Daily Archives

May 12, 2023

ପ୍ରକାଶ ପାଇଲା ସିବିଏସ୍‍ଇ ପରୀକ୍ଷା ପରୀକ୍ଷାଫଳ: ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଶତପ୍ରତିଶତ ସଫଳତା

ରାୟଗଡା: ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଚଳିତ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଶତପ୍ରତିଶତ ମାର୍କ ରଖି ସଫଳତା ଅର୍ଜନ କରିଛନ୍ତି। ଆଜି ସିବିଏସ୍‍ଇ ଦ୍ୱାରା ପରିଚଳିତ ଦଶମ ଓ ଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ଖ୍ରୀଷ୍ଟିୟାନପେଟା ରାସ୍ତା ଉପରୁ ଜେସିବି ଲଗାଇ ଗୃହ ନିର୍ମାଣ ସାମଗ୍ରୀ ଉଠାଇଲା‌ ପୌରପାଳିକା

ଜୟପୁର: ସ୍ଥାନୀୟ ଖ୍ରୀଷ୍ଠିୟାନ ପେଟ୍ଟା ୱାର୍ଡ ନଂ ୫ ଅଞ୍ଚଳରେ ଘର ନିର୍ମାଣ କରିବା ପାଇଁ ବାଲି, ପଥର, ଇଟା, ଚିପ୍ସ ଓ ମେଟାଲ ଆଦି ରାସ୍ତା ଏବଂ ଡ୍ରେନ ଉପରେ ଜମ‌ା କରି ରଖିଥିଲେ। ଗତକାଲି ପୌରପାଳିକାର କର୍ମଚାରୀ ଓ ଟାଉନ ପୁଲିସ ଘଟଣାସ୍ଥଳକୁ ଯାଇ ତଦାରଖ କରିବା ସହ ଯେଉଁମାନେ ଏଭଳି ରାସ୍ତା…
ଅଧିକ ଖବର ଦେଖନ୍ତୁ...

ପୋଖରନ ଦ୍ବିତୀୟ ପରମାଣୁ ବୋମା ପରୀକ୍ଷାର ୨୫ ବର୍ଷ ପାଳନ ଉତ୍ସବ

ଜୟପୁର: ଆଜି ସ୍ଥାନୀୟ ସ୍ବୟଂ ଶାସିତ ବିକ୍ରମ ଦେବ ମହାବିଦ୍ୟାଳୟ ଏନସିସି ପକ୍ଷରୁ ପୋଖରନ ଦ୍ବିତୀୟ ପରମାଣୁ ବୋମା (ନ୍ୟୁକ୍ଲିୟର) ପରୀକ୍ଷା ୨୫ବର୍ଷ ପାଳନ ଉତ୍ସବରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏଥିରେ ବାରିଣୀପୁଟ ଉପରକକୋଲାବ ପ୍ରଜେକ୍ଟ ହାଇସ୍କୁଲ, ସେଣ୍ଟ ଜାଭିୟର୍ସ ଓ…
ଅଧିକ ଖବର ଦେଖନ୍ତୁ...

ଉପଯୁକ୍ତ ଚିକିତ୍ସା ଅଭାବରୁ ଶିଶୁ ମୃତ୍ୟୁ ଅଭିଯୋଗ, ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଉତ୍ତେଜନା

ଜୟପୁର: ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାତିରେ ଜରୁରୀକାଳୀନ ରୋଗୀଙ୍କୁ ଉପଯୁକ୍ତ ‌ସ୍ବାସ୍ଥ୍ୟ ସେବା ମିଳୁ ନ ଥିବାରୁ ରୋଗୀଙ୍କର ମୃତ୍ୟୁ ହେଉଥିବା ଭଳି ଗୁରୁତର ଅଭିଯୋଗ ବି ଉଠିଛି।  ଜିଲ୍ଲାପାଳ, ସାଂସଦ, ଜୟପୁର ବିଧାୟକ ଆଦି କଡ଼ା ତାଗିଦ…
ଅଧିକ ଖବର ଦେଖନ୍ତୁ...

ଭୟଙ୍କର ରୂପ ନେଉଛି ବାତ୍ୟା ‘ମୋକା’, ପଶ୍ଚିମବଙ୍ଗ ସମେତ ଉତ୍ତର-ପୂର୍ବ ଭାରତ ପାଇଁ ରେଡ ଆଲର୍ଟ ଜାରି

ନୂଆଦିଲ୍ଲୀ : ଏକ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି ମୋକା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ମେ ୧୩ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ ମୋକା ଦ୍ରୁତ ଅତ୍ୟନ୍ତ ଭୀଷଣ ବାତ୍ୟାରେ ପରିଣତ ହେବ । ଏହାର ପ୍ରଭାବ ଶୁକ୍ରବାର ରାତିରୁ…
ଅଧିକ ଖବର ଦେଖନ୍ତୁ...

