉ ଶୁଆଠାରୁ ହତ୍ୟାକାରୀର ନାମ ଶୁଣିବା ପରେ ଏକ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ବିଚାରପତି | ଉତ୍ତରପ୍ରଦେଶର ଆଗ୍ରାରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି | ଆଗ୍ରାରେ ଜଣେ ମହିଳାଙ୍କ ହତ୍ୟା ମାମଲାରେ ୯ ବର୍ଷ ପରେ ପରିବାରକୁ ନ୍ୟାୟ…
ଅଧିକ ଖବର ଦେଖନ୍ତୁ...

ଉପର ବାଲିଯାତ୍ରା ପଡ଼ିଆରେ ୨୯ରୁ ବୈଶାଖୀ ବାଣିଜ୍ୟ ମେଳା: ୧୦ ଦେଶ, ୨୨ ରାଜ୍ୟରୁ ଲାଗିବ ୫୨୦ ଷ୍ଟଲ

କଟକ: ଉପର ବାଲିଯାତ୍ରା ପଡ଼ିଆରେ ୧୮ତମ ଅର୍ନ୍ତଜାତୀୟ ବାଣିଜ୍ୟ ବୈଶାଖୀ ମେଳା ଆରମ୍ଭ ହେବାକୁ ଯାଉଛି। କଟକ ବୈଶାଖୀ ବାଣିଜ୍ୟ ମେଳା କମିଟି ଆନୁକୂଲ୍ୟରେ ଚଳିତ ମାସ ୨୯ତାରିଖ ଠାରୁ ଏହି ମେଳା ପ୍ରଦର୍ଶିତ ଓ ବିକ୍ରି ହେବ। ଏଥିରେ ଆମ ରାଜ୍ୟ ସମେତ ୧୦ଟି ଦେଶ ଓ ୨୨ଟି ରାଜ୍ୟରୁ ଖୁଦ୍ର, ମଧ୍ୟମ ଓ…
ଅଧିକ ଖବର ଦେଖନ୍ତୁ...

ବର୍ଷା ପାଣି ନେଲା ଦୁଇଜଣ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଅମ୍ବରନାଥରେ ପାଇପଲାଇନ କ‌ାମ ପାଇଁ ମାଟି ଖୋଳା ଯାଇଥିଲା। ମାଟି ଖୋଳା ଯାଇଥିବାରୁ ଉକ୍ତ ସ୍ଥାନରେ ବଡ଼ବଡ଼ ଗାଢ଼ା ହୋଇଯାଇଥିଲା।  ବର୍ଷା ହୋଇ ସେହି ଗାଢ଼ାରେ ପାଣି ଭରି ଯାଇଥିଲା। ଫଳରେ ଦୁଇଜଣ ଶିଶୁ ଖେଳୁଥିବା ବେଳେ ଉକ୍ତ ଗାଢ଼ାରେ ପଡ଼ିଯାଇଥିଲେ।…
ଅଧିକ ଖବର ଦେଖନ୍ତୁ...

କୋଇଲା ବୋଝେଇ ଟ୍ରକ୍‌ରେ ନିଆଁ ଲାଗିଲା, ଡ୍ରାଇଭର ଓ ହେଲ୍‌ପର ଆହତ

କଟକ: ଜଗତପୁର ଶିଳ୍ପାଞ୍ଚଳରେ ଏକ କୋଇଲା ବୋଝେଇ ଟ୍ରକ୍‌ରେ ହଠାତ୍ ନିଆଁ ଲାଗି ଯିବାରୁ ଘଟଣାସ୍ଥଳରେ ହେଲପର ଗୁରୁତର ଆହତ ହୋଇଥିବା ବେଳେ ଡ୍ରାଇଭର ମଧ୍ୟ ଆହତ। ଅପରପକ୍ଷରେ ଖବର ପାଇ ଜଗତପୁର ପୁଲିସ ପିସିଆର ପହଞ୍ଚି ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ ଟ୍ରକ୍‌ଟି…
ଅଧିକ ଖବର ଦେଖନ୍ତୁ...

ଗାଧୋଇବା ବେଳେ ମହାନଦୀରେ ବୁଡ଼ିଗଲେ କଲେଜ ଛାତ୍ର

କଟକ: ଜଗତପୁର ଥାନା ଅନ୍ତର୍ଗତ ଗଣପତି ପଲିଟେକ୍ନିକ ଶିକ୍ଷାନୁଷ୍ଠାନ ପାର୍ଶ୍ଵ ଦିଗିସାହିସ୍ଥିତ ମହାନଦୀରେ ଗାଧୋଇବା ସମୟରେ ବୁଡ଼ିଯାଇ ଶୁକ୍ରବାର ଜଣେ କଲେଜ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ଆସିତ ମହାନ୍ତି (୨୦)। ସୂଚନା ଅନୁସାରେ ଜଗତପୁର ଥାନା ଅନ୍ତର୍ଗତ ଚମ୍ପତି…
ଅଧିକ ଖବର ଦେଖନ୍ତୁ...

‘କାଚା ବାଦାମ’ ଗୀତ ଫେମ୍‌ ଅଞ୍ଜଳିଙ୍କ ପ୍ରେମିକ ଆକାଶଙ୍କୁ ଜାଣନ୍ତି କି? ରୋମାଣ୍ଟିକ୍‌ ଫଟୋ ହେଉଛି ଭାଇରାଲ୍‌

ନୂଆଦିଲ୍ଲୀ: ‘କାଚା ବାଦାମ’ ଗୀତରେ ଭାଇରାଲ ହୋଇ ଖ୍ୟାତି ଅର୍ଜନ କରିଥିବା ଅଞ୍ଜଳି ଆରୋରା ଏବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଥର ଚର୍ଚ୍ଚାର କାରଣ ତାଙ୍କ ବ୍ୟକ୍ତିଗତ ଜୀବନ, ଅର୍ଥାତ ‘ଲଭ୍‌ ଲାଇଫ୍‌’। ଅଞ୍ଜଳିଙ୍କର ତ‌ାଙ୍କ ପ୍ରେମିକ ଆକାଶ ସାନ୍‌ଶନୱାଲାଙ୍କ ସହ କିଛି ଫଟୋ ଏବେ…
ଅଧିକ ଖବର ଦେଖନ୍ତୁ...

ନିଜ ଫାଶରେ ପଡ଼ିଗଲେ ରାହୁଲ, କିପରି ଜାଣନ୍ତୁ

ନୂଆଦିଲ୍ଲୀ : ୨୦୧୯ର  ଏକ ମାନହାନୀ ମକଦ୍ଦମାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷର ଜେଲ ଦଣ୍ଡ ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହୋଇଯାଇଛି । ତେବେ ଆଜି ଏହି ଘଟଣାକୁ ୧୦ ବର୍ଷ ତଳେ ଘଟିଥିବା ଏକ ଘଟଣାକୁ ଯୋଡ଼ାଯାଉଛି । କୁହାଯାଉଛି ସେହିବର୍ଷ ରାହୁଲ ଯେଉଁ କାମ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କୁ ସାହାଯ୍ୟ କଲେ କହିବେ ସିଂଘାଣି ପୋଛିଦେଲି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନେକ ସମୟରେ ନିଜର ମଜାଳିଆ ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି | ଆଉ ଆଜି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା | ଆଜି ସଂସଦରୁ ବାହାରକୁ ଆସୁଥିବା ବେଳେ ବାହାରେ ଠିଆ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ରାହୁଲ କଟାକ୍ଷ କରିଥିଲେ | ଆଉ ଏହାର…
ଅଧିକ ଖବର ଦେଖନ୍ତୁ...

୭୫ଥର ଅଡିସନ‌ରେ ରିଜେକ୍ଟ ହୋଇଥିବା ବିଦ୍ୟା ବଲାନଙ୍କୁ ପ୍ରଦୀପ ସରକାର ଷ୍ଟାର ବନାଇଥିଲେ

ମୁମ୍ବାଇ: ଗୁରୁବାର ରାତି ପ୍ରାୟ ୩.୩୦ରେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଯାଇଥିବା କଥା ଅଭିନେତ୍ରୀ ନୀତୁ ଚନ୍ଦ୍ରା ସୂଚନା ଦେଇଛନ୍ତି । ସେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରର ନିର୍ଦେଶନା ଦେବା ସହିତ ଏଡିଟିଂ ଓ ଚିତ୍ରନାଟ୍ୟ ରଚନା ଜରିଆରେ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସଂପର୍କରେ ପଚରା ଯାଇଥିବା ପ୍ରଶ୍ନ ଉପରେ ହସି ହସି ଏପରି ଉତ୍ତର ଦେଲେ ସାଂସଦ ରାଘବ…

ମୁମ୍ବ‌ାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢ଼ାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ କଥା ଉଠିଛି। ସୋସିଆଲ୍‌ ମିଡିଆରେ ଦୁହିଁଙ୍କର କିଛି ଫଟୋ ଭାଇରାଲ୍‌ ହେବା ପରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେମାନେ ସାଥି ହୋଇ…
ଅଧିକ ଖବର ଦେଖନ୍ତୁ...