Daily Archives

May 7, 2023

ବେଆଇନ ବିଏଡ୍ ପ୍ରଶିକ୍ଷଣ ନାମରେ ଠକେଇ ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧାରେ ବିଭିନ୍ନ ଯୁବକଯୁବତୀଙ୍କୁ ସରକାରୀ ସ୍ୱୀକୃତିପ୍ରାପ୍ତ ବିଏଡ୍ ପ୍ରଶିକ୍ଷଣ ଓ ନିଶ୍ଚିତ ଚାକିରିର ପ୍ରଲୋଭନ ଦେଖାଇ ଏକ ସଂସ୍ଥା ଠକେଇ ଆଦି ବେଆଇନ କାମ କରୁଥିବା ନେଇ ଅଭିଯୋଗ ହୋଇଛି। ଅନୁଗୁଳର ବିଆଇଏମ୍ଏଟି ଇନ୍ଷ୍ଟିଚ୍ୟୁଟ୍ ନାମକ ଏକ ସଂସ୍ଥା ଖୋର୍ଦ୍ଧାର ବିଭିନ୍ନ ଅଂଚଳର…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ରାଜସ୍ଥାନକୁ ୪ ୱିକେଟରେ ପରାସ୍ତ କଲା ହାଇଦ୍ରାବାଦ

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ତମ ସଂସ୍କରଣର ୫୨ତମ ମ୍ୟାଚରେ ରବିବାର ରାଜସ୍ଥାନ ରୟାଲ୍ସକୁ ୪ ୱିକେଟରେ ପରାସ୍ତ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌। ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୨୧୪ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୨୧୭…
ଅଧିକ ଖବର ଦେଖନ୍ତୁ...

କେରଳରେ ଡଙ୍ଗା ବୁଡି ୧୫ ପର୍ଯ୍ୟଟକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କେରଳର ମଲପୁରମ ଜିଲ୍ଲାର ତନୁର ନିକଟରେ ରବିବାର ସନ୍ଧ୍ୟାରେ ଏକ ଡଙ୍ଗା ବୁଡି ୧୫ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି। ଉକ୍ତ ଡଙ୍ଗାରେ ୪୦ ପର୍ଯ୍ୟଟକ ଥିଲେ। ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ଯୋଗ୍ୟ ଯେ, ତନୁର ନିକଟସ୍ଥ ଓଟୁପୁରମରେ ଥିବା ଥୁରମ ଥିରମ…
ଅଧିକ ଖବର ଦେଖନ୍ତୁ...

ବଜରଙ୍ଗବାଲି ମନ୍ଦିରରେ ଥିଲେ, କଂଗ୍ରେସ ତାଙ୍କୁ ନିର୍ବାଚନ ମଇଦାନକୁ ଆଣିଲା: ଶାହା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ବି ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ କମିବାର ନାମ ନେଉନାହିଁ | ଆଜି ଗୃହମନ୍ତ୍ରୀ ଅମିତ ଶାହା କଂଗ୍ରେସ ଉପରେ ଏକ ବଡ ଆକ୍ରମଣ କରିଛନ୍ତି। ଅମିତ ଶାହା କହିଛନ୍ତି ଯେ କଂଗ୍ରେସ କର୍ଣ୍ଣାଟକକୁ ଲୁଟ୍ କରିଛି।…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଆମକୁ ପଠାଇଛନ୍ତି: ୫-ଟି ସଚିବ

ଶେରଗଡ଼/ହିଞ୍ଜିଳିକାଟୁ: ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ରବିବାର ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ଶେରଗଡ଼ ବ୍ଲକ୍‌ ଓ ହିଞ୍ଜିଳିକାଟୁରେ ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରି ବିଭିନ୍ନ ସମସ୍ୟା ଶୁଣିବା ସହ ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ‌ଶେରଗଡ଼…
ଅଧିକ ଖବର ଦେଖନ୍ତୁ...