ଛୁଆଙ୍କୁ ହଜାଇ ମନ ଦୁଃଖରେ ବସିଥିବା କୁକୁରକୁ ଖୁସି କରି ଦେଲେ ମହିଳା

ନୂଆଦିଲ୍ଲୀ: ପଶୁ ଓ ମଣିଷ ଭିତରେ ନିବିଡ଼ ସମ୍ପର୍କ ଥିବାର ଅନେକ ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନେ କି ମଣିଷ ହୋଇ ବି ମଣିଷକୁ ନିର୍ଯାତନା ଦେବାକୁ ପଛାନ୍ତି ନାହିଁ। ଏଭଳି କ୍ଷେତ୍ରରେ ଦେଖିବାକୁ ଗଲେ ଏମିତି ବି ମଣିଷ ଅଛନ୍ତି ଯେଉଁମାନେ…
ଅଧିକ ଖବର ଦେଖନ୍ତୁ...

ଯୌତୁକ ନିର୍ଯାତନା ଅଭିଯୋଗ

ହେମଗିର: ଯୌତୁକ ପାଇଁ ନିର୍ଯାତନା ନେଇ ଜଣେ ମହିଳା ଆଜି ନିଜସ୍ବାମୀଙ୍କ ନାମରେ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ଅଭିଯୋଗକାରିଣୀ ମହିଳାଙ୍କ ଲିଖିତ ଏତାଲା ଅନୁସାରେ ସେ ଗତ ୨୦୧୫ ରେ ହେମଗିରର ଅଶୋକ ବେହେରାଙ୍କୁ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ବାମୀ ଅଶୋକ ବାପଘରୁ ୬୦ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

ଆଞ୍ଚଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବଣାଇଗଡ଼: ବଣାଇ ସହରସ୍ଥ ଆଇଟିଡିଏ ସଭାଗୃହରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣିରେ ଲହୁଣିପଡ଼ା ବ୍ଲକ୍‌ ଜୋନ୍‌(ଖ) ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ସିପିଆଇଏମ୍ ଖୁଣ୍ଟଗାଁ ଆଞ୍ଚଳିକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଖୁଣ୍ଟଗାଁ…
ଅଧିକ ଖବର ଦେଖନ୍ତୁ...

‘ଚୁକ୍ତି ଭାଙ୍ଗିଲେ ବିଶ୍ବାସ ଭାଙ୍ଗେ’ ଢାକାରେ ଚୀନକୁ ଜୟଶଙ୍କରଙ୍କ ଟାର୍ଗେଟ୍

ଢାକା : ବାଂଲାଦେଶ ଗସ୍ତରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପରୋକ୍ଷରେ ଚୀନକୁ ଟାର୍ଗେଟ କରିଛନ୍ତି ।  ଜୟଶଙ୍କର କହିଛନ୍ତି ଯେ ଯେତେବେଳେ ଦେଶଗୁଡ଼ିକ ଚୁକ୍ତିକୁ ଉଲ୍ଲଂଘନ କରନ୍ତି, ସେତେବେଳେ ପାରସ୍ପରିକ ବିଶ୍ୱାସର ବଡ଼ ଧରଣର କ୍ଷତି ହୋଇଥାଏ । ବୈଦେଶିକ ବ୍ୟାପାର ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ରାତ୍ର ଜୁଗୁଆଳିଙ୍କୁ ରେଞ୍ଜରଙ୍କ ମାନସିକ ନିର୍ଯ୍ୟାତନା

ଦେଓଗାଁ: ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନର ଅନ୍ତର୍ଗତ ଦେଓଗାଁ ବ୍ଳକ ର ବନ୍ଧପଡା କେନ୍ଦୁପତ୍ର ରେଞ୍ଜର ନିଜ ଅଫିସର ତଳିଆ କର୍ମଚାରୀ ଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବାରୁ ଅଭିଯୋଗ ଆଣିଛନ୍ତି ରେଞ୍ଜ କାର୍ଯ୍ୟାଳୟ ର ରାତ୍ରଯୁଗୁଆଳି। ରାତ୍ର ଜୁଗୁଆଳି କୁ ଅସଭ୍ୟଭିଭାଷାରେ ଗାଳି…
ଅଧିକ ଖବର ଦେଖନ୍ତୁ...