ଜୁନ୍ ୧୮ରେ ଦ୍ରିଶାଙ୍କୁ ବିବାହ କରିବେ ସନ୍ନି ଦେଓଲଙ୍କ ପୁଅ କରଣ

ମୁମ୍ବାଇ: ଜୁନ୍ ୧୮ରେ ବିବାହ କରିବେ ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ। ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଫିଲ୍ମ ‘ପଲ ପଲ ଦିଲ କେ ପାସ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଯଦିଓ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା, ହେଲେ ଫିଲ୍ମର ଗୀତଗୁଡିକ…
ଅଧିକ ଖବର ଦେଖନ୍ତୁ...

ଉଦ୍ଧାର ହେଲା ଧଳା ରଙ୍ଗର ଦୁର୍ଲଭ ନାଗ ସାପ

ନୂଆଦିଲ୍ଲୀ: ଭାରତର ତାମିଲନାଡୁରେ ଧଳା ରଙ୍ଗର ନାଗ ସାପ ବାହାରିଥିବା ଖବର ମିଳିବା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମି ଯାଇଥିଲା। ଏଥିସହିତ ଉକ୍ତ ସାପ ବାହାରିଥିବା ଖବର ପାଇବା ପରେ ଘଟଣାସ୍ଥଳରେ ସାପ ଧରାଳୀ ତୁରନ୍ତ ଆସି ପହଞ୍ଚି ଯାଇଥିଲେ। ସୂଚନାଯୋଗ୍ୟ, ନିକଟରେ ତାମିଲନାଡ଼ୁର…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଓ ଶେରଗଡ ବ୍ଲକ୍ ଗସ୍ତ

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ରବିବାର ହିଞ୍ଜିଳି ଓ ଶେରଗଡ଼ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଏବଂ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ଓ ସମୀକ୍ଷା କରିଛନ୍ତି । ରବିବାର ସକାଳୁ ଶ୍ରୀ ପାଣ୍ଡିଆନ୍ ସର୍ବ…
ଅଧିକ ଖବର ଦେଖନ୍ତୁ...

ବିଜେପିଠାରୁ ଯେଉଁ ଟଙ୍କା ନେଇଛ, ତାହା ଅମିତ ଶାହାଙ୍କୁ ଫେରାଇଦିଅ: ଗେହଲୋଟ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଆଜି ପରୋକ୍ଷରେ ସଚିନ ପାଇଲଟଙ୍କ କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି | ସେ ବିଦ୍ରୋହ ପାଇଁ ବିଜେପିରୁ କୋଟି କୋଟି ଟଙ୍କା ନେଇଥିବା ଅଭିଯୋଗକୁ ଦୋହରାଇଛନ୍ତି। ଏହା ସହ ଅମିତ ଶାହାଙ୍କୁ ଟଙ୍କା ଫେରସ୍ତ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ରବିବାର…
ଅଧିକ ଖବର ଦେଖନ୍ତୁ...

କୌଣସି କାମକୁ ନୁହେଁ ବୋଲି କହୁଥିଲେ ଲୋକେ, ହେଲେ ମୁଁ ତାଙ୍କୁ ଭୁଲ ପ୍ରମାଣିତ କରିଛି: କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଫିଲ୍ମ ନିର୍ମାତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ବିବାଦରେ ରହିଥା’ନ୍ତି। ପୂର୍ବରୁ ତାଙ୍କ ବୟାନକୁ ନେଇ ଅନେକ ବିତର୍କ ହୋଇଥିବା ବେଳେ ଏବେ ପୁଣି ଥରେ ସେ ନିଜ ପୁରୁଣା ଦିନ ବିଷୟରେ ଜଣାଇ ଲାଇମଲାଇଟକୁ ଆସିଛନ୍ତି। ଏଥର ସେ ତାଙ୍କ ସଂଘର୍ଷର…
ଅଧିକ ଖବର ଦେଖନ୍ତୁ